ରାଜ୍ୟର ୬୭ଟି ସ୍ଥାନରେ ସିବିଆଇର ଚଢ଼ାଉ…

ଓଡ଼ିଶାରେ ସିବିଆଇର ବଡ଼ ଧରଣର ଚଢ଼ାଉ । ଡ଼ାକ ବିଭାଗର ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ଅନିୟମିତତା ଅଭିଯୋଗ ଆଧାରରେ ହୋଇଛି ରେଡ୍। ରାଜ୍ୟର ପ୍ରାୟ ୬୭ ସ୍ଥାନରେ ଖୋଳତାଡ଼ କରୁଛି ସିବିଆଇ। ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଅନିୟମିତତା ନେଇ ହୋଇଥିଲା ଅଭିଯୋଗ । ଜାଲ୍ ସାର୍ଟିଫିକେଟ ନେଇ ୬୩ଜଣ  ଅଭିଯୋଗ କରିଥିଲେ ଆଉ ଏହି ଅଭିଯୋଗକୁ ଆଧାର କରି ସିବିଆଇ ରେଡ୍ କରୁଛି।

Read More

ଟି -୨୦ ବିଶ୍ଵକପ୍: ଏହି ସବୁ ଦଳ ସୁପର୍-୮ ରେ ପାଇବେ ସ୍ଥାନ…

ଓପି ଡେସ୍କ; ଚଳିତ ଟି -୨୦ ବିଶ୍ଵକପରେ ଗତକାଲି ସହ ଆୟୋଜକ ଆମେରିକାକୁ ୮ ୱିକେଟରେ ପରାସ୍ତ କରି ଟିମ୍ ଇଣ୍ଡିଆ ସୁପର୍ -୮ ରେ ସ୍ଥାନ ପକ୍କା କରିଛି। ସେହିପରି ଅନ୍ୟପଟେ ଆଜି ସକାଳେ ‘ଗ୍ରୁପ୍ – ସି ‘ ରେ ନ୍ୟୁଜିଲାଣ୍ଡ କୁ ୧୩ ରନରେ ଆୟୋଜକ ୱେଷ୍ଟ ଇଣ୍ଡିଜ୍ ହରାଇ ବିଶ୍ବକପରୁ ବିଦା କରିଛି। ତେବେ ଆସନ୍ତୁ ନଜର ପକେଇବା କେଉଁ ୮ ଟି ଦଳ ସୁପର୍ -୮ ଦୌଡ଼ରେ ଅଛନ୍ତି। ପ୍ରଥମେ…

Read More

୧୦୦ ଦିନ ଭିତରେ ‘ସମୃଦ୍ଧ କୃଷକ ନୀତି’ ଆଣିବୁ; ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର; ଆଜି ସକାଳୁ ପୁରୀ ଶ୍ରୀମନ୍ଦିରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କର ମନ୍ତ୍ରୀମଣ୍ଡଳ ସଦସ୍ୟମାନଙ୍କ ସହିତ ଶ୍ରୀମନ୍ଦିରର ଚାରି ଦ୍ୱାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବା ପରେ ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋକୁ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ୨ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ  ଓ ପ୍ରଭାତୀ ପରିଡାଙ୍କ ସମେତ ସାଂସଦ ଓ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ। ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ  ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ …

Read More

ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିରର ୪ ଦ୍ଵାର…

ପୁରୀ;ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଭାବେ ବିଜେପି ପକ୍ଷରୁ ମୋହନ ଚରଣ ମାଝୀ ଓଡ଼ିଶାର ଦାୟିତ୍ଵ ନେଇଛନ୍ତି। ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ,  ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଗଣ, ସାଂସଦ ଓ ବିଧାୟକ ମାନଙ୍କ ଉପସ୍ଥିତିରେ ଆଜି ଭକ୍ତ ମାନଙ୍କ ପାଇଁ ଶ୍ରୀ ମନ୍ଦିରର ଚାରିଦ୍ୱାର ଖୋଲା ଯାଇଛି। ଆଜି ସକାଳୁ ମୁଖ୍ୟମନ୍ତ୍ରୀ…

Read More

ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିରର ୪ ଦ୍ଵାର…

ରାଜ୍ୟରେ ବିଜେପି ସରକାର ଆଜି ଶପଥ ନେବା ସହ ନିଜର ପ୍ରଥମ କ୍ୟାବିନେଟ୍ ଓ ମନ୍ତ୍ରିପରିଷଦ ବୈଠକରେ ୪ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚାରିଦ୍ୱାର ଖୋଲିବା ଓ ଶ୍ରୀମନ୍ଦିର ପରିଚାଳନା ପାଇଁ ୫୦୦କୋଟି ଟଙ୍କାର କର୍ପସ ପାଣ୍ଠି, ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଓ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ନୀତି ଆସନ୍ତା ୧୦୦ଦିନ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ରାଜ୍ୟର ବିଜେପି ସରକାର ନିଷ୍ପତ୍ତି ନେଇଛି ।ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ୪…

Read More

ରାଜ୍ୟରେ ଆରମ୍ଭ ହେଲା ବିଜେପି ସରକାର,ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ…

ରାଜ୍ୟରେ ଆଜି ଠାରୁ ଆରମ୍ଭ ହେଲା ବିଜେପି ସରକାର। ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦୁଝର ବିଧାନସଭା ଆସନରୁ ୪ ଥର ନିର୍ବାଚିତ ମୋହନ ଚରଣ ମାଝୀ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ରାଜ୍ୟପାଳ ରଘୁବର ଦାସଙ୍କ ଠାରୁ ମୋହନ ମାଝୀ ପଦ ଓ ଗୋପନୀୟତାର ସହିତ ଶପଥ ଗ୍ରହଣ କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ପରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଓ…

Read More

ଛୁଟି ନିର୍ଦ୍ଦେଶନାମାରେ ପରିବର୍ତ୍ତନ, ଜାରି ହୋଇଛି ସାନି ନିର୍ଦ୍ଦେଶନାମା …

ସରକାରୀ ଅଧିକାରୀଙ୍କ ଛୁଟି ନିର୍ଦ୍ଦେଶନାମାରେ ହୋଇଛି ପରିବର୍ତ୍ତନ । ଛୁଟି ନେଇପାରିବେ ସରକାରୀ ଅଧିକାରୀ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଛି ସାନି ନିର୍ଦ୍ଦେଶନାମା । ଆବଶ୍ଯକ ପଡିଲେ ତତ୍କାଳ କାର୍ଯ୍ଯରେ ଯୋଗଦେବେ । ଜରୁରୀକାଳୀନ ପରିସ୍ଥିତିରେ ମୋବାଇଲରେ ଉପଲବ୍ଧ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Read More

ଟି-୨୦ ବିଶ୍ଵକପ: ଆଜି ଆମେରିକା – ଭାରତ ଲଢ଼େଇ…

ନ୍ୟୁୟର୍କ : ଚଳିତ ଟି-୨୦ ବିଶ୍ୱକପରେ ଭାରତ ବୁଧବାର ତା’ର ତୃତୀୟ ମ୍ୟାଚ୍‌ରେ ସହ- ଆୟୋଜକ ଆମେରିକାକୁ ଭେଟିବାକୁ ଯାଉଛି। ସ୍ଥାନୀୟ ନାସାଉ ଷ୍ଟାଡିୟମରେ ଗ୍ରୁପ୍‌-ଏ’ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଜିତି ଟିମ୍ ଇଣ୍ଡିଆ ସୁପର-୮ରେ ପ୍ରଵେଶ କରିବାକୁ  ପ୍ରୟାସ କରିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୪୬ଟି ବଲ୍‌ ବାକିଥାଇ ୮ ୱିକେଟରେ ପରାସ୍ତ କରିଥିବା ବେଳେ । ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ରୋମାଞ୍ଚକ ଢଙ୍ଗରେ…

Read More

୫ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ବଢିବ ତାପମାତ୍ରା ; ପାଣିପାଗ ବିଭାଗ

ଭୁବନେଶ୍ବର; ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି । ନା ଘରେ ରହିହେଉଛି ନା ବାହାରେ । ଦେହରୁ ଝାଳ ଶୁଖିବା ଯେପରି ବନ୍ଦ ହୋଇଗଲାଣି । ଘରୁ ବାହାରିବା ଅସମ୍ଭବ ହୋଇପଡିଲାଣି । ମୌସୁମୀ ଓଡ଼ିଶା ଆସିସରିଲାଣି କିନ୍ତୁ ବର୍ଷାର ଏପର୍ଯ୍ୟନ୍ତ ଦେଖା ନାହିଁ । ଓଲଟି ଦିନକୁ ଦିନ ଗରମ ବଢ଼ି ବଢ଼ି ଚାଲିଛି । ଗ୍ରୀଷ୍ମ ଋତୁ ଆରମ୍ଭ ପରି ଅନୁଭବ ହେଉଛି । ପାଣିପାଗ ବିଭାଗ ଅନୁଯାୟୀ ଆହୁରି ୫ ଦିନ ଏଭଳି…

Read More

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଚନ୍ଦ୍ରବାବୁ ନାଇଡୁ । ଚତୁର୍ଥ ଥର ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନାଇଡୁ। ରାଜ୍ୟପାଳ ଏସ. ଅବଦୁଲ ନଜୀର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ପାଠ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ସ୍ଵାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସମେତ ଅନେକ ବରିଷ୍ଠ ନେତା ଓ ମନ୍ତ୍ରୀ ଉପସ୍ଥିତ ଥିଲେ। ନାଇଡୁ ସରକାରରେ ଟିଡିପିରୁ ୨୧, ଜନସେନାରୁ ୨ ଓ…

Read More