ଓଡ଼ିଶା ହସ୍ତତନ୍ତର ଗୁଣାତ୍ମକ ମାନ ହ୍ରାସ: କାରଣ -ନିରାକରଣ

ଭୁବନେଶ୍ୱର : (ରୀନା ରାଉତରାୟ)- ହସ୍ତତନ୍ତ ହେଉଛି ଭାରତୀୟ ସଂସ୍କୃତିର ଗରିମା, ଏବଂ ଓଡ଼ିଶାରେ ଏହାକୁ କଳା ଓ କୌଶଳର ଏକ ଅଦ୍ୱିତୀୟ ମିଳନ ଭାବରେ ମାନ୍ୟତା ପାଇଛି। ସମ୍ବଲପୁରୀ, ବୋମକାଇ, କୋଟପାଡ,ଖଣ୍ଡୁଆ, ବରହମ୍ ପୁରୀ, ମାଣିଆବନ୍ଧ, ଇକତ୍ ପରି ଶାଢୀ ବା କପଡା କେବଳ ପରିଧାନର ଉଦ୍ଦେଶ୍ୟରେ ତିଆରି ବସ୍ତ୍ର ନୁହେଁ, ଏଥିରେ ଥାଏ ଆମ ସଂସ୍କୃତି, ଲୋକଜୀବନ, ଐତିହ୍ୟ ଓ କାରିଗରୀର ସ୍ଫୁରଣ। ଓଡ଼ିଶା ହସ୍ତତନ୍ତର ଐତିହ୍ୟ ଓ ପରମ୍ପରା ବହୁ ପୁରାତନ।କୋଣାର୍କ ସୂର୍ଯ୍ୟମନ୍ଦିରରେ…

Read More

ଜୁଆଙ୍ଗ ପରିବାର ଯୋଜନାଠୁ ଦୂରରେ..୪ ଭିନ୍ନକ୍ଷମ ଝିଅ ହନ୍ତସନ୍ତ

କେନ୍ଦୁଝର :(ଦିଲ୍ଲୀପ ସାହୁ)- ବାଂଶପାଳ ବ୍ଲକ ଅନ୍ତର୍ଗତ ସଦର ନିର୍ବାଚନ ମଣ୍ଡଳୀର କୋଡିପଶା ପଞ୍ଚାୟତର ଘୁଙ୍ଗୀ ଗ୍ରାମର ନଟବର ଜୁଆଙ୍ଗ ନିଜର ୪ ଦିବ୍ୟାଙ୍ଗ ଝିଅଙ୍କୁ ଧରି ଦୟନୀୟ ଭାବେ ରହୁଛନ୍ତି। କରୁଣ କାହାଣୀ ଏପରି କି ୪ ଝିଅ ମଧ୍ୟରୁ କେହି ବି ଚଲାବୁଲା କରି ପାରନ୍ତିନି ,ଘୋଷରି ଘୋଷରି ଯିବା ଆସିବା କରିଥାଆନ୍ତି ତେଣୁ କେହିବି ସ୍କୁଲକୁ ଯାଇନାହାନ୍ତି ବଡ଼ଝିଅ ଯମୁନା ଜୁଆଙ୍ଗ ୧୬ ବର୍ଷ, ଦ୍ୱିତୀୟ ଝିଅ ସୁନୀତା ଜୁଆଙ୍ଗ ୧୨ ବର୍ଷ,…

Read More

ଭାଷାର ଅଭିଧାନ ଅଛି, ହେଲେ କହିବାକୁ କେହି ଜଣେ ବି ନାହିଁ

କୋରାପୁଟ : (ମାନସ ମଲ୍ଲିକ)-ପ୍ରତି ଜନଜାତିର ଭାଷା ଅଲଗା । ସେମାନଙ୍କ ଭାଷା ସାଧାରଣତଃ କଥିତ ଭାଷା ହୋଇଥିବାରୁ ଏବଂ ଲିପି ନଥିବାରୁ ପ୍ରତିବର୍ଷ ଅନେକ ଭାଷା ଲୋପ ପାଇବାରେ ଲାଗିଛି । ଏମିତି ଲୋପ ପାଇଥିବା ଏକ ଭାଷା ହେଉଛି ଆଣ୍ଡାମାନ୍ ନିକୋବର୍ ଦ୍ବୀପପୂଞ୍ଜରେ ବାସ କରୁଥିବା ଆଦିମ ଅଧିବାସୀ ଗ୍ରେଟ୍ ଆଣ୍ଡାମାନିଜ୍ ଙ୍କ ଭାଷା । ଭାଷାର ନାଁ ‘ଆକା ବୋ’ ।  ଏହି ଭାଷା ଜାଣିଥିବା ଶେଷ ମଣିଷ ଯିଏ ଥିଲେ ତାଙ୍କ…

Read More

ରେଶମ ପୋକ ଆଉ କରୁଣା ସିଲ୍କ

ଭୁବନେଶ୍ୱର: (ଜୟନ୍ତ ସେଠ) :ଗୋଟିଏ ଖଣ୍ଡୁଆ ପାଟଶାଢ଼ୀ ପାଇଁ ଯେଉଁ ପାଟ ସୂତା ସୃଷ୍ଟି କରାଯାଏ, ସେଥିରେ ପ୍ରାୟ 10 ହଜାର ରୁ 15 ହଜାର ରେଶମ ପୋକଙ୍କୁ ହତ୍ୟା କରାଯାଏ l ରେଶମ ପୋକ ଖୋଷା ଭିତରେ ଥିବାବେଳେ ଗରମ ପାଣି ରେ ପକାଇବା ବେଳେ ପୋକ ସବୁ ମରନ୍ତି l ଏ ପ୍ରକ୍ରିୟା ସେବେଠାରୁ ଚାଲିଛି, ଯେବେ ଠାରୁ ପାରମ୍ପରିକ ପାଟ ଓ ଟସର ଶାଢ଼ୀ ଆଦି ବୁଣା ଆରମ୍ଭ ହୋଇଥିଲା l ଏପରିକି…

Read More

ମୁଖ୍ୟମନ୍ତ୍ରୀ ଉଦଘାଟନ କରି ଥିଲେ, ଗଳିଲା ଛାତ ସିଲିଂ.. ଉଚ୍ଚ ସ୍ତରୀୟ ତଦନ୍ତ ଦାବି।

କେନ୍ଦୁଝର : ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତର ପାଞ୍ଚଦିନ ଯାଇନି ତାଙ୍କ ଦ୍ଵାରା ଉଦଘାଟିତ ଜନ ପ୍ରତୀକ୍ଷାଳୟ ଛାତ ସିଲିଂ ଗଳି ପଡ଼ିଥିବା ଖବର ଆସିଛି । ସୂଚନା ମିଳିଛି କି ମାତ୍ର ପାଞ୍ଚ ଦିନ ତଳେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଆସି ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ମୁଖ୍ୟ ଅତିଥି ହେବା ସହ ଜିଲ୍ଲାର ଅନେକ ପ୍ରକଳ୍ପର ଉଦଘାଟନ କରିଥିଲେ। ଯେ ହେତୁ ସେ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ତେଣୁ କେନ୍ଦୁଝର ସହରକୁ ସ୍ୱତନ୍ତ୍ର…

Read More

Handloom day Special : ଆଜିର ଦିନରେ ହସ୍ତତନ୍ତ ଓ ହାଇପ….

ବ୍ରହ୍ମପୁର : (ଶ୍ରୀମା ଶଥପଥି)- ବିବାହ, ବ୍ରତ, ଯାନିଯାତ୍ରାରେ ବ୍ରହ୍ମପୁର ପାଟର ଯେଉଁ ଚାହିଦା ଥିଲା ତାହା ବଢ଼ିବା ପରିବର୍ତ୍ତେ କମିଛି । ପାଟରା ମାନଙ୍କର ଏକ ସ୍ୱତନ୍ତ୍ର ସାହି ଥିଲା । ବୋମକେଇ ପାଟକୁ ନେଇ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ସ୍ୱତନ୍ତ୍ର ଏକ ଜାଗା ମଧ୍ୟ ଅଛି । କେବଳ ବ୍ରହ୍ମପୁର ବା ବୋମକେଇ ପାଟ ନୁହଁ ସମ୍ବଲପୁରୀ ଶାଢ଼ୀର ବିଜ୍ଞାପନ ଭଳି କପଡାଗୋଣ୍ଡା, କୋଟପାଡ଼ ଶାଢ଼ୀ, ଖଣ୍ଡୁଆ ଭଳି ବିଭିନ୍ନ ହସ୍ତତନ୍ତର ମଧ୍ୟ…

Read More

ମୁଖ୍ୟମନ୍ତ୍ରୀ ମୋହନ ମାଝୀ VS କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ Mohan VS Dharmendra

ଭୁବନେଶ୍ୱର:(ଶ୍ରୀକୁମାର ଶୁକ୍ଲା – ଖଟିରୁ) -ମୋହନ ମାଝିକୁ ବଦନାମ କରି ଧର୍ମେନ୍ଦ୍ର ପ୍ରଧାନ ନିଜେ ମୁଖ୍ୟମନ୍ତ୍ରୀ ହେବ ବୋଲି ତାକୁ କାମ କରେଇ ଦେଉନି। ଏଥର କଲେଜ ନିର୍ବାଚନରେ ଏବିଭିପି ବ୍ୟାପକ କ୍ଷତିଗ୍ରସ୍ତ ହେବ ବୋଲି ଆଜି ଖଟିରେ ଯଦୁ ଭାଇ କହିଲେ।           ଉତ୍ତରରେ ବାବୁଲି ଭାଇ କହିଲେ ନାଚି ନଜାଣି ଅଗଣାର ଦୋଷ ଭଳି  ନିଜେ କିଛି କରିନପାରି ଆଉ ଏଥିପାଇଁ ଧର୍ମେନ୍ଦ୍ରକୁ ଦୋଷ ଦେଲେ କଅଣ ହେବ? ମୋହନ ସରକାର ଯେଉଁ ସବୁ ଘଟଣାରେ…

Read More

ଶାସନ ଚଳାଇବା ପାଇଁ ପ୍ରତିବଦ୍ଧତା ଦରକାର

ଭୁବନେଶ୍ୱର : (ରଙ୍ଗା ଚରଣ ପ୍ରଧାନ)- କେତେକ କୁହନ୍ତି ବର୍ତ୍ତମାନ ରାଜ୍ୟ ସରକାରରେ ଯେଉଁମାନେ ମନ୍ତ୍ରୀ ଅଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି । କେତେକ ପ୍ରଥମ ଥର ବିଧାୟକ ହୋଇଛନ୍ତି । ଏପରିକି ନିଜ ହାତରେ ଅର୍ଥ ଓ ଗୃହ ଭଳି ଗୁରୁତ୍ତ୍ୱପୂର୍ଣ ବିଭାଗ ରଖିଥିବା ମୂଖ୍ୟମନ୍ତ୍ରୀ ବି ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି । ତେଣୁ ପ୍ରଶାସନିକ ଅଭିଜ୍ଞତା ନଥିବାରୁ କାମ ଯେମିତି ହେବା କଥା ତାହା ହେଉ…

Read More

ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ରୟାଲ୍ ଦ୍ୱାରା ମିଶନ୍ ଆଶା ଆଶ୍ରମରେ ମଧ୍ୟାହ୍ନ ଭୋଜନ ଓ ପିତାପାଲି ଛକଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର : ୨୭ ଜୁଲାଇ ୨୦୨୫: ଓଡ଼ିଶାର ତଥା ଜିଲ୍ଲା ୩୨୬୨ର ଅଗ୍ରଣୀ ସାମାଜିକ ସଂଗଠନ “ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ରୟାଲ୍” ପକ୍ଷରୁ ଭୁବନେଶ୍ୱରର ଇନଫୋସିଟି ଟୁ ରୋଡ ତଳକେଦା ଛକ ନିକଟସ୍ଥ “ମିଶନ୍ ଆଶା” ଆଶ୍ରମରେ ଏକ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଆଶ୍ରମରେ ରହୁଥିବା ୨୫୦ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ପାଇଁ ଏହି ଭୋଜନର ବ୍ୟବସ୍ଥା କରାଯାଇଥିଲା। ଏହା ସହିତ ପରିବେଶ ସୁରକ୍ଷା ପାଇଁ କ୍ଲବ ଦ୍ୱାରା ପିତାପାଲି ଛକଠାରେ…

Read More

ଜିନ୍ଦଲ ଫାଉଣ୍ଡେସନର ଦୁଇ ଜଣ ଉଶୁ ଚାମ୍ପିଅନମାନ ଓଡ଼ିଶା ରାଜ୍ୟପାଳଙ୍କ ଦ୍ବାରା ସମ୍ମାନିତ

ଭୁବନେଶ୍ୱର, ୨୪/୦୭: ଗତକାଲି (୨୩ ଜୁଲାଇ ୨୦୨୫) ଭୁବନେଶ୍ୱରର ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ ପାଟି ଜିନ୍ଦଲ ଫାଉଣ୍ଡେସନ ଉଶୁ ତାଲିମ କାର୍ଯ୍ୟକ୍ରମର ଦୁଇ ଯୁବ ଖେଳାଳି – ପ୍ରେମ ମୁଣ୍ଡା ଏବଂ ରାଜକୁମାର ମୁଣ୍ଡାଙ୍କୁ ସମ୍ମାନିତ କରିଛନ୍ତି । ଏହି ଯୁବ ଖେଳାଳିମାନେ ସମ୍ପ୍ରତି ଋଷର ମସ୍କୋରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଉଶୁ ଚାମ୍ପିଅନସିପରେ ଭାରତକୁ ପ୍ରତିନିଧିତ୍ୱ କରି ପୁରୁଷ ୪୮ କିଲୋଗ୍ରାମ ଏବଂ ୫୨…

Read More