ଭାଷାର ଅଭିଧାନ ଅଛି, ହେଲେ କହିବାକୁ କେହି ଜଣେ ବି ନାହିଁ

କୋରାପୁଟ : (ମାନସ ମଲ୍ଲିକ)-ପ୍ରତି ଜନଜାତିର ଭାଷା ଅଲଗା । ସେମାନଙ୍କ ଭାଷା ସାଧାରଣତଃ କଥିତ ଭାଷା ହୋଇଥିବାରୁ ଏବଂ ଲିପି ନଥିବାରୁ ପ୍ରତିବର୍ଷ ଅନେକ ଭାଷା ଲୋପ ପାଇବାରେ ଲାଗିଛି । ଏମିତି ଲୋପ ପାଇଥିବା ଏକ ଭାଷା ହେଉଛି ଆଣ୍ଡାମାନ୍ ନିକୋବର୍ ଦ୍ବୀପପୂଞ୍ଜରେ ବାସ କରୁଥିବା ଆଦିମ ଅଧିବାସୀ ଗ୍ରେଟ୍ ଆଣ୍ଡାମାନିଜ୍ ଙ୍କ ଭାଷା । ଭାଷାର ନାଁ ‘ଆକା ବୋ’ ।  ଏହି ଭାଷା ଜାଣିଥିବା ଶେଷ ମଣିଷ ଯିଏ ଥିଲେ ତାଙ୍କ…

Read More

ରେଶମ ପୋକ ଆଉ କରୁଣା ସିଲ୍କ

ଭୁବନେଶ୍ୱର: (ଜୟନ୍ତ ସେଠ) :ଗୋଟିଏ ଖଣ୍ଡୁଆ ପାଟଶାଢ଼ୀ ପାଇଁ ଯେଉଁ ପାଟ ସୂତା ସୃଷ୍ଟି କରାଯାଏ, ସେଥିରେ ପ୍ରାୟ 10 ହଜାର ରୁ 15 ହଜାର ରେଶମ ପୋକଙ୍କୁ ହତ୍ୟା କରାଯାଏ l ରେଶମ ପୋକ ଖୋଷା ଭିତରେ ଥିବାବେଳେ ଗରମ ପାଣି ରେ ପକାଇବା ବେଳେ ପୋକ ସବୁ ମରନ୍ତି l ଏ ପ୍ରକ୍ରିୟା ସେବେଠାରୁ ଚାଲିଛି, ଯେବେ ଠାରୁ ପାରମ୍ପରିକ ପାଟ ଓ ଟସର ଶାଢ଼ୀ ଆଦି ବୁଣା ଆରମ୍ଭ ହୋଇଥିଲା l ଏପରିକି…

Read More

ମୁଖ୍ୟମନ୍ତ୍ରୀ ଉଦଘାଟନ କରି ଥିଲେ, ଗଳିଲା ଛାତ ସିଲିଂ.. ଉଚ୍ଚ ସ୍ତରୀୟ ତଦନ୍ତ ଦାବି।

କେନ୍ଦୁଝର : ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତର ପାଞ୍ଚଦିନ ଯାଇନି ତାଙ୍କ ଦ୍ଵାରା ଉଦଘାଟିତ ଜନ ପ୍ରତୀକ୍ଷାଳୟ ଛାତ ସିଲିଂ ଗଳି ପଡ଼ିଥିବା ଖବର ଆସିଛି । ସୂଚନା ମିଳିଛି କି ମାତ୍ର ପାଞ୍ଚ ଦିନ ତଳେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଆସି ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ମୁଖ୍ୟ ଅତିଥି ହେବା ସହ ଜିଲ୍ଲାର ଅନେକ ପ୍ରକଳ୍ପର ଉଦଘାଟନ କରିଥିଲେ। ଯେ ହେତୁ ସେ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ତେଣୁ କେନ୍ଦୁଝର ସହରକୁ ସ୍ୱତନ୍ତ୍ର…

Read More

Handloom day Special : ଆଜିର ଦିନରେ ହସ୍ତତନ୍ତ ଓ ହାଇପ….

ବ୍ରହ୍ମପୁର : (ଶ୍ରୀମା ଶଥପଥି)- ବିବାହ, ବ୍ରତ, ଯାନିଯାତ୍ରାରେ ବ୍ରହ୍ମପୁର ପାଟର ଯେଉଁ ଚାହିଦା ଥିଲା ତାହା ବଢ଼ିବା ପରିବର୍ତ୍ତେ କମିଛି । ପାଟରା ମାନଙ୍କର ଏକ ସ୍ୱତନ୍ତ୍ର ସାହି ଥିଲା । ବୋମକେଇ ପାଟକୁ ନେଇ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ସ୍ୱତନ୍ତ୍ର ଏକ ଜାଗା ମଧ୍ୟ ଅଛି । କେବଳ ବ୍ରହ୍ମପୁର ବା ବୋମକେଇ ପାଟ ନୁହଁ ସମ୍ବଲପୁରୀ ଶାଢ଼ୀର ବିଜ୍ଞାପନ ଭଳି କପଡାଗୋଣ୍ଡା, କୋଟପାଡ଼ ଶାଢ଼ୀ, ଖଣ୍ଡୁଆ ଭଳି ବିଭିନ୍ନ ହସ୍ତତନ୍ତର ମଧ୍ୟ…

Read More

ମୁଖ୍ୟମନ୍ତ୍ରୀ ମୋହନ ମାଝୀ VS କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ Mohan VS Dharmendra

ଭୁବନେଶ୍ୱର:(ଶ୍ରୀକୁମାର ଶୁକ୍ଲା – ଖଟିରୁ) -ମୋହନ ମାଝିକୁ ବଦନାମ କରି ଧର୍ମେନ୍ଦ୍ର ପ୍ରଧାନ ନିଜେ ମୁଖ୍ୟମନ୍ତ୍ରୀ ହେବ ବୋଲି ତାକୁ କାମ କରେଇ ଦେଉନି। ଏଥର କଲେଜ ନିର୍ବାଚନରେ ଏବିଭିପି ବ୍ୟାପକ କ୍ଷତିଗ୍ରସ୍ତ ହେବ ବୋଲି ଆଜି ଖଟିରେ ଯଦୁ ଭାଇ କହିଲେ।           ଉତ୍ତରରେ ବାବୁଲି ଭାଇ କହିଲେ ନାଚି ନଜାଣି ଅଗଣାର ଦୋଷ ଭଳି  ନିଜେ କିଛି କରିନପାରି ଆଉ ଏଥିପାଇଁ ଧର୍ମେନ୍ଦ୍ରକୁ ଦୋଷ ଦେଲେ କଅଣ ହେବ? ମୋହନ ସରକାର ଯେଉଁ ସବୁ ଘଟଣାରେ…

Read More

ଶାସନ ଚଳାଇବା ପାଇଁ ପ୍ରତିବଦ୍ଧତା ଦରକାର

ଭୁବନେଶ୍ୱର : (ରଙ୍ଗା ଚରଣ ପ୍ରଧାନ)- କେତେକ କୁହନ୍ତି ବର୍ତ୍ତମାନ ରାଜ୍ୟ ସରକାରରେ ଯେଉଁମାନେ ମନ୍ତ୍ରୀ ଅଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି । କେତେକ ପ୍ରଥମ ଥର ବିଧାୟକ ହୋଇଛନ୍ତି । ଏପରିକି ନିଜ ହାତରେ ଅର୍ଥ ଓ ଗୃହ ଭଳି ଗୁରୁତ୍ତ୍ୱପୂର୍ଣ ବିଭାଗ ରଖିଥିବା ମୂଖ୍ୟମନ୍ତ୍ରୀ ବି ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି । ତେଣୁ ପ୍ରଶାସନିକ ଅଭିଜ୍ଞତା ନଥିବାରୁ କାମ ଯେମିତି ହେବା କଥା ତାହା ହେଉ…

Read More

ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ରୟାଲ୍ ଦ୍ୱାରା ମିଶନ୍ ଆଶା ଆଶ୍ରମରେ ମଧ୍ୟାହ୍ନ ଭୋଜନ ଓ ପିତାପାଲି ଛକଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର : ୨୭ ଜୁଲାଇ ୨୦୨୫: ଓଡ଼ିଶାର ତଥା ଜିଲ୍ଲା ୩୨୬୨ର ଅଗ୍ରଣୀ ସାମାଜିକ ସଂଗଠନ “ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ରୟାଲ୍” ପକ୍ଷରୁ ଭୁବନେଶ୍ୱରର ଇନଫୋସିଟି ଟୁ ରୋଡ ତଳକେଦା ଛକ ନିକଟସ୍ଥ “ମିଶନ୍ ଆଶା” ଆଶ୍ରମରେ ଏକ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଆଶ୍ରମରେ ରହୁଥିବା ୨୫୦ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ପାଇଁ ଏହି ଭୋଜନର ବ୍ୟବସ୍ଥା କରାଯାଇଥିଲା। ଏହା ସହିତ ପରିବେଶ ସୁରକ୍ଷା ପାଇଁ କ୍ଲବ ଦ୍ୱାରା ପିତାପାଲି ଛକଠାରେ…

Read More

ଜିନ୍ଦଲ ଫାଉଣ୍ଡେସନର ଦୁଇ ଜଣ ଉଶୁ ଚାମ୍ପିଅନମାନ ଓଡ଼ିଶା ରାଜ୍ୟପାଳଙ୍କ ଦ୍ବାରା ସମ୍ମାନିତ

ଭୁବନେଶ୍ୱର, ୨୪/୦୭: ଗତକାଲି (୨୩ ଜୁଲାଇ ୨୦୨୫) ଭୁବନେଶ୍ୱରର ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ ପାଟି ଜିନ୍ଦଲ ଫାଉଣ୍ଡେସନ ଉଶୁ ତାଲିମ କାର୍ଯ୍ୟକ୍ରମର ଦୁଇ ଯୁବ ଖେଳାଳି – ପ୍ରେମ ମୁଣ୍ଡା ଏବଂ ରାଜକୁମାର ମୁଣ୍ଡାଙ୍କୁ ସମ୍ମାନିତ କରିଛନ୍ତି । ଏହି ଯୁବ ଖେଳାଳିମାନେ ସମ୍ପ୍ରତି ଋଷର ମସ୍କୋରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଉଶୁ ଚାମ୍ପିଅନସିପରେ ଭାରତକୁ ପ୍ରତିନିଧିତ୍ୱ କରି ପୁରୁଷ ୪୮ କିଲୋଗ୍ରାମ ଏବଂ ୫୨…

Read More

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡିଶା ଆଦିବାସୀ ମହାସଂଘ

ଭୁବନେଶ୍ୱର ୨୪ ଜୁଲାଇ ୨୦୨୫ : ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆଦିବାସୀ ମହାସଂଘ, ଓଡିଶାର କର୍ମକର୍ତ୍ତା ଓ ସଦସ୍ୟ ମାନେ ଭେଟି ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ଓ ସାମୂହିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ବିକାଶ ଆମ ସରକାରର ପ୍ରାଥମିକତା ରହିଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିବା ସମାଜର ୪ଟି ବର୍ଗଙ୍କ ଭିତରେ ପ୍ରଥମରେ ଥିବା…

Read More

ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର : (କେନ୍ଦ୍ର ସରକାରଙ୍କ ସହଯୋଗରେ ଦୁଇ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ଜରିଆରେ ସମାଧାନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ) ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଛତିଶଗଡ଼ ସହିତ ଚାଲିଥିବା ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରୀୟ ଜଳ କମିଶନରେ ସମସ୍ୟା ସମାଧାନ ପାଇଁ ହେଉଥିବା ଉଦ୍ୟମ ମନ୍ଥର ଗତିରେ ଚାଲିଥିବାରୁ କେନ୍ଦ୍ର ସରକାରଙ୍କ ସହଯୋଗରେ…

Read More