ଅବସର ଘୋଷଣା କଲେ ଫୁଟବଲ୍ ତାରକା ସୁନୀଲ ଛେତ୍ରୀ
ଭାରତୀୟ ଫୁଟବଲ ଦଳର ଷ୍ଟାର ତଥା ଅଧିନାୟକ ସୁନୀଲ ଛେତ୍ରୀ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି । ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟରେ କୁଏତ୍ ବିପକ୍ଷ ମ୍ୟାଚ୍ ପରେ ଅନ୍ତର୍ଜାତୀୟ ଅନ୍ତର୍ଜାତୀୟ ଫୁଟବଲରୁ ସବୁଦିନ ପାଇଁ ବିଦାୟ ନେବେ ଛେତ୍ରୀ । ଅବସର ନେଇ ମେ’ ୧୬ରେ ଘୋଷଣା କରିଛନ୍ତି ଛେତ୍ରୀ । ସୂଚନା ଅନୁସାରେ ଫିଫା ବିଶ୍ୱକପ୍ ୨୦୨୬ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଜୁନ୍ ୬ରେ ଖେଳାଯିବ ଏହି ମ୍ୟାଚରେ ଖେଳିବେ ଛେତ୍ରୀ ।୩୯…
