ଦିନକ ପରେ ହେବ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ , ପୁରୀକୁ ବିଶ୍ବର ଶ୍ରେଷ୍ଠ ସହରରେ ପରିଣତ କରିବା ପାଇଁ ଏମାନଙ୍କ ସାହାଯ୍ୟ ଲୋଡିଲେ ପାଣ୍ଡିଆନ …

ଆଉ ମାତ୍ର ଦିନକ ପରେ ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହେବ ଆଉ ଏକ ଇତିହାସର ଫର୍ଦ ।ରାଜ୍ୟ ସରକାରଙ୍କ ସ୍ବପ୍ନ ହେବ ପୂରଣ । ଆସନ୍ତାକାଲି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ।ଗତକାଲି ଠାରୁ ଚାଲିଥିବା  ତ୍ରିଦିନାତ୍ମକ ହୋମଯଜ୍ଞର ଆଜି ହେଉଛି ଦ୍ୱିତୀୟ ଦିନ । ଶ୍ରୀମନ୍ଦିର ଚାରିଦ୍ୱାରରେ ଚାଲିଛି ବେଦପାଠ । ହୋମଯଜ୍ଞରେ ପ୍ରକଂପିତ ହେଉଛି ପୁରୀ  । ଗତକାଲି ସୂର୍ଯ୍ୟୋଦୟରୁ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ହୋଇଥିଲା…

Read More

ମୂଳ ପର୍ଯ୍ୟବେକ୍ଷକ ଜିଲ୍ଲା ଯାଉ ନାହାନ୍ତି, ପ୍ରକ୍ସି ତଥା କା’ ନେତାଙ୍କ କାର୍ଯ୍ୟ କର୍ମୀ ମହଲରେ ଆଣୁଛି ଅସନ୍ତୋଷ, ଅଭିଯୋଗରୁ ବାଦ୍ ନାହାନ୍ତି ସାଙ୍ଗଠନିକ ସମ୍ପାଦକ ବବି

ଭୁବନେଶ୍ୱର :  ୨୦୨୩ ସରି ଆସୁଥାଏ। ୨୦୨୪ ହେବାକୁ ବସିଥାଏ। ଏହି ସମୟରେ ସମସ୍ତେ ନିଜ ନିଜର ସ୍ମୃତି ସାମାଜିକ ଗଣମାଧ୍ୟମରେ ସାଉଁଟୁ ଥାଆନ୍ତି। ଏହା ମଧ୍ୟରେ ଗୋଟିଏ ଫେସବୁକ୍ ପୋଷ୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା। ଏହା ଥିଲା ଯେ, ରାଜ୍ୟରେ ଜଣେ ଛାୟା ମୁଖ୍ୟମନ୍ତ୍ରୀ, ଜଣେ ଅବସର ସମୟ ଅତିକ୍ରାନ୍ତ କରୁଥିବା ମୁଖ୍ୟ ଶାସନ ସଚିବ ଏବଂ କାମଚଳା ଭାରାପ୍ରାପ୍ତ ପୁଲିସ୍ ମହାନିର୍ଦ୍ଦେଶକରେ ଚାଲୁଛି। ଇଏତ ଗଲା ଶାସନ ବ୍ୟବସ୍ଥା କଥା। ରାଜ୍ୟର ପ୍ରମୁଖ…

Read More

ବନ୍ଦ ହୋଇଯାଇଥିଲା ରକ୍ତ ସଞ୍ଚାଳନ, ଫେରାଇ ଦେଇଥିଲେ ବହୁ ହସ୍ପିଟାଲ, ହେଲେ ଏମ୍ସ ଡାକ୍ତର କରି ଦେଖାଇଲେ କରିସ୍ମା

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ରାଜନୈତିକ ନେତା ଅଶ୍ୱିନୀ ସାହୁ ଗତ ଡିସେମ୍ବର ଦୁଇ ତାରିଖରେ ସ୍କୁଟିରୁ ପଡ଼ି ଦୁର୍ଘଟଣା ଗସ୍ତ ହୋଇଥିଲେ। ଏହି ଦୁର୍ଘଟଣା ଦ୍ୱାରା ତାଙ୍କ ଅଣ୍ଟା ଏବଂ ଜାନୁ ହାଡ଼ ଭାଙ୍ଗି ଦେଇଥିଲା। ସେଥିରେ THR replacment ଏବଂ ସଠିକ ଭାବରେ ରକ୍ତ ସଞ୍ଚାଳନ କୁ ଠିକ କରିବାପାଇଁ ଦୁର୍ଘଟଣା ପରେ ତାଙ୍କୁ ଆପୋଲେରେ ଭର୍ତ୍ତି କରାଯାଇଥିଲା। ସାଧାରଣ ଚିକିତ୍ସା କରାଯାଇ ଅଶ୍ୱିନୀଙ୍କୁ ହସ୍ପିଟାଲରେ ରଖାଗଲା। ମାତ୍ର ରକ୍ତ ସଞ୍ଚାଳନରେ…

Read More

କାହିଁକି ମୋଦିଙ୍କ ପ୍ରିୟ ହୋଇଗଲେଣି ନବୀନ ଓ ମମତା, ରାଜ୍ୟ କ୍ଷମତା ରଖିବା ପାଇଁ ଲୋକସଭାରେ କାହିଁକି ହାଲକା ଭାବେରେ ଲଢିବାକୁ ଯାଉଛନ୍ତି ବିଜେଡି ଓ ଟିଏମସି

କୋଲକତା : ବିଜେପି ନେତୃତ୍ୱାଧିନ ଏନଡିଏ ୟୁପି,ବିହାର ତଥା ଅନ୍ୟ ହିନ୍ଦୀ ଭାଷୀ ରାଜ୍ୟରୁ ଯଦି ଲୋକସଭା ସିଟ୍ ହରାଏ। ତେବେ ଏହାର ବରଣ ଓଡ଼ିଶା ଏବଂ ପଶ୍ଚିମବଙ୍ଗରୁ କରିବ। ଏନେଇ ନରେନ୍ଦ୍ର ମୋଦି ଏବଂ ଅମିତ ଶାହା ଏକ ବିଶେଷ ରଣନୀତି କରିଛନ୍ତି। ଯାହାର ନାମ ରଖାଯାଇଛି ପୂର୍ବୋଦୟ-୪୦। ପଶ୍ଚିମବଙ୍ଗରୁ ୨୫ଟି ଆସନ ଏବଂ ଓଡ଼ିଶାରୁ ୧୫ଟି ଆସନ ହାସଲ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି। ଏନେଇ ବିଜେପି କାମ ଆରମ୍ଭ କରିସାରିଛି।…

Read More

ବବି କହୁଛନ୍ତି ମୁଁ ଏକ ନମ୍ବର ବିଜେଡି କର୍ମୀ ହେଲେ ଅରିନ୍ଦମ କହିଲେଣି କିଏ କ’ଣ ଭାବିବ, ମୋତେ ଫରକ ପଡ଼େନି

ଭୁବନେଶ୍ୱର :  ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ଓରଫ ବବି ଏବଂ ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟ। ଉଭୟ ବିଜେଡିର ନେତା ଏବଂ ପାରିବାରିକ ବନ୍ଧୁ। ଦୁଇ ଜଣେ ଭିନ୍ନ ଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛନ୍ତି। ବବି ସମ୍ବଲପୁର ରାଜନୀତିକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଅରିନ୍ଦମ ରାୟ କଟକ ଜିଲ୍ଲା ରାଜନୀତିକୁ ନେଇ ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି। ଉପରକୁ ଏତେଟା ଜଣା ପଡୁ ନ ଥିଲେ ବି ଅରିନ୍ଦମ ବିଜେଡି ପ୍ରତି ଖପ୍ପା…

Read More

ଟି -୨୦ ବିଶ୍ବକପରେ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଶିବମ ଦୁବେ ଜାଣନ୍ତୁ କିପରି …

ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ଭାରତ ଜିତିସାରିବା ପରେ ଶିବମ ଦୁବେଙ୍କୁ ନେଇ ଚର୍ଚ୍ଚ ଯୋର ଧରିଛି । ଏହି ମ୍ୟାଚରେ ସିବମ ୫ ଚଉକା ଏବଂ ୨ ଛକା ସହାୟତାରେ ୬୦ ରନର ଚମତ୍କାର ପାଳି ଖେଳି ଦଳକୁ ବିଜୟ ଦେଇଥିଲେ । ସେହିପରି ବୋଲିଂରେ ମଧ୍ୟ ଗୋଟିଏ ୱିକେଟ ନେବାରେ ସଫଳ ହୋଇଥିଲେ । ତେବେ ତାଙ୍କର ଏହି ଅଲରାଉଣ୍ଡ ପ୍ରଦର୍ଶନକୁ ଦେଖି କ୍ରିଡ଼ା ବିଶେଷଜ୍ଞ ତାଙ୍କୁ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ସ୍ଥାନରେ ଖେଳିବାର…

Read More

ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ମକର ସଂକ୍ରାନ୍ତି ଶୁଭେଚ୍ଛା ସହ ଭୋଜି ଖୁଆଇଲେ ରାଜ୍ୟପାଳ ରଘୁବର

ଭୁବନେଶ୍ୱର :  ମୋତେ ଲୋକଙ୍କ କଥା ଶୁଣିବାକୁ ଭଲ ଲାଗେ। ଲୋକଙ୍କ ଭିତରକୁ ଯିବାକୁ ଭଲ ଲାଗେ। ସେମାନଙ୍କ ସମସ୍ୟା ଶୁଣିବା ହିଁ ମାର ପ୍ରାଥମିକତା। ଯେତେବେଳେ ମହାମହିମ ରାଜ୍ୟପାଳ ହେବାର ଶପଥ ନେଲି। ସେ ସମୟରେ ରାଜ୍ୟର ସେବା କରିବାର ମଧ୍ୟ ଶପଥ ନେଇଥିଲି। ଶ୍ରୀଜଗନ୍ନାଥ ଡାକିଲେ ବୋଲି ଓଡ଼ିଶାରେ କାମ କରିବାର ସୁଯୋଗ ପାଇଛି ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ସ୍ଥାନୀୟ ରାଜଭବନ ପରିସରରେ ଥିବା ଅଭିଷକ ହଲରେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ଭେଟି…

Read More

ବାପା ଚାହୁଁଥିଲେ ପୁଅ ହେଉ ସୈନିକ କିନ୍ତୁ ପୁଅ ହୋଇଗଲା କ୍ରିକେଟର । ଜାଣନ୍ତୁ କିଏ ଏହି ଖେଳାଳି…

ଜାନୁଆରୀ ୨୫ ରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତ ଦଳ ଘୋଷଣା କରିଛି । ଶାର୍ଦୁଲ, ଶାମି, ଇଶାନଙ୍କୁ ଦଳ ବାହାରେ ରଖିଥିବା ବେଳେ । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା ଧ୍ରୁଭ ଜୁରେଲଙ୍କ ଉପରେ ଦଳ ଦେଖାଇଛି ଭରସା | ଘରୋଇ ମ୍ୟାଚ୍‌ରେ ଧ୍ରୁବଙ୍କ ଭଲ ରେକର୍ଡ ରହିଛି। ସେ ଇଣ୍ଡିଆନ ପ୍ରିମିୟର ଲିଗରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳନ୍ତି | ୨୩ ବର୍ଷିୟ ଏହି ଖେଳାଳି…

Read More

ବଢୁଛି ଗୋଷ୍ଠୀ କନ୍ଦଳ, ଇସ୍ତଫା ଦେଇ ନେତୃତ୍ୱ ନିଷ୍ପତ୍ତିକୁ ବିରୋଧ କଲେ ବିଜେଡି ବିଧାୟକ !

ତେଲକୋଇ :  କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଦୁଇ ଫାଳ । ଗୋଷ୍ଠୀ କନ୍ଦଳ ଏତେ ତୀବ୍ର ହୋଇଛି ଯେ ବିଧାୟକ ପ୍ରେମାନନ୍ଦ ନାଏକ ଇସ୍ତଫା ଦେଇଥିବା କଥା ଚର୍ଚ୍ଚା ହେଲାଣି। ଖଣି ଲୁଟ୍ କାରବାର ଭୂସ୍ୱର୍ଗ କେନ୍ଦୁଝରର ଏହି ଖବର ରାଜଧାନୀର ପାଓ୍ୱାର କରିଡ଼ରରେ ଗୁଞ୍ଜରଣ ସୃଷ୍ଟି କରିଛି। ମାତ୍ର ପ୍ରମୁଖ ଓ କ୍ଷୁଦ୍ର ଗଣମାଧ୍ୟମକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିଜ୍ଞାପନ ଏହି ଖବରକୁ ଶୀତଳଭଣ୍ଡାରକୁ ଠେଲି ଦେଇଛି। ତେଲକୋଇ ରାଜନୀତି ଦୁଇ…

Read More

ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ବାର୍ତ୍ତା ରହିଛି ‘ଭାଷା ହିଁ ଭବିଷ୍ୟତ’।ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ୍‍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ ପାଇଁ ଏହି ସମ୍ମିଳନୀ ଏକ ସୁନ୍ଦର…

Read More