ଟି-୨୦ ରେ କୋହଲିଙ୍କ ଏହି ରେକର୍ଡ ପାଇଁ ବିସିସିଆଇ ତାଙ୍କୁ ଦଳରୁ କାଢିବା ପାଇଁ ସାହସ କଲାନି …

କିଛି ଦିନ ପୂର୍ବରୁ ବିରାଟ କୋହଲିଙ୍କ ସ୍ଲୋ ଷ୍ଟ୍ରାଇକ୍ ପାଇଁ ତାଙ୍କୁ ଟ୍ରୋଲ କରାଯାଇଥିଲା। କୋହଲି ଯିଏକି ନିକଟରେ ଆଇପିଏଲରେ ୬୭ ଟି ବଲରେ ଆଇପିଏଲ ଇତିହାସରେ ସବୁଠାରୁ ଥିମା ଶତକ ହାସଲ କରିଥିଲେ । ଏସବୁ ଦିଗ ସତ୍ତ୍ୱେ ବିସିସିଆଇ ଟି -୨୦ ବିଶ୍ୱକପ ୨୦୨୪ ପାଇଁ ଭାରତୀୟ ଦଳରେ କୋହଲିଙ୍କ ଆବଶ୍ୟକତା ଅନୁଭବ କରିଛି | ହାରାହାରି ୭୧ ରୁ ଅଧିକରେ ଚଳିତ ଆଇପିଏଲରେ ୫୦୦ ରନ୍ କରିଥିବାରୁ କୋହଲି ଜବରଦସ୍ତ ଫର୍ମରେ ଅଛନ୍ତି।…

Read More

ଦୁଇଫାଳ ହେଲା ୧୨୭ ବର୍ଷର ପୁରୁଣା ‘ଗୋଦରେଜ୍ ‘ କମ୍ପାନୀ

ନୂଆଦିଲ୍ଲୀ:ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟତା ହାସଲ କରିଥିବା ଗୋଦରେଜ କମ୍ପାନୀର ବିଭାଜନ ଦେଖିବାକୁ ମିଳିଛି । ୧୨୭ ବର୍ଷ ପୁରୁଣା ଏହି କମ୍ପାନୀକୁ ୨ ଭାଗରେ ବଣ୍ଟା ଯାଇଛି । ଗୋଟିଏ ପଟେ ଆଦି ଗୋଦରେଜ୍ ଏବଂ ତାଙ୍କ ଭାଇ ଥିବାବେଳେ ଅନ୍ୟ ପଟେ ଆଦି ଗୋଦରେଜ୍‌ଙ୍କ ଦାଦାପୁଅ ସମ୍ପର୍କୀୟ ଭାଇ ଭଉଣୀ ଅଛନ୍ତି। ଏହି ଭାଗବଣ୍ଟା ବିଷୟରେ ସୂଚନା ଦେଇ ଗ୍ରୁପ୍ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଗୋଦରେଜ୍ ଗ୍ରୁପ୍‌ର ପାଞ୍ଚଟି କମ୍ପାନୀ ହେଉଛି…

Read More

ପ୍ରଥମ ଥର ପାଇଁ କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …

ଭୁବନେଶ୍ୱର : ଆଜି (ଗୁରୁବାର)ବଲାଙ୍ଗୀର ଟିଟିଲାଗଡ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ସେଠି ପହଞ୍ଚିବା ପରେ ରାସ୍ତାର ଦୁଇ ପଟରେ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହାସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟିଟିଲାଗଡ ଉପଜିଲ୍ଲପାଳ କାର୍ଯ୍ୟାଳୟରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଦ୍ୱିତୀୟ ନିର୍ବାଚନ କ୍ଷେତ୍ର ଭାବେ କଣ୍ଟାବାଞ୍ଜି ଆସନରୁ ପ୍ରଥମ ଥର ପାଇଁ ନାମାଙ୍କନ ଦାଖଲ କରିଛନ୍ତି ନବୀନ। ଏହି ସମୟରେ ଭିକେ ପାଣ୍ଡିଆନ, ଅନଙ୍ଗ…

Read More

ବିଶ୍ବକପରୁ ବାଦ୍ ପଡ଼ିଥିବା ରାହୁଲଙ୍କୁ ସମର୍ଥନ ଜଣାଇ ଏମିତି କିଛି ପ୍ରତିକ୍ରିୟା ଦେଲା ଲକ୍ଷ୍ନୌ ସୁପର ଜାଏଣ୍ଟ…

ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ହେବାକୁ ଥିବା ଟି-୨୦ ବିଶ୍ଵକପ ପାଇଁ ୧୫ ଜଣିଆ ଭାରତୀୟ ଟିମ୍ ଘୋଷଣା ସରିଛି । ଏହି ପ୍ରତିଯୋଗିତାରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ। ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ଭାବେ ଚୟନ କରିଛି ଦଳ। ସେହିପରି ଆହତ ଯୋଗୁଁ ଦଳରୁ ଦୂରେଇ ରହିଥିବା ଋଷଭ ପନ୍ତ ଦଳକୁ ଫେରିଛନ୍ତି । ହେଲେ ଏଥର କ୍ରିକେଟର କେଏଲ ରାହୁଲଙ୍କୁ ସୁଯୋଗ ଦିଆଯାଇନାହିଁ। ତାଙ୍କର ପ୍ରଦର୍ଶନ ଭଲ ନଥିବ‌ାରୁ ସେ…

Read More

କେଉଁଠି ବର୍ଷା ତ କେଉଁଠି ଗୁଳୁଗୁଳି

ଭୁବନେଶ୍ଵର: ଅସହ୍ୟ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଆଜି ରାଜ୍ୟରେ କିଛି ସମୟ ପୂର୍ବରୁ କାଳ ବୈଶାଖୀ ଦେଖିବାକୁ ମିଳିଛି । ମେଘୁଆ ପାଗ ସାଙ୍ଗକୁ ଝିପିଝିପି ବର୍ଷା  ରାଜ୍ୟବାସୀଙ୍କୁ ଦେଇଛି ଆଶ୍ବସ୍ତି । ୪୦ ଡିଗ୍ରୀ କରି ରେକର୍ଡ ଭାଙ୍ଗୁଥିବା ତାତିକୁ ଟିକେ ଥଣ୍ଡା କରିବା ପାଇଁ କାଳବୈଶାଖୀ ଆଣିଛି ସାମାନ୍ୟ ତ୍ରାହି । ଏହାସହ କଟକରେ କୁଆପଥର ବର୍ଷା ଚାତକ ପରି ଚାହିଁ ରହିଥିବା ସହରବାସୀଙ୍କୁ ଆଶ୍ବସ୍ତି ଦେଇଛି । ସୂଚନା ଅନୁଯାୟୀ, କାଳବୈଶାଖୀ ଓ…

Read More

ସନ୍ତୋଷ ସିଂ ସାଲୁଜାଙ୍କ ନାମାଙ୍କନ ପତ୍ର ଦାଖଲ …

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପାଇଁ ଆଜି କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ନିଜର ସମର୍ଥକଙ୍କ ସହ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତୁରେକେଲା, ମୁରିବାହାଲ ଓ ତୁରେକେଲା ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ସମର୍ଥକ, ଦଳୀୟ କାର୍ଯ୍ୟକର୍ତ୍ତା, ଶୁଭେଚ୍ଛୁ ଓ ମା’ ଭଉଣୀଙ୍କର ଗହଣରେ ଟିଟିଲାଗଡ଼ ପୋଲିସ ଷ୍ଟେସନରୁ ଏକ ବିରାଟ ଶୋଭାଯାତ୍ରାରେ ଟିଟିଲାଗଡ଼ ସହରର ବିଭିନ୍ନ ଛକ ପରିକ୍ରମା କରି…

Read More

ଟି-୨୦ ବିଶ୍ବକପ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କଲା ଟିମ୍ ଇଣ୍ଡିଆ ଜାଣନ୍ତୁ କହାକୁ ମିଳିଛି ସ୍ଥାନ ଆଉ କିଏ ପଡ଼ିଛି ବାଦ୍ …

ରୋହିତ ଶର୍ମା  (ଅଧିନାୟକ) , ବିରାଟ କୋହଲି, ଜୟସୱାଲ, ସୂର୍ଯ୍ୟ କୁମାର ଯାଦବ , ରିଶଭ ପନ୍ତ (ୱିକେଟ କିପର), ସଞ୍ଜୁ ସାମସନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ଶିଭମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ଅର୍ଶଦୀପ ସିଂହ , ଜସ୍ପ୍ରିତ ବୁମରା ଏବଂ ମହମ୍ମଦ ସିରାଜ ସେହିପରି ରିଜର୍ଭ ଖେଳାଳି ଭାବେ ରିଙ୍କୁ ସିଂ , ଶୁଭମନ ଗିଲ ,ଖଲିଲ୍ ଅହମ୍ମଦ ଓ ଆବେଶ ଖାନଙ୍କୁ…

Read More

ଭୋଟ ବେଳେ ପୁଣି ଆହତ ହେଲେ ମମତା…

ନିର୍ବାଚନ ପ୍ରଚାର ବେଳେ ଆହତ ହେଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ମମତା ପଶ୍ଚିମବଙ୍ଗର ଦୁର୍ଗାପୁରରେ ପହଞ୍ଚିଥିଲେ। ପ୍ରଚାର ଶେଷ ‌କରି ଫେରିବା ସମୟରେ ହେଲିକପ୍ଟରରେ ଚଢ଼ିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ହେଲିକପ୍ଟର ଭିତରକୁ ଯାଇ ତଳେ ପଡ଼ିଯାଇଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। କୁହାଯାଇଛି ଯେ ଏହି ଦୁର୍ଘଟଣାରେ ମମତା ସାମାନ୍ୟ ଆହତ ହୋଇଛନ୍ତି।

Read More

ଗ୍ରୀଷ୍ମ ପ୍ରବାହର ପ୍ରତିଯୋଗିତାରେ ଆଜି ଝାରସୁଗୁଡା ପ୍ରଥମ …

ଭୁବନେଶ୍ଵର;ଅସମ୍ଭାଳ ତାତିକୁ ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି । ଘରେ ବାହାରେ ତାଣ୍ଡବ ରଚୁଛି ଗ୍ରୀଷ୍ମ ପ୍ରବାହ। ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ପଙ୍ଖାରୁ ବାହାରୁଛି ତତଲା ପବନ । ଦିନକୁ ଦିନ ଗରମ ବଢ଼ି ଚାଲିଥିବା ବେଳେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଛୁଇଁଥିଲା । ସେଥିମଧ୍ୟରୁ ୪ଟି ସହରର ତାପମାତ୍ରା ୪୪ ଡିଗ୍ରୀ ଟପିଥିଲା । ଅନୁଗୁଳରେ ସର୍ବାଧିକ ୪୪.୬ ଡିଗ୍ରୀ ଥିବା ନେଇ ରେକର୍ଡ ହୋଇଥିବା ବେଳେ…

Read More

ବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା …

ବିଜେଡ଼ି ଛାଡି ବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା । ଆଜି ବିଧିବଦ୍ଧ ଭାବରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସହ ପ୍ରଭାରୀ ଲତା ଉସେଣ୍ଡି ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପର୍ଶୁରାମ  । ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖି ବିଧାୟକ ପର୍ଶୁରାମ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର ହେବାକୁ…

Read More