୬ ମାରି କୋହଲିଙ୍କ ରେକର୍ଡ଼ ଭାଙ୍ଗିଲେ ହାର୍ଦ୍ଦିକ ପାଣ୍ଡ୍ୟା
ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚରେ ବିରାଟଙ୍କ ରେକର୍ଡ଼ ଭାଙ୍ଗିଲେ ହାର୍ଦ୍ଦିକ ପାଣ୍ତ୍ୟା । ଭାରତୀୟ ଷ୍ଟାର ଅଲ୍ରାଉଣ୍ତର ହାର୍ଦ୍ଦିକ ପାଣ୍ତ୍ୟା ଟି-୨୦ ରେ ରନ୍ ମେସିନ୍ ବିରାଟ କୋହଲିଙ୍କ ରେକର୍ଡ଼କୁ ଭାଙ୍ଗିଛନ୍ତି । ଗ୍ୱାଲିଅରରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିଥିଲେ ଚମତ୍କାର ଇନିଂସ । ହାର୍ଦ୍ଦିକଙ୍କ ଚମତ୍କାର ଇନିଂସ ଯୋଗୁଁ ଟିମ୍ ଇଣ୍ଡିଆ ମାତ୍ର ୧୧.୫ ଓଭରରେ ବିଜୟ ହାସଲ କରିଛି । ଭାରତୀୟ ଅଲରାଉଣ୍ଡର ବାଂଲାଦେଶ ବିପକ୍ଷ ମ୍ୟାଚକୁ ଛକା…
