ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ;୩ ଅଷ୍ଟ୍ରେଲିଆନ ପାବିଲିୟନରେ

ଇଂଲଣ୍ଡର ଓଭାଲ ଠାରେ ଭାରତ – ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲରେ ଭାରତ ପ୍ରଥମେ ଟସ୍ ଜିତି ବୋଲିଂର ନିଷ୍ପତ୍ତି ନେଇଛି। ବିପକ୍ଷ ଅଷ୍ଟ୍ରେଲିଆ ତାର ପ୍ରଥମ ପାଳିର ଖେଳ ଜାରିରଖିଛି। ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ 76 ରନ୍ ରେ ବହୁମୂଲ୍ୟ 3 ଟି ୱିକେଟ ହରାଇଛି। ଭାରତ ପକ୍ଷରୁ ମହମ୍ମଦ ସିରାଜ୍, ଶାମି ଓ ସର୍ଦୁଲ୍ ଠାକୁର ଗୋଟାଏ ଲେଖାଏଁ ୱିକେଟ୍ ପାଇବାରେ ସଫଳ ହୋଇଛନ୍ତି। ପ୍ରଥମ ଦିନର ଭୋଜନ…

Read More

ବାହାନଗା ଟ୍ରେନ୍‌ ଦୁର୍ଘଟଣା:ଦ୍ବିତୀୟ ଦିନରେ ରେଳ ଅଧିକାରିଙ୍କ ମୋବାଇଲ ଜବତ କଲା ସିବିଆଇ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାର କାରଣ ଜାଣିବା ପାଇଁ  ସିବିଆଇ ଘଟଣାର ତଦନ୍ତ କରୁଛି।ଆଜି ଏହି ତଦନ୍ତର ଦ୍ୱିତୀୟ ଦିନରେ  ସିବିଆଇର ୧୦ ଜଣିଆ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଟେକ୍ନିକାଲ ଏବଂ ଫରୋନ୍‌ସିକ୍‌ ଟିମ୍‌ ତୃତୀୟ ଥର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।ଏହି ଟିମ୍‌ ଘଟଣାସ୍ଥଳରେ ଦୀର୍ଘ ୪୫ ମିନିଟ୍‌ ତଦନ୍ତ କରିବା ପରେ ରେଳ ଅଧିକାରୀଙ୍କ ମୋବାଇଲ ସିବିଆଇ ହାତରେ ଲାଗି ଥିବା  ସୂଚନା ରହିଛି। କଲ୍ ରେକର୍ଡ, ହ୍ୱାଟସଆପ କଲ୍ ଓ…

Read More

ଉଜ୍ଜ୍ୱଳ ଭାରତ ଦାବିକୁ ଭିତ୍ତିହୀନ କହିଲେ ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ : ଭାରତ ବେଶ ଉଜ୍ଜ୍ୱଳ ଓ ଚମକୁଛି ବୋଲି ଯାହା କୁହାଯାଉଛି ତାହା ସବୁ ଭିତ୍ତିହୀନ ବୋଲି କହିଛନ୍ତି  ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ।  ଏହା କହିବା ସହ ସରକାରଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି। ସ୍ବାମୀ କହିଛନ୍ତି ଯେ ମୁଁ ଭାରତୀୟ ଅର୍ଥନୀତିର ପରିସଂଖ୍ୟାନକୁ ଭଲଭାବେ ଅନୁଶୀଳନ କରିଛି। ଭାରତ ଚମକୁଛି ବୋଲି ଯାହା କୁହାଯାଉଛି ତାହା ଭିତ୍ତିହୀନ। ଯଦି କରୋନା ଜନିତ ସୁଧାରକୁ ବାଦ ଦିଆଯିବ ତେବେ ଦେଶର ଜିଡିପି ଅଭିବୃଦ୍ଧି ୪…

Read More

ବୋକାରୋରେ ଅଳ୍ପକେ ବର୍ତ୍ତିଲା ରାଜଧାନୀ, ଆଜିଠୁ ଗଡ଼ିବ କରମଣ୍ଡଳ

ଭୁବନେଶ୍ୱର : ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲା ଅନ୍ତର୍ଗତ ଗୋଟାଏ ରେଳ କ୍ରସିଂ ଟ୍ରାକ୍ଟର୍‌ଟିଏ ଫସି ଯାଇଥିବା ଗତ ମଙ୍ଗଳବାର ଅପରାହ୍ଣରେ ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ୍‌ର ଡ୍ରାଇଭର୍‌ ଜରୁରୀକାଳୀନ ବ୍ରେକ୍‌ ମାରିଥିଲା। ଏହା ଦ୍ୱାରା ଏକ ନିଶ୍ଚିତ ଦୁର୍ଘଟଣା ଏଡ଼ାଇ ଦିଆଯାଇ ପାରିଥିବା କଥା ଖୋଦ୍ ଦକ୍ଷିଣପୂର୍ବ ରେଳବାଇ ସ୍ୱୀକାର କରିଛି। ଜାତୀୟସ୍ତରୀୟ ଖବର ସରବରାହ ସଂସ୍ଥା  ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ୪.୪୫ରେ ବୋକାରୋ ଜିଲ୍ଲା ଅନ୍ତର୍ଗତ ଭୋଜୁଡିହ ରେଳ ଷ୍ଟେସନ୍‌ ଅନ୍ତର୍ଗତ ସାନ୍ତଳଡିହ ରେଲ୍‌ୱେ…

Read More

ବିରାଟଙ୍କ ମୁହଁରେ ୱାରନରଙ୍କ ପ୍ରଶଂସା

ଲଣ୍ଡନ :ଭାରତୀୟ ଷ୍ଟାର ଖେଳାଳି ବିରାଟ କୋହଲି ଅଷ୍ଚ୍ରେଲିଆର ଓପନିଂ ବ୍ୟାଟର ଡେଭିଡ ୱାରନରଙ୍କୁ ପ୍ରଶଂସା କରିଛନ୍ତି । ଏକ ଭିଡିଓରେ କୋହଲି କହିଛନ୍ତି ଅଷ୍ଟ୍ରେଲିଆ ପାଇଁ ୱାରନର ହେଉଛନ୍ତି ଏକ ଗୁରୁତ୍ବପୂର୍ଣ୍ଣ ଖେଳାଳି । ଯେବେ ସେ ତାଙ୍କ ଫର୍ମରେ ଥାଆନ୍ତି ସେତେବେଳେ ତାଙ୍କୁ ରେକିବା କଷ୍ଟକର ହୋଇଥାଏ । ସେ ଆହୁରି ସଧ୍ୟ କହିଛନ୍ତି ଡେଭିଡ ୱାରନର ବ୍ୟାଟଂ କରିବା ସମୟରେ ବିଫକ୍ଷ ଦଳ ପାଖରୁ ମ୍ୟାଚକୁ ଶୀଘ୍ର ଦୂରକୁ ନେଇଯାଆନ୍ତି । ଏବଂ…

Read More

ମୌସୁମୀ ବାଟରେ ବାଧକ ସାଜିଛି ବାତ୍ୟା ‘ବିପର୍ଯ୍ୟୟ’

ଭୁବନେଶ୍ବର : ଆରବ ସାଗରରେ ଅବପାତ ହେତୁ କେରଳ ପହଞ୍ଚି ପାରୁନି ମୌସୁମୀ । ଯଦି ଠିକ୍ ସମୟରେ ମୌସୁମୀ ଓଡ଼ିଶାକୁ ଆସିଥାନ୍ତା  ତେବେ ଏତେବେଳକୁ ବର୍ଷା ହେବା ସହ ଗରମ ଓ ଗୁଳୁଗୁଳିରୁ ବି ଆଶ୍ବସ୍ତି ମିଳିସାରନ୍ତାଣି। କିନ୍ତୁ ମୌସୁମୀ ଆସିବାର ବାଟ ଉଗାଳିଛି ବାତ୍ୟା ‘ବିପର୍ଯ୍ୟୟ’। ଆରବସାଗରରେ ଲଘୁଚାପ ପରେ  ଏହା ବାତ୍ୟା ‘ବିପର୍ଯ୍ୟୟ’ ରୂପ ନେବ ବୋଲି ଆକଳନ କରାଯାଇଛି। ଏହି ସାମ୍ଭାବ୍ୟ ବାତ୍ୟା ଯୋଗୁଁ ସେଠାରେ ମେଘଖଣ୍ଡ ଏକାଠି ରହୁଛି ଓ…

Read More

ବାହାନାଗା ଦୁର୍ଘଟଣା : ଶବ ପାହାଡ଼, ବଞ୍ଚିବାର ଚିତ୍କାର ଓ ୩ଟି ଅନୋଲୋଚିତ ଦିଗ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନାଗାରେ ରେଳ ଦୁର୍ଘଟଣାକୁ ଇତି ମଧ୍ୟରେ 5 ଦିନ ବିତିଗଲାଣି। ଏହା ମଧ୍ୟରେ କାହାର ପରିବାର ଉଜୁଡିଯାଇଛି ତ କାହାରି ଖୋଜ ଖବର ମିଳୁନି। କିଏ ଜୀବନ ବଞ୍ଚାଇବାକୁ ଏବେ ବି ସଂଘର୍ଷ କରୁଛି ତ କିଏ ସାହାର ଖୋଜୁଛି। ଏସବୁ ମଧ୍ୟରେ 3ଟି ପ୍ରସଙ୍ଗ ସମ୍ବେଦନଶୀଳ ବ୍ୟକ୍ତିମାନେ ବହୁତ ସମାଲୋଚନା କରିଛନ୍ତି। ଏହି 3ଟି ପ୍ରସଙ୍ଗ ହେଉଛି- ଦୁର୍ଘଟଣା ପରଦିନ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ଗୁଡ଼ିକରେ ଭୁବନେଶ୍ୱର-ସିଙ୍ଗାପୁର ବିମାନ ଉଡାଣର…

Read More

ବିଦ୍ୟୁତ ଚୋରୀ ନେଇ ମାମଲା ରୁଜୁ

ବ୍ରହ୍ମପୁର : ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ ପକ୍ଷରୁ ବିଦ୍ୟୁତ ଚୋରି ନେଇ ଧରପଗଡ଼ ଜୋରଦାର ହୋଇଛି । କବିସୂର୍ଯ୍ୟନଗରର ଜଣେ ଉପଭୋକ୍ତା ବିଦ୍ୟୁତ ଚୋରି କରୁଥିବା ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ କବିସୂର୍ଯ୍ୟନଗର ଥାନାରେ ଏତଲା ଦିଆଯାଇଛି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କର ବିଦ୍ୟୁତ ବିଲ ବକେୟା ଥିଲା । ଥରେ ତାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା । କିନ୍ତୁ ସେହି…

Read More

ପୁଣି ଟ୍ରେନରେ ଅଘଟଣ ;ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ଟ୍ରେନ୍‌ରୁ ହଠାତ୍‌ ବାହାରିଲା ଧୂଆଁ

ବ୍ରହ୍ମପୁର ; ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ଟ୍ରେନ୍‌ରୁ ହଠାତ୍‌ ବାହାରିଲା ଧୂଆଁ । ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଆଉ ଏହା ଦେଖିବା ପରେ ଯାତ୍ରୀ ଭୟଭୀତ ହୋଇପଡ଼ିଛନ୍ତି । ବ୍ରହ୍ମପୁର ଷ୍ଟେସନରେ ଧୂଆଁ ବାହାରିବା ଦେଖି ଯାତ୍ରୀମାନେ ଭୟରେ ଓହ୍ଲାଇ ଯାଇଛନ୍ତି ।ଏବେ ସୁଦ୍ଧା ଧୂଆଁକୁ ନିର୍ବାପିତ କରାଯାଇଥିଲେ ବି ସେଥିରେ ଯିବାକୁ ଯାତ୍ରୀମାନେ ରାଜି ହେଉନାହାନ୍ତି । କରମଣ୍ଡଳ ଦୁର୍ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଏପରି ଏକ ଘଟଣା ଯାତ୍ରୀଙ୍କୁ…

Read More

ଆହତଙ୍କୁ ଭେଟିବାକୁ ଓଡ଼ିଶାରେ ମମତା, ମୃତକଙ୍କୁ ପରିବାରର ଜଣଙ୍କୁ ହୋମଗାର୍ଡ ଚାକିରୀ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନାଗାର ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଙ୍ଗର ଶତାଧିକ ଲୋକ ମରିଛନ୍ତି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି। କେତେକଙ୍କ ମୃତ ଦେହ ପଶ୍ଚିମବଙ୍ଗ ଯାଇସାରିଛି। ଆଉ କେତେକ ଚିହ୍ନଟ ପରେ ବଙ୍ଗ ଯିବ। ଏହି କ୍ରମରେ ପଶ୍ଚିମବଙ୍ଗର ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ଦେଖିବାକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଆସିଛନ୍ତି।  ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଓ କଟକ ଏସସିବିରେ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହିତ ଡାକ୍ତରମାନଙ୍କ ସହିତ…

Read More