ଶକ୍ତି ପ୍ରଦର୍ଶନ କରିବେ ଅମରେଶ ଓ ଅମରେନ୍ଦ୍ର…….ବିଜେଡି ଶିବିର ଚଳଚଞ୍ଚଳ..

ଭୁବନେଶ୍ୱର : ବିଜୁ ଜନତା ଦଳରେ ପ୍ରାୟ ଦଶହଜାର ଆଶାୟୀ। ଏକଦା ଦଳର ତିନି ନମ୍ବର ନେତା ପ୍ରଣବ ପ୍ରକାଶ ଦାସ କିଛିଦିନ ତଳେ ଟୁଇଟ୍ କରିଥିଲେ। ୧୪୭ ବିଧାନସଭା, ୨୧ ଲୋକସଭା ଏବଂ ୧୦ ରାଜ୍ୟସଭା ବାଦ୍ ଦେଲେ ଆହୁରି ନଅ ହଜାରୁ ଅଧିକ ଆଶାୟୀ। ମାତ୍ର ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି 3 ଜଣ ପ୍ରମୁଖ ଆଶାୟୀ ରହୁଛନ୍ତି। ଏହି କ୍ରମରେ ଯେଉଁ ଆଶାୟୀମାନଙ୍କର ନିଜସ୍ୱ ସଙ୍ଗଠନ ରହିଛି। ସେମାନେ ନିଜ ନିଜ ତରିକାରେ…

Read More

ଗମ୍ଭୀରଙ୍କ ରାଜନୈତିକ ଇଂନିସରେ ପଡିଲା ପୂର୍ଣ୍ଣଚ୍ଛେଦ …

ଣପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀର ରାଜନୀତିରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ରିକେଟ୍ କାରଣରୁ ଗମ୍ଭୀର ତାଙ୍କ ରାଜନୈତିକ ଦାୟିତ୍ବରୁ ମୁକ୍ତ ହେବାକୁ ଚାହାଁନ୍ତି। X ରେ ଏକ ପୋଷ୍ଟରେ ଗମ୍ଭୀର ରାଜନୀତିରୁ ଦୂରେଇ ରହିବାକୁ ଘୋଷଣା କରିଥିଲେ। ରାଜନୀତିରୁ ଦୂରେଇ ରହିବାର କାରଣ ଗମ୍ଭୀର କ୍ରିକେଟ୍ ବୋଲି ଦର୍ଶାଇଛନ୍ତି। ଗୌତମ ଗମ୍ଭୀର ଆଜି (ଶନିବାର) X ରେ ଲେଖିଛନ୍ତି, ମୁଁ ମୋର ରାଜନୈତିକ କର୍ତ୍ତବ୍ୟରୁ ମୁକ୍ତି ପାଇବାକୁ ମାନ୍ୟବର ଦଳର ସଭାପତି ଜେପି ନାଡା…

Read More

ବାଙ୍କୀରୁ ବିଜେପିରୁ ପ୍ରାର୍ଥୀ ହେବେ ଦେବାଶିଷ ପଟ୍ଟନାୟକ !

ବାଙ୍କୀ : କଟକ ଜିଲ୍ଲା ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଖୁବଶୀଘ୍ର ବିଜେପିରେ ସାମିଲ ହେବାକୁ ଯାଉଛନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ସେପଦ୍ମ ଦଳରୁ ବାଙ୍ଗୀ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ହେବାକୁ ଯାଉଛନ୍ତି। ଏନେଇ କଂଗ୍ରେସ ବ୍ୟାନର ବିନା ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶ୍ରୀ ପଟ୍ଟନାୟକ କିଛିଦିନ ତଳେ କରିଥିଲେ। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସେ ବଡ଼ ନିଷ୍ପତ୍ତି ନେଉଥିବା କହିଥିଲେ। ଏଥିରେ ଲୋକମାନଙ୍କ ସହଯୋଗ ରହିବ ନା ନାହିଁ ବୋଲି ପ୍ରଶ୍ନ କରିଥିଲେ।…

Read More

କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଜେଏସପିକୁ ସୋସିଆଲ ଇମ୍ପାକ୍ଟ ୨୦୨୪ ପୁରସ୍କାର

ଭୁବନେଶ୍ବର ; ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) କୁ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୪ ପ୍ରଦାନ କରାଯାଇଛି । ଗତ ସପ୍ତାହରେ ଦିଲ୍ଲୀର ଏସିପି ସାଇବର ସେଲ୍ (କ୍ରାଇମ ବ୍ରାଞ୍ଚ) ଶ୍ରୀ ସନ୍ଦୀପ ମଲହୋତ୍ରା, ଆଇପିଏସ୍, ଏହି ପୁରସ୍କାର ପ୍ରଦାନ କରିଥିଲେ। ଜେଏସପି ପକ୍ଷରୁ ଏହାର ଗ୍ରୁପ୍ ଚିଫ୍ ଡିଜିଟାଲ୍ ଅଫିସର ଶ୍ରୀ ଇନ୍ଦ୍ରଦ୍ୟୁନ୍ନ ଦତ୍ତା ଏହି ସମ୍ମାନ ଗ୍ରହଣ କରିଥିଲେ। ଚେୟାରମ୍ୟାନ୍ ଶ୍ରୀ…

Read More

ଖଣ୍ଡପଡ଼ାରେ ବିଜେଡି ଟିକେଟ୍ ଦେବ କାହାକୁ….ଅନୁଭବଙ୍କୁ ନେଇ କାହିଁକି ଅନିଶ୍ଚିତତା…

ନୟାଗଡ଼,୧।୩ : ସାଧାରଣ ନିର୍ବାଚନ ଆଉ ଅଳ୍ପଦିନ ଥିବା ବେଳେ ରାଜନୈତିକ ଉଷ୍ମତା ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି । ମୁଖ୍ୟତଃ ଖଣ୍ଡପଡ଼ା ବିଧାୟକ ସୈାମ୍ୟ ରଞ୍ଜନ ପଟ୍ଟନାୟକ ବିଜୁ ଜନତା ଦଳରୁ ବିଦା ହେବା ପରେ ଖଣ୍ଡପଡ଼ା ପାଣିପାଗ ଏକରକମ ସରଗରମ ହୋଇଛି । ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ଭାପୁର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡ଼ା ଟିକେଟ ଆଶାୟୀ…

Read More

ଜଟଣୀ ନିର୍ବାଚନମଣ୍ଡଳୀରେ କାହାକୁ ମିଳିବ..ବିଜେଡି ଟିକେଟ୍….ନନା ଓ ସୁରଙ୍କ ପୁଅ ମଧ୍ୟରେ ଛକାଛକି..

ଜଟଣୀ : ୨୦୦୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦରେ ବିଜୟୀ ହୋଇ ଖୋର୍ଦ୍ଧା ଜିଲ୍ଲା ରାଜନୀତିରେ ନିଜ ଅଲଗା ଉପସ୍ଥିତି ଜାହିର କରିଥିଲେ ବିଭୂତି ବଳବନ୍ତରାୟ। ନିଜ ଦଳ କଂଗ୍ରେସ ଛାଡି ସେ ବିଜେଡିରେ ସାମିଲ ହୋଇଥିଲା। ଏହା ପରେ ପ୍ୟାରୀ ମୋହନ ମହାପାତ୍ରଙ୍କ ଗୋଷ୍ଠୀର ସେ ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟରତ ଥିଲେ। 2009ରେ ଜଟଣୀରୁ ବିଧାନସଭା ଟିକେଟ୍ ପାଇବା ସହ ବିପୁଳ ବ୍ୟବଧାନରେ ଭେଟେରାନ୍ ସୁରେଶ ରାଉତରାୟ ଏବଂ ଶରତ ପାଇକରାୟଙ୍କୁ ପରାସ୍ତ…

Read More

ଭୁବନେଶ୍ୱର ବିଜେପିକୁ ଝଟକା ଦେବ ବିଜେଡି, ଜଗନ୍ନାଥ ହେବେ ସାମିଲ

ଭୁବନେଶ୍ୱର : ଆଜି ଖୋର୍ଦ୍ଧା ଜିଲ୍ଲା ବିଜେଡିକୁ ଏକ ବଡ଼ ଧକ୍କା ଲାଗିଛି। ବିଜେଡିର ଟାଣୁଆ ବିଧାୟକ ତଥା ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କର  ବିଜେପିରେ ଯୋଗଦାନ ଖୋର୍ଦ୍ଧା-ବେଗୁନିଆ-ଚିଲିକାରେ ପ୍ରଭାବ ପକାଇବ। ତେଣୁ ବିଜେପିର ଏହି ମିଶ୍ରଣ ପର୍ବକୁ ମୁକାବିଲା କରିବା ପାଇଁ ବିଜେଡି ନୂଆ ରଣନୀତି କରିବାକୁ ଯାଉଛି। ରାଜଧାନୀ ଭୁବନେଶ୍ୱର ଏବଂ ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲାର କିଛି ଟାଣୁଆ ବିଜେପି ନେତାଙ୍କୁ ଦଳରେ ମିଶାଇବାକୁ ଚାହୁଁଛି। ଏଥିପାଇଁ…

Read More

ଅଷ୍ଟ୍ରେଲିଆ ଅଧିନାୟକ ପାଟ କମିନ୍ସ ଛାଡି ପାରନ୍ତି ଅଧିନାୟକ ପଦ …

ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ରହିଛି , ଯେଉଁଠାରେ ସେମାନେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜରେ ଚମତ୍କାର ପ୍ରଦର୍ଶନ କରି ଏବଂ ବିପକ୍ଷ ଟିମକୁ କ୍ଲିନ୍ ସୁଇପ କରିଛନ୍ତି । କଙ୍ଗାରୁ ଦଳ ୨୯ ଫେବୃଆରୀରୁ ଆୟୋଜକ ଦଳ ନ୍ୟୁଜୁଲ୍ୟାଣ୍ଡ ବିପକ୍ଷରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଖେଳିବ । ଏହି ସମୟରେ କଙ୍ଗାରୁ ଦଳର ଟେଷ୍ଟ ଏବଂ ଅଧିନାୟକ ପ୍ୟାଟ କମିନ୍ସ ଅଧିନାୟକତ୍ୱର ଦାୟିତ୍ବ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ…

Read More

ମାର୍ଚ୍ଚ ୧ ତାରିଖରୁ ବଦଳି ଯିବ ଏହି ନିୟମ , ଆପଣଙ୍କ ପକେଟ ଉପରେ ପଡ଼ିବ ଏହାର ସିଧା ପ୍ରଭାବ …

ଆପଣମାନେ ଦେଖିଥିବେ ସରକାର ପ୍ରତି ମାସର ଆରମ୍ଭରେ କିଛି ନା କିଛି ନିୟମ ପରିବର୍ତ୍ତନ କରିଥାନ୍ତି । ସେହିପରି ମାର୍ଚ୍ଚ ୧ ତାରିଖରେ ମଧ୍ୟ କିଛିଟା ନୂଆ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି । ଯାହା ସିଧାସଳଖ ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବ । ଫାଷ୍ଟାଗ୍, ଏଲପିଜି ଗ୍ୟାସ୍ ସିଲିଣ୍ଡର ଏବଂ ସୋସିଆଲ୍ ମିଡିଆ ଅନ୍ତଗତ କିଛି ନିୟମକୁ କାର୍ଯ୍ୟକାରୀ କରିବେ ସରକାର । ତେବେ ଆସନ୍ତୁ ଜାଣିବା କଣ ଏହି ନିୟମ । ପ୍ରତ୍ୟେକ…

Read More

ଚାକିରି ଯିବା ଭୟରେ ଆତ୍ମହତ୍ୟା କଲେ ପେଟିଏମ କର୍ମଚାରୀ …

ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଘଟିଚି ଏକ ଦୁଃଖଦ ଘଟଣା ।  ପେଟିଏମକୁ ନେଇ ଲାଗି ରହିଥିବା ବିବାଦ ପାଇଁ , ଜଣେ କର୍ମଚାରୀଙ୍କର ଜୀବନ ହରାଇଛନ୍ତି  । ପେଟିଏମ ବନ୍ଦ ହେଲେ କାଳେ ସେ ଚାକିରି ହରାଇବା , ,ସେ ଭୟରେ ସେ ଆତ୍ମହତ୍ୟା କରି ଦେଇଛନ୍ତି । ପେଟିଏମର ଜଣେ ଫିଲ୍ଡ ମ୍ୟାନେଜର ଏମିତି ନିଷ୍ପତି ନେଇଛନ୍ତି  । ପୋଲିସର କହିବାନୁସାରେ, ମ୍ୟାନେଜର ଗୌରବ ଗୁପ୍ତା ୪୦ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି । କାଳେ…

Read More