ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ‘ମିଲେଟ୍ ଶକ୍ତି କାଫେ’ ଉଦଘାଟିତ

ଭୁବନେଶ୍ୱର: ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନର ମିଳିତ ଉଦ୍ୟମରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ‘ମିଲେଟ୍ ଶକ୍ତି କାଫେ’ ଉଦଘାଟିତ ହୋଇଯାଇଛି । ଓଡ଼ିଶାର ପୁଷ୍ଟିକର ଖାଦ୍ୟ ମିଲେଟ୍ କୁ ସହରାଞ୍ଚଳବାସୀଙ୍କ ଖାଦ୍ୟଥାଳିରେ ସାମିଲ କରିବା ସହ ମିଲେଟ୍ ର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏହି କାଫେ ଖୋଲାଯାଇଛି। ଏଥିରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାଫେର…

Read More

ଅପରିବର୍ତ୍ତିତ ରହିଲା ରେପୋ ରେଟ୍ , କିନ୍ତୁ କ’ଣ ଏହି ରେପୋ ରେଟ୍ ଜାଣନ୍ତୁ …

ଗ୍ରାହକଙ୍କ ପାଇଁ ଖୁସି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ କୌଣସି ପରିବର୍ତ୍ତନ ଆଣିନାହିଁ। ପୂର୍ବ ପରି ଅପରିବର୍ତ୍ତିତ ରହିଛି ରେପୋ ରେଟ୍।ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟରି ପଲିସି କମିଟିର ମିଟିଂରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି  । ତେବେ ଶେଷ ଥର ପାଇଁ ରିଜର୍ଭ ବ୍ୟାଙ୍କ ୨୦୨୩ ମସିହା ଫେବ୍ରୁଆରୀ ୮ ତାରିଖରେ ରେପୋ ରେଟରେ ପରିବର୍ତ୍ତନ କରିଥିଲା । ସେତେବେଳେ ଏହା ୬.୨୫ ପ୍ରତିଶତରୁ ବୃଦ୍ଧି ପାଇ…

Read More

ଦିନକୁ ଦିନ କମୁଛି ବିଜେଡ଼ି ଲୋକପ୍ରିୟତା, ଏକାଧିକ ଜାତୀୟ ସଂସ୍ଥା ଦେଲେଣି ମତ

ଭୁବନେଶ୍ୱର :  ବିଜୁ ଜନତା ଦଳ ପ୍ରତି ଥିବା ପୂର୍ବ ସମର୍ଥନ ଲଗାତର ହ୍ରାସ ପାଉଛି। ଜନମନ ପୋଲ୍, ଟାଇମ୍ସ ନାଓ ଏବଂ ଇଣ୍ଡିଆ ଟୁଡେ-ସିଭୋଟର ସର୍ଭେରୁ ଏହା ଜଣାପଡିଛି। ଲୋକସଭା ଆସନରେ ବିଜେଡିକୁ ପଛରେ ପକାଇ ବିଜେପି ଅଧିକ ଆସନ ଜିତିବ ବୋଲି ସମସ୍ତ ସଂସ୍ଥା ପୂର୍ବାନୁମାନ କରିଛନ୍ତି। ପ୍ରଥମଥର ପାଇଁ ନବୀନ ପଟ୍ଟନାୟକଙ୍କ ଉପରେ ଅସନ୍ତୁଷ୍ଟ ସଂଖ୍ୟା ୫୦ ପ୍ରତିଶତ ଛୁଇଁବାକୁ ବସିଲାଣି। ପ୍ରାୟ ୭୦ ପ୍ରତିଶତ ମତ ନବୀନଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିଛନ୍ତି।…

Read More

ପ୍ରଥମ, ଦ୍ୱିତୀୟ ପରେ ଏବେ ତୃତୀୟ ଟେଷ୍ଟରେ ନଜର ଆସିବେନି କୋହଲି…

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଫେବୃଆରୀ 15 ରୁ ରାଜକୋଟରେ ଖେଳାଯିବ |ତେବେ ଏନେଇ ଭାରତୀୟ କ୍ରିକେଟ୍ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଖୁବ୍ ଶୀଘ୍ର ଏହି ଏହି ଟେଷ୍ଟ ପାଇଁ ଦଳ ଚୟନ କରିବ। ସମ୍ପ୍ରତି ବିରାଟ କୋହଲିଙ୍କ ବିଷୟରେ କୌଣସି ସୂଚନା ଗ୍ରହଣ କରାଯାଇ ନାହିଁ। କିନ୍ତୁ ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ କୋହଲି ତୃତୀୟ ଟେଷ୍ଟରେ ମଧ୍ୟ ପଡିଆରେ ନଜ ଆସିବେନି |ଏକ ଜାତୀୟ ଗଣମାଧ୍ୟମ ପ୍ରକାଶିତ…

Read More

ଧର୍ମେନ୍ଦ୍ରଙ୍କ ପରେ ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ସାକ୍ଷାତକାର ପ୍ରସାରଣ କରିବ ANI …ଓଡ଼ିଶାର କ୍ଷମତା ରାଜନୀତିକୁ ‘ଗାଜର’ ବଗିଚା କାହିଁକି କୁହାଯାଉଛି…ପଢନ୍ତୁ

ଭୁବନେଶ୍ୱର :  ବହୁଳ ପ୍ରଚାରିତ ଖବର ସରବରାହ ସଂସ୍ଥା ANIରେ 5-ଟି ଅଧ୍ୟକ୍ଷ ତଥା ବିଜେଡିର ଦ୍ୱିତୀୟ ପ୍ରଭାବଶାଳୀ ନେତା ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏକ ସାକ୍ଷାତକାର ଆସିବାକୁ ଯାଉଛି। ଏହାର ଏକ କ୍ଷୁଦ୍ର ଅଂଶ  ଆଜି ଏଏନଆଇ ଦ୍ୱାରା ଟୁଇଟରରେ ଅପଲୋଡ୍ କରାଯାଇଛି। ଉପସ୍ଥାପିକା ସ୍ମିତା ଏହି କାର୍ଯ୍ୟକ୍ରମରେ ଶାସକ ଦଲ ବିଜେପି ଏବଂ ଏହାର ସହଯୋଗୀ ନେତାମାନଙ୍କ ନିୟମିତ ସାକ୍ଷାତକାର କରି ଆସୁଛନ୍ତି। ବିଜେପି, ଏନଡିଏ ଏବଂ ଆରଏସଏସ୍ ସମର୍ଥକମାନଙ୍କ ସାକ୍ଷାତକାର ମଧ୍ୟ କରାଯାଉଛି।…

Read More

ସଞ୍ଜୀବ ନୁହେଁ କି ଅସିତ୍ ନୁହେଁ…ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବାକୁ ମନ ବଳାଇଲାଣି ବିଜେଡି …….

ଭଦ୍ରକ :  ବର୍ତ୍ତମାନ ବିଧାୟକ ଥିବା ସଞ୍ଜୀବ ମଲ୍ଲିକଙ୍କୁ ପୁନର୍ବାର ପ୍ରାର୍ଥୀ କରିବା ସପକ୍ଷରେ ନାହାନ୍ତି ବିଜେଡି ସୁପ୍ରିମୋ। ଶ୍ରୀ ମଲ୍ଲିକଙ୍କ ପ୍ରାର୍ଥିତ୍ୱକୁ ଅସିତ ପଟ୍ଟନାୟକଙ୍କ ଗୋଷ୍ଠୀ ଠାରୁ ପ୍ରବଳ ବିରୋଧର ସମ୍ମୁଖିନ ହେବାକୁ ପଡୁଛି। ଅନୁରୂପ ଭାବେ ଅସିତ ପଟ୍ଟନାୟକଙ୍କ ସପକ୍ଷରେ ମଧ୍ୟ ସର୍ବ ସହମତି ଯୋଗାଡ଼ ହୋଇପାରୁନାହିଁ। ଇତି ମଧ୍ୟ ଭଦ୍ରକ ବିଧାନସଭା ପାଇଁ ନୂଆ ମୁହଁ ଖୋଜିବା ଓ ଅନ୍ୟ ଆଶାୟୀଙ୍କ ମଧ୍ୟରେ କାହାକୁ ପ୍ରାର୍ଥୀ କଲେ ଦଳ ଫାଇଦାରେ ରହିବ, ସେ…

Read More

ଅଷ୍ଟ୍ରେଲିଆ ଦଳର ବିରଳ ବିଜୟ , ମାତ୍ର ସାତ ଓଭରରେ ସାରିଦେଲା ଦିନିକିଆ ମ୍ୟାଚ୍ …

ୱେଷ୍ଟଇଣ୍ଡିଜ୍ ଦଳ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ I ଏବଂ ତିନୋଟି ଟି -20 ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଦୁଇଟି ଟେଷ୍ଟ ମ୍ୟାଚ୍ ସିରିଜ୍ ୧-୧ ବରାବର ରହିଥିଲା ବେଳେ ଏକଦିବସୀୟ ସିରିଜରେ ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଛି କ୍ୟାରିବିୟନ୍ ଦଳ । ଦିନିକିଆ ଏହି ଶୃଙ୍ଖଳାକୁ ୩-୦ ରେ ଜିତିନେଇଛି । କାନବେରାଠାରେ ଖେଳାଯାଇଥିବା ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ କଙ୍ଗାରୁ ଦଳ ରଚିଛି ଇତିହାସ । କାନବେରା ଦିନିକିଆ ମ୍ୟାଚରେ…

Read More

କେନ୍ଦୁଝର ପରେ ଅନୁଗୋଳ : ଦଳୀୟ ଗୋଷ୍ଠୀ କନ୍ଦଳ, ପ୍ରଶାସନିକ ଅସହଯୋଗ କାରଣରୁ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ଇସ୍ତଫା ଚର୍ଚ୍ଚା…

ଆଠମଲ୍ଲିକ :  ଅନୁଗୋଳ ଜିଲ୍ଲା ବିଜେଡିରେ ଗୋଷ୍ଠୀ କନ୍ଦଳ ବୃଦ୍ଧି। ଦଳ ଭିତରେ ଏକାଧିକ ଗୋଷ୍ଠୀ ମଧ୍ୟ ଶୀତଳ ଯୁଦ୍ଧ। ଦଳୀୟ କାର୍ଯ୍ୟକ୍ରମ ହେଉ କି ଜନ ସମ୍ପର୍କ ଯାତ୍ରା। ଏକାଧିକ ଗୋଷ୍ଠୀରେ ଭାଗ ହେଉଛନ୍ତି ଦଳୀୟ ଛାମୁଆ କର୍ମୀ ଓ ସମର୍ଥକ। ବର୍ତ୍ତମାନର ବିଧାୟକ ରମେଶ ସାଏ ଏବଂ ସମ୍ବଲପୁର ଲୋକସଭା ବିଜେଡି ସାଂସଦ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ଭିତରେ ଶୀତଳ ଯୁଦ୍ଧ ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ଆଶ୍ଚର୍ଯ୍ୟର କଥା, ତୃତୀୟ ମହଲାର ହସ୍ତକ୍ଷେପ…

Read More

LIC Index Plus; ଏଲଆଇସିର ନୂତନ ଯୋଜନା , ବୀମା ସହିତ ମିଳିବ ଷ୍ଟକ ମାର୍କେଟର ଲାଭ …

ଦେଶର ସର୍ବବୃହତ ବୀମା କମ୍ପାନୀ ଜୀବନ ବୀମା ନିଗମ ଦ୍ୱାରା ୫ ଫେବୃଆରୀ ୨୦୨୪ ରେ ଏକ ନୂତନ ଯୋଜନା LIC ଇଣ୍ଡେକ୍ସ ପ୍ଲସ୍ ଆରମ୍ଭ କରାଯାଇଛି | ଏହି ଯୋଜନା ଅଧୀନରେ ବୀମା ଧାରକ ବୀମା ସହିତ ସଞ୍ଚୟ କରିବାର ସୁଯୋଗ ପାଇପାରିବେ | ନିବେଶକମାନେ ଏହି ଯୋଜନାରେ ୬ ଫେବୃଆରୀ ବା ଆଜି ଠାରୁ ବିନିଯୋଗ କରିପାରିବେ | ଏହି ଯୋଜନା କିପରି କାର୍ଯ୍ୟ କରେ ଏବଂ ଆପଣ ଏହାର ଫାଇଦା କିପରି ନେଇପାରିବେ…

Read More

ଓଡ଼ିଆ: ଜର୍ଣି ଅଫ୍‌ ଏ ଲାଙ୍ଗୁଏଜ୍‌” ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଉଦଯାପିତ ହେଲା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଭାଷା ମହାକୁମ୍ଭକୁ ଉଦଯାପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆମର ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ ହୋଇ ରହିବ ବୋଲି ମତବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ…

Read More