ମେଣ୍ଟ ଚର୍ଚ୍ଚାକୁ ଝୁଲାଇ ରଖିଲେ ଭି.କେ ପାଣ୍ଡିଆନ୍, ଅମିତ ଶାହାଙ୍କ ପରି କଥା ମୋଦି-ନବୀନଙ୍କ ଉପରେ ଛାଡିଲେ …

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କୁ ତୃତୀୟ ଥର କ୍ଷମତାକୁ ଆସିବା ନେଇ ମେଣ୍ଟ ଆବଶ୍ୟକ ନାହିଁ।  ମୋଦିଙ୍କୁ ବିଜେଡିର ସହଯୋଗ ଆବଶ୍ୟକ ନାହିଁ। ଅନୁରୂପ ଭାବେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର କ୍ଷମତାକୁ ଆସିବା ପାଇଁ ମେଣ୍ଟ ଦରକାର ନାହିଁ। ମେଣ୍ଟ ନେଇ ଯେଉଁ ଆଲୋଚନା ରହିଛି, ତାହା ସାଧାରଣ ରାଜନୈତିକ ଚର୍ଚ୍ଚାରୁ ଉର୍ଦ୍ଧ୍ୱରେ । ଦୁଇଜଣ ଉତ୍ତୃଙ୍ଗ ରାଜନୈତିକ ବ୍ୟକ୍ତିତ୍ୱ ଏକ ବୃହତର ସ୍ୱାର୍ଥ ପାଇଁ ପରସ୍ପରକୁ ସମ୍ମାନ କରନ୍ତି। ଏହା…

Read More

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ବାର୍ଷିକ ମାତ୍ର ୪୩୬ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କା ଜୀବନ କଭର ପାଆନ୍ତୁ …

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY) ୨ ଲକ୍ଷ ଟଙ୍କା ଜୀବନ ବୀମା ଯୋଗାଉଛି | ଭାରତ ସରକାରଙ୍କ ଏହି ଯୋଜନାରେ କୌଣସି କାରଣରୁ ମୃତ୍ୟୁ ହେତୁ ବାର୍ଷିକ ମାତ୍ର ୪୩୬ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କା ଜୀବନ କଭର ମିଳିଥାଏ| ଅଟୋ ଡେବିଟ୍ ମାଧ୍ୟମରେ ଆକାଉଣ୍ଟଧାରୀଙ୍କ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟରୁ ପ୍ରିମିୟମ୍ ରାଶି କଟାଯାଇଥାଏ ଏବଂ ପ୍ରତିବର୍ଷ ୩୧ ମେ ରେ ଦେୟ ପ୍ରଦାନ କରାଯାଏ | ଏହା ଏକ ବର୍ଷର ଜୀବନ…

Read More

ମନମୋହନଙ୍କ କଥା ଆଉ ରାଜଧାନୀ ପାଗ..ଘଣ୍ଟାକୁ ଘଣ୍ଟା ବଦଳିଲା…General Election 2024

ନୂଆଦିଲ୍ଲୀ : ମାର୍ଚ୍ଚ ମାସ ୧୪ ତାରିଖ, ଗୁରୁବାର। ଭୁବନେଶ୍ୱରର ସକାଳୁଆ ପାଗ ହାଲକା ଖରା। ହେଲେ ସାମାନ୍ୟ ଗୁଳୁଗୁଳି। ମଧ୍ୟାହ୍ନରେ ଖରା ମଧ୍ୟମ ଧରଣର। ଗୁଳୁଗୁଳି ଟିକେ ବଢିଲା। ଗାଧୁଆ ବେଳ ସରି ଖାଇବା ବେଳକୁ ବର୍ଷା। ବରଷିଲା ହେଲେ ବେଶୀ ବରଷିଲା ନାହିଁ। ବର୍ଷା ପରେ ସାମନ୍ୟ ଶୀତଳତା ଲାଗିବା କଥା। ହେଲେ ସେତେ ଲାଗିଲା ନାହିଁ। ଘର ଭିତରେ ଓ ବାହାରେ ଗରମ ସେମିତି ଲାଗିକି ରହିଲା। ଇଏ ତ ଗଲା ମାତ୍ର…

Read More

ପାଣ୍ଡ୍ୟାଙ୍କୁ ଘାରିଛି ପଇସା ନିଶା, ଦେଶ ବଦଳରେ ଆଇପିଏଲକୁ ଦେଉଛନ୍ତି ଅଧିକ ଗୁରୁତ୍ବ

ମାର୍ଚ୍ଚ ୨୨ରୁ ଆଇପିଏଲର ୧୭ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏନେଇ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଉଥିବା ୧୦ଟି  ଦଳ ପ୍ରସ୍ତୁତି ଜୋରଦାର କରୁଛନ୍ତି। ଇତିମଧ୍ୟରେ ୫ ଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସୁସ୍ଥ ହୋଇ ଆଇପିଏଲ ଖେଳିବାକୁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ବୋଲି କୁହାଯାଉଛି।ହାର୍ଦ୍ଦିକ ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆରୁ ସ୍ବାସ୍ଥ୍ୟଗତ କାରଣରୁ ଦୂରରେ ଥିଲେ। ୨୦୨୩ ଦିନିକିଆ ବିଶ୍ୱକପ…

Read More

ଚାମ୍ପିୟନ ଟ୍ରଫି ଖେଳିବାକୁ ଯିବ କି ପାକିସ୍ତାନ, ନା ପୁଣି ହାଇବ୍ରିଡ ମଡେଲରେ ଖେଳିବ ଭାରତ…

ଆଇସିସିର ଦ୍ୱିତୀୟ ବୃହତ୍ତମ ଟୁର୍ନାମେଣ୍ଟ  ଚାମ୍ପିଅନ୍ସ ଟ୍ରଫି ଏକ ଦୀର୍ଘ ବ୍ୟବଧାନ ପରେ ଆସନ୍ତା ବର୍ଷ ଖେଳାଯିବ | ତେବେ ଏହାର ସ୍ଥାନ ସମ୍ପର୍କରେ ବିବାଦ ଆରମ୍ଭ ହୋଇସାରିଛି। ବାସ୍ତବରେ, ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ | ଏଭଳି ପରିସ୍ଥିତିରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ କି ନାହିଁ? ଏହି ସମୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ନୂତନ ଚେୟାରମ୍ୟାନ୍ ମୋହସିନ୍ ନାକଭି ବିସିସିଆଇ ସଚିବ…

Read More

ଏହି ତିନି ଯୁବତୀଙ୍କ ପ୍ରଦର୍ଶନ ଉପରେ ରହିବ ସଭିଙ୍କ ନଜର….

 ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିବ। ହେଲେ ସେମାନଙ୍କ ମଧ୍ୟରୁ ତିନୋଟି ଯୁବ ଚେହେରାଙ୍କ ଉପରେ ଟିକେ ବେଶୀ ନଜର ରହିବ। ପୂର୍ବାପେକ୍ଷା ଦଳ ଗୁଡ଼ିକ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ତିନି ଉଚ୍ଚ ଶିକ୍ଷିତା ମହିଳା ପ୍ରଥମ ଥର ପାଇଁ ନିର୍ବାଚନ ଲଢିପାରନ୍ତି। ଏହି ତିନି ଜଣେ ହେଲେ ନବରଙ୍ଗପୁର ଡାବୁ ଗାଁର ଡାକ୍ତର ଲିପିକା ମାଝୀ…

Read More

ରାତିରେ କେମିତି ଜୀବନ ବିତାନ୍ତି ବନ୍ୟଜନ୍ତୁ…ତାକୁ ଜାଣିବା ପାଇଁ ଆରମ୍ଭ ହେଲା ନୂଆ କାର୍ଯ୍ୟକ୍ରମ

 ଭୁବନେଶ୍ୱର : ବନ୍ୟପ୍ରାଣୀ ବିଭାଗର ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ସୁଶାନ୍ତ ନନ୍ଦ ଓଡ଼ିଶାର ବନ୍ୟଜନ୍ତୁମାନଙ୍କୁ କିପରି ଆକର୍ଷଣୀୟ କରାଯାଇପାରିବ ସେ ନେଇ ନୂତନ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛନ୍ତି।  ଓଡ଼ିଶା ବନ୍ୟପ୍ରାଣୀ ସଂଗଠନର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ଏକାଧିକ ପଦକ୍ଷେପ ତାଙ୍କ ଦ୍ୱାରା ଗ୍ରହଣ କରାଯାଇଛି। ନିକଟରେ ଶ୍ରୀ ନନ୍ଦଙ୍କ ନେତୃତ୍ୱରେ ବନ୍ୟଜନ୍ତୁଙ୍କ ନାଇଟ୍ ଲାଇଫ୍ ବିଷୟରେ ଲୋକଙ୍କୁ ବିଶେଷ କରି ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ…

Read More

ନବୀନ ଜିନ୍ଦଲଙ୍କ ଜନ୍ମଦିନ ଫିଟନେସ ଦିବସ ଭାବରେ ପାଳନ

ମାର୍ଚ୍ଚ ୯ ତାରିଖ ଦିନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ଜେଏସପିର କର୍ମଚାରୀମାନେ ଫିଟନେସ ଦିବସ ଭାବରେ ପାଳନ କରିଛନ୍ତି  । ଏହି ଅବସରରେ ଏହାର ବିଭିନ୍ନ ବ୍ୟବସାୟ ସ୍ଥାନଗୁଡିକରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।  ଅନୁଗୁଳ, ବଡବିଲ, କାସିଆ ଏବଂ ଟେନ୍ସାରେ, କର୍ମଚାରୀ ଏବଂ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଏବଂ ଫିଟନେସକୁ ପ୍ରାଥମିକତା ଦେବା ପାଇଁ ପ୍ରେରଣା ଯୋଗାଇବା ପାଇଁ…

Read More

ଇଂଲଣ୍ଡର ବାଜ୍ ବଲକୁ ଜବାବ ଦେଲା ଭାରତୀୟ ସ୍ପିନ, କୁଲଦୀପ – ଅଶ୍ଵିନୀଙ୍କ ଚମତ୍କାର ପ୍ରଦର୍ଶନ…

ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ଭଲ ଆରମ୍ଭ କରିଛି। ଟସ୍ ହାରିବା ସତ୍ତେ ଟିମ୍ ଇଣ୍ଡିଆ ଆରମ୍ଭରେ ମ୍ୟାଚକୁ ନିୟନ୍ତ୍ରଣ କରିଥିଲା। ମ୍ୟାଚର ପ୍ରଥମ ଇନିଂସରେ ବାମହାତୀ ସ୍ପିନର କୁଲଦୀପ ଯାଦବ ଏବଂ ଆର ଅଶ୍ୱିନଙ୍କ ଯୋଡି ବେସବଲରେ ପ୍ରାଧାନ୍ୟ ବିସ୍ତାର କରିଥିବା ଇଂଲଣ଼୍ଡର ବ୍ୟାଟରଙ୍କୁ ସ୍ପିନର ଜାଲରେ ଫସାଇଥିଲେ । ଏହି ଦୁଇ ଖେଳାଳି ଏକାଠି ପ୍ରଥମ ଇନିଂସରେ ମୋଟ ୯ ୱିକେଟ୍ ନେଇଛନ୍ତି…

Read More

ଆମେରିକାରେ ଚାଲିବନି ଆଉ ‘ଟିିକଟକ୍’

ପୂର୍ବରୁ  ଭାରତ ଓ ନେପାଳ ସରକାର ଟିକ ଟକ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ । ଏବେ ଆମେରିକାରେ ବି ଏହି ଆପ୍‌ ବ୍ୟାନ୍‌ ହେବାକୁ ଯାଉଛି। ଚୀନର ଏହି ସୋସିଆଲ୍‌ ମିଡିଆ ଆପ୍‌କୁ ବ୍ୟାନ୍‌ କରିବାରେ ଆମେରିକା ହେଉଛି ଦ୍ବିତୀୟ ବଡ଼ ଦେଶ । ଆମେରିକାରେ ଚାଇନିଜ୍ ଆପ୍ ଟିକ୍-ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ପୂର୍ବରୁ ବିଭିନ୍ନ ମହଲରୁ ଦାବି ଉଠୁଥିବାର ଦେଖା ଦେଇଥିଲା । ଏହି ପରିପ୍ରେକ୍ଷୀରେ ଗୃହରେ ଏକ ବିଲ୍ ମଧ୍ୟ ଉପସ୍ଥାପିତ…

Read More