ଦିନକୁ ୨୭ ଟଙ୍କା ଦେଇ ମା-ଭଉଣୀଙ୍କୁ ବିଜେପି ସରକାର ଭଣ୍ଡାଇଦେଲା-ରାମଚନ୍ଦ୍ର କାଡାମ

ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟର ବିଜେପି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଏହି ଯୋଜନାକୁ ଏକ ନିଆରା ଢଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସମାଲୋଚନା କରିଛନ୍ତି। ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ ହେବା ପୂର୍ବରୁ ଦ୍ୱିତୀୟ ବକ୍ତା ଭାବେ ଶ୍ରୀ କାଡାମ ନିଜ ଅଭିଭାଷଣ ଆରମ୍ଭ କରିଥିଲେ। ବିଭିନ୍ନ ମୌଳିକ ପ୍ରସଙ୍ଗକୁ 12ଟି ଭାଗରେ ବିଭକ୍ତ କରି ପ୍ରଶ୍ନ କରିଥିଲେ। ଏହା ମଧ୍ୟରେ ସାମାଜିକ ନ୍ୟାୟ, ଖଣି ପରିଚାଳନା ଓ ଅନ୍ୟ…

Read More

ରେଭେନ୍ସା ନାମ ବଦଳ ପ୍ରସଙ୍ଗ:ନୂତନ ବିଜେଡ଼ି ସାଂସଦ ଙ୍କୁ ପୁରାତନ ବିଜେପି କର୍ମୀଙ୍କ ପ୍ରଶ୍ନ

ଭୁବନେଶ୍ୱର:(ବିଶ୍ୱରାଜ ନାୟକ)-“ପ୍ରଜାତନ୍ତ୍ର”ର ସଂପାଦକୀୟ (ଧ୍ଵନି ପ୍ରତିଧ୍ଵନି ସ୍ତମ୍ଭ) ପୃଷ୍ଠାରେ ଏକ ଆଲେଖ୍ୟ ଲେଖିଛନ୍ତି ଭର୍ତ୍ତୃହରି ମହତାବ, ବର୍ତ୍ତମାନ ରେଭେନ୍ସା ମହାବିଦ୍ୟାଳୟକୁ ନେଇ ଚାଲିଥିବା ବିତର୍କ ବା ବିବାଦ ଉପରେ। ସେହି ଆଲେଖ୍ୟର କିଛି ଅଂଶକୁ ଉଦ୍ଧୄତ କରିବା ସହ ସେହି ଜ୍ଞାନୀ, ଅଭିଜ୍ଞ ରାଜନେତାଙ୍କୁ ଏକ ରେଭେନ୍ସାର ପ୍ରାକ୍ତନ ଛାତ୍ର ଭାବେ କିଛି ପ୍ରଶ୍ନ ପଚାରିବାକୁ ଚାହୁଁଛି। ୧. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ପଦକ କଥାକୁ କିଛି ଲୋକ ଘୋରିମାଜି ତିଳକୁ ତାଳ କଲେଣି। ପ୍ରଶ୍ନ:…

Read More

ସୁଭଦ୍ରା ଯୋଜନା: ସହାୟତା ଅପେକ୍ଷା ଡ୍ରାମା ଅଧିକା

ଭୁବନେଶ୍ୱର: (ରଙ୍ଗାଚରଣ ପ୍ରଧାନ) -ଏହା ପୂର୍ବରୁ କର୍ଣାଟକ ଓ ରାଜସ୍ଥାନରେ ମଧ୍ୟ ମହିଳାଙ୍କୁ ଟଙ୍କା ଦିଆଯାଉଛି। ୧୨ ଶହ ଟଙ୍କା ଓ ୨୦୦୦ ଟଙ୍କା। କିନ୍ତୁ ସେଠାରେ ଏତେ ଡ୍ରାମା ହୋଇ ନାହିଁ। ଆମ ଉପମୂଖ୍ୟମନ୍ତ୍ରୀ ପ୍ରଥମ ହିତାଧିକାରୀ ଶହ ଫୋନରେ କଥା ହେବାର ଆମେ ଟିଭିରେ ଦେଖୁଛୁ । ମାସକୁ ୮୩୩ ଟଙ୍କା ପାଇଁ।‌ କହୁଛନ୍ତି ଐତିହାସିକ। ଭାରତର କୈାଣସି ବି ରାଜ୍ୟ ମହିଳାମାନଙ୍କୁ ଟଙ୍କା ଦେଇ ପାରିବ। କିନ୍ତୁ ସେମାନେ  ସରକାରଙ୍କ ଆର୍ଥିକ ଅବସ୍ଥା…

Read More

ରେଭେନସା ନାମ ପରିବର୍ତ୍ତନ ବିବାଦକୁ ନେଇ ପୁରାତନ ଛାତ୍ର ସଂଘ Whatsup ଗ୍ରୁପରେ ଝଡ଼

ପୂର୍ବ ପ୍ରଶାସକଙ୍କ ମତ ଉପରେ ମନ୍ତବ୍ୟ ରଖିଲେ ପୁରାତନ ଛାତ୍ରକଟକ : (ବିଜୟ ସାହୁ )-ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମିଷ୍ଟର ପ୍ରସନ୍ନ ମିଶ୍ରଙ୍କ ଗୋଟିଏ ପୋଷ୍ଟ- We Ravenshaw Vian Group -ରେ ପଢ଼ିଲି । ଏହି ପୋଷ୍ଟଟି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମିଷ୍ଟର ଧର୍ମେନ୍ଦ୍ର ପ୍ରଧାନ ଥୋମାସ ଏଡ଼ୱାଡ଼  ରେଭେନ୍ସାଙ୍କ ନାମରେ ନାମିତ ରେଭେନ୍ସା ବିଶ୍ଵ ବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ଯେଉଁ ପ୍ରସ୍ତାବ ଦେଇଛନ୍ତି ସେଇ ପ୍ରସ୍ତାବ ସମର୍ଥନରେ ସେ କରିଛନ୍ତି…

Read More

ପୁଣି ଚର୍ଚ୍ଚାରେ କିଙ୍ଗ ଖାନ୍ ଜାଣନ୍ତୁ କାହିଁକି

ମୁମ୍ବଇ : ପୁଣି ଚର୍ଚ୍ଚାରେ ବଲିୟୁଡର କିଙ୍ଗ୍‌ ଖ୍ୟାନ୍‌  । ବଲିଉଡର ସୁପରଷ୍ଟାର ଶାହରୁଖ ଖାନ୍‌ ସବୁବେଳେ ନିଜ ଫିଲ୍କର ଯାଦୁରେ ପ୍ରଶଂସକ ହୃଦୟକୁ ଜିତି ଥାଆନ୍ତି । କିନ୍ତୁ ଏଥର ଫର୍ଚୁନ ଇଣ୍ଡିଆର ସେଲିବ୍ରିଟି ଟିକସଦାତା ତାଲିକାରେ ଶୀର୍ଷରେ ରହିଛନ୍ତି ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ । ସେ ସର୍ବାଧିକ ୯୨ କୋଟି ଟଙ୍କାର ଟିକସ ପ୍ରଦାନ କରିଛନ୍ତି। ଫର୍ଚୁନ ଇଣ୍ଡିଆ ୨୦୨୩-୨୪ ଆର୍ଥିକ ବର୍ଷରେ କଳାକାର ଏବଂ କ୍ରୀଡାବିତମାନେ ଦେଇଥିବା ଟିକସ ଉପରେ ଏକ…

Read More

ବିଜେପିରେ ଯୋଗ ଦେଲେ ଟିମ୍ ଇଣ୍ଡିଆର ଷ୍ଟାର ଆଲରାଉଣ୍ଡର ରବୀନ୍ଦ୍ର ଜାଡେଜା …

ନୂଆଦିଲ୍ଲୀ: ରାଜାନୀତିରେ ପାଦ ଦେଲେ ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ।  ସେ ବିଜେପିରେ ଯୋଗ ଦେଇଛନ୍ତି । ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା ଗୁଜୁରାଟର ଜାମନଗରରୁ ଜଣେ ବିଜେପି ବିଧାୟକ ଅଛନ୍ତି । ରିବାବା ନିକଟରେ ଜାଡେଜାଙ୍କ ବିଷୟରେ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ସେୟାର କରିଥିଲେ। ସେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ରବିନ୍ଦ୍ର ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ନିକଟରେ ଟି -୨୦ ବିଶ୍ୱକପ ବିଜୟୀ ଦଳରେ…

Read More

ଗୁରୁଦିବସରେ ଶିକ୍ଷା ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର:  ଗୁରୁଦିବସରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଗାମୀ ୩ ସପ୍ତାହ ମଧ୍ୟରେ ରାଜ୍ୟରେ ୧୬ ହଜାର ୧୦ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି  ହେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନ ଦେଇଛନ୍ତି ।ପ୍ରତି ପଞ୍ଚାୟତରେ  ମଡେଲ ପ୍ରାଥମିକ ବିଦ୍ୟାଳୟ ହେବା ନେଇ  ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ପ୍ରାଥମିକ ସ୍କୁଲକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ମଡେଲ ସ୍କୁଲ…

Read More

ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗୁରୁପୂଜନ

ଭୁବନେଶ୍ୱର, ୫/୯ : “ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର । ଗୁରୁସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ।” ଗୁରୁ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଆଣି ଜ୍ଞାନ ରୂପକ ଆଲୋକ ଦେଖାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି ।  ଯାହାଙ୍କ ଜ୍ଞାନରେ ମଣିଷ ଏକ ଦିଗଦର୍ଶନ ପାଇଥାଏ । ତେବେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ସେହି ଗୁରୁ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ଉଦ୍ଦେଶ୍ୟରେ ଗୁରୁଦିବସ ପାଳନ କରାଯାଏ ।ପ୍ରତି…

Read More

ଏଥର କୁସ୍ତି ନୁହେଁ, ନିର୍ବାଚନୀ ମଇଦାନରେ ଦମ୍ ଦେଖାଇବେ ବିନେଶ ଫୋଗଟ

ନୂଆଦିଲ୍ଲୀ; ଚଳିତ ବର୍ଷ ହରିୟାଣାରେ ବିଧାନସଭା ନିର୍ବାଚନ ଲଢିବେ ରେସଲର ବଜରଙ୍ଗ ପୁନିଆ ଓ ବିନେଶ ଫୋଗଟ। ହରିୟାଣା ବିଧାନସଭା ନିର୍ବାଚନରେ ଏହି ଦୁଇ ଜଣ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଉଭୟ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ତାପରେ କଂଗ୍ରେସ ଏମାନଙ୍କୁ ପ୍ରାର୍ଥୀ କରିବ ବୋଲି ସୂଚନା ମିଳିଛି। ବଜରଙ୍ଗ ପୁନିଆ ଓ ବିନେଶ ଫୋଗତ ଆଜି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଆସନ୍ତା ମାସରେ ହରିୟାଣରେ ବିଧାନସଭା ନିର୍ବାଚନ ହେବ । ସୂଚନାଯୋଗ୍ୟ,…

Read More

ଓଡ଼ିଶାରେ ଦୁର୍ଭିକ୍ଷର ଶତାବ୍ଦୀ ପରେ ପଡୋଶୀ ବଙ୍ଗରେ ହୋଇଥିଲା ଅକାଳ

କୋଲକତା: (ବିଜୟ ସାହୁ)- କିଛି ବର୍ଷ ହେଲା କିଛି ଇଂଲିଶ ମେନ  ୱିନଷ୍ଟିନ ଚର୍ଚିଲ ଙ୍କୁ ନିଜର Iconic Hero ଭାବରେ ଦେଖୁଛନ୍ତି , ବ୍ରିଟିଶ ସାମ୍ରାଜ୍ୟର ଉପନିବେଶବାଦ ଜନିତ ଦୁର୍ଭିକ୍ଷ ଓ କ୍ଷୁଧା ବିଭୀଷିକା ପାଇଁ ଯୁଦ୍ଧ କ୍ୟାବିନେଟ ପ୍ରଧାନମନ୍ତ୍ରୀ ୱିନଷ୍ଟିନ ଚର୍ଚ୍ଚିଲଙ୍କ ଆତ୍ମଜୀବନୀରେ ନିଜର Judgement  of Error ପାଇଁ ପଶ୍ଚାତାପ ପରେ ବ୍ରିଟିଶ ସାମ୍ରାଜ୍ୟବାଦର କ୍ଷତକୁ ଭୁଲି ଯାଇ ବ୍ରିଟିଶ ଉପନିବେଶର ଆସ୍ତି ସୂଚକ ଅବଦାନକୁ ନେଇ ପୂର୍ବର ବ୍ରିଟିଶ  ଉପନିବେଶ ଦେଶଗୁଡିକ…

Read More