IPL 2024:ଇଡେନ ଗାର୍ଡେନରେ ମୁହାଁ ମୁହିଁ ହେବେ ରାଜସ୍ଥାନ ଓ କୋଲକାତା
ଆଇପିଏଲର ୩୧ତମ ଲିଗ୍ ମୁକାବିଲାରେ ଘରୋଇ କୋଲକାତା ନାଇଟ ରାଇଡର୍ସ – ରାଜସ୍ଥାନ ରୟାଲ୍ସକୁ କୋଲକତାରେ ଭେଟିବାକୁ ଯାଉଛି । ଏହି ମ୍ୟାଚ୍କୁ ନେଇ ଦର୍ଶକମହଲରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି । ଉଭୟ ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନ ଦଖଲ କରିଛନ୍ତି । ରାଜସ୍ଥାନ ରୟାଲ୍ସ ୬ଟି ମ୍ୟାଚ୍ ଖେଳି ୫ ବିଜୟ ସହ ୧୦ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି । ୫ଟି ମ୍ୟାଚ୍ରୁ ୪ବିଜୟ ସହ ୮ ପଏଣ୍ଟ ହାସଲ…
