ଗତ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁ ସଂଖ୍ୟା ୧୯୪ ; ବଜ୍ରପାତରେ ୯୦ ପ୍ରତିଶତ ଲୋକଙ୍କ ଯାଇଛି ଜୀବନ
ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟରେ ଗତ ବର୍ଷ ରାଜ୍ୟରେ ୧୯୪ ଜଣଙ୍କ ମୃତ୍ୟୁ ।ଘଟିଛି ବଜ୍ରପାତ, ବନ୍ୟା ଓ ପବନ ସାଙ୍ଗକୁ ଅଂଶୁଘାତରେ ଓଡିଶା ଲୋକଙ୍କର ଜୀବନ ଯାଇଛି। ମୋଟ ମୃତ୍ୟୁର ୯୦ ପ୍ରତିଶତ କେବଳ ବଜ୍ରପାତ ଜନିତ। ୨୦୨୨ରେ ବଜ୍ରପାତରେ ୧୬୮ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ଆଇଏମ୍ଡି ପକ୍ଷରୁ ପ୍ରକାଶ ପାଇଥିବା “ଓଡ଼ିଶା କ୍ଲାଇମେଟ୍ ସ୍ଟେଟ୍ମେଣ୍ଟ-୨୦୨୨”ର ଏହି ତଥ୍ୟ ଦିଆଯାଇଛି । ବନ୍ୟା ଓ ପ୍ରବଳ ବର୍ଷା ଯୋଗଁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା…
