ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ମିଶନ ଜିରୋ ହଙ୍ଗର ଏଣ୍ଡ ଆଜୀବିକା କାର୍ଯ୍ୟକ୍ରମ ସିଏସଆର ଟାଇମ୍ସ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ଵର: ୨୪/୮ -ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି) ନିଜର ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ ପଦକ୍ଷେପ ପାଇଁ ଦୁଇଟି ପୃଥକ ବର୍ଗରେ ସିଏସଆର ଟାଇମ୍ସ ପୁରସ୍କାର ଜିତି ପୁଣି ଥରେ ସମ୍ମାନୀତ ହୋଇଛି । ଗୋଆର ପଞ୍ଜିମଠାରେ ଗତକାଲି  ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଆର ମାନ୍ୟବର ମୁଖ୍ୟମନ୍ତ୍ରୀ ଡ. ପ୍ରମୋଦ ସାୱନ୍ତ ଜେଏସପିର ସଭାପତି ତଥା ଗୃପ ହେଡ୍ (ସିଏସଆର୍)  ପ୍ରଶାନ୍ତ ହୋତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି…

Read More

ଦ୍ବିତୀୟ ଥର ଶକ୍ତିକାନ୍ତ ଦାସଙ୍କୁ ମିଳିଲା A+ ରେଟିଂ…

ନୂଆଦିଲ୍ଲୀ; ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଦ୍ବିତୀୟ ଥର ପାଇଁ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୪ରେ  ଏ ପ୍ଲସ ରେଟିଂ ମିଳିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଙ୍ଗଳବାର ଏହା ଘୋଷଣା କରାଯାଇଛି । ଏହି ରିପୋର୍ଟରେ ଡେନମାର୍କର କ୍ରିଷ୍ଟିଆନ କେଟଲ ଥମ୍ସନ୍, ଭାରତର ଶକ୍ତିକାନ୍ତ ଦାସ ଓ ସୁଇଜରଲ୍ୟାଣ୍ଡର ଥୋମାସ୍ ଯୋର୍ଡନଙ୍କୁ ଏହି ଏ ପ୍ଲସ ଗ୍ରେଡ୍ ମିଳିଛି।ମହଙ୍ଗା ନିୟନ୍ତ୍ରଣ, ଇକୋନମିକ ଗ୍ରୋଥ, କରେନ୍ସୀର ସ୍ଥାୟିତ୍ବ ଓ ସୁଧ ହାର ନିୟନ୍ତ୍ରଣ…

Read More

ମାଗଣାରେ ଜିଓ ଦେବ ୱାଇଫାଇ ସେବା

ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କମ୍ପାନୀ ନିଜ ନିଜର ୟୁଜର ମାନଙ୍କ ପାଇଁ ଅଫର୍ ଆଣିଥାନ୍ତି। ସେହିପରି ଜିଓ ମଧ୍ୟ ତାର ଗ୍ରାହକ ମାନଙ୍କ ପାଇଁ ଦଏକ ନୂତନ ଅଫର ଲଂଚ କରିଛି। ବର୍ତ୍ତମାନ ଜିଓ ବ୍ୟବହାରକାରୀଙ୍କୁ ମାଗଣାରେ ୱାଇଫାଇ ବ୍ୟବହାର କରିବାର ସୁଯୋଗ ମିଳିବ ବୋଲି ଶୁଣିବାକୁ ମିଳୁଛି। ଆପଣ ମଧ୍ୟ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚୟ! ତେଣୁ ଏହି ସ୍କିମ୍ କମ୍ପାନି ଦ୍ୱାରା ଏକ ଅଫର୍ ଅଧୀନରେ ଅଣାଯାଇଛି ଏବଂ କେବଳ…

Read More

ହିଣ୍ଡେନ୍‌ବର୍ଗ ମାମଲାରେ ହସ୍ତକ୍ଷେପ କରିବେନି କେନ୍ଦ୍ର ସରକାର…

ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କୁ ଟାର୍ଗେଟ୍‌ କରି ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଯେଉଁ ରିପୋର୍ଟ ଜାରି କରିଛି ସେଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବେ ନାହିଁ। ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ୍‌ ସ୍ପଷ୍ଟ କରିଛନ୍ତି ଯେ ଏହି ମାମଲାରେ ସରକାରଙ୍କୁ କିଛି ବି କରିବାର ନାହିଁ। ସେବି ତରଫରୁ ପ୍ରତିକ୍ରିୟା ଦିଆଯାଇଛି। ସେବି ମୁଖ୍ୟ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି ବୋଲି ସେ କହିଛନ୍ତି। ହିଣ୍ଡେନ୍‌ବର୍ଗ କରିଥିବା ନିର୍ଦ୍ଦିଷ୍ଟ…

Read More

ଅମ୍ବାନି ପରିବାରର ପୁଣି ଦବଦବା, ସମ୍ପତିର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ…

ଭାରତର ସର୍ବଶ୍ରେଷ୍ଠ ଧନୀ ପରିବାର ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନିଙ୍କ ପରିବାର। ବାର୍‌କ୍ଲେଜ୍‌ ହୁରୁନ୍‌ ଭାରତର ସବୁଠୁ ଧନୀ ବ୍ୟବସାୟୀ ପରିବାର ତାଲିକାରେ ଅମ୍ବାନି ପରିବାର ଶୀର୍ଷ ସ୍ଥାନରେ ରହିଛି। ସେମାନଙ୍କ ପାଖରେ ୨୫,୭୫,୧୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି ଯାହା ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୧୦ ପ୍ରତିଶତ। ସେହିପରି ତାଲିକାରେ ଅମ୍ବାନି ପରିବାର ପଛକୁ ଦ୍ବିତୀୟ ସ୍ଥାନରେ ରହିଛି ନୀରଜ ବଜାଜଙ୍କ ପରିବାର। ସେମାନଙ୍କ ସମ୍ପତ୍ତି ହେଉଛି ୭,୧୨,୭୦୦…

Read More

ଅଷ୍ଟମ ଥର ପାଇଁ ଅପରିବର୍ତ୍ତିତ ରହିଲା  ରେପୋ ରେଟ୍ …

ଭାରତୀୟ ରିଜର୍ଭ ବ୍ୟାଙ୍କ ଆଉ ଥରେ ରେପୋ ରେଟ୍  ଅପରିବର୍ତ୍ତିତ ରଖିଛନ୍ତି। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମୁଦ୍ରା ନୀତି କମିଟି ବୈଠକରେ ଆରବିଆଇ ଏହି ନିଷ୍ପତ୍ତି ନେଇଥିବା ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ଏହାର ଅର୍ଥ ହେଉଛି ଆପଣଙ୍କ ଋଣ କିସ୍ତି ବଢିବ ନାହିଁ କି ହ୍ରାସ ପାଇବ ନାହିଁ। ପୂର୍ବରୁ ସୁଧ ହାର ଯେତିକି ଥଲା ଏବେ ବି ସେତିକି ରହିବ। କ୍ରମାଗତ ଅଷ୍ଟମ ଥର ପାଇଁ ରିଜର୍ଭ…

Read More

ସେୟାର ବଜାରରେ ବଡ଼ ଧରଣର ପରିବର୍ତ୍ତନ, ୧୦ ଲକ୍ଷ କୋଟିରୁ ଅଧିକ କ୍ଷତି…

ସେୟାର ବଜାରରେ ବଡ଼ ଧରଣର ପରିବର୍ତ୍ତନ। ତାସ ପତ୍ତା ପରି ଭୁଶୁଡ଼ି ଗଲା ସେୟାର। ସେନ୍ସେକ୍ସ ୨୪୦୦ ପଏଣ୍ଟ ତଳକୁ ଖସି ଥିବା ବେଳେ ନିଫ୍ଟି ମଧ୍ୟ ୭୨୦ ପଏଣ୍ଟର ତଳକୁ ଖସି ଯାଇଛି। କୁହା ଯାଉଛି ଆମେରିକାରେ ଆର୍ଥିକ ମାନ୍ଦାବସ୍ଥା କାରଣରୁ ବଜାରରେ ଏପରି ଅବସ୍ଥା ଦେଖା ଦେଇଛି। ଗୋଟିଏ ମିନିଟରେ ଭୁଶୁଡି ପଡ଼ିଛି ୧୦ ଟି ସେୟାର। ଏହି ସେୟାରର ପ୍ରାୟ ୧୦ ଲକ୍ଷ କୋଟିରୁ ଅଧିକ କ୍ଷତି ହୋଇଛି। ଫଳରେ ନିବେଶଙ୍କ ମାନଙ୍କ…

Read More

ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାରକୁ ମିଳିଲା ସମ୍ମାନଜନକ ଏକ୍ସିଡ୍ ସିଏସ୍ଆର ପୁରସ୍କାର ୨୦୨୪

ନୂଆଦିଲ୍ଲୀ/ଭୁବନେଶ୍ଵର, ଅଗଷ୍ଟ ୦୪, ୨୦୨୪: ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ବ (ସିଏସ୍ଆର୍) କାର୍ଯ୍ୟକ୍ରମ ନିମନ୍ତେ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)କୁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ସମ୍ମାନଜନକ ‘ଏକ୍ସିଡ୍ ସିଏସ୍ଆର୍ ଆୱାର୍ଡ-୨୦୨୪’ରେ ସମ୍ମାନିତ କରାଯାଇଛି । ଅଗଷ୍ଟ ୨, ୨୦୨୩ରେ ହାଇଦ୍ରାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତେଲେଙ୍ଗାନାର କୃଷି ମନ୍ତ୍ରୀ ଶ୍ରୀ ଟି ନାଗେଶ୍ୱର ରାଓଙ୍କଠାରୁ ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ସିଏସ୍ଆର ମୁଖ୍ୟ ଶ୍ରୀ…

Read More

ବନ୍ଦ ହୋଇଯିବ ମହିଳା ମାନଙ୍କ ଏହି ଯୋଜନା, ଜାଣନ୍ତୁ କାରଣ…

ଗତ ବର୍ଷ ଅର୍ଥାତ୍ ବଜେଟ୍ -୨୦୨୩ ରେ କେନ୍ଦ୍ର ସରକାର ମହିଳାମାନଙ୍କ ସହ ଜଡିତ ଏକ ଯୋଜନାର ଘୋଷଣା କରିଥିଲେ। ଏହି ଯୋଜନାର ନାମ ହେଉଛି ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନା | ବର୍ତ୍ତମାନ ଖବର ହେଉଛି ମାର୍ଚ୍ଚ ୨୦୨୫ ପରେ ଏହି ଯୋଜନା ଜାରି ରଖିବାକୁ ସରକାରଙ୍କର ମୁଡ ନାହିଁ। ବାସ୍ତବରେ, ମହିଲା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ସ୍କିମ୍ ହେଉଛି ଗୋଟିଏ ଥର ଯୋଜନା, ଏବଂ ଏହି ଯୋଜନା ୨୦୨୩ ଏପ୍ରିଲ୍ ରୁ ୨୦୨୫…

Read More

ଆଜିଠୁ ନୂଆ ଫାସ୍ ଟ୍ୟାଗ୍ ନିୟମ୍ …

ନୂଆଦିଲ୍ଲୀ ; ଆଜି ଠାରୁ ଦେଶରେ ଫାସ୍‌ଟ୍ୟାଗ୍‌କୁ ନେଇ ନୂଆ ନିୟମ ଲାଗୁ ହେବ। ତିନିରୁ ପାଞ୍ଚ ବର୍ଷ ପୂର୍ବେ ଜାରି କରାଯାଇଥିବା ଫାସ୍‌ଟ୍ୟାଗ୍‌ଗୁଡ଼ିକୁ କେୱାଇସି ପ୍ରକ୍ରିୟା ପୂରଣ କରିବାକୁ ପଡ଼ିବ। ପାଞ୍ଚ ବର୍ଷରୁ ଅଧିକ ପୁରୁଣା ଫାସ୍‌ଟ୍ୟାଗ୍‌କୁ ସମ୍ପୂର୍ଣ୍ଣ ବଦଳାଇବାକୁ ହେବ। ଆସନ୍ତାକାଲିଠାରୁ ସବୁ ଫାସ୍‌ଟ୍ୟାଗ୍‌ ସହ ଗାଡ଼ିର ପଞ୍ଜୀକରଣ ନମ୍ବର ଓ ଚେଚିସ୍‌ ନମ୍ବର ଯୋଡ଼ି ହେବ। ନୂଆ ମାଲିକମାନେ ଗାଡ଼ି କିଣିବାର ୯୦ ଦିନ ଭିତରେ ସେମାନଙ୍କ ପଞ୍ଜୀକରଣ ନମ୍ବର ଅପ୍‌ଡେଟ୍‌ କରିବେ।…

Read More