କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି କର୍ନାଟକ ବାସୀ… ଜାଣନ୍ତୁ ….
ବେଙ୍ଗଲୁରୁ: କର୍ନାଟକରେ ବିଧାନସଭା ନିର୍ବାଚନ ପ୍ରଚାର ଜୋର ଧରିବାରେ ଲାଗିଛି। କଂଗ୍ରେସ, ବିଜେପି ଏବଂ ଜେଡିଏସ୍ ନିଜ ପ୍ରଚେଷ୍ଟା ଜାରି ରଖିଛନ୍ତି। ମେ ମାସ ୧୦ ତାରିଖରେ ମତଦାନ ହେବାକୁ ଥିବା ବେଳେ ସେହି ମାସ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ସରକାର କିଏ ଗଢିବ, ତାହା ତ ଜଣାନାହିଁ। ମାତ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ସମସ୍ତଙ୍କୁ ପଛରେ ପକାଇ ସିଦ୍ଧରମାୟା ଆଗରେ ରହିଛନ୍ତି। ସେ ବର୍ତ୍ତମାନ କର୍ନାଟକ ବିଧାନସଭାର ବିରୋଧି ଦଳ ନେତା ରୂପେ…
