ଅଷ୍ଟ୍ରେଲିଆ ଦଳର ବିରଳ ବିଜୟ , ମାତ୍ର ସାତ ଓଭରରେ ସାରିଦେଲା ଦିନିକିଆ ମ୍ୟାଚ୍ …
ୱେଷ୍ଟଇଣ୍ଡିଜ୍ ଦଳ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ I ଏବଂ ତିନୋଟି ଟି -20 ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଦୁଇଟି ଟେଷ୍ଟ ମ୍ୟାଚ୍ ସିରିଜ୍ ୧-୧ ବରାବର ରହିଥିଲା ବେଳେ ଏକଦିବସୀୟ ସିରିଜରେ ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଛି କ୍ୟାରିବିୟନ୍ ଦଳ । ଦିନିକିଆ ଏହି ଶୃଙ୍ଖଳାକୁ ୩-୦ ରେ ଜିତିନେଇଛି । କାନବେରାଠାରେ ଖେଳାଯାଇଥିବା ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ କଙ୍ଗାରୁ ଦଳ ରଚିଛି ଇତିହାସ । କାନବେରା ଦିନିକିଆ ମ୍ୟାଚରେ…
