IND Vs AFG; ଭାରତ ଓ ଆଫଗାନିସ୍ତାନ ଟି -୨୦ ମ୍ୟାଚକୁ ଟିଭିରେ କିପରି ମାଗଣାରେ ଦେଖିବେ ଜାଣନ୍ତୁ …

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ବା (ଜାନୁଆରୀ ୧୧) ମୋହାଲିର ଆଇଏସ୍ ବିନ୍ଦ୍ରା ପିସିଏ ଷ୍ଟାଡିୟମରେ ଖେଳାଯିବ।୨୦୨୪ ଟି -୨୦ ବିଶ୍ୱକପ ପୂର୍ବରୁ ଏହା ଟିମ୍ ଇଣ୍ଡିଆର ଶେଷ ଟି -୨୦ ସିରିଜ୍ | କ୍ରିକେଟ୍ ପ୍ରଶଂସକମାନେ ଏହି ସିରିଜ୍ ମାଗଣାରେ ଉପଭୋଗ କରିପାରିବେ | ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମସ୍ତ ତିନୋଟି ଟି -୨୦ ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭:୦୦…

Read More

Happy birthday Rahul Dravid; ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ନାମରେ ରହିଛି ଏମିତି ରେକର୍ଡ଼ ଯାହା ଆଜି ପର୍ଯ୍ୟନ୍ତ ଭାଙ୍ଗି ନାହିଁ

ଆଜି ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ବା ଦ ୱାଲ୍ ନାମରେ ପରିଚିତ ଲାଭ କରିଥିବା ରାହୁଲ ଦ୍ରାବିଡଙ୍କ ୫୧ ତମ ଜନ୍ମଦିନ। ରାହୁଲ ଦ୍ରାବିଡ ତାଙ୍କ ସମୟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ତାଙ୍କର ନାମ ରହିଥିଲା । ସେ ତାଙ୍କ କ୍ୟାରିୟରରେ ଅନେକ ବଡ଼ ରେକର୍ଡ ସୃଷ୍ଟି କରିଥିଲେ | ସମଗ୍ର ଦେଶ ତାଙ୍କୁ ‘ୱାଲ୍’ ନାମରେ ଜାଣିଛି । ତେବେ ଦ୍ରାବିଡ ପ୍ରାୟ ୧୨ ବର୍ଷ ପୂର୍ବେ ଆନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିଲେ,…

Read More

ଲାଗୁ ହେଲା ନୂଆ ତୈଳ ଦର ଜାଣନ୍ତୁ କ’ଣ ରହିଛି ପେଟ୍ରୋଲ ଓ ଡିଜେଲର ମୂଲ୍ୟ

ଆଜି ସମଗ୍ର ଦେଶରେ ପେଟ୍ରେୋଲ ଓ ଡିଜେଲର ନୂଆ ଦର ପ୍ରକାଶ ପାଇଛି । କିନ୍ତୁ ଜାତୀୟ ସ୍ତରରେ ଏଥିରେ ସେମିତି କିଛି ବଡ଼ ପରିବର୍ତ୍ତନ ହେବା ଦେଖିବାକୁ ମିଳିନି । ତେବେ ଆସନ୍ତୁ ଜାଣିବା କଣ ରହିଛି ଆଜିର ପେଟ୍ରୋଲ ଓ ଡିଜେଲର ଦର । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି ୯୬.୭୬ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ୮୯.୬୨ ଟଙ୍କା ରହିଛି। ଅନ୍ୟ ସହର ଗୁଡିକରେ ପ୍ରାୟତଃ ଦାମରେ କୌଣସି…

Read More

ଜଗତସିଂହପୁର ଜିଲ୍ଲା ବିଜେଡିରେ ଅସନ୍ତୋଷ ବାନ୍ଧୁଛି ଦାନା, ସହ ପ୍ରଭାରୀ,-ନିର୍ବାଚନମଣ୍ଡଳଓ୍ୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ୱର : ବିଜେଡି ଅପେକ୍ଷାକୃତ ଭଲ ସ୍ଥିତିରେ ରହିଥିବା ଜଗତସିଂହପୁର ଜିଲ୍ଲାରେ ନିର୍ବାଚନମଣ୍ଡଳୀଓ୍ୱାରୀ ସହ ପ୍ରଭାରୀ ଓ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଉପରକୁ ସଙ୍ଗଠନ ଠିକ୍ ଠାକ୍ ଥିଲେ ବି ପୂର୍ବ ଭୋଟ ହାର ହ୍ରାସ ପାଇବାର ଆଶଙ୍କା ରହିଥିବା ବିଜେଡିର ସର୍ଭେକ୍ଷଣ ଟିମ୍ ରିପୋର୍ଟ ଦେଇଛି। ସବୁ ଆସନରେ ଏକାଧିକ ଆଶାୟୀ ଏବଂ ଅନ୍ୟ ଦଳରୁ ନେତା ଆମଦାନୀ ଚର୍ଚ୍ଚା ଜୋର ଧରିଛି। କେତେକ ବିଧାୟକଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ବେଳେ କେତେକ ବ୍ୟକ୍ତିଗତ କାରଣରୁ…

Read More

ନିର୍ବାଚନ ପାଖେଇ ଆସିଲାଣି, ସବୁ ଠିକ୍ ଲାଗୁ ଥିଲେ ବି ଏହି ସବୁ ପ୍ରସଙ୍ଗ ବିଜେଡି ଗଣିତ ବିଗାଡ଼ିଦେବ..ଆଶଙ୍କା କରୁଛନ୍ତି ସର୍ଭେକ୍ଷଣ ଟିମ୍

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ଓଡ଼ିଶାରେ ସର୍ବାଧିକ ରାଜନୈତିକ ସକ୍ରିୟତା ବିଜେଡି ଦଳରେ ଦେଖା ଦେଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରଚାର ଜାରି ରହିଛି। ଏହା ପରେ ଭତ୍ତା ବୃଦ୍ଧି ଘୋଷଣା କରାଯିବ। ନିୟମିତ ବିଭିନ୍ନ ଘୋଷଣା, ନିଯୁକ୍ତି ଏବଂ ଲୋକାର୍ପଣ ଜାରି ରହିଛି। ଏହା ସତ୍ତ୍ୱେ ଦୀର୍ଘ ଅଢେଇ ଦଶନ୍ଧିର ସରକାର ହୋଇଥିବାରୁ ଏକ ଶାସକ ବିରୋଧୀ ମତ ରହିଛି। ପୂର୍ବ ଅପେକ୍ଷା ସରକାରୀ କଳ ଏବଂ ପ୍ରଚାରରେ ବିଜେପି ସଙ୍ଗଠିତ…

Read More

ଡିସେମ୍ବର ୩୦ରେ ନେଇଥିଲେ ମନ୍ତ୍ରୀ ପଦର ଶପଥ , ୮ରେ ବିଧାୟକ ପଦ ବି ନାହିଁ

ଜୟପୁର: ୨୦୨୩ ନଭେମ୍ବର ୨୫ରେ ରାଜସ୍ଥାନର ୨୦୦ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୯୯ଟିରେ ଭୋଟ ଗ୍ରହଣ କରାଯାଇଥିଲା। ଏହାର ୧୦ ଦିନ ପୂର୍ବରୁ ଶ୍ରୀକରଣପୁର ବିଧାୟକ ତଥା କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂ କୁନ୍ନରଙ୍କ ପରଲୋକ ହୋଇଥିବାରୁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ଏହି ଆସନରେ ୨୦୨୪ ଜାନୁଆରୀ ୫ରେ ମତଦାନ ହୋଇଥିଲା। ରାଜ୍ୟରେ କଂଗ୍ରେସକୁ ବେଦଖଲ କରି ନୂଆ ସରକାର ଗଢ଼ିଥିବା ବିଜେପି ଧରି ନେଇଥିଲା ଯେ କରଣପୁରରେ ମଧ୍ୟ ଖୁସିରେ ଜିତିଯିବ। ତେଣୁ ଡିସେମ୍ବର…

Read More

୫୮ତମ କ୍ରିକେଟର ଭାବେ ସାମିଙ୍କୁ ମିଳିଲା ଅର୍ଜୁନ ପୁରସ୍କାର : ଜାଣନ୍ତୁ ପ୍ରଥମେ କାହାକୁ ମିଳିଥିଲା ଏହି ପୁରସ୍କାର …

ଭାରତୀୟ କ୍ରିକେଟର ମହମ୍ମଦ ସାମି ୫୮ତମ କ୍ରିକେଟର ଭାବେ ଅର୍ଜୁନ ପୁରସ୍କାର ପାଇବାରେ ସଫଳ ହୋଇଛନ୍ତି । ଆଜି (ଜାନୁଆରୀ ୯) ତାଙ୍କୁ ଖେଳର ଏହି ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। କ୍ରିକେଟ ଦୁନିଆରେ ସଲିମ୍ ଦୁରାନୀ ଙ୍କୁ ପ୍ରଥମ ଥର ପାଇଁ ଏହି ପୁରସ୍କାର ମିଳିଥିଲା । ଶେଷ ଥର ପାଇଁ ଶିଖର ଧାୱନ ଏହି ପୁରସ୍କାର ପାଇଥିଲେ। ୨୦୨୧ରେ ଶିଖରଙ୍କୁ ଏହି ସମ୍ମାନ…

Read More

India-Maldives Controversy ; ମାଳଦ୍ୱୀପ ଆସୋସିଏସନ୍ ଅଫ୍ ଟୁରିଜିମ୍ ଇଣ୍ଡଷ୍ଟ୍ରି ପକ୍ଷରୁ ଆସିଲା ଏମିତି କିଛି ବୟାନ …

ମାଳଦ୍ୱୀପର କିଛି ମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାରତର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ପରେ ମାଳଦ୍ୱୀପ ଆସୋସିଏସନ ଅଫ ଟୁରିଜିମ ଇଣ୍ଡଷ୍ଟ୍ରି ପକ୍ଷରୁ ବୟାନ ଆସିଛି  । ଏଭଳି ଅପମାନଜନକ ମନ୍ତବ୍ୟକୁ ସେ ଦୃଢ଼ ନିନ୍ଦା କରିଛନ୍ତି ବୋଲି ଆସୋସିଏସନ କହିଛି। ମାଳଦ୍ୱୀପ ଇତିହାସରେ ଭାରତ ସବୁବେଳେ ଅସୁବିଧା ସମୟରେ ଆଗେଇ ଆସିଥାଏ ବୋଲି ଆସେସିଏସନ କହିଛି। (MATI) ଏହାର ସରକାରୀ ବିବୃତିରେ କହିଛି ଯେ ନରେନ୍ଦ୍ର ମୋଦୀ ଏବଂ ଭାରତବାସୀଙ୍କ…

Read More

ନୂଆ ପ୍ରଭାରୀଙ୍କୁ ଭୂଆଁ ବୁଲାଇଲେଣି ଓଡ଼ିଶା କଂଗ୍ରେସ ନେତା, ଅଜୟ କହୁଛନ୍ତି ଗୋଟେ..ଛପୁଛି ଗୋଟେ..

ଭୁବନେଶ୍ୱର : ସ୍ଥାୟୀ ଶାସନ ସତ୍ତ୍ୱେ ଓଡ଼ିଶାର ସାମଗ୍ରିକ ବିକାଶ ଆଖି ଦୃଶିଆ ବୋଲି କଂଗ୍ରେସ ଦଳ ଅଭିଯୋଗ କରିଆସୁଛି। ଓଡ଼ିଶାର ଖଣିଜ ସମ୍ପଦର ସୁବିନିଯୋଗ ସହ ସାମାଜିକ ନ୍ୟାୟର ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ ଦ୍ୱାରା ରାଜ୍ୟର ପ୍ରକୃତ ରୂପାନ୍ତରଣ କରାଯାଇପାରିବ। ଏହି କଥା ଡେରିରେ ହେଉ ପଛେ ଏଆଇସିସି ବୁଝିବା ପାଇଁ ଚେଷ୍ଟା କରିଥିଲା। ସେଥିପାଇଁ ଓଡ଼ିଶା ପ୍ରଭାରୀ ଅଜୟ କୁମାର ମଧ୍ୟ ଯତ୍ନଶୀଳ ଥିଲେ। ପ୍ରଥମ ଦିନର ଅଭିଭାଷଣରେ ଦୁଇ ଲକ୍ଷ କୋଟି ଖଣି ଦୁର୍ନୀତି…

Read More

ଟିମ୍ ଇଣ୍ଡିଆର ନୂଆ ଓପନର୍ ହେବେ କି କିଙ୍ଗ୍ କୋହଲି ? ଜାଣନ୍ତୁ କ’ଣ କହୁଛି ପରିସଂଖ୍ୟାନ…

ପ୍ରାୟ ୧୪ ମାସ ପରେ ବିରାଟ କୋହଲି ଭାରତର ଟି-୨୦ ଦଳକୁ ଫେରିଛନ୍ତି। ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ବିରାଟ କୋହଲିଙ୍କୁ ପଡ଼ିଆରେ ଦେଖିବାକୁ ମିଳିବ। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ। ଉଭୟ ଦଳ ମଧ୍ୟରେ ଶୃଙ୍ଖଳାର ପ୍ରଥମ ଟି-୨୦ ମ୍ୟାଚ୍ ଜାନୁଆରି ୧୧ତାରିଖରେ ଖେଳାଯିବ। କିନ୍ତୁ ପ୍ରଶ୍ନ ଉଠୁଛି ଏହି ସିରିଜରେ ବିରାଟ କୋହଲି କେଉଁ ନମ୍ବରରେ ବ୍ୟାଟିଂ କରିବେ? ବିରାଟ କୋହଲିଙ୍କ ବ୍ୟାଟିଂ କ୍ରମରେ ପରିବର୍ତ୍ତନ ଆସିବ କି?…

Read More