ମୋଦି ଗ୍ରେସ ଦେଇ ପଳେଇବେ, ଆପଣଙ୍କୁ ନଜର ରଖିବାକୁ ହେବ… ଆସନ୍ତୁ ମାର୍କ ଦେବା..

Modi will give grace and escape, lets have an eye on it give remarks.. ଭୁବନେଶ୍ୱର : (ମୂଳ ଲେଖା- ରଙ୍ଗା ଚରଣ/ ପ୍ରସ୍ତୁତି-ଦୁର୍ଗା ପ୍ରସାଦ)- ମୋହନ ମାଝୀ ସରକାରର ଏକ ବର୍ଷ ପୁର୍ତ୍ତି ଉପଲକ୍ଷେ ବିଭିନ୍ନ ମୁଖ୍ୟ ଧାରାର ଗଣମାଧ୍ୟମ ଓ ବ୍ୟକ୍ତିବିଶେଷ ସରକାରକୁ ନମ୍ବର ଦେବା ଆରମ୍ଭ କରିଛନ୍ତି । କିଏ ଫାର୍ଷ୍ଟ ଡିଭିଜନ ଦେଉଛି ତ କିଏ ଶହେରୁ ଶହେ ନମ୍ବର ଦେଉଛି । ଯଦି ନମ୍ବର ଦେଉଛି,…

Read More

ରାଜଧାନୀରେ ଉଠିଲା ଓଡ଼ିଶା ନାରୀ ନିର୍ଯ୍ୟାତନାର ସ୍ୱର

ଭୁବନେଶ୍ୱର : ଏଆଇସିସି ନିଜର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗୋପାଳପୁର ପଠାଇବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ସଭାପତି ଶ୍ରୀ ଖଡଗେ ଏହି ଟିମ୍ ଗଠନ କରିବା ସହ ସରଜମିନ୍ ଯାଞ୍ଚ କରି ନିଜର ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମର ସଂଯୋଜକ ଭାବେ ଦୀପା ଦାସମୁନସୀଙ୍କ ସମେତ ସାଂସଦ ରଞ୍ଜିତ୍ ରଞ୍ଜନ, ପ୍ରଣତୀ ସିନ୍ଧେ, ଏସ. ଜ୍ୟୋତିମଣି ଏବଂ ମହିଳା ଅଧିକାର ନେତ୍ରୀ ଶୋଭା ଓଝା ସାମିଲ…

Read More

ଆବଶ୍ୟକତା ଠାରୁ ଅଧିକ ବିଳାସ କରୁଛନ୍ତି ମୋହନ : ରୁବେନ

ଭୁବନେଶ୍ୱର : ସାମ୍ବାଦିକ ତଥା ଲେଖକ ରୁବେନ ବାନାର୍ଜୀଙ୍କ ଏକ ୟୁଟ୍ୟୁବ ଭିଡିଓ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମୁଁ ରୁବେନ କହୁଛି ନାମକ ଏହି ଚ୍ୟାନାଲରେ ରୁବେନ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗସ୍ତ ସମୟର ସୌଖୀନ ଜୀବନ ବିଷୟରେ ଆଲୋଚନା କରିଛନ୍ତି । ରୁବେନ ଜୋର ଦେଇ କହିଛନ୍ତି ଯେ, ଓଡ଼ିଶାର ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ଦାବି କରୁଥିବା ମୋହନ ମାଝୀଙ୍କ ବିଳାସପୂର୍ଣ୍ଣ ଜୀବନ ଜାପାନ ତଥା ଓଡ଼ିଶା ବାହାରକୁ କୌଣସି ଗସ୍ତ ସମୟର…

Read More

ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ

୯୩ % ମୋଟ୍ ପାସ୍ ହାର୯୬ % ପାସ୍ ହାରରେ ଆଗୁଆ ଛାତ୍ରୀମେ ୧୪ ରୁ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଭୁବନେଶ୍ବର (ତା୦୨/୦୫ ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଅନ୍ୟ ବର୍ଷ ପରି ଏବର୍ଷ ମଧ୍ୟ ଛାତ୍ରଙ୍କୁ ପଛରେ ପକାଇ ୯୬% ହାରରେ ଛାତ୍ରୀମାନେ ଆଗୁଆ ଅଛନ୍ତି । ରାଜ୍ୟରେ ଚଳିତ ବର୍ଷ ୫ ଲକ୍ଷ ୨ ହଜାର ୪୧୭ ଜଣ ରେଗୁଲାର୍ ଛାତ୍ରଛାତ୍ରୀ…

Read More

ନିଶାଡି ଜାଣି ପାରେନି କେତେ ନିଶାରେ ସେ ବୁଡ଼ିଛି

ଭୁବନେଶ୍ୱର (୧ / ୪)-(ରଙ୍ଗାଚରଣ ପ୍ରଧାନ ) : ଅଫିମ ନିଶା ପ୍ରବଳ । ଯିଏ ଖାଏ ସେ ଜାଣେନି। ତାକୁ ଏହା ସାଧାରଣ ଲାଗେ । କିନ୍ତୁ ଯିଏ ଅଫିମିଆକୁ ଦେଖେ ସେ ଜାଣିପାରେ କେତେ ନିଶା ଚଢିଛି। ବହୁ ଦିନ ପୂର୍ବେ ଆମ ଗାଁରେ ଜଣେ ଅଫିମିଆ ଥିଲେ । ସବୁ ଦିନ ଦୁଇ ଟେଳା ନ ପକାଇଲେ ସେ ଶାନ୍ତିରେ ରହି ପାରୁନଥିଲେ। ସକାଳେ ଥରେ । ସନ୍ଧ୍ୟାରେ ଥରେ । ମୁଁ…

Read More

ନିଶାଡ଼ିକୁ ଜଣା ନ ଥାଏ କେତେ ନିଶା ତାକୁ ଚଢ଼ିଛି..

ଭୁବନେଶ୍ୱର : ୧ /୪ – ଅଫିମ ନିଶା ପ୍ରବଳ । ଯିଏ ଖାଏ ସେ ଜାଣେନି। ତାକୁ ଏହା ସାଧାରଣ ଲାଗେ । କିନ୍ତୁ ଯିଏ ଅଫିମିଆକୁ ଦେଖେ ସେ ଜାଣିପାରେ କେତେ ନିଶା ଚଢିଛି। ବହୁ ଦିନ ପୂର୍ବେ ଆମ ଗାଁରେ ଜଣେ ଅଫିମିଆ ଥିଲେ । ସବୁ ଦିନ ଦୁଇ ଟେଳା ନ ପକାଇଲେ ସେ ଶାନ୍ତିରେ ରହି ପାରୁନଥିଲେ। ସକାଳେ ଥରେ । ସନ୍ଧ୍ୟାରେ ଥରେ । ମୁଁ ସେତେବେଳେ ଜନ୍ମ…

Read More

ମୋଦୀଙ୍କ “ଉତ୍କଳ” ବନାମ ମାଝିଙ୍କ “ଓଡ଼ିଶା”: କାହାର ନାମକରଣ ସଠିକ୍?

ଭୁବନେଶ୍ୱର,୧ / ୪ : ଆଜି ଏପ୍ରିଲ୍ ୧, ୨୦୨୫—ଓଡ଼ିଶାର ଜନ୍ମଦିନ ପାଳନ ଅବସରରେ ଏକ ନୂଆ ଝଡ଼ ଉଠିଛି। ଏହି ଦିନଟିକୁ “ଉତ୍କଳ ଦିବସ” କିମ୍ବା “ଓଡ଼ିଶା ଦିବସ” ଭାବେ ନାମିତ କରିବା ନେଇ ରାଜ୍ୟ ଓ ଦେଶର ବରିଷ୍ଠ ନେତାଙ୍କ ମଧ୍ୟରେ ତୀକ୍ଷ୍ଣ ମତାନ୍ତର ସାମ୍ନାକୁ ଆସିଛି। ସାମାଜିକ ଗଣମାଧ୍ୟମ ଏକ୍ସ ପ୍ଲାଟଫର୍ମରେ ନେତାମାନଙ୍କ ବିଭିନ୍ନ ବୟାନ ଏହି ବିତର୍କକୁ ଆହୁରି ଜଟିଳ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

Read More

ରାଜ୍ୟରେ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨ରୁ ରାଜ୍ୟରେ ଆରଂଭ ହେବ ସକାଳୁଆ ସ୍କୁଲ । ଏହି ସମୟରେ ସୁରକ୍ଷିତ ପାନୀୟ ଜଳ, ଓଆରଏସ୍‌ ପ୍ୟାକେଟ୍‌ ଓ ଅନ୍ୟ ଆବଶ୍ୟକତୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସକାଳ ୭ ରୁ ୯ ଟା ଚାଲିବ ଅଙ୍ଗନବାଡି କେନ୍ଦ୍ର। ତାତି ବଢିଲେ ଅଙ୍ଗନବାଡି କେନ୍ଦ୍ର ଛୁଟି ସହିତ ଛୁଆଙ୍କ ପାଇଁ ହୋମ୍ ଡେଲିଭର କରାଯିବ ଖାଦ୍ୟ। ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ତେବେ…

Read More

ପାଣ୍ଡିଆନ, ଓଡ଼ିଶା ଶାସନ ଓ ନୂଆ ସରକାରଙ୍କୁ ନେଇ ନିଆରା Facebook ବିତର୍କ

ଭୁବନେଶ୍ୱର : ଭିକେ ପାଣ୍ଡିଆନଙ୍କୁ ଭିଲିଆନ ଚିତ୍ରଣ କରି ବିଜେପି ଗତ ନିର୍ବାଚନ ଲଢ଼ି ବିଜୟ ହୋଇଥିଲା l ହେଲେ କିଛି ଦିନ ପରେ ନୂତନ ସରକାର ବର୍ଷେ ପୂରଣ କରିବେ l ମାତ୍ର ଇତି ମଧ୍ୟରେ ପାଣ୍ଡିଆନଙ୍କ ବିରୋଧରେ କୌଣସି ମାମଲା, ଅଭିଯୋଗ ହୋଇ ନାହିଁ l କାର୍ଯ୍ୟାନୁଷ୍ଠାନ ତ ଦୂରର କଥା l ଓଡ଼ିଶାରେ ସାମାଜିକ ଗଣମାଧ୍ୟମରେ ପାଣ୍ଡିଆନ ଆଜି ବି ପ୍ରାସଙ୍ଗିକ l ଏହାକୁ ନେଇ ରଙ୍ଗାଚରଣ ପ୍ରଧାନ ଓ ବିଶ୍ୱରାଜ ନାୟକଙ୍କ…

Read More

ଜୟ ନାରାୟଣଙ୍କ ଓଡ଼ିଶା ବିଭାଜନ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ କୃଷ୍ଣା ମହାନ୍ତିଙ୍କ ଚିଠି

ଅନୁଗୋଳ :ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ କୋଶଳ ବୟାନ ପରେ ବିଭିନ୍ନ ବର୍ଗରୁ ପ୍ରତିକ୍ରିୟା ଆସିଛି l ଏହି ପ୍ରସଙ୍ଗରେ ଗାନ୍ଧିବାଦୀ ନେତ୍ରୀ କୃଷ୍ଣା ମହାନ୍ତି ଏକ ଚିଠି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଲେଖିଛନ୍ତି l ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ,ଆପଣଙ୍କ ଦଳର ଜନୈକ ବିଧାୟକ ଏକ ସରକାରୀ କାର୍ଯ୍ୟକ୍ରମରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ରଚିତ ଓଡିଶାବାସୀଙ୍କ ଦ୍ଵାରା ସ୍ୱୀକୃତିପ୍ରାପ୍ତ ଓଡିଶାର ଜାତୀୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ ନକରିବା ତଥା ଏହାକୁ…

Read More