କ୍ଷତିରେ ଚାଲିଛି ପେଟିଏମ , ଚଳିତ ଆର୍ଥିକ ବର୍ଷର ଶେଷ ତିନି ମାସରେ ୫୫୦ କୋଟି କ୍ଷତି ସହିଛି କମ୍ପାନୀ …

ପେଟିଏମ୍ ଏବେ କ୍ଷତିରେ ଚାଲୁଛି। ଚଳିତ ଆର୍ଥିକ ବର୍ଷର ଶେଷ ତିନି ମାସରେ କମ୍ପାନି ୫୫୦ କୋଟି ଟଙ୍କାର କ୍ଷତି କରିଛି । କମ୍ପାନିର ରାଜସ୍ବ ୨,୨୬୭.୧୦ କୋଟି ଟଙ୍କାକୁ ହ୍ରାସ ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ସାରାରେ କମ୍ପାନିର ରାଜସ୍ବ ୯୯୭୮ କୋଟି ଟଙ୍କା ହୋଇଥିବା ବେଳେ କ୍ଷତି ୧୪୪୨ କୋଟି ଟଙ୍କା ରହିଛି। କାରବାର ପ୍ରଭାବିତ ହୋଇଥିବାରୁ ପେଟିଏମ୍‌ରେ ଚାକିରି କରିଥିବା କର୍ମଚାରୀଙ୍କ ଛଟେଇ ଆଶଙ୍କା ସୃଷ୍ଟି ହୋଇଛି। ପେଟିଏମ୍‌ର ମୁଖ୍ୟ ବିଜୟ ଶେଖର…

Read More

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିବ ପ୍ରଚାର …

ଭୁବନେଶ୍ବର : ଦେଶର ଷଷ୍ଠ ଓ ଓଡ଼ିଶାର ତୃତୀୟ ପର୍ଯ୍ୟାୟ ମତଦାନ  ମେ’ ୨୫ରେ ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରୁଥିବା ବେଳେ ଆଜି (ଗୁରୁବାର) ସନ୍ଧ୍ୟା ୫ଟାରେ ପ୍ରଚାର ସରିବ। ଏହି ପର୍ଯ୍ୟାୟରେ ପୁରୀ, ଭୁବନେଶ୍ବର, କଟକ, କେନ୍ଦୁଝର, ସମ୍ବଲପୁର ଏବଂ ଢେଙ୍କାନାଳ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଗ୍ରହଣ କରାଯିବ। ମତଦାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ସମ୍ପୃକ୍ତ ଜିଲା ପ୍ରଶାସନ…

Read More

ଇଣ୍ତିଆ ମେଣ୍ଟ ଓ ଏନଡିଏ ମଧ୍ୟରେ ଚାଲିଛି ମାଇଣ୍ଡ ଗେମ୍ …

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ୫ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଆଉ ୨ଟି ପର୍ଯ୍ୟାୟ ବାକି ଅଛି ଏବଂ ଜୁନ୍‌ ୧ରେ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଯିବ। ଏବେ ଷଷ୍ଠ ପର୍ଯ୍ୟାୟ ପୂର୍ବରୁ ଏନ୍‌ଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ମାନସିକ ଲଢ଼େଇ ଆରମ୍ଭ ହୋଇଯାଇଛି। କର୍ମୀମାନଙ୍କ ମନୋବଳ ବଢ଼ାଇବାକୁ ଉଭୟ ମେଣ୍ଟ ୩୦୦ରୁ ଅଧିକ ଆସନ ଜିତି ସାରିଥିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର…

Read More

ଆସୁଛି ବର୍ଷା, ଗୁଳୁଗୁଳି ଓ ତାତିରୁ ମିଳିବ ତ୍ରାହି …

ଗୁଳୁଗୁଳି ଓ ତାତିରୁ ମିଳିବ ତ୍ରାହି। ଆଜି ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ କ୍ଷେତ୍ର । ଏହା ଉତ୍ତରପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହେବ । ପରେ ୨୪ ତାରିଖ ସକାଳେ ଅବପାତର ରୂପ ନେବ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଅବପାତର ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠୁ ସମୁଦ୍ର ଅଶାନ୍ତ ରହିବ । ୨୫ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି…

Read More

ବବିଙ୍କ ପାଇଁ ଭୋଟ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …

ଭୁବନେଶ୍ବର :ରାଜ୍ୟରେ ଦ୍ବିତୀୟ ପର୍ଯ୍ୟୟ ମତଦାନ ସରିଥିବା ବେଳେ ତୃତୀୟ ପର୍ଯ୍ୟୟ ମତାଦାନକୁ ଆଉ ଖୁବ୍ କମ୍ ଦିନ ରହିଲା । 25 ତାରିଖରେ ହେବାକୁ ଥିବା ଏହି ପର୍ଯ୍ୟୟରେ ଢେଙ୍କାନାଳ ,କେନ୍ଦୁଝର, କଟକ ,ପୁରୀ ,ଭୁବନେଶ୍ବର ଓ ସମ୍ବଲପୁର ସମେତ 6ଟି ଲୋକସଭା ଆସନରେ ଭୋଟ ହେବ । ତେବେ ସମ୍ବଲପୁର ଲୋକସଭା ଆସନରେ  ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ଭୋଟ ଦେବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ…

Read More

ଦଳ ଛାଡି ବିଜେଡ଼ିକୁ ଝଟକା ଦେଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ …

 ଭୁବନେଶ୍ଵର: ବିଜେଡି ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତିଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇଛନ୍ତି। ଏ ନେଇ ସେ ଭିଡିଓ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଧାୟକ ଭାବେ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । ଆଗାମୀ ଦିନରେ ମଧ୍ୟ ସିମୁଳିଆ ଓ ଖଇରାବାସୀଙ୍କ ସେବା କରିବି ବୋଲି କହିଛନ୍ତି…

Read More

IPL 2024 : ଆଜି ଅହମ୍ମଦାବାଦରେ କଲିକତା ଓ ହାଇଦ୍ରାବାଦ ମଧ୍ୟରେ ଲଢେଇ, ବିଜୟୀ ଦଳ ଖେଳିବ ଫାଇନାଲ …

ଗୁଜୁରାଟ: କୋଲକାତା ନାଇଟ୍‌‌ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଆଜି ଆଇପିଏଲର ପ୍ରଥମ କ୍ୱାଲିଫାୟର ମ୍ୟାଚ ଗୁଜୁରାଟର ଅହମ୍ମଦାବାଦ ଷ୍ଟାଡିୟମରେ ଖେଳାଯିବ  । ଏହି ମ୍ୟାଚରେ ଯେଉଁ ଟିମ୍‌‌ ଜିତିବ ସେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ। ଆଇପିଏଲ ଚଳିତ ସଂସ୍କରଣରେ ଦୁଇଟି ଯାକ ଟିମ୍‌‌ ର ବ୍ୟାଟିଂ ଓ ବୋଲିଂ ପ୍ରଦର୍ଶନ ଭଲ ରହିଛି। ହେଲେ ଆଜି ଅହମ୍ମଦାବାଦ ଷ୍ଟାଡିୟମରେ ଯିଏ ବାଜି ମାରିବ ସେ ସିଧା ସଳଖ ଫାଇନାଲ ଖେଳିବ । ସେହିପରି ଯେଉଁ…

Read More

ପ୍ରଚଣ୍ଡ ତାତିରେ ସିଝୁଛି ଦେଶ, ‘ଲୁ ‘ ପ୍ରତି ସାବଧାନ କଲା ଆଇଏମଡି…

ନୂଆଦିଲ୍ଲୀ:  ପ୍ରଚଣ୍ଡ ତାତିରେ ସିଝୁଛନ୍ତି ଦେଶ ଓ ରାଜ୍ୟବାସୀ। ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ଉତ୍ତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ବିଶେଷ କରି ଉତ୍ତର ଭାରତରେ ତାପମାତ୍ରା ଅତ୍ୟଧିକ ରହିଥିବାରୁ ଲୋକମାନେ ଘରୁ ବାହାରିବା କଷ୍ଟକର ହୋଇଯାଇଛି। ଏହା ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆଗାମି ଦିନରେ ସୂର୍ଯ୍ୟଙ୍କ ଉତ୍ତାପ ଆହୁରି ବୃଦ୍ଧି ପାଇବାକୁ ଯାଉଥିବାରୁ ‘ଲୁ’ ପ୍ରବାହ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ରାଜସ୍ଥାନ ଠାରୁ…

Read More

ସମ୍ବିତଙ୍କ ମନ୍ତବ୍ୟକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଭୁବନେଶ୍ବର : ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଗତକାଲି ପ୍ରଧାମନ୍ତ୍ରୀଙ୍କ ରୋଡ ସୋ ସମୟରେ ଦେଇଥିବା ମନ୍ତବ୍ୟକୁ ସବୁଠି ଦୃଢ଼ ନିନ୍ଦା କରାଯାଉଛି। ଏହାରି ଭିତରେ ସମ୍ବିତଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏଥିରେ ସେ କହିଛନ୍ତି, ମୋଦୀଙ୍କୁ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଛି। ମୋଦୀଙ୍କ ଭକ୍ତ ଜଗନ୍ନାଥ। ସମ୍ବିତଙ୍କ ଏହି ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ସମ୍ବିତଙ୍କ ମନ୍ତବ୍ୟକୁ ନିନ୍ଦା…

Read More

ଆଜି ସମ୍ୱଲପୁର ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା…

ସମ୍ବଲପୁର: ଆଜି ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ସମ୍ବଲପୁର ପିଏଚ୍‌ଡ଼ି ପଡ଼ିଆରେ ହେବାକୁ ଥିବା ବିଶାଳ ଜନ ସମାବେଶରେ ଯୋଗ ଦେବେ ଅମିତ୍। ସୂଚନା ଅନୁଯାୟୀ, ପ୍ରଥମେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମା ସମଲେଇଙ୍କ ମନ୍ଦିର ଯାଇକୁ ପୂଜାର୍ଚ୍ଚନା କରିବେ। ଏହପରେ ସେଠାରୁ ସେ ପିଏଚଡି ପଡ଼ିଆ ସଭାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି। ପିଏଚଡି ପଡ଼ିଆରେ ବିଶାଳ ଜନସଭାକୁ ସମ୍ବୋଧିତ କରିବା ପରେ ନିଜ ଦଳର ପ୍ରାର୍ଥୀମାନଙ୍କ ପାଇଁ…

Read More