ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ମୋହନ ମାଝି…

ଭୁବନେଶ୍ଵର: ସବୁ ଚର୍ଚ୍ଚାର ଅନ୍ତ ଘଟିଛି । ଶେଷରେ କେନ୍ଦୁଝର ବିଧାୟକ ମୋହନ ମାଝିଙ୍କ ମୁଣ୍ଡରେ ସୁନାକଳସ ଢାଳିଛି ରାଜ୍ୟ ବିଜେପି । ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଭାବେ ସେ ଆଜି ଶପଥ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ବିଜେପିର ବରିଷ୍ଠ ନେତା ତଥା ପାଟଣାଗଡର ବିଧାୟକ କନକବର୍ଦ୍ଧନ ସିଂହଦେଓ ଏବଂ ନିମାପଡାର ବିଧାୟିକା ପ୍ରଭାତୀ ପରିଡା ମଧ୍ୟ ଆଜି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ…

Read More

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ କଳିଙ୍ଗ ସିଏସଆର ଆଣ୍ଡ୍ ସଷ୍ଟେନେବିଲିଟି ଏକ୍ସଲେନ୍ସ ପୁରସ୍କାର

ଭୁବନେଶ୍ଵର: କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) ପଦକ୍ଷେପ ମାଧ୍ୟମରେ ଜନସାଧାରଣଙ୍କ ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର୍ (ଜେଏସପି)କୁ ଗୋଲ୍ଡ ବର୍ଗରେ ସମ୍ମାନଜନକ କଳିଙ୍ଗ ସିଏସ୍ଆର୍ ଆଣ୍ଡ୍ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ୨୦୨୪ ପ୍ରଦାନ କରାଯାଇଛି । ଜୁନ୍ ୮, ୨୦୨୪ ରେ ଭୁବନେଶ୍ୱରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲେସୋଥୋ ସାମ୍ରାଜ୍ୟର  ଉଚ୍ଚାୟୁକ୍ତ ମହାମହିମ ଶ୍ରୀମତୀ ଲେବୋହାଙ୍ଗ ଭାଲେଣ୍ଟାଇନ୍ ମୋଚାବା ଏବଂ ବାଂଲାଦେଶର ଉପ-ଉଚ୍ଚାୟୁକ୍ତ ମହାମହିମ ଶ୍ରୀ ଅନ୍ଦଲିବ ଇଲିୟାସ ଏହି ପୁରସ୍କାର…

Read More

ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ମୋହନ ଚରଣ ମାଝୀ ; ଦୀର୍ଘ ୨୫ ବର୍ଷ ପରେ ରାଜ୍ୟ ଦେଖିଲା ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ମୋହନ ଚରଣ ମାଝୀ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ପରେ ମୋହନ ଚରଣ ମାଝୀଙ୍କ ନାଁ ଘୋଷଣା କରିଛି ରାଜ୍ୟ ବିଜେପି।  ବୈଠକରେ ଦୁଇ କେନ୍ଦ୍ର ପର୍ଯ୍ୟବେକ୍ଷକ ରାଜନାଥ ସିଂହ, ଭୁପେନ୍ଦ୍ର ଯାଦବ ମଧ୍ୟ ଉପସ୍ଥିତ ରହି । ପୂର୍ବରୁ ଅନେକଙ୍କ ନାଁ ମୁଖ୍ୟମନ୍ତ୍ରୀ ଦୌଡରେ ସାମିଲ ଥିଲା । ତେବେ ଆଜି ଏହା ସ୍ପଷ୍ଟ…

Read More

ନବୀନ ନିବାସରେ ବିଜେପି ନେତା…

ଭୁବନେଶ୍ବର; ଆସନ୍ତାକାଲି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ (ଆଜି) ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବାକୁ ବିଜେପିର ୫ ବରିଷ୍ଠ ନେତା ନବୀନ ନିବାସରେ ପହଞ୍ଚିଛନ୍ତି। ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ନବୀନ ନିବାସ ଯାଇ ଶପଥ ଉତ୍ସବରେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି।

Read More

ଆଜି ଘୋଷଣା ହେବ ମୁଖ୍ୟମନ୍ତ୍ରୀ ନାମ…

ଭୁବନେଶ୍ବର; ରାଜ୍ୟରେ ବିଜେପି ବହୁମତ ପାଇସାରିବା ପରେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ତେବେ ଏହାରି ଭିତରେ ଆଜି ବସିବ ବିଜେପିର ବିଧାୟକ ଦଳ ବୈଠକ । ଏହି ବୈଠକରେ ସବୁ ବିଧାୟକ ମାନଙ୍କ ମତ ଲୋଡା ଯିବା ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବ । ଏଥିପାଇଁ ଆଜି ଓଡ଼ିଶାରେ ପହଁଞ୍ଚିବେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପିନ୍ଧର ଯାଦବ ।…

Read More

ଡାଲି, ଚାଉଳ ପରେ ପରିବା ବଜାରରେ ଲାଗିଲା ନିଆଁ…

ଭୁବନେଶ୍ବର; ଡାଲି, ଚାଉଳ ଦର ବଢିବା ପରେ ଆଜି କଟକ ଓ ଭୁବନେଶ୍ବରରେ ବଢିଛି ପରିବା ଦର । ପରିବା ଦର ବଢିବା ପରେ ଏବେ ଖାଉଟିଙ୍କ ଛାତିରେ ପସିଲାଣି ଛନକା । ଗତ ୨ ଦିନ ତଳେ ଯେଉଁ ପରିବାର ଦର ୨୦ ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା ତାର ଦର ଏବେ  ୧୦ ରୁ ୨୦ ଟଙ୍କା ବୃଦ୍ଧି ପାଇଛି  । କଟକ ଛତ୍ର ବଜାରେର ବାଇଁଗଣ ୮୦ ଟଙ୍କା , କଲରା…

Read More

ପ୍ରଧାନମନ୍ତ୍ରୀ ମୋଦି କାହାକୁ ବାଣ୍ଟିଲେ କେଉଁ ଦାୟିତ୍ଵ ଜାଣନ୍ତୁ…

ମୋଦି ସରକାର ଦେଶରେ ତୃତୀୟ ଥର ଶପଥ ଗ୍ରହଣ ପରେ ଏବେ ମନ୍ତ୍ରୀପଦ ବଣ୍ଟା ହୋଇଛି । ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଥିବାବେଳେ ଅମିତ ଶାହ ସ୍ବରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି । କ୍ୟାବିନେଟ ବୈଠକରେ ନୀତିନ ଗଡକରୀଙ୍କୁ ସଡକ ଓ ପରିବହନ ମନ୍ତ୍ରୀପଦ ଦେଇ ରିପିଟ କରିଚନ୍ତି ମୋଦି । ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଜଣାପଡିଛି ଯେ ଗଡକରୀ ନିଜ ଦାୟିତ୍ବ ସଠିକ୍…

Read More

କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଭକ୍ତ ଦାସ …

ଭୁବନେଶ୍ବର: ଦଳର ଖରାପ ପ୍ରଦର୍ଶନ ପରେ ପଦ ଛାଡ଼ିଲେ ଭକ୍ତ ଦାସ । ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଦେଲେ ଇସ୍ତଫା। ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ସେ ଇସ୍ତଫା ଦେଇଛନ୍ତି। ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଏଆଇସିସି ସଭାପତିଙ୍କୁ ସେ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ସେ ମାର୍ଚ୍ଚ ୨୨ରେ ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ବ ନେଇଥିଲେ।ପରାଜୟ ପାଇଁ ସେ ନୈତିକତା ଭାବେ ନିଜକୁ ଦାୟୀ…

Read More

କୋରାପୁଟର ଲକ୍ଷ୍ମୀପୁର ଓ ଯଶବନ୍ତପୁରର ଗାଁରୁ ଆସିଛି ଆନ୍ଥରାକ୍ସ ମାମଲା ; ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଗତ ମାସ ୨୨ ଓ ୩୦ ତାରିଖରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଓ ଯଶବନ୍ତପୁରର ଗାଁରୁ ଆନ୍ଥରାକ୍ସ ମାମଲାh ଆସିଥିଲା । ପ୍ରଥମ ଗାଁରୁ ଦୁଇଟି ଓ ଅନ୍ୟ ଗାଁରୁ ତିନୋଟି ମାମଲା ଆସିଥିଲା। ୧୧ ମାମଲାରୁ ୨ଟି ଆନ୍ଥରାକ୍ସ ରୋଗୀ ଚି଼ହ୍ନଟ ହୋଇଛନ୍ତି। ବାକି ସାମ୍ପୁଲର ରିପୋର୍ଟ ଆସିନି। ସେ ସବୁ ଗାଁରେ ଆନ୍ଥରାକ୍ସ ଥିବା ଜନ୍ତୁକୁ ଗାଁ ଲୋକେ ମାରି ଖାଇବାରୁ ଆନ୍ଥ୍ରାକ୍ସ ବ୍ୟାପିଥିଲା। ଅନ୍ୟ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ରାପିଡ଼…

Read More

୪୧ ଜଣଙ୍କ ପ୍ରାଣ ନେଲାଣି ହିଟୱେଭ…

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ସାଧାରଣ ଜନଜୀବନକୁ ଅସହ୍ୟ କରିଛି ତାତି ଓ ଗୁଳୁଗୁଳି। ମେ ଯାଇ ଜୁନ୍ ହେଲାଣି ତଥାପି ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପାଇଁ ନାହାନ୍ତି ଲୋକ। ଚଳିତ ବର୍ଷ ପ୍ରାୟ ୪୧ ଜଣଙ୍କ ହିଟୱେଭ ଜନିତ ମୃତ୍ୟୁ ଘଟିଥିବା ବେଳେ ବିଭିନ୍ନ ଡାକ୍ତରଖାନାରେ ୨୨୬୯ ଜଣ ଏଥିରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇଛନ୍ତି। ସେହିପରି ୭୩ ଜଣଙ୍କ ମୃତ୍ୟୁର ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ…

Read More