୧୮ଟି ନିଷ୍ପତ୍ତି ଉପରେ ମୋହର ମାରିଲା ଓଡ଼ିଶା କ୍ୟାବିନେଟ୍ , ନିଜମ 5ମ ପାଳିର ଚତୁର୍ଥ ବର୍ଷ ପୂରଣ କଲେ ନବୀନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନିଜ 5ମ ପାଳିର ଚତୁର୍ଥ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ 18ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ମରାଯାଇଛି। ଏହା ମଧ୍ୟରେ ରହିଛି ନିଜସ୍ୱ ମୋ ଘର ଯୋଜନା। ଏହା ଦ୍ୱାରା କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଅପେକ୍ଷା ନ କରି ରାଜ୍ୟ ସରକାର ନିଜସ୍ୱ ବ୍ୟବସ୍ଥା କରିଛନ୍ତି। ସାଧାରଣ ନିର୍ବାଚନକୁ ବର୍ଷକରୁ କମ୍ ସମୟ ଥିବାରୁ ଏହି ଯୋଜନା…
