ପଦ ଗୋଟିଏ…ଦାବିଦାର ଅନେକ…..ନିଜ ସପକ୍ଷରେ ଲବି ଆରମ୍ଭ….

ଭୁବନେଶ୍ୱର: ବିଜେପି କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ ହୋଇଛନ୍ତି ଦଳୀୟ ନେତା। କିଏ ଦିଲ୍ଲୀ ଗସ୍ତ କରୁଛି ତ କିଏ ନାଗପୁର ଗସ୍ତ କରୁଛି। କିଛି ନେତା ଦଳର ଶିଳ୍ପପତି ଏବଂ ଓଡ଼ିଶାରେ ଖଣି କାରବାର କରିବା ନେତାଙ୍କୁ ଭେଟି ଲବି ଆରମ୍ଭ କରିଛନ୍ତି। ବିଜେପି କ୍ଷମତାକୁ ଆସିଛି ସତ ମାତ୍ର ମନମୋହନ ସାମଲ ନିଜ ଚାନ୍ଦବାଲି ଆସନରୁ ପରାସ୍ତ ହୋଇଛନ୍ତି। ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ଅନ୍ୟ ଏକ ଆସନରୁ ଜିତାଇ ଆଣିବାକୁ…

Read More

ହାରିଗଲେ ସେନାପତି, ନିଜ ଆସନରୁ ହାରିଲେ ନବୀନ, ମନମୋହନ ଓ ଶରତ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏକ ବିରାଟ ପରିବର୍ତ୍ତନ ଗତ ମଙ୍ଗଳବାର ଘଟିଯ।ଇଛି। ଦୀର୍ଘ ୨୪ ବର୍ଷର କ୍ଷମତାର କଲମ ବିଜେଡି ହାତରୁ ଚାଲିଯାଇଛି। ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ସରକାର କରିବାକୁ ଯାଉଛି। ପୂର୍ବରୁ ବିଜେଡି ସରକାରୀରେ ଦ୍ୱିତୀୟ ସହଯୋଗୀ ଦଳ ଭାବେ କାର୍ଯ୍ୟ କରିଛି। ହେଲେ ଏହି  ନିର୍ବାଚନରେ କେତୋଟି ବିଚ୍ୟୁତି ଦେଖିବାକୁ ମିଳିଛି। ରାଜ୍ୟର ତିନି ପ୍ରମୁଖ ଦଳର ମୁଖିଆ ତଥା ସେନାପତି ପରାସ୍ତ ହୋଇଛନ୍ତି। ବିଜେଡି ସଭାପତି ତଥା ଭାରାପ୍ରାପ୍ତ ମୁଖ୍ୟମନ୍ତ୍ରୀ ନବୀନ…

Read More

ହେଭିୱେଟ୍ ନେତାଙ୍କ ପରାଜୟ…

ଭୁବନେଶ୍ଵର; ରାଜ୍ୟରେ ଦୀର୍ଘ ୨୫ ବର୍ଷ ଧରି କ୍ଷମତାସୀନ ବିଜେଡିର ଦୁର୍ଗ ଭୁଶୁଡ଼ିଛି । ବିଜେଡିର ବହୁ ହେଭିୱେଟ୍ ନେତା ପରାଜିତ ହୋଇଛନ୍ତି ଓ ଅନେକ ନେତାଙ୍କୁ ରାଜ୍ୟର ଭୋଟର ପ୍ରତ୍ୟାଖ୍ୟାତ କରିଥିବା ନିର୍ବାଚନୀ ଫଳାଫଳ ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି । ତେବେ ଆସନ୍ତୁ ନଜର ପକାଇବା କେଉଁ ହେବିୱେଟ୍ ନେତା କେଉଁଠୁ ହରିଛନ୍ତି। ତେବେ ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଣ୍ଟାବାଞ୍ଜିରୁ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କଠାରୁ ବିଜେପି…

Read More

ବିଜେପିକୁ ସରକାର ଗଠନ କରିବାରେ ରୋକୁଛି ଇଣ୍ଡିଆ ମେଣ୍ଟ , ଜାଣନ୍ତୁ କ’ଣ ରହିଛି ସମୀକରଣ

ଇଣ୍ଡିଆ ମେଣ୍ଟ ସରକାର ଗଠନ  ସମ୍ଭାବନାକୁ ନେଇ ବଡ଼ ସଙ୍କେତ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଇଣ୍ଡିଆ ବ୍ଲକରେ ନୂଆ ସହଯୋଗୀ ମଧ୍ୟ ସାମିଲ ହୋଇପାରନ୍ତି ବୋଲି କହିଛନ୍ତି ଏହି ୨ ଜଣ।ବିଜେପି ସହ ମେଣ୍ଟ କରିଥିବା ଟିଡିପି ଓ ଜେଡିୟୁ ଉଭୟ ଇଣ୍ଡିଆ ବ୍ଲକକୁ ଆଡ଼କୁ ଢ଼ଳି ପାରନ୍ତି ବୋଲି ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତି ଅନୁଯାୟୀ, ବିଜେପି ନେତୃତ୍ୱାଧୀନ ଏନଡିଏ ଓ ଇଣ୍ଡିଆ…

Read More

ପ୍ରଥମ ଥର ପାଇଁ ଓଡ଼ିଶାରେ ହାରିବ ବିଜେଡ଼ି…

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଆସନରେ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଆଗରେ, ବିଜେଡି ପଛରେ ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ଆସନରେବିଜେପି- ୭୯ବିଜେଡି- ୫୦କଂଗ୍ରେସ- ୧୫ଅନ୍ୟାନ୍ୟ- ୦୩ ସିଟ୍‌‌ରେ ଆଗୁଆ।

Read More

ରାତି ପାହିଲେ ପେଡି ଖୋଲିବ, କାହା ହାତରେ ଜନତା ଦେଇଥିବେ ଶାସନ ଭାର…ଜଣାପଡିବ..

ଭୁବନେଶ୍ୱର : ରାତି ପାହିଲେ ଇଭିଏମ୍ ପେଡି ଖୋଲିବ। ପୋଷ୍ଟାଲ ବାଲଟରେ ଭୋଟ୍ ଗଣତି ହେବ। ଦେଶ ତଥା ଓଡ଼ିଶାର ଶାସନ ଭାର କାହାକୁ ମିଳିବ, ତାହା ସ୍ପଷ୍ଟ ହେବ। ମଙ୍ଗଳବାର ସକାଳ ୮ଟାରୁ ଭୋଟ୍‌ ଗଣତି ହେବ। ତେବେ ଭୋଟ୍ ଗଣତି ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରି ମତଦାନ ସମ୍ପର୍କିତ ପରିସଂଖ୍ୟନ ସାର୍ବଜନୀନ କରିଛନ୍ତି। ଇସିଆଇଙ୍କ ପକ୍ଷରୁ କୁହାଯାଇଛି ଯେ,  ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ କରିଛି। ଭାରତରେ…

Read More

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ କେଦାର ଯାଦବ…

ଗୋଟିଏ ପଟେ ଟି-୨୦ବିଶ୍ବକପ ଚାଲିଥିବା ବେଳେ ଭାରତୀୟ ଦଳ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଯାଉଛି । ଏହାରି ଭିତରେ ଭାରତୀୟ କ୍ରିକେଟ୍ ପାଇଁ ଏକ ବଡ ଖବର ଆସୁଛି। ଜାଣିବାକୁ ମିଳିଛି ଯେ ଭାରତୀୟ ଦଳ ପାଇଁ କ୍ରିକେଟ୍ ଖେଳିଥିବା ଏବଂ ଆଇପିଏଲରେ ଅନେକ ଦଳର ଅଂଶ ରହିଥିବା କେଦାର ଯାଦବ ଅବସର ଘୋଷଣା କରିଛନ୍ତି। ଭାରତୀୟ କ୍ରିକେଟର କେଦାର ଯାଦବ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଶେଷ ଥର…

Read More

ପ୍ରକାଶ ପାଇଲା ଓଜେଇଇ ୨୦୨୪ ପରୀକ୍ଷାଫଳ…

ଭୁବନେଶ୍ୱର: ପ୍ରକାଶ ପାଇଛି ୨୦୨୪ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ। ଚଳିତ ଥର  ୬୫ ହଜାର ୭୪୨ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୫୬ହଜାର ୪୭ଜଣ ପରୀକ୍ଷାର୍ଥୀଙ୍କୁ ରାଙ୍କ କାର୍ଡ ମିଳିଛି। www.ojee.nic.inରେ ରେଜଲ୍ଟ ଉପଲବ୍ଧ ହୋଇଛି । ବି-ଫାର୍ମାରେ ସାଗରିକା ଦାଶ ଟପ୍ପର ହୋଇଥିବା ବେଳେ ଏମ୍‌‌.ଫାର୍ମାରେ ପଦ୍ମାଳୟା ମିଶ୍ର ଟପ୍ପର ହୋଇଛନ୍ତି। ଏଲ୍‌‌ଇ. ଟେକ୍‌‌(ଡିପ୍ଲୋମା)ରେ ବିଲଟୁ ମଣ୍ଡଳ ଟପ୍ପର, ଏମବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି, ସିଭିଲ୍‌‌ ଇଞ୍ଜିନିୟରିଂରେ ରବୀନ୍ଦ୍ର ସାହୁ ଟପ୍ପର…

Read More

ବିଜେଡି ଆସନ ସଂଖ୍ୟା ପୁଣି ୧୦୦ ଛୁଇଁବ, ଆକଳନ କରିଛି ETG-Times Now

ଭୁବନେଶ୍ୱର : ଏତେଟା କାମ ଦେବନି ସରକାରୀ ବିରୋଧି ହାଓ୍ୱା। ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଥିବା ବିଜେଡି ବିରୋଧି ହା୍ୱା ଭୋଟରେ ରୂପାନ୍ତରିତ ହେଉ ନାହିଁ। ଏକଥା ଆମେ କହୁନାହୁଁ। ଏକଥା ଜାତୀୟ ସ୍ତରର ଗଣମାଧ୍ୟମ ଟାଇମ୍ସ ନାଓ ଏବଂ ସର୍ଭେକ୍ଷଣ ସଂସ୍ଥା ଇଟିଜି ପକ୍ଷରୁ କୁହାଯାଇଛି। ସୋମବାର ସକାଳୁ ଏନେଇ ଟାଇମ୍ସ ନାଓରେ ଖବର ପ୍ରସାରଣ କରାଯାଇଛି। ଲଗାତର ଚତୁର୍ଥ ଥର ପାଇଁ ବିଜେଡିର ବିଧାନସଭା ଆସନ ଶହେ ଛୁଇଁବ ବୋଲି ଆକଳନ କରାଯାଇଛି।…

Read More

ବିଜେଡିର ନିଦ ହଜାଇ ଦେଉଛି ବୁଥ ବାହୁଡ଼ା ମତ

ଭୁବନେଶ୍ୱର- ସାଧାରଣ ନିର୍ବାଚନ ନ ସୁରୁଣୁ ଜାତୀୟ ଗଣମାଧ୍ୟମ ଗୁଡ଼ିକର ବୁଥ୍ ବାହୁଡ଼ା ମତ ବିଜେଡି ଶିବିରକୁ ଚିନ୍ତାଗ୍ରସ୍ତ କରାଇଛି। ପୂର୍ବଭଳି ଚଳିତ ଥର ଲୋକସଭାରେ ବିଜେପି ଭଲ କରିବ ବୋଲି ପ୍ରାୟ ସମସ୍ତ ଗଣମାଧ୍ୟମ ଆକଳନ କରିଛନ୍ତି। ମାତ୍ର ଜାତୀୟ ଗଣମାଧ୍ୟମ ଗୁଡ଼ିକ ବିଜେଡିର ବିଧାନସଭା ଆସନ ନେଇ ଏତେଟା ଦେଖାଇ ନ ଥାନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାର ବିଧାନସଭା ନେଇ ଏକ ଚକିତ କରିଲା ଭଳି ବୁଥ୍ ବାହୁଡ଼ା ମତ ଆସିଛି। ଇଣ୍ଡିଆ…

Read More