ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ପାଇଁ ଏପର୍ଯ୍ୟନ୍ତ କେତେ ମିଳିଛି ଦାନ ଜାଣନ୍ତୁ …

ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରରେ ଭଗବାନ ରାମଲାଲାଙ୍କ ପୂଜାର୍ଚ୍ଚନା ପାଇଁ ଆଉ ମାତ୍ର କିଛି ଦିନ ବାକି ରହିଛି। ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ଦେଶ ବିଦେଶରୁ ଆସିଥିବା ରାମ ଭକ୍ତମାନେ ଉଦାରତାର ସହ ଦାନ କରିଛନ୍ତି। ଯେତେବେଳେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ ହୋଇଥିଲା, ସେତେବେଳେ କେହି ବିଶ୍ୱାସ କରିନଥିଲେ ଯେ ରାମ ଭକ୍ତମାନେ ଏତେ ମାତ୍ରାରେ ଦାନ କରିବେ ଯେ ତାଙ୍କ ସୁଧ ଅର୍ଥରେ ମନ୍ଦିରର ପ୍ରଥମ ମହଲା ପ୍ରସ୍ତୁତ ହୋଇଯିବ…

Read More

ଗୌତମ ଆଦାନୀ କଲେ ୪୨୬ କୋଟି ଟଙ୍କାର ବଡ଼ ସପିଂ, କିଣିଲେ ଏହି ସିମେଣ୍ଟ କମ୍ଫାନୀ …

ସୁପ୍ରିମ୍ କୋର୍ଟରୁ ବଡ଼ ଆଶ୍ୱସ୍ତି ପାଇବା ପରେ ଗୌତମ ଆଦାନୀ ଆକ୍ସନ ମୁଡରେ ଅଛନ୍ତି। ଆଦାନୀ ଗ୍ରୁପ୍ ମାଲିକାନାରେ ଥିବା ଏସିସି ଲିମିଟେଡ୍ ସୋମବାର ଏସିଆନ୍ କଂକ୍ରିଟ୍ସ ଆଣ୍ଡ  ସିମେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ରର ଅବଶିଷ୍ଟ ୫୫% ଅଂଶୀଦାର ଅଧିଗ୍ରହଣ କରିବାକୁ ଘୋଷଣା କରିଛି। ଏହି ଅଂଶଧନର ମୂଲ୍ୟ ୪୨୫.୯୬ କୋଟି ଟଙ୍କା ରହିଛି। ତେବେ ପୂର୍ବରୁ  ୪୫ ପ୍ରତିଶତ ଅଂଶୀଦାର ଏସିସି ପାଖରେ ରହିଥିଲା । ସେଥିପାଇଁ ଏବେ ଏସିସି ପାଖରେ ଏସିସିପିଏଲର ଶତ ପ୍ରତିଶତ ଅଂଶୀଦାର…

Read More

ଉତ୍ତର ଓଡ଼ିଶାର ବିଭିନ୍ନ ଆସନର ପ୍ରାର୍ଥୀ ଚିନ୍ତା ବିଜେଡିକୁ ଘାରୁଛି, ବିଦ୍ରୋହ ଦମନ ନେତୃତ୍ୱ ପାଇଁ ଆହ୍ୱାନ

ଭୁବନେଶ୍ୱର : ଫେବୃୟାରୀ ଶେଷ ସପ୍ତାହରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଓ ବିଜ୍ଞପ୍ତି ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶାସକ ଦଳ ବିଜେଡି ବ୍ୟାପକ ପ୍ରସ୍ତୁତି ଜାରି ରଖିଛି। ଏହି କ୍ରମରେ ଉତ୍ତର ଓଡ଼ିଶା ପାଇଁ ଦଳ ସ୍ୱତନ୍ତ୍ର ଯୋଜନା କରୁଛି। ମୟୂରଭଞ୍ଜ, କେନ୍ଦୁଝର ଏବଂ ଅବିଭକ୍ତ ବାଲେଶ୍ୱର ଜିଲ୍ଲାକୁ ଉତ୍ତର ଜୋନ୍ ଭାବେ ବିଜେଡି ଚିହ୍ନିତ କରିଛି। ଏହି ଜୋନ୍ ମଧ୍ୟରେ ଆସୁଥିବା ମୟୂରଭଞ୍ଜ ଲୋକସଭା ଆସନ ଜିତିବା…

Read More

ଖଣି ମାଫିଆଙ୍କୁ ଟାର୍ଗେଟ କଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପ୍ରେସ୍ ମିଟରେ ନ ଥିଲେ ନିରଞ୍ଜନ ପଟ୍ଟନାୟକ..

ଭୁବନେଶ୍ୱର : ଓଡ଼ିଶା ଖଣିଜ ସମ୍ପଦରେ ସମୃଦ୍ଧ। ମାତ୍ର ଏଠି ଶତାବ୍ଦୀର ସବୁଠୁ ବଡ଼ ଖଣି ଦୁର୍ନୀତି ହୋଇଥିଲା। ଶାହା କମିସନ ପ୍ରାୟ ୫୦,୦୦୦ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ରିପୋର୍ଟ ପ୍ରଦାନ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହି ୫୦,୦୦୦କୋଟି ଟଙ୍କାର ଦୁର୍ନୀତିକୁ ୧୮,୦୦୦ କୋଟି ଟଙ୍କାରେ ସୀମିତ କରାଯାଇଥିଲା। ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ। ଅଥଚ ଖଣି ମାଫିଆଙ୍କୁ ଏତେ ଏତେ ଟଙ୍କାର ଛାଡ କଣ ପାଇଁ କରାଯାଉଛି ବୋଲି କଂଗ୍ରେସ ପ୍ରଭାରୀ…

Read More

ଗୋପାଳପୁରରେ ଗୋପବନ୍ଧୁଙ୍କୁ ଖୋଜା ଚାଲିଛି…କ’ଣ ପାଇଁ ଏ ନୀରବତା..

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଏବେ ଗୋପବନ୍ଧୁ ଦାଶଙ୍କ ଖୋଜା ପଡ଼ିଛି। ଗତ ଅକ୍ଟୋବର ପ୍ରଥମ ସପ୍ତାହ ପରଠୁ ଆଉ ତାଙ୍କୁ ଦେଖିବାକୁ ମିଳୁନି। ଏକଦା ଏହି ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ସର୍ବେସର୍ବା ହୋଇଥିବା ଗୋପବନ୍ଧୁ ହଠାତ୍‌ ଉଭାନ ହୋଇଯିବାକୁ ନେଇ ନାନା କଥା ଶୁଣିବାକୁ ମିଳୁଛି। ଏପରିକି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ କିମ୍ବା ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ଗୋପାଳପୁର ଗସ୍ତ ବେଳେ ମଧ୍ୟ ଗୋପବନ୍ଧୁ ଅନୁପସ୍ଥିତ ଥିଲେ। ବର୍ତ୍ତମାନ ବ୍ରହ୍ମପୁରର ନେତାମାନେ ଗୋପାଳପୁରରେ…

Read More

UPIରେ ପଇସା ପଠାଇଲେ ଏହି ବ୍ୟାଙ୍କ ଦେବ ୭୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ …

ଘରୋଇ କ୍ଷେତ୍ରର ଡିସିବି ବ୍ୟାଙ୍କ ‘ହାପି ସେଭିଂ ଆକାଉଣ୍ଟ’ ଆରମ୍ଭ କରିଛି। ଏହି ସେଭିଂ ଆକାଉଣ୍ଟର ଖାସ୍ କଥା ହେଉଛି ଏହି ଆକାଉଣ୍ଟ ଜରିଆରେ ୟୁପିଆଇ ଟ୍ରାଞ୍ଜାକସନ୍ କଲେ ଆପଣଙ୍କୁ ୭୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ । ଏହି କ୍ୟାସ୍ ବ୍ୟାକ୍ କେବଳ ଡେବିଟ୍ ଟ୍ରାଞ୍ଜାକ୍ସନ ଉପରେ ବ୍ୟାଙ୍କ ଦେବ, ଡିସିବି ବ୍ୟାଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ହାପି ସେଭିଂ ଆକାଉଣ୍ଟ କିମ୍ବା ୟୁପିଆଇ ଜରିଆରେ ଡେବିଟ୍ ଟ୍ରାଞ୍ଜାକ୍ସନ ଉପରେ ଏକ ଆର୍ଥିକ…

Read More

ଧିରେ ଧିରେ ଆକ୍ରମଣାତ୍ମକ ହେଉଛି ରାଜ୍ୟ ବିଜେପି, ୧୫ ଦିନ ପରେ ମୋଦି ଆସି ଖେଳ ବିଗାଡ଼ିବେ…

ନୂଆଦିଲ୍ଲୀ : ବିଜେପି ଦୁଇ ଥର ଲଗାତର କ୍ଷମତାରେ ରହିଛି। ମାତ୍ର ଏହା ବିଜେପିର ସୁବର୍ଣ୍ଣ ଯୁଗ ନୁହେଁ। ଯେତେବେଳେ ବିଜେପି ଓଡ଼ିଶା, ପଶ୍ଚିମବଙ୍ଗ ଏବଂ କେରଳରେ ସରକାର ଗଠନ କରିବ, ତାହା ଦଳର ସୁବର୍ଣ୍ଣ ଯୁଗ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅମିତ ଶାହା ଏହି ଉକ୍ତି ବହୁଥର ବ୍ୟବହାର କରିଛନ୍ତି। କେରଳ ଓ ପଶ୍ଚିମବଙ୍ଗ ଅପେକ୍ଷା ଓଡ଼ିଶାରେ କ୍ଷମତାକୁ ଆସିବା ପରିସ୍ଥିତି ଅନୁକୂଳ ବୋଲି ଶୀର୍ଷ ନେତୃତ୍ୱ ଅନୁଭବ କରିଛି।ଏହାକୁ…

Read More

ସାଲେପୁର ପାଇଁ ନୂଆ ପ୍ରାର୍ଥୀ ଖୋଜିଲାଣି ବିଜେଡି, ଯୁବ ଚେହେରା ଚିନ୍ମୟ ସାହୁଙ୍କୁ ନେଇ କ’ଣ ଆସିଛି ସର୍ଭେ ରିପୋର୍ଟ

କଟକ : ରାଜ୍ୟର ସବୁ ପ୍ରମୁଖ ରାଜନୈତିକ ଦଳ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ରାଜ୍ୟରେ ଅନ୍ୟ ସବୁ ଦଳ ଅପେକ୍ଷା ବିଜେଡିର ପ୍ରସ୍ତୁତି ଜୋରଦାର ରହିଛି। ବିଭିନ୍ନ ସଂସ୍ଥା ପକ୍ଷରୁ ଆସିଥିବା ସର୍ଭେକ୍ଷଣରେ ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ପ୍ରତି ନିର୍ବାଚନମଣ୍ଡଳୀରେ ୪୦ରୁ ୫୦ ହଜାର ସ୍ୱତନ୍ତ୍ର ଭୋଟ ରହିଥିବା ଜଣାପଡିଛି। ରାଜ୍ୟରେ ଏମିତି ବହୁ ଆସନ ରହିଛି, ଯେଉଁଠି ସାମାନ୍ୟ ବିଜେଡି ଟିକେଟ୍ ହିଁ ବିଜୟ ସୁନିଶ୍ଚିତ…

Read More

ପ୍ରଦେଶ କଂଗ୍ରେସର ପ୍ରସ୍ତୁତି ଆରମ୍ଭ ପୂର୍ବରୁ ସମ୍ଭାବନା ହ୍ରାସ ହୋଇ ଯାଇ ନ ଥିବ ତ……

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ବିଜେଡିର ନିର୍ବାଚନ ପ୍ରସ୍ତୁତି ବିରୋଧି ବିଜେପି ଏବଂ କଂଗ୍ରେସ ଠାରୁ ଢେର ଅଧିକ ରହିଛି। କଂଗ୍ରେସର ପ୍ରସ୍ତୁତି ଅପେକ୍ଷାକୃତ କମ୍ ରହିଛି।  ଗତ ନିର୍ବାଚନ ପରେ କଂଗ୍ରେସର ଶୀର୍ଷ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓଡ଼ିଶା ଆସିନାହାନ୍ତି। ଇତି ମଧ୍ୟରେ ତିନି ଜଣ ପ୍ରଭାରୀ ଓଡ଼ିଶା କଂଗ୍ରେସ ଦେଖି ସାରିଲେଣି। ଏମାନେ ହେଉଛନ୍ତି- ଜିତେନ୍ଦ୍ର ସିଂ, ଚେଲ୍ଲା କୁମାର ଏବଂ ଅଜୟ କୁମାର। ଫେବୃୟାରୀ…

Read More

IND Vs SA 2nd Test ; ଅଷ୍ଟ୍ରେଲିଆ , ଇଂଲଣ୍ଡ ପରେ ଦକ୍ଷିଣ ଆଫ୍ରିକାରେ ବୋଲିଂର ଯାଦୁ ଦେଖାଇଲେ ମହମ୍ମଦ ସିରାଜ …

ମହମ୍ମଦ ସିରାଜ  ଦକ୍ଷିଣ ଆଫ୍ରିକାକୁ ନିଜ ଘରେ ଧୂଳି ଚଟାଇଛନ୍ତି । ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ସିରାଜଙ୍କ  ୬ଟି ୱିକେଟ୍ ବଳରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ନିଜ ଘରୋଇ ମାଟିରେ ପ୍ରଥମ ଇନିଂସରେ ୫୫ ରନରେ ରୋକିବାରେ ସଫଳ ହୋଇଛି ।  ସିରାଜଙ୍କ ବିଦେଶରେ ଏମିତି ପ୍ରଦର୍ଶନ ପ୍ରଥମ ନୁହେଁ। ଏହା ପୂର୍ବରୁ ସେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ଭଳି ଦେଶରେ ନିଜ ବୋଲିଂର ଯାଦୁ ଦେଖାଇସାରିଛନ୍ତି ।  ଏହା ପୂର୍ବରୁ ସିରାଜ…

Read More