୨୫ ପ୍ରତିଶତ ବଢ଼ିଲା ଜିଓର ରିଚାର୍ଜ ପ୍ଲାନ୍…
ନିର୍ବାଚନ ଶେଷ ହେବା ପରେ ଦେଶରେ ଦେଖାଦେଇଛି ମହଙ୍ଗା ପରସ୍ଥିତି । ସେ ପନିପରିବାଠୁ ଆରମ୍ଭ କରି ତେଲ,ଡ଼ାଲି ଓ ଚାଉଳର ରେଟ ବଢିବାରେ ଲାଗିଛି । ତେବେ ପୂର୍ବରୁ ଯେଭଳି ପୂର୍ବାନୁମାନ କରାଯାଇଥିଲା, ସେହି ଅନୁସାରେ ଟେଲିକମ୍ କମ୍ପାନି ଶୁଳ୍କରେ ବୃଦ୍ଧି ଆରମ୍ଭ କରାଯାଇଛି । ମୁକେଶ ଅମ୍ବାନିଙ୍କ ସଂସ୍ଥା ରିଲାଏନ୍ସ ଜିଓ ପକ୍ଷରୁ ବିଭିନ୍ନ ପ୍ରକାର ରିଚାର୍ଜ ପ୍ଲାନ୍ର ମୂଲ୍ୟରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରାଯାଇଛି। ଏହି ନୂଆ ଯୋଜନାଗୁଡ଼ିକ ଜୁଲାଇ…
