PHOTO WAR : ଧର୍ମେନ୍ଦ୍ରଙ୍କ ଚେର କାଟିବାକୁ ହାତ ମିଳେଇ ଦେଲେଣି କି ମୋହନ-ମନମୋହନ…

ଭୁବନେଶ୍ୱର : କଳା, ସାମ୍ବାଦିକତା ଦୁନିଆରେ ଗୋଟିଏ କଥା ଅଛି। ଛବି କଥା କୁହେ। ଖାଲି ସେତକ ନୁହେଁ। ହଜାରେ ଶବ୍ଦକୁ ନେଇ ଗୋଟିଏ ଛବି ହୁଏ। ଛବି ବହୁତ ପ୍ରଭାବୀ। ତାହାର ପ୍ରଭାବ ଜନମାନସ ଉପରେ ମଧ୍ୟ ପଡେ। ଫଟୋ ଥରେ ଉଠେ। ହେଲେ କାଳକାଳକୁ ରହିଯାଏ। ଓଡ଼ିଶା କ୍ଷମତା ରାଜନୀତିରେ ବର୍ତ୍ତମାନ ବିଜେପି। ତେଣୁ ବିଜେପି ଶିବିର ଫଟୋକୁ ନେଇ ଚର୍ଚ୍ଚା ଜୋର। ପ୍ରବାସୀ ଭାରତୀୟ ସମ୍ମିଳନୀ ସରିଯାଇଛି। ହେଲେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ…

Read More

ଧର୍ମେନ୍ଦ୍ର-ମନମୋହନ ଛକାପଞ୍ଝା…..ମନମୋହନଙ୍କ ପଛରେ ସାଂସଦ ଲବି…..ଗୋଲକଙ୍କୁ ମାର୍କେଟକୁ ଛାଡି…ଘାଣ୍ଟୁଛନ୍ତି ମୁକୁ…

ଭୁବନେଶ୍ୱର – ସରିଛି ସର୍ବଭାରତୀୟ ଡିଜି ଓ ଆଇଜି ସମ୍ମିଳନୀ, ସରିଛି ପ୍ରବାସୀ ଭାରତୀୟ ଦିବସ। ଏଥର ଉତ୍ସବ କୈନ୍ଦ୍ରିକ ବିଜେପି ଇକୋ ସିଷ୍ଟମ ହେବ ଦଳ ମୁହାଁ। ନଜର ରହିବ ସଙ୍ଗଠନ ହାତଉଛି କିଏ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପ ନା ବୈଜୟନ୍ତ-ପ୍ରତାପ-ଅପରାଜିତା ଷଡଙ୍ଗୀ-ଜୁଏଲ ସମର୍ଥନ ଥିବା ମନମୋହନ ସାମଲଙ୍କ କ୍ୟାମ୍ପ। ଉତ୍ସବର ଭିଡ ଭିତରେ ସାମାନ୍ୟ ଶିଥିଳ ହୋଇଯାଇଛି ବିଜେପିର ସଭାପତି ବଛା ଖବର। ଦିନ କେଇଟା ପରେ ପରବର୍ତ୍ତୀ ସଭାପତି ଉପରୁ…

Read More

ବିଜେଡିର ଦରବୃଦ୍ଧି ଆନ୍ଦୋଳନ ଖବରକୁ ଧୋଇଦେବ କି ପ୍ରବାସୀ ଭାରତୀୟ ଦିବସ ଓ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ

ଭୁବନେଶ୍ୱର : ନୂଆବର୍ଷ ଆରମ୍ଭରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହେବାରେ ଲାଗିଛି। ଏହି କ୍ରମରେ ପ୍ରତି ଦଳ ନିଜ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ଶାସକ ବିଜେପି ଦଳର ସାଙ୍ଗଠନିକ ନିର୍ବାଚନ ଜାରି ରହିଛି। କିଛି ସପ୍ତାହ ପରେ ବିଜେପି ନୂଆ ରାଜ୍ୟ ସଭାପତି ପାଇବ। ଜାତୀୟସ୍ତରରେ ମଧ୍ୟ ବିଜେପି ନୂଆ ସଭାପତି ପାଇବ। ସେହିପରି ରାଜ୍ୟର ନୂଆ ସରକାର ପ୍ରବାସୀ ଭାରତୀୟ ଦିବସ ପାଳନ କରିବାକୁ ଲାଗୁଛି। ଏସବୁ ପରେ ଏ ବର୍ଷର ସବୁଠୁ ବଡ଼ ରାଜନୈତିକ…

Read More

ସମୟ କୌଣସି ଅପରାଧକୁ ବେଶିଦିନ ଗୁପ୍ତ ରଖେନି,

ଭୁବନେଶ୍ୱର : (ବିଜୟ ସାହୁ)-ବାଲେଶ୍ଵର ସାଂସଦ ପ୍ରତାପ ସାରଙ୍ଗୀ ନିଜକୁ ପ୍ରୋଜେକ୍ଟ କରିବାକୁ ଯାଇ ଯେଉଁ ନାଟକ ରଚିଲେ ସେଇ ନାଟକ ହିଁ ଲୋକଙ୍କୁ ଅତୀତର କଥା କୁ ତାଙ୍କ ଆଗରେ ଦର୍ପଣ ଭଳି ଥୋଇଦେଲା । ଅବଶ୍ୟ 2014ରେ ମୋଦୀ ଯେତେବେଳେ ବହୁମତ ନେଇ ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ପ୍ରତାପ ସାରଙ୍ଗୀଙ୍କୁ କ୍ୟାବିନେଟରେ ନେବାକୁ ମାନବ ଅଧିକାର ସଙ୍ଗଠକ ମାନେ ଦିଲ୍ଲୀର କିଛିଟା ବିରୋଧ କରିଥିଲେ, କିନ୍ତୁ ତାହା ବହୁଳ ପ୍ରଚାରିତ ହେଲା ନାହିଁ। ମୋଦୀଙ୍କପ୍ରଧାନମନ୍ତ୍ରୀ…

Read More

ଚାଷୀକୂଳ ବେହାଲ…ଭୁଲ୍ ପାଣିପାଗ ସୂଚନାକୁ ଦାୟୀ କଲେ କୃଷକ…

ଭୁବନେଶ୍ୱର: ଶୀତଦିନ ଜାରି ରହିଛି। ମାତ୍ର ଏହା ଭିତରେ ଅଦିନିଆ ବର୍ଷା ଚାଷୀ ମେରୁଦଣ୍ଡକୁ ଏକ ପ୍ରକାର ଭାଙ୍ଗି ଦେଇଛି। ପାଣିପାଗ ବିଭାଗ ଓ କୃଷି ବିଭାଗ ଏହି ଅଦିନିଆ ବର୍ଷାକୁ ନେଇ ଯେଉଁପରି ଭାବେ ଚାଷୀମାନଙ୍କୁ ସଚେତନ କରିବା କଥା, ତାହା କରିନାହିଁ ବୋଲି ଅଭିଯୋଗ ଆସିଲାଣି। ଉପକୂଳ ଓ ଦକ୍ଷିଣ ଓଡିଶାର ଚାଷୀମାନେ ଏହି ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ସରକାର ଧାନ କ୍ୱିଣ୍ଟାଲ ପିଛା 800 ଟଙ୍କା ବୋନସ୍ ଦେବା କଥା କହୁଛନ୍ତି।…

Read More

ପ୍ରକଳ୍ପକୁ ନେଇ ବିଜେପି ଭିତରେ ଶୀତଳ ଯୁଦ୍ଧ….ମୁକୁ ବନାମ ମନମୋହନ କ୍ୟାମ୍ପ ଶିବିର ଚଳଚଞ୍ଚଳ..

ଭୁବନେଶ୍ୱର: (ସମ୍ପାଦିତ ଅଂଶ)- ଭଦ୍ରକ ଜିଲ୍ଲାରେ ଟେକ୍ସଟାଇଲ୍ ପାର୍କର ଆନୁଷ୍ଠାନିକ ମଞ୍ଜୁରୀ ପରେ ରାଜ୍ୟ ବିଜେପି ରାଜନୀତିକୁ ନେଇ ସାମାଜିକ ଗଣମାଧ୍ୟମରେ ମତ ରଖିଥିଲେ ବିଜେଡି ସମର୍ଥକ ତଥା ଖୋଲାକଥା ଫେମ୍ ସତ୍ୟଜିତ ମିଶ୍ର। ତାଙ୍କ ମୂଳଲେଖାର ଭାବକୁ ଅକ୍ଷୁର୍ଣ୍ଣ ରଖାଯାଇ ସମ୍ପାଦିତ ଅଂଶ ନିମ୍ନରେ ପ୍ରଦାନ କରାଯାଇଛି। -ଶ୍ରୀ ମିଶ୍ର କହିଛନ୍ତି ଯେ, ପୂର୍ବ ନବୀନ ପଟ୍ଟନାୟକ  ସରକାର ଥିଲେ ରାଜନୈତିକ ସମୀକ୍ଷକ ମାନେ ଆବଶ୍ୟକତା ଠାରୁ ଅଧିକ ଉତ୍ପାତ ହେଉଥିଲେ। ସେ ଜଣେ ସାଧାରଣ…

Read More

ଉପ ରାଷ୍ଟ୍ରପତିଙ୍କ ଅନାସ୍ଥା ନାକଚ: ଇତିହାସରେ ଧନକଡ ଓ ହରିବଂଶଙ୍କ ଭୂମିକା

ନୂଆଦିଲ୍ଲୀ: (ବିଜୟ ସାହୁ) – ଇନସାଫ କି ଡଗର ପେ ଏ ଦେଶ ହେ ତୁମର ରଖନା ତୁମ ସମ୍ଭାଲ କେ lଧଙ୍କଡ଼ଙ୍କ ଉପରେ ଅବିଶ୍ୱାସ ପ୍ରସ୍ତାବ ନାକଚ ହେଲା ସେଥିପାଇଁ ମୁଁ ବିବ୍ରତ ନୁହେଁ । ବିବ୍ରତ ଏଇଥି ପାଇଁ ଯେ ନାକଚ କଲା ବେଳେ ରାଜ୍ୟସଭାର ସେଇ ଚେୟାରରେ କିଏ ବସିଥିଲେ ଯେଉଁଠି ଦିନେ ଦିନେ ପ୍ରଥମ ଅଧ୍ୟକ୍ଷ ସର୍ବପଲ୍ଲୀ ରାଧାକୃଷ୍ଣନ ବସିଥିଲେ । ଆମେ ଯଦି ରାଧାକୃଷ୍ଣନଙ୍କୁ ରାଜ୍ୟସଭାର ଜନକ କହୁଛେ ତାହେଲେ…

Read More

ହାରିବା ପରେ ବି ଭୋଟରଙ୍କୁ ପଢିବାରେ ଭୁଲ୍ କରୁଛି ବିଜେଡି …ଆମ୍ବେଦକରଙ୍କ ଅପମାନକୁ ନେଇ ଦଳରେ ଭୟଙ୍କର ନୀରବତା….

ଭୁବନେଶ୍ୱର : ବିଧାନସଭା ନିର୍ବାଚନ ଫଳାଫଳ ପରେ ବିଜେପି ଆଦିବାସୀ ବର୍ଗରୁ ମୁଖ୍ୟମନ୍ତ୍ରୀ, ସାଧାରଣ ଓ ପଛୁଆବର୍ଗରୁ ଜଣେ ଲେଖାଏଁ ଉପ ମୁଖ୍ୟମନ୍ତ୍ରୀ ନିଯୁକ୍ତ କଲା। କଂଗ୍ରେସ ମଧ୍ୟ ଆଦିବାସୀ ବର୍ଗରୁ ବିଧାୟକ ଦଳ ନେତା, ସାଧାରଣ ବର୍ଗରୁ ଉପ ନେତା ଏବଂ ସଂଖ୍ୟାଲଘୁ ବର୍ଗରୁ ମୁଖ୍ୟ ସଚେତକ ନିଯୁକ୍ତ କଲା। ଦୁଇ ଜାତୀୟ ଦଳ ସାମାଜିକ ସମୀକରଣରୁ ଗୁରୁତ୍ୱ ଦେଲେ। ଆଗାମୀ ଦିନର ରାଜନୀତିରେ ସାମାଜିକ ସମୀକରଣ, ସାମାଜିକ ନ୍ୟାୟ ଓ କଥିତ ହିନ୍ଦୁତ୍ୱ ଉପରେ…

Read More

୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେଉଲଗୁଲାନ୍‌ର ମହାନାୟକ, ବିର୍ସା ମୁଣ୍ଡା !

ଭୁବନେଶ୍ୱର : (ଭାଲଚନ୍ଦ୍ର ଷଡ଼ଙ୍ଗୀ)- ଚଳିତ ନଭେମ୍ବର ୧୫ ତାରିଖ ହେଉଛି ବ୍ରିଟିଶ ଉପନିବେଶବାଦ ବିରୋଧି ଭାରତର ସ୍ୱାଧୀନତା ସଂଗ୍ରାମର ମହାନ୍ ଯୋଦ୍ଧା ତଥା ଆଦିବାସୀଙ୍କ ଐତିହାସିକ ସଶସ୍ତ୍ର ବିଦ୍ରୋହ ‘ଉଲଗୁଲାନ୍‌’ର ମହାନାୟକ ଶହୀଦ୍ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ। ୧୮୭୫ ମସିହାରେ ତତ୍କାଳୀନ ରାଞ୍ôଚ ବା ବର୍ତ୍ତମାନର ଖୁଣ୍ଟି ଜିଲ୍ଲାର ଉଲିହାତୁ ଗାଁର ଏକ ମୁଣ୍ଡା ଆଦିବାସୀ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ମାତ୍ର ୨୫ ବର୍ଷର ନିଜର ଜୀବନ କାଳ ମଧ୍ୟରେ ସେ ନିଜର…

Read More

ପ୍ରସିଦ୍ଧ Jonny Walkerଙ୍କ ଠାରୁ ଆରମ୍ଭ କରି ସବୁରି ପ୍ରିୟ ଜୟୀ ଭାଇଙ୍କ ପର୍ଯ୍ୟନ୍ତ ..ହାସ୍ୟରସର ଜୟ ଯାତ୍ରା

ଭୁବନେଶ୍ୱର : (ବିଜୟ ସାହୁ)-ଜନୀୱାକର ଓରଫ ବଦ୍ଦରୁଦ୍ଦିନ ଜାମାଲ ଉଦ୍ଦିନ ଅଭିନୟ ଜୀବନର ଶେଷ ଆଡକୁ ଲେଖିଥିଲେ -“ସେତେବେଳେ ଆମେ ବିଶୁଦ୍ଧ କମେଡି କରୁଥିଲୁ । ଆମେ ଜାଣିଥିଲୁ  ଯେଉଁମାନେ ଫିଲ୍ମ ଦେଖିବାକୁ ଆସୁଥିଲେ ସେମାନେ ସାଙ୍ଗରେ ସ୍ତ୍ରୀ ପିଲାପିଲି ନେଇ ଆସୁଥିଲେ । କାହାଣୀ ହିଁ ଥିଲା ଫିଲ୍ମର ମୁଖ୍ୟ କଥା । କାହାଣୀଟିଏ ଚୟନ କରିବା ପରେ ହିଁ ଆବ୍ରାର ଆଲଭି ଓ ଗୁରୁଦତ୍ତ ଉପଯୁକ୍ତ କଳାକାର ଚୟନ କରୁଥିଲେ । … ମୁଁ…

Read More