ଗ୍ରୀଷ୍ମ ମୁକାବିଲା: ଟିପିଏସ୍ଓଡିଏଲ ପକ୍ଷରୁ ସମସ୍ତ ୬ଟି ସର୍କଲରେ  ଭ୍ରାମ୍ୟମାଣ ସବ୍ ଷ୍ଟେସନ ନିୟୋଜିତ

ବ୍ରହ୍ମପୁର,ଏପ୍ରିଲ: ଗ୍ରୀଷ୍ମ ଋତୁରେ ଉତ୍କୃଷ୍ଟ ମାନର ବିଦ୍ୟୁତ ସେବା ଯୋଗାଇବା ପାଇଁ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ) ନୂଆ ପଦକ୍ଷେପ ନେଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ସମସ୍ତ ୬ଟି ସର୍କଲରେ ଭ୍ରାମ୍ୟମାଣ ସବ ଷ୍ଟେସନ ନିୟୋଜିତ କରାଯାଇଛି। ପ୍ରତ୍ୟେକ ଭ୍ରାମ୍ୟମାଣ ସବ ଷ୍ଟେସନ ଗୁଡିକରେ ବିତରଣ ଟ୍ରାନ୍ସଫର୍ମର ଓ ସୁରକ୍ଷା ଉପକରଣ ରହିଛି। ଭ୍ରାମ୍ୟମାଣ ଟ୍ରୋଲି ଉପରେ ଏହାକୁ ସ୍ଥାନିତ କରାଯିବା ସହ ଆବଶ୍ୟକ ସମୟରେ ତୁରନ୍ତ ଏହାକୁ କର୍ମସ୍ଥଳୀକୁ…

Read More

IPL 2024:ଇଡେନ ଗାର୍ଡେନରେ ମୁହାଁ ମୁହିଁ ହେବେ ରାଜସ୍ଥାନ ଓ କୋଲକାତା

ଆଇପିଏଲର ୩୧ତମ ଲିଗ୍ ମୁକାବିଲାରେ ଘରୋଇ କୋଲକାତା ନାଇଟ ରାଇଡର୍ସ – ରାଜସ୍ଥାନ ରୟାଲ୍ସକୁ କୋଲକତାରେ ଭେଟିବାକୁ ଯାଉଛି । ଏହି ମ୍ୟାଚ୍‌କୁ ନେଇ ଦର୍ଶକମହଲରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି । ଉଭୟ ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନ ଦଖଲ କରିଛନ୍ତି । ରାଜସ୍ଥାନ ରୟାଲ୍ସ ୬ଟି ମ୍ୟାଚ୍ ଖେଳି ୫ ବିଜୟ ସହ ୧୦ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି । ୫ଟି ମ୍ୟାଚ୍‌ରୁ ୪ବିଜୟ ସହ ୮ ପଏଣ୍ଟ ହାସଲ…

Read More

ପ୍ରକାଶ ପାଇଲା ୨୦୨୩ ୟୁପିଏସସି ପରୀକ୍ଷା ଫଳ; ଓଡ଼ିଶାର ଅନିମେଶ ପ୍ରଧାନ ଦ୍ୱିତୀୟ ସ୍ଥାନରେ

ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଆଦିତ୍ୟ ଶ୍ରୀବାସ୍ତବ ଏବଂ ଓଡ଼ିଶାର ଅନିମେଶ ପ୍ରଧାନ ଯଥାକ୍ରମେ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପରି ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ ଅଛନ୍ତି। ପିକେ ସିଦ୍ଧାର୍ଥ ରାମକୁମାର ଏବଂ ରୁହାନୀ ଚତୁର୍ଥ ଓ ପଞ୍ଚମ ସ୍ଥାନ ହାସଲ କରିଛନ୍ତି । ଏଥର ୫ ଜଣ ବାଳିକା ଶ୍ରେଷ୍ଠ ୧୦ ରେ ସ୍ଥାନ ପାଇଛନ୍ତି । ନିଯୁକ୍ତି ପାଇଁ ମୋଟ ୧୦୧୬ ପ୍ରାର୍ଥୀଙ୍କୁ…

Read More

୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ବିଜେପି, ଜାଣନ୍ତୁ କାହାକୁ କେଉଁଠି ମିଳିଛି ଟିକେଟ …

ବିଜେପି ଘୋଷଣା କଲା ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାଜପା । ରାଉରକେଲାରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ । ସେହିପରି ପାଟଣାରୁ ଅଖିଲ ଚନ୍ଦ୍ର ନାୟକ, ସାରସକଣାରୁ ଭାଦବ ହାଁସଦା, ରାଇରଙ୍ଗପୁରରୁ ଜୋଲେନ ବରଦା, ବାଙ୍ଗିରିପୋଷିରୁ ସଞ୍ଜଳୀ ମୁର୍ମୁ ଟିକେଟ୍‌ ପାଇଛନ୍ତି । ଯଦି ଦେଖିବା ପ୍ରଥମ ପର୍ଯ୍ୟାୟରେ ବିଜେପି ୧୧୨ ଟି ବିଧାନସଭା ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ।…

Read More

ବ୍ଲକ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ବସନ୍ତ ମହାକୁର

ଅମରପାଲି;ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବସନ୍ତ ମହାକୁର। ମାତ୍ର ସେ ଦଳରେ ସାଧାରଣ ସଦସ୍ୟ ଥିବା ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ପ୍ରଦାନ କରିଥିବା  ଧରିତ୍ରୀ କୁ ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଓ ଜିଲ୍ଲା ସଭପତି ବିନୋଦ ପତ୍ର ଙ୍କୁ ପ୍ରଦାନ କରିଥିବା ସୂଚନା ମିଳିଛି l  ଗତ ରବିବାର କଂଗ୍ରେସ ର ଦଳୀୟ…

Read More

ଆଇପିଏଲରେ ଆଜି ହାଇଦ୍ରାବାଦ ଓ ବେଙ୍ଗାଲୁରୁ ମୁକାବିଲା…

ଆଜି ଆଇପିଏଲ୍‌ର ୩୦ତମ ଲିଗ୍ ମୁକାବିଲାରେ ଘରୋଇ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ପଏଣ୍ଟ ତାଲିକାରେ ଶେଷ ସ୍ଥାନରେ ଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ଏହି ମ୍ୟାଚ୍ ଜରିଆ ବିଜୟର ବାଟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛି। ଅନ୍ୟ ପଟେ ସନ୍‌ରାଇଜର୍ସ ବିଜୟଧାରା ଜାରି ରଖୁବା ନେଇ ପ୍ରସ୍ତୁତ ରହିଛି । ସନ୍‌ରା‌ଇଜର୍ସ ଶେଷ ୨ଟି ଲିଗ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପରକିସ ଓ ପଞ୍ଜାବ କିସକୁ…

Read More

ପ୍ରାର୍ଥୀ ଘୋଷଣାରେ କିଏ ରହିଛି ସବୁଠୁ ଆଗରେ ଜାଣନ୍ତୁ…

କିଛି ଦିନ ପୂର୍ବେ ପ୍ରାର୍ଥୀ ଘୋଷଣାରେ ପଛରେ ପଡିଥିବା କଂଗ୍ରେସ ଏବେ ରହିଛି ସବୁଠୁ ଆଗରେ । ଏହା ମଧ୍ୟରେ ବିଧାସଭାର ୧୪୭ ଟି ଆସନରୁ ଏପର୍ଯ୍ୟନ୍ତ ୧୧୯ ପ୍ରାର୍ଥୀ ଘୋଶଣା କରିସାରିଛି କଂଗ୍ରେସ । ଗତକାଲି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ହାତ ଦଳ । ଦ୍ୱିତୀୟ ପର୍ଯ୍ୟାୟରେ ୭୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ତେବେ ଏହି ଲିଷ୍ଟରେ ବହୁ ହେଭିୱେଟ୍‌ଙ୍କ ନାଁ ମଧ୍ୟ ରହିଛି ।…

Read More

ପୁଣି ବଢିପାରେ ପେଟ୍ରୋଲ ,ଡିଜେଲ୍ ଦର ଜାଣନ୍ତୁ କାହିଁକି…

ପଶ୍ଚିମ ଏସିଆର ଭୌଗୋଳିକ ତିକ୍ତତା ପୁଣି ଥରେ ଶିର୍ଷରେ ରହିଛି । ପ୍ରଥମ ଥର ପାଇଁ ଇରାନ ଏବଂ ଇସ୍ରାଏଲ ମୁହାଁମୁହିଁ ହୋଇଛନ୍ତି । ପଶ୍ଚିମ ଏସିଆରେ ପ୍ରତ୍ୟକ୍ଷ ଯୁଦ୍ଧ ହେବାର ସମ୍ଭାବନା ଅଛି।  ତେବେ ଏହାର ପ୍ରଭାବ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିପାରେ । ଏହି କାରଣରୁ  ଭାରତର ଲୋକଙ୍କ ପକେଟ ଉପରେ ଏହାର ପ୍ରଭାବ ମଧ୍ୟ ପଡିପାରେ । ଶୁକ୍ରବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବ୍ୟାରେଲ ପିଛା ୭୧ ସେଣ୍ଟ୍‌ସ ବୃଦ୍ଧି…

Read More

ଜେଏସପି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ଦୃଷ୍ଟିହୀନଙ୍କ ପାଇଁ ଅତ୍ୟାଧୁନିକ ସହାୟକ ଉପକରଣ ଲାଇବ୍ରେରୀ ସ୍ଥାପନ

ଭୁବନେଶ୍ବର : ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କ ଜୀବନଧାରଣ ମାନଙ୍କୁ ଉନ୍ନତ କରିବା ନିମନ୍ତେ ସହାୟତା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଅନୁଷ୍ଠାନ ଜେଏସପି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ବରରେ ଏକ ଏକ ଅତ୍ୟାଧୁନିକ ସହାୟକ ଉପକରଣ ଲାଇବ୍ରେରୀ ‘ଜିନ୍ଦଲ ଜ୍ଞାନ’ ସ୍ଥାପନ କରାଯାଇଛି । ଗତକାଲି (ଏପ୍ରିଲ ୧୧) ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, (ଆଇଏଏସ୍) ଏହି ଲାଇବ୍ରେରୀକୁ ଉଦଘାଟନ କରିଥିଲେ ।…

Read More

ବିଜେପିରେ ଯୋଗ ଦେଲେ ଏହି ବିଜେଡ଼ି ବରିଷ୍ଠ ନେତା ଜାଣନ୍ତୁ କିଏ …

ବିଜେପିରେ ମିଶିଲେ ଚାନ୍ଦବାଲି ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ। ଆଜି ସେ ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହୋଇଛନ୍ତି। ବିଧାୟକ ବ୍ୟୋମକେଶଙ୍କୁ ମାମୁଁ ହେଉଛନ୍ତି ଅଜୟ ନାୟକ। ସେ ବ୍ୟୋମକେଶଙ୍କ ଟିକେଟକୁ ବିରୋଧ କରୁଥିବା କୁହାଯାଉଥିଲା। ବିଜେପି ନେତା ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି ଏହି ମିଶ୍ରଣ ପର୍ବରେ ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକ ବିଜେପି ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଧାମନଗର ବିଧାନସଭା ପ୍ରାର୍ଥୀ ସୂର୍ଯ୍ୟବଂଶୀ…

Read More