Chidananda Jena

ମୁଖ୍ୟମନ୍ତ୍ରୀ ଉଦଘାଟନ କରି ଥିଲେ, ଗଳିଲା ଛାତ ସିଲିଂ.. ଉଚ୍ଚ ସ୍ତରୀୟ ତଦନ୍ତ ଦାବି।

କେନ୍ଦୁଝର : ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତର ପାଞ୍ଚଦିନ ଯାଇନି ତାଙ୍କ ଦ୍ଵାରା ଉଦଘାଟିତ ଜନ ପ୍ରତୀକ୍ଷାଳୟ ଛାତ ସିଲିଂ ଗଳି ପଡ଼ିଥିବା ଖବର ଆସିଛି । ସୂଚନା ମିଳିଛି କି ମାତ୍ର ପାଞ୍ଚ ଦିନ ତଳେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଆସି ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ମୁଖ୍ୟ ଅତିଥି ହେବା ସହ ଜିଲ୍ଲାର ଅନେକ ପ୍ରକଳ୍ପର ଉଦଘାଟନ କରିଥିଲେ। ଯେ ହେତୁ ସେ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ତେଣୁ କେନ୍ଦୁଝର ସହରକୁ ସ୍ୱତନ୍ତ୍ର…

Read More

ଭାରତ ଯୋଡୋ ଅଭିଯାନର ରାଷ୍ଟ୍ରୀୟ ସମ୍ପାଦକ ହେଲେ ଡଃ ବିଶ୍ଵଜିତ୍

ଭୁବନେଶ୍ୱର  : ଦେଶର ଗଣତନ୍ତ୍ର, ଧର୍ମନିରପେକ୍ଷତା ତଥା ସାମାଜିକ ନ୍ୟାୟ ପାଇଁ ନିରବଚ୍ଛିନ୍ନ ଅଭିଯାନରେ ଥିବା ଭାରତ ଯୋଡୋ ଅଭିଯାନର ବିହାରର ପାଟନା ଠାରେ ଅନୁଷ୍ଠିତ ତୃତୀୟ ରାଷ୍ଟ୍ରୀୟ ସମ୍ମିଳନୀରେ ବିଶିଷ୍ଟ ଗାନ୍ଧୀବାଦୀ ଡଃ ବିଶ୍ଵଜିତଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଏହି ଭାରତ ଯୋଡୋ ଅଭିଯାନରେ ବିଶିଷ୍ଟ ସମାଜ ବିଜ୍ଞାନୀ ଯୋଗେନ୍ଦ୍ର ଯାଦବ, ବିଜୟ ମହାଜନ, ଉଲକା ମହାଜନ, ପ୍ରଫେସର ଅଜିତ ଝା ପ୍ରମୁଖ ରାଷ୍ଟ୍ରୀୟ ସଂଯୋଜକ ରହିଛନ୍ତି। ବିଭିନ୍ନ ଜନ…

Read More

Handloom day Special : ଆଜିର ଦିନରେ ହସ୍ତତନ୍ତ ଓ ହାଇପ….

ବ୍ରହ୍ମପୁର : (ଶ୍ରୀମା ଶଥପଥି)- ବିବାହ, ବ୍ରତ, ଯାନିଯାତ୍ରାରେ ବ୍ରହ୍ମପୁର ପାଟର ଯେଉଁ ଚାହିଦା ଥିଲା ତାହା ବଢ଼ିବା ପରିବର୍ତ୍ତେ କମିଛି । ପାଟରା ମାନଙ୍କର ଏକ ସ୍ୱତନ୍ତ୍ର ସାହି ଥିଲା । ବୋମକେଇ ପାଟକୁ ନେଇ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ସ୍ୱତନ୍ତ୍ର ଏକ ଜାଗା ମଧ୍ୟ ଅଛି । କେବଳ ବ୍ରହ୍ମପୁର ବା ବୋମକେଇ ପାଟ ନୁହଁ ସମ୍ବଲପୁରୀ ଶାଢ଼ୀର ବିଜ୍ଞାପନ ଭଳି କପଡାଗୋଣ୍ଡା, କୋଟପାଡ଼ ଶାଢ଼ୀ, ଖଣ୍ଡୁଆ ଭଳି ବିଭିନ୍ନ ହସ୍ତତନ୍ତର ମଧ୍ୟ…

Read More

ଭାରତରେ ମୂର୍ତ୍ତି ପୂଜା : ଉତ୍ପତ୍ତି ଓ ପରିଣାମ…

ଭୁବନେଶ୍ୱର: (ଅଭିରାମ ମଲ୍ଲିକ) -ବୌଦ୍ଧ ଓ ଜୈନ ସଂପ୍ରଦାୟଗୁଡ଼ିକ ଦ୍ୱାରା ଭାରତବର୍ଷରେ ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ମହାତ୍ମା ବୁଦ୍ଧ ଓ ଜୈନ ତୀର୍ଥଙ୍କରମାନଙ୍କ ଦ୍ୱାରା ମୂର୍ତ୍ତିପୂଜାର ସୂତ୍ରପାତ ହୋଇଥିଲା। ପ୍ରାରମ୍ଭରେ ଉକ୍ତ ଦୁଇ ସଂପ୍ରଦାୟ ମୂର୍ତ୍ତିପୂଜକ ନ ଥିଲେ। ମୂର୍ତ୍ତିପୂଜାର ବିକାଶ ପରେ ମଧ୍ୟ ଏହି ମତାବଲମ୍ବୀମାନଙ୍କ ମଧ୍ୟରେ ମତପାର୍ଥକ୍ୟ ରହି ଆସିଅଛି। ବୌଦ୍ଧ-ଜୈନ ମତର ହ୍ରାସ ସମୟରେ ଭାରତରେ ପୌରାଣିକମାନଙ୍କ ଦ୍ଵାରା ଈଶ୍ଵର-ଉପାସନା ପାଇଁ ଦେବଦେବୀଙ୍କ ମୂର୍ତ୍ତି ର କଳ୍ପନା କରାଗଲା। ଶୈବ,…

Read More

ମୁଖ୍ୟମନ୍ତ୍ରୀ ମୋହନ ମାଝୀ VS କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ Mohan VS Dharmendra

ଭୁବନେଶ୍ୱର:(ଶ୍ରୀକୁମାର ଶୁକ୍ଲା – ଖଟିରୁ) -ମୋହନ ମାଝିକୁ ବଦନାମ କରି ଧର୍ମେନ୍ଦ୍ର ପ୍ରଧାନ ନିଜେ ମୁଖ୍ୟମନ୍ତ୍ରୀ ହେବ ବୋଲି ତାକୁ କାମ କରେଇ ଦେଉନି। ଏଥର କଲେଜ ନିର୍ବାଚନରେ ଏବିଭିପି ବ୍ୟାପକ କ୍ଷତିଗ୍ରସ୍ତ ହେବ ବୋଲି ଆଜି ଖଟିରେ ଯଦୁ ଭାଇ କହିଲେ।           ଉତ୍ତରରେ ବାବୁଲି ଭାଇ କହିଲେ ନାଚି ନଜାଣି ଅଗଣାର ଦୋଷ ଭଳି  ନିଜେ କିଛି କରିନପାରି ଆଉ ଏଥିପାଇଁ ଧର୍ମେନ୍ଦ୍ରକୁ ଦୋଷ ଦେଲେ କଅଣ ହେବ? ମୋହନ ସରକାର ଯେଉଁ ସବୁ ଘଟଣାରେ…

Read More

ଜେଲ ଯିବାଠୁ ଅଧିକ ଘୃଣ୍ୟ ଥିଲା ମୁଖ୍ୟ ଗଣମାଧ୍ୟମ ଗୁଡିକର ଭୂମିକା…

ନୂଆଦିଲ୍ଲୀ : (ରଙ୍ଗା ଚରଣ ପ୍ରଧାନ)- ଆପତ୍ତି ନାହିଁ ଯେ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ୍ ପଠା ଯାଇଥିଲା । କାରଣ ରାୟ ପ୍ରକାଶ ପରେ ଦୋଷୀ ପ୍ରମାଣିତ ହୋଇ ସେ ଜେଲ୍ ଯାଇ ନଥିଲେ । ଆପତ୍ତି ନାହିଁ ଯେ ଉଭୟ ବିଜେପି ଓ କଂଗ୍ରେସ ତାଙ୍କୁ ଭ୍ରଷ୍ଟାଚାରୀ କହିଥିଲେ । କାରଣ ସେମାନେ ବିରୋଧୀ । ସେମାନେ ଏପରି କରିବେ । କିନ୍ତୁ ମୋର ଆପତ୍ତି ହେଉଛି ସେ ସମୟର ଗଣମାଧ୍ୟମର ବ୍ୟବହାରକୁ ନେଇ ।…

Read More

SIR ବିବାଦ : ଗୃହ ଯୁଦ୍ଧ ମୁହାଁ ବିହାର BIHAR

ପାଟନା : (ବିଜୟ ସାହୁ)- ନିର୍ବାଚନ କମିଶନ 1 ଅଗଷ୍ଟରେ ବିହାର ଭୋଟର ତାଲିକା ପ୍ରକାଶ କରିବା ପରେ ଯେଉଁ ତଥ୍ୟ ଦେଇଛନ୍ତି  ସେଥିରୁ ଜଣା ପଡ଼ିଲା ଯେ ସମୁଦାୟ ପୂର୍ବରୁ ରେଜିଷ୍ଟ୍ରୀ ଭୁକ୍ତ ଭୋଟର 7.93 କୋଟି ମଧ୍ୟରୁ 65 ଲକ୍ଷ ଭୋଟରଙ୍କୁ ବାଦ ଦେଇ 7.24 କୋଟି ଭୋଟରଙ୍କୁ ଡ୍ରାଫ୍ଟ ତାଲିକାରେ ରଖିଛନ୍ତି । 65 ଲକ୍ଷ ଭୋଟରଙ୍କ ମଧ୍ୟରୁ 22.3 ଲକ୍ଷ ହେଉଛନ୍ତି ମୃତ ଭୋଟର ଓ 36.3 ଲକ୍ଷ ଭୋଟର ଅନ୍ୟତ୍ର…

Read More

ଭାରତରେ କ୍ରିକେଟ ଆଉ ଚେସକୁ ନେଇ ଏକ ଆଲେଖ୍ୟ

ଭୁବନେଶ୍ୱର : (ରବି ନାରାୟଣ ସେନାପତି) – ଚେସ ଏବେ ଏକ ଆନ୍ଦୋଳନ ଭାବେ ଦେଖାଯାଇଛି। ଜଣେ କିଶୋର ଏବେ ବିଶ୍ବ ଚମ୍ପିୟାନ ହୋଇଥିବା ବେଳେ ଆଉ ଜଣେ କିଶୋରୀ ଏବେ ବିଶ୍ବ କପ ବିଜେତା। କ୍ରିକେଟ ଏ ଦେଶର ସବୁଠୁ ଲୋକପ୍ରିୟ ଖେଳ ହୋଇପାରେ କିନ୍ତୁ ଯାହା ଜଣାପଡେ ପ୍ରତି ଦିନ ଅଧିକ ଚେସ୍ ଖେଳାଳି ଇଣ୍ଟରନେଟରେ ଚେସ୍ ଖେଳୁଛନ୍ତି। କ୍ରିକେଟ ତ ନେଟରେ ଖେଳି ହେବ ନାହିଁ। କ୍ରିକେଟରେ ତିନୋଟି ଫର୍ମାଟ। ଚେସ ରେ…

Read More

ଏନ ସି ଆର ଟି ପାସିଭ, ସମଗ୍ର ଶିକ୍ଷା ପକ୍ଷରୁ ୱାର୍ଡ ସ୍କିଲ ସେଣ୍ଟର ରେ ଛାତ୍ର ଛାତ୍ରୀ ଙ୍କ ପାଇଁ ତିନିଦିନିଆ କର୍ମଶାଳା

ଭୁବନେଶ୍ୱର: ରାଜ୍ୟରେ ଛାତ୍ର ଛାତ୍ରୀ ଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଏନ ସି ଆର ଟି ପାସିଭ ଏବଂ ସମଗ୍ର ଶିକ୍ଷା ପକ୍ଷରୁ ୱାର୍ଡ ସ୍କିଲ ସେଣ୍ଟର ରେ ତିନିଦିନିଆ ବୁଟ କ୍ୟାମ୍ପ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ୩୦ ଜୁଲାଇ ରୁ ୧ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ Rajdhani Higher Secondary School , ୟୁନିଟ ୮ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ, ୟୁନିଟ ୯ ସରକାରୀ ଉଚ୍ଚ…

Read More

ଓଡ଼ିଶା ପରିଚୟ ଗଠନରେ ମୋୖସୁମୀର ଅବଦାନ ଉପରେ ଆଲୋଚନା

ଭୁବନେଶ୍ୱର; ୨୨/୬: ଅଲ୍ ଥୀଙ୍ଗସ ଓଡ଼ିଶା ଦ୍ଵାରା ଆୟୋଜିତ ମାସିକ ଆଲୋଚନା ଚକ୍ର ‘ଓଡ଼ିଶା ମନସ୍କ’ର ୧୧ତମ ସଂସ୍କରଣ ଆଜି ସହିଦନଗର ସ୍ଥିତ ଏକ୍ସ୍ଟ୍ରାଓଡିନାରୀ ଓ ସେଫ୍ ଓଡ଼ିଶା ଫର୍ ହାର୍ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଆଜିର ସେସନ୍ ଥିମ୍ ଥିଲା “ମୌସୁମୀ ମୂର୍ଛ୍ଛନା: କେବେ ଖୁସି କେବେ  ଯାତନା (ମୌସୁମୀ ଓଡ଼ିଶାର ପରିଚୟକୁ କିପରି ଗଢ଼ି ତୋଳିଛି?)”. ଏହି ଅଧିବେଶନରେ ବିଶିଷ୍ଟ ଲେଖକ ଓ ହେରିଟେଜ୍ ବିଶେଷଜ୍ଞ ଅନିଲ୍ ଧୀର, ଖାଦ୍ୟ ଗବେଷିକା ରୁତୁ ପଟ୍ଟନାୟକ,…

Read More