Chidananda Jena

KIIT ମାମଲା : ଦୁଇ ଦିନ ସମୟ ନେଲେ ସରକାର

ଭୁବନେଶ୍ୱର : କିଟ ବିଶ୍ୱ ବିଦ୍ୟାଳୟ ରେ ନେପାଳ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନ ଦୁଇ ଦିନ ପାଇଁ ସ୍ଥଗିତ l ସରକାର ପ୍ରତିଶ୍ରୁତି ପୁରଣ ନକଲେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ସାମାଜିକ କର୍ମୀମାନେ ଚେତାବନୀ ଦେଇଛନ୍ତି lବୁଧବାର କିଟ୍ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବା ସମୟରେ ସରକାରଙ୍କ ପକ୍ଷରୁ ଆଲୋଚନା ପାଇଁ ପ୍ରସ୍ତାବ ଆସିଲା । ୧୦ ଜଣିଆ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ…

Read More

ଅନ୍ଧାରରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ବିଧାନସଭା…. ଠିକ୍ ତଥ୍ୟ ଦେଉ ନାହାନ୍ତି ଜିଲ୍ଲାପାଳ

କଟକ/ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ଶାସନ ଚାଲି ଯାଇଛି, ମୋହନ ମାଝୀଙ୍କ ଶାସନ ଆସିଛି କିନ୍ତୁ ଅଫିସରରାଜ ସେମିତି ଜାରି ରହିଛି l ମୁଖ୍ୟମନ୍ତ୍ରୀଙ୍କ ଅଜ୍ଞାନତାର ସୁଯୋଗ ନେଇ ଏବେବି ପାଣ୍ଡିଆନଙ୍କ ସ୍ଳିପର ସେଲର କିଛି ଅଧିକାରୀ ଆଖିରେ ଆଙ୍ଗୁଠି ଗେଞ୍ଜି ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି । ଏହା ଆମର ମନଗଢା କାହାଣୀ ନୁହେଁ । ହସ୍ତଗତ ହୋଇଥିବା ଦୁଇଟି ଦସ୍ତାବିଜ ଏହାକୁ ଦର୍ଶାଉଛି । ଉଲ୍ଲେଖଯୋଗ୍ୟ ଯେ ୨୦୨୪ ମସିହା ଅକ୍ଟୋବର ମାସ ୧୯ ତାରିଖରେ…

Read More

ଟ୍ରମ୍ପଙ୍କ ନୀତି ଦେଖି ମନେ ପଡିଲେ ବିଜୁ ବାବୁ ଓ ତାଙ୍କ ସ୍ବପ୍ନ

ଭୁବନେଶ୍ୱର : (ବିଜୟ ସାହୁ )- ସେଦିନ ବିଜୁ ବାବୁ ଦ୍ଵିତୀୟ ପାରିରେ ବିଶାଳ ବିଧାୟକଙ୍କୁ ଜିତେଇ ମୁଖ୍ୟମନ୍ତ୍ରୀ ହେଇଥାନ୍ତି । ପ୍ରଥମେ ନିଜେ କେବଳ ଶପଥ ନେଇ ମୁଖ୍ୟମନ୍ତ୍ରୀ ଚେମ୍ବର ରେ ବସିଥାନ୍ତି । ଖୁବ ଚିନ୍ତିତ ଥାଆନ୍ତି । ମୁଁ ଓ ଏସ ୟୁ ସି ଆଇର ପୂର୍ବତନ ବିଧାୟକ କମ୍ରେଡ଼ ଶମ୍ଭୁନାଥ ନାୟକ ତାଙ୍କ ଚେମ୍ବରକୁ ଗଲୁ, ଏକ ବିଶେଷ ଦରଖାସ୍ତ ନେଇ ।ଦରଖାସ୍ତକୁ APPROVED କରି ପ୍ରାଇଭେଟ ସେକ୍ରେଟାରୀ ଙ୍କୁ ପଠେଇ…

Read More

ଆଳୁ, ପିଆଜ ପରେ ଏବେ ବିଜୁଳି ହେବ ମହଙ୍ଗା

ଭୁବନେଶ୍ୱର : ଓଇଆରସିଙ୍କ ଦ୍ଵିତୀୟ ଦିନ ଜନଶୁଣାଣୀରେ ଓପିଟିସିଏଲ ଓ ଏସଏଲଡ଼ିସି ପରିବହନ ଶୁକ୍ଳ ବୃଦ୍ଧିପାଇଁ ପ୍ରସ୍ତାବ ରଖିଲେ।ସରକାରୀ ଅଂଶଧନ ଓ ଅନୁଦାନ ନିବେଶକୁ ଅପବ୍ୟବହାର କରି ପରିବହନ ଶୁକ୍ଳ ବୃଦ୍ଧି ପାଇଁ ଚକ୍ରାନ୍ତ।ପୋଷ୍ଟେଜ ଷ୍ଟାମ୍ପ ପଦ୍ଧତିରେ ଶୁକ୍ଳ ନିର୍ଣ୍ଣୟ ବେଆଇନି, ପିଓସି ପଦ୍ଧତିରେ ଶୁକ୍ଳ ନିର୍ଣ୍ଣୟ ପାଇଁ ଶକ୍ତି ସମୀକ୍ଷକଙ୍କ ପ୍ରସ୍ତାବ ଉପରେ ଓପିଟିସିଏଲ ରାଜି। ଆୟୋଗଙ୍କ ନିର୍ଦ୍ଧେଶକୁ ଅପେକ୍ଷା। ଆସନ୍ତା ଆର୍ଥିକବର୍ଷ ୨୦୨୫-୨୬ ପାଇଁ ଖୁଚୁରା ବିଦ୍ୟୁତମୂଲ୍ୟ ନିରୂପଣ କରିବା ପାଇଁ ଆଜି ଦ୍ଵିତୀୟ…

Read More

ମାତୃ ସ୍ନେହ ଛବି ଦେଖାଇ କ’ଣ ଲୁଚେଇବାକୁ ଚାହୁଁଚି ସରକାର

ନୂଆଦିଲ୍ଲୀ/ ପ୍ରୟାଗରାଜ : (ପ୍ରଶାନ୍ତ କୁମାର ରଣସିଂହ) -: କଳ୍ପନା କରନ୍ତୁ ସରକାର କେତେ ଚତୁର, ଏହି ଫଟୋଟି ମହିଳା ଏବଂ ଶିଶୁର NIKON ର 70/250 ଲେନ୍ସ କ୍ୟାମେରା ଉପରେ ଧ୍ୟାନକେନ୍ଦ୍ରୀତ କରି ନିଆଯାଇଥିଲା, ତାପରେ ଏହା ଭକ୍ତଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଭାବରେ ପୋଷ୍ଟ କରାଯାଇଥିଲା | ମୋତେ କୁହନ୍ତୁ ତ 6 ଲକ୍ଷ ଟଙ୍କା ମୂଲ୍ୟର କ୍ୟାମେରା ଜରିଆରେ ହାଲୁକା ହସ ସହିତ କିପରି ଏହି ଫଟୋ ନିଆଯାଇଛି, ଏହି ସରକାର କେତେ…

Read More

‘କୃଷି ବଜେଟରେ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲା ଯାଇଛି ‘

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ )କୃଷି ବିଭାଗ ମାନେ କ’ଣ କେବଳ ଧାନ ପାଇଁ ୮୦୦ ଟଙ୍କା ବୋନସ ଦେବା ? କୃଷି ବିଭାଗ ପାଇଁ କଣ ଆଉ କିଛି ଖର୍ଚ୍ଚ ନାହିଁ! ଚାଲନ୍ତୁ ଦେଖିବା, ଦୁଇ ବର୍ଷ ହେଲା ଧାନ ବୋନସକୁ ବାଦ୍ ଦେଇ ମୋହନ ସରକାର କୃଷି ବିଭାଗ ପାଇଁ କେତେ ଟଙ୍କା ବଜେଟରେ ବରାଦ କରୁଛନ୍ତି। ୨୦୨୪-୨୫ ପାଇଁ ପୂର୍ବ ସରକାର କୃଷି ବିଭାଗ ପାଇଁ ୨୮୯୪୪ କୋଟି ଟଙ୍କା ବରାଦ କରିଥିଲେ।…

Read More

ଆପଣ ମାନେ ବହୁତ ବୋକା ହେଲେଣି, ଏବେ ତ ବୁଝନ୍ତୁ….

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ )-ଏମିତି ନୁହେଁ ଯେ ମନମୋହନ ସିଂହ ପୁରାପୁରି ଜଣେ ମହାନ୍ ପ୍ରଧାନମନ୍ତ୍ରୀ ଥିଲେ ଓ ତାଙ୍କ ଶାସନ ସମୟରେ କିଛି ଖରାପ ନଥିଲା। ସେ ସମୟରେ ତାଙ୍କ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ହୋଇଥିଲା ଓ ମିଡ଼ିଆ ସେ ଆନ୍ଦୋଳନକୁ ସମର୍ଥନ କରିଥିଲା। ଏହା କ଼ଂଗ୍ରେସ କିମ୍ବା ମନମୋହନ ସିଂହଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ନଥିଲା। ଏହା ସ୍ବାଭାବିକ ଥିଲା। ଏମିତି ନୁହେଁ ଯେ ଭାରତରେ ଆଗରୁ କେବେ ଆନ୍ଦୋଳନ ହୋଇ ନଥିଲା ଓ…

Read More

Off line ରୁ Ticket କିଣି Online ରେ ଚାଲିଛି ବେପାର

କଟକ/ଭୁବନେଶ୍ୱର: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଦିନିକିଆରେ କେତେକ ବ୍ୟକ୍ତି off line ମାଧ୍ୟମରେ ଟିକେଟ କିଣି Online ବିକ୍ରି କରିବାରେ ଲାଗିଛନ୍ତି l ବୁଧବାର ଅପରାହ୍ନରୁ ଏହି ବେପାର ବଢ଼ି ଯାଇଛି l କିଏ olx ତ କିଏ face book ପେଜର ସାହାରା ନେଇଛି l କିଣା ମୂଲ୍ୟରୁ ଟିକେଟ ମୂଲ୍ୟ ପାଞ୍ଚ ଗୁଣକୁ ବୃଦ୍ଧି ପାଇଛି l ଏହି ଖବର ଶେଷରେ ଏମିତି କିଛି ଟିକେଟ ବିକ୍ରି ସୂତ୍ରର…

Read More

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାଲିଆତି ନିଯୁକ୍ତି, ସିଡିଏମଓ ଘଣ୍ଟ ଘୋଡାଉଛନ୍ତି

କେନ୍ଦୁଝର,5/1- (ଦିଲ୍ଲୀପ କୁମାର ସାହୁ )-କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଲାଗି ଅନେକ ସମୟରେ ଉତ୍ତେଜନା ପ୍ରକାଶ ପାଏ କିଛି ନିରୀହ ଭଲ ଡାକ୍ତର ଅକାରଣରେ ଆକ୍ରୋଶର ଶିକାର ହୁଅନ୍ତି। ସେହିପରି ଟିବି ୱାର୍ଡରେ ବ୍ୟାପକ ଅନିୟମିତତା କଥା ଖବର ଆସେ । ତେବେ ଏହି ଡାକ୍ତରଖାନାରେ ନକଲି ସାର୍ଟିଫିକେଟ ଦେଇ ନିଯୁକ୍ତି ମିଳିବା କଥା ଆଗରୁ ଅଭିଯୋଗ ହୋଇଥିଲା ମାମଲା କୋର୍ଟରେ ଚାଲିଥିଲା ହେଲେ ଏବେ ଯକ୍ଷ୍ମା ବିଭାଗରେ ଡିଷ୍ଟ୍ରିକ୍ଟ ପ୍ରୋଗ୍ରାମ କୋର୍ଡିନେଟର…

Read More

Donald Trumpଙ୍କ ଆଗାମୀ ରଣନୀତି କିପରି ରହିବ.. USA & World Politics

ନୂଆଦିଲ୍ଲୀ : (ବିଜୟ ସାହୁ )- ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ 1947 ମସିହାରେ ଜେ ଭି ଏସ ଷ୍ଟାଲିନ ଙ୍କ ନେତୃତ୍ୱାଧୀନ ସୋଭିଏତ ୟୁନିୟନ ମୋଲତଭ ପ୍ଲାନ ଘୋଷଣା । ସୋଭିଏତ ୟୁନିୟନ ବୈଦେଶିକ ମନ୍ତ୍ରୀ ଭି. ମୋଲତଭ । ଅଫିସିଆଲି ଏହାର ନାମ Economic Recovery Programme , ERP.ସୋଭିଏତ ୟୁନିୟନ ସହ ରାଜନୈତିକ ଓ ଅର୍ଥନୈତିକ ଭାବରେ ଗୋଷ୍ଠୀଭୁକ୍ତ ହେଇଥିବା ଇଉରୋପ ଓ ଏସିଆର ଦେଶମାନଙ୍କର ପୁନର୍ଗଠନ ପାଇଁ ଏହା ସୃଷ୍ଟି କରାଯାଇଥିଲା ।…

Read More