ରାହୁଲଙ୍କୁ ନିରାଶ କଲେ ଗୁଜୁରାଟ ହାଇକୋର୍ଟ
ଅହମ୍ମଦାବାଦ: ମାନହାନୀ କେସ୍ରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲଦଣ୍ଡ ପାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଉ ଏକ ଝଟକା। ସେ ଦଣ୍ଡାଦେଶ ଉପରେ ଅନ୍ତରୀଣ ରୋକ ଲଗାଇବାକୁ ଦାବି କରି ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ହାଇକୋର୍ଟ ଦଣ୍ଡାଦେଶ ଉପରେ କୌଣସି ପ୍ରକାରର ରୋକ ଲଗାଇ ନାହାନ୍ତି। କୋର୍ଟ ଗ୍ ଜୁନ ୪ ପରେ ତାଙ୍କ ଆବେଦନ ଉପରେ ରାୟ ଦେବେ ବୋଲି ଆଜି କହିଛନ୍ତି। ମୋଦି ସାଙ୍ଗିଆ ବୟାନ ପାଇଁ…
