ମୋ ଉତ୍ତରାଧିକାରୀ ପାଣ୍ଡିଆନ ନୁହନ୍ତି: ନବୀନ ପଟ୍ଟନାୟକ

ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ପାଣ୍ଡିଆନ ନୁହଁନ୍ତି ବୋଲି ନିଜେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପିର ଘନଘନ ଟାର୍ଗେଟ୍‌ ପରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତୀୟ ଗଣମାଧ୍ୟମ ସଂସ୍ଥା ଏନଆଇକୁ (ANI)  ସାକ୍ଷାତକାର ଦେଇ ଅନେକ କଥାର ଖୁଲାସା କରିଛନ୍ତି ନବୀନ। ନିଜର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା କହିବା ସହ ଉତ୍ତରାଧିକାରୀ ନେଇ ଦେଇଛନ୍ତି ବଡ଼ ବୟାନ। ଭି.କେ.ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ମୋ ଉତ୍ତରାଧିକାରୀ…

Read More

ଆଇଏସ୍‌‌ର ଧମକ,ଭାରତ – ପାକିସ୍ତାନ ମ୍ୟାଚ୍ ପାଇଁ ବଢିଲା ସୁରକ୍ଷା ବ୍ୟବସ୍ଥା

ନ୍ୟୁୟର୍କ: ୨ ଜୁନରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ । ତେବେ ଜୁନ୍ ୯ ରେ  ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ଉପରେ ଆତଙ୍କବାଦୀ ନଜର ରହିଛି। ନ୍ୟୁୟର୍କରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଧମକ ଦେଇଛି ଆତଙ୍କୀ ସଂଗଠନ ଇସଲାମିକ୍‌‌ ଷ୍ଟେଟ୍‌‌। ଏହାପରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ସୁରକ୍ଷା ବଢାଇବାକୁ ନ୍ୟୁୟର୍କର ରାଜ୍ୟପାଳ କ୍ୟାଥି ହୋଚୁଲ୍‌‌ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇସିସି ମଧ୍ୟ କହିଛି ସୁରକ୍ଷା ହେଉଛି…

Read More

ପୁରୀ ବାଣ ବିସ୍ପୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି

ନରେନ୍ଦ୍ର ପୁଷ୍କରିଣୀରେ ଚାପଖେଳ ବେଳେ ବାଣ ବିସ୍ଫୋରଣ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା। ଏଯାବତ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ଚିକିତ୍ସା ଅବହେଳାରୁ ଜଣେ ୧୫ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଜି ସକାଳେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାରେ ଅନେକ ଆହତ କଟକ ଏସସିବି ଓ ଭୁବନେଶ୍ୱରର ୩ଟି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତକାଲି…

Read More

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ ଯିବାକୁ ପଡ଼ିବନି ଆରଟିଓ, ଆସନ୍ତା ମାସରୁ ନିୟମରେ ଆସିବ ପରିବର୍ତ୍ତନ …

ଜୁନ ମାସ ଆରମ୍ଭରୁ  ଡ୍ରାଇଭିଂ ଲାଇସେନ୍ସ ପାଇଁ ନୂଆ ନିୟମ ଲାଗୁ ହେବ। ଡ୍ରାଇଭିଂ ଲାଇସେନ୍ସ ପାଇବା ଲାଗି ଲୋକମାନେ ସରକାରଙ୍କ ଦ୍ବାରା ପରିଚାଳିତ ଆଞ୍ଚଳିକ ପରିବହନ କେନ୍ଦ୍ର (ଆର୍‌ଟିଓ) ବଦଳରେ ଘରୋଇ ଡ୍ରାଇଭିଂ ତାଲିମ କେନ୍ଦ୍ରରେ ଗାଡ଼ି ଚଲାଇବା ପରୀକ୍ଷା ଦେଇପାରିବେ। ଘରୋଇ କେନ୍ଦ୍ରଗୁଡ଼ିକୁ ସେଥିପାଇଁ ଅନୁମତି ପ୍ରଦାନ କରାଯାଇଛି। ଘରୋଇ ଡ୍ରାଇଭିଂ ସ୍କୁଲ୍‌ ଖୋଲିବା ପାଇଁ ଅତିକମ୍‌ରେ ୧ ଏକର ଜମି ଏବଂ ଚାରି ଚକିଆ ଯାନ ପାଇଁ ୨ ଏକର ଜମି ଥିବା…

Read More

ଶେଷ ପର୍ଯ୍ୟାୟ ମତଦାନ ପାଇଁ ଓଡ଼ିଶାରେ ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି…

ଜୁନ୍ ୧ ରେ ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ ଲୋକେ ନିଜର ନେତା ବାଛିବେ । ସେଥିପାଇଁ ପ୍ରମୁଖ ୩ ଦଳ ଜୋରସୋର ରେ ପ୍ରସ୍ତୁତିରେ ଲାଗିଛନ୍ତି। ଓଡ଼ିଶାରେ ଶେଷ ବାଜି ଖେଳିବା ପାଇଁ ଆଜି ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାରିପଦା , ବାଲେଶ୍ଵର ଓ କେନ୍ଦ୍ରାପଡାରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ବାରିପଦାରେ କ୍ୟାମ୍ପେନ୍ କରିବେ। ପ୍ରଧାମନ୍ତ୍ରୀଙ୍କ ପ୍ରଥମେ ବାରିପଦାରେ ନିର୍ବାଚନୀ ସଭାକୁ ସମ୍ବୋଧିତ…

Read More

ଟି-୨୦ ବିଶ୍ଵକପ ଜିତିବାରେ ଭାରତ ରହିଛି ଆଗରେ, ଏମିତି କିଛି କହିଲେ ଏହି ବିଦେଶୀ ଖେଳାଳି…

ବିଶ୍ବକପ୍‌ ପାଇଁ ପ୍ରଥମ ପର୍ଯ୍ୟାୟରେ ଯାଇଥିବା ଭାରତୀୟ ଦଳ ସୋମବାର ନ୍ୟୁୟର୍କରେ ପହଞ୍ଚଛନ୍ତି । ପହଞ୍ଚିବାର କିଛି ଫଟୋକୁ ବିସିସିଆଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଛି। ଭାରତୀୟ ଦଳ ଜୁନ୍‌ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ନୂତନ ଭାବେ ନିର୍ମିତ ହୋଇଥିବା ନସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ୯ ତାରିଖରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହିତ ଖେଳିବା ପରେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଦଳ ୧୨ ତାରିଖରେ ଆମେରିକା…

Read More

ବଢିବ ଖରା, ପୁଣି କଲବଲ କରିବ ତାତି

ପୁଣି କଲବଲ କରିବ ତାତି ! ଆଗାମୀ ଦୁଇ ତିନି ଦିନ ମଧ୍ୟରେ ତାପମାତ୍ରା ୩ ଡିଗ୍ରୀରୁ ୫ ଡିଗ୍ରୀ ବଢିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ ୨୪ ଘଣ୍ଟା ଗୁଳୁଗୁଳି ସ୍ଥିତି ରହିବ ଏବଂ ତାପମାତ୍ରା ବି ବୃଦ୍ଧି ପାଇବ। ୨୯ ଏବଂ ୩୦ ତାରିଖରେ ୪ ଜିଲ୍ଲାରେ ଗ୍ରୀଷ୍ଣ ପ୍ରବାହ ଜାରି ରହିବ। ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ ନୂଆପଡାରେ ତାତି ବଢିବା ନେଇ ସୂଚନା‌ ମିଳିଛି। ୩୦ ରୁ…

Read More

ଜୁନ୍ ୧୦ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ପୁଣି କହିଲେ ପ୍ରଧାନମନ୍ତ୍ରୀ ମୋଦି…

ଖବର ସରବରାହ ସଂସ୍ଥା ଏଏନଆଇକୁ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ସରକାର ଗଠନ କରିବା ନେଇ ପୁଣି କହିଛନ୍ତି । ସେ କହିଛନ୍ତି ଭାରତର ପ୍ରାକୃତିକ ସମ୍ପଦରେ ସମୃଦ୍ଧ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଅନ୍ୟତମ। କିନ୍ତୁ ଏବେ ବି ଓଡ଼ିଶା ଗରିବ ରାଜ୍ୟ ଭାବେ ପରିଗଣିତ ହେଉଛି। ଗତ ୨୫ ବର୍ଷ ଭିତରେ ଏଠାରେ ଯେଉଁ ଭଳି ବିକାଶ ହେବା କଥା ତାହା ହୋଇନାହିଁ। ଓଡ଼ିଶାର ବ୍ୟବସ୍ଥାକୁ ବନ୍ଧକ ରଖାଯାଇଛି। ବନ୍ଧନରୁ ମୁକ୍ତ ହେଲେ…

Read More

ଦକ୍ଷିଣ ଓଡ଼ିଶାରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସୁରକ୍ଷା ସଚେତନତା ବାର୍ତ୍ତା ଦେଉଛି ଟିପିଏସଓଡିଏଲ୍

ଏହି ପଦକ୍ଷେପ ମାଧ୍ୟମରେ ୨୫ ହଜାରରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିଛି କମ୍ପାନୀ ବ୍ରହ୍ମପୁର, ମଇ ୨୦୨୪: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼( ଟିପିଏସଓଡିଏଲ୍ ) ଚଳିତ ଆର୍ଥିକ ବର୍ଷରେ ଏହାର ଅପରେସନାଲ କ୍ଷେତ୍ରରେ ୧୪୦ ରୁ ଉର୍ଦ୍ଧ୍ବ ପଥପ୍ରାନ୍ତ ନାଟକ ଆୟୋଜନ କରିବା ପାଇଁ ଯୋଜନା କରିଛି। ଚଳିତ ବର୍ଷ ଜାନୁଆରୀରୁ ମଇ ମାସ ଭିତରେ କମ୍ପାନୀ ପକ୍ଷରୁ ପ୍ରାୟ ୬୧ଟି ପଥପ୍ରାନ୍ତ…

Read More

ଜୁନ୍ ପହିଲାରେ କେରଳ ଛୁଇଁବ ମୌସୁମୀ…

ଏଥର ଶୀଘ୍ର ଆସିବ  ମୌସୁମୀ। ଆଗାମୀ ୫ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ। ଜୁନ ପହିଲା ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ପାଗ ଅନୁକୂଳ ଥିବାରୁ ନିର୍ଦ୍ଧାରିତ ସମୟରେ ମୌସୁମୀ କେରଳ ଛୁଇଁପାରେ। ସେପଟେ କାଲିଠୁ ରାଜ୍ୟରେ ପୁଣି ବଢିବ ତାତି। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଭୀଷଣ ବାତ୍ୟା ‘ରେମାଲ’…

Read More