
ଅଲିଭ୍ ରିଡଲେଙ୍କ ଛୁଆ ଫେରିବା ପ୍ରକ୍ରିୟା ଆରମ୍ଭ
ବ୍ରହ୍ମପୁର, ୨୧/୪(ବ୍ୟୁରୋ): ସାରା ବିଶ୍ୱରପ ମୋଟ ଅଲିଭ୍ ରିଡ୍ଲେଙ୍କ ମଧ୍ୟରୁ ପ୍ରାୟ ୫୦%ରୁ ଅଧିକ କେବଳ ଓଡ଼ିଶା ଉପକୂଳରେ ଦେଖିବାକୁ ମିଳିଥାଆନ୍ତି। ପ୍ରତିବର୍ଷ ନଭେମ୍ବର ମାସରୁ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ସେମାନେ ଅଣ୍ଡା ଦେଇଥାଆନ୍ତି। ଏପ୍ରିଲ ଓ ମେ’ ମାସରେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ରକୁ ଚାଲି ଯାଇଥା’ନ୍ତି। ଏବେ ଛୁଆ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଆସନ୍ତା ମେ’ ମାସ ପର୍ଯ୍ୟନ୍ତ ଜାରି ରହିବ। ସରକାରୀ ତଥ୍ୟ ଅନୁଯାୟୀ, ଚଳିତବର୍ଷ ଓଡ଼ିଶା ଉପକୂଳକୁ…