୨୦୨୪ ସାଧାରଣ ନିର୍ବାଚନ: ଇଣ୍ଡିଆ ବନାମ ଏନଡିଏ ଲଢେଇ

ନୂଆଦିଲ୍ଲୀ : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ପାଇଁ ଶାସକ ଓ ବିରୋଧ ଦଳ ଆନୁଷ୍ଠାନିକ ମେଣ୍ଟର ଘୋଷଣା କରିଛନ୍ତି। ବିହାରର ପାଟଣା ପରେ କର୍ନାଟକର ବେଙ୍ଗଲୁରୁରେ ବିରୋଧି ଦଳମାନଙ୍କର ବୈଠକ ହୋଇଛି। ଏହି ବୈଠକରେ ୟୁପିଏ ନାମ ପରିବର୍ତ୍ତନ କରି ଇଣ୍ଡିଆ ରଖାଯାଇଛି। ସର୍ବସମ୍ମତିକ୍ରମେ ବିରୋଧୀ ମେଣ୍ଟ INDIAରେ ପରିଚୟ ହାସଲ କରିବ ବୋଲି ଜଣାପଡ଼ିଛି। INDIA ପୂରା ନାଁ ହେଲା Indian National Democratic Inclusive Alliance। ବାମ ଦଳ ପକ୍ଷରୁ ଆଲିଆନ୍ସ ଶବ୍ଦକୁ…

Read More

କଂଗ୍ରେସ ହାଇକମାଣ୍ଡ ଡାକିନାହାନ୍ତି… ଡାକିଲେ ବିଚାର କରିବୁ ବୋଲି କହିଲେ ଶିଶିର, ଅନ୍ତଃକନ୍ଦଳ ଯୋଗୁ ଆଗେଇପାରୁନି ବିଆରଏସ୍

ଭୁବନେଶ୍ୱର :  ଭାରତୀୟ ରାଷ୍ଟ୍ର ସମିତି-ବିଆରଏସରେ ଅନ୍ତଃ କନ୍ଦଳ ରହିଛି। ଯାହା ଫଳରେ କମିଟି ଠୁ ଆରମ୍ଭ କରି ସାଙ୍ଗଠନିକ କାର୍ଯ୍ୟ ଆଗକୁ ବଢିପାରୁନାହିଁ। କିଛି ଦିନ ତଳେ କୋରାପୁଟ କଂଗ୍ରେସର ଗୋଟିଏ ଗୋଷ୍ଠୀ ନୂଆଦିଲ୍ଲୀ ଗସ୍ତ କରି ହାଇକମାଣ୍ଡଙ୍କୁ ଭେଟିଥିଲେ। ସେଠାରେ ସେମାନେ ଆମ ପରିବାର(ଗିରିଧର ଗମାଙ୍ଗ-ହେମା ଗମାଙ୍ଗ-ଶିଶିର ଗମାଙ୍ଗ)ଙ୍କୁ ଦଳକୁ ଫେରାଇ ଆଣିବା ନେଇ କେତେକ ପ୍ରସ୍ତାବ ଦେଇଥିଲେ। ତେଣୁ ତାଙ୍କ ପରିବାର କଂଗ୍ରେସ ଫେରିବା ଏକ  ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି ବୋଲି…

Read More

ଶରତ ପଟ୍ଟନାୟକ ନିଜ ଛାଇକୁ ଡରନ୍ତି, ୨୦୨୪  ନିର୍ବାଚନ ନିଶ୍ଚୟ ଲଢିବି ବୋଲି କହିଲେ ଚିରଞ୍ଜୀବ

ଭୁବନେଶ୍ୱର :  ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଦ ତଳେ ମାଟି ନାହିଁ। ନିଜର ଛାଇକୁ ଡରୁଥିବା ଲୋକ ଏପରି କରିଥାଆନ୍ତି ବୋଲି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ସୋମବାର କହିଛନ୍ତି। ଦଳରୁ ନିଲମ୍ବନ ହେବା ପରେ ପ୍ରଥମଥର ପାଇଁ ଶ୍ରୀ ବିଶ୍ୱାଳ ଗଣମାଧ୍ୟମ ସମ୍ମୁଖରେ ଏପରି ମତ ରଖିଛନ୍ତି। ଚିରଞ୍ଜୀବ ବିଶ୍ୱାଳ କହିଥିଲେ ଯେ, ସତ କହିବା ଯଦି ପାପ ସେ ପାପ ମୁଁ ବାରମ୍ବାର କରିବି। ପ୍ରତି ପଞ୍ଚାୟତରେ ମାତ୍ର ଶହେ ରୁ ଦେଢଶହ…

Read More

ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଘରଭଡ଼ା ମିଳିଗଲା, ନିଜାମୁଦ୍ଦିନ ଇଷ୍ଟରେ ଏହି ନେତା ଘରେ ରହିବେ

ନୂଆଦିଲ୍ଲୀ  : ସବୁ ମୋଦି ସାଙ୍ଗିଆଧାରୀ ଚୋର କହିବା ଅଭିଯୋଗରେ ଦୋଷୀ ପ୍ରମାଣିତ ହୋଇଛନ୍ତି। ରାହୁଲ ଗାନ୍ଧୀ ଏହି କାରଣରୁ ତାଙ୍କର ସଦସ୍ୟତା ପଦ ରଦ୍ଦ ହୋଇସାରିଛି। ସେ ନିଜର ସରକାରୀ ଘର ମଧ୍ୟ କେବେଠୁ ଛାଡି ସାରିଛନ୍ତି। ତେଣୁ ରାହୁଲ ଭଲ ଘର ସନ୍ଧାନରେ ରହିଥିଲେ। ବହୁତ ଘର ଏବଂ ଫ୍ଲାଟ ଦେଖୁଥିଲେ ବି ତାଙ୍କର କିଛି ପସନ୍ଦ ଆସୁନଥିଲା। ମାତ୍ର ଏବେ ଗୋଟିଏ ଫ୍ଲାଟ ତାଙ୍କର ପସନ୍ଦ ଆସିଛି। ଖୁବ୍ ଶୀଘ୍ର ରାହୁଲ ଏହି…

Read More

ଅସନ୍ତୋଷର ଦୋକାନ ନାହିଁ, ଏହା ଆପେ ଫୁଟିକି ବାହାରିବ : ବିଜୟ ପଟ୍ଟନାୟକ

ଭୁବନେଶ୍ୱର : ଅଣ୍ଡା ଦୋକାନ ବନ୍ଦ କରିହେବ। ହେଲେ ଅସନ୍ତୋଷ କେମିତି ବନ୍ଦ ହେବ। ଅଣ୍ଡାର ସିନା ଦୋକାନ ଅଛି। ହେଲେ ଅସନ୍ତୋଷର ଦୋକାନ ନାହିଁ। ତେଣୁ ଅସନ୍ତୋଷ ଲୋକମାନଙ୍କ ମଧ୍ୟରେ ଫୁଟିକି ବାହାରିବ ବୋଲି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ପରେ ବୈଦ୍ୟୁତିକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ସେହିପରି ବିଜେପି କଦାପି ବିଜେଡିର ବିକଳ୍ପ ହୋଇପାରିବ ନାହିଁ…

Read More

ତେଲେଙ୍ଗାନାରେ ବଦଳୁଛି ରାଜନୈତିକ ପାଣିପାଗ, କେସିଆରଙ୍କୁ ଛାଡି କଂଗ୍ରେସରେ ମିଶୁଛନ୍ତି ନେତା

ହାଇଦ୍ରାବାଦ : କର୍ନାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ଦଳ ଉତ୍ସାହିତ ରହିଛି। ଆଗାମୀ ଦିନରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ନିର୍ବାଚନ ରହିଛି। ଏହା ସହିତ ତେଲେଙ୍ଗାନାରେ ମଧ୍ୟ ନିର୍ବାଚନ ରହିଛି। ବର୍ତ୍ତମାନ ସ୍ଥିତିରେ ତେଲେଙ୍ଗାନାରେ କଂଗ୍ରେସ ମଧ୍ୟ ଭଲ କରୁଛି। ଏମିତି କି ପୂର୍ବରୁ କଂଗ୍ରେସ ଛାଡି ବିଆରଏସ୍ ଏବଂ ବିଜେପି ଯାଇଥିବା ନେତା ଦଳକୁ ଫେରିବାକୁ ଚାହୁଁଛନ୍ତି। କର୍ନାଟକ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଧ୍ୟ ନିଜର ରଣନୀତି ଆରମ୍ଭ କରିଛନ୍ତି। କିଛି…

Read More

ଚେଲ୍ଲା କୁମାରଙ୍କ ପରେ ଏହି ବ୍ୟକ୍ତିଙ୍କୁ ଓଡ଼ିଶା ପ୍ରଭାରୀ କରିବାକୁ ଚାହୁଁଛି ଏଆଇସିସି

ଭୁବନେଶ୍ୱର :  ଖୁବ୍ ଶୀଘ୍ର ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ୯ଟିରୁ ୧୦ଟି ରାଜ୍ୟର ପିସିସି ପ୍ରଭାରୀ ତାଲିକା ପ୍ରକାଶ ପାଇବାକୁ ଯାଉଛି। ଏହି କ୍ରମରେ ପିସିସି ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର ବଦଳିବା ଏକ ପ୍ରକାର ନିଶ୍ଚିତ। କିଛିଦିନ ତଳେ ସେ ନିଜ ଆଡୁ ମଧ୍ୟ ଓହରି ଯିବା ପାଇଁ ଏଆଇସିସିକୁ ଅନୁରୋଧ କରିସାରିଛନ୍ତି। ଏହି କ୍ରମରେ ଚେଲ୍ଲା କୁମାରଙ୍କ ପରେ ପ୍ରଭାରୀ କିଏ ହେବ, ସେ ନେଇ ବିଚାର ବିମର୍ଶ ଆରମ୍ଭ ହୋଇଛି।…

Read More