
ବ୍ୟାଙ୍କ, ପୋଷ୍ଟାଲ ଠାରୁ ଅଧିକ ରିଟର୍ଣ୍ଣ ଦେଉଛି ଏହି ବୀମା ସଂସ୍ଥା … ଜାଣନ୍ତୁ
ନୂଆଦିଲ୍ଲୀ : ଭବିଷ୍ୟତ ପାଇଁ ସଞ୍ଚୟ କରିବାକୁ ଚାହୁଁଛନ୍ତି କି? ତେବେ ଆଉ କୌଣସି ବ୍ୟାଙ୍କ କି ପୋଷ୍ଟାଲ ନୁହେଁ । ଏବେ ଆପଣ ଅଧିକ ସୁଧ ଦେବ ମ୍ୟୁଚୁଆଲ ଫଣ୍ଡ । ନିଜ ରୋଜଗାରରୁ କିଛି ଟଙ୍କା ସଞ୍ଚୟ କରିବା ଦ୍ୱାରା ନିଜର ଓ ନିଜର ପରିବାରର କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଲାଗିଥାଏ । ବର୍ତ୍ତମାନ ସମୟରେ ଟଙ୍କା ସଞ୍ଚୟ କରିବାକୁ ହେଲେ ସମସ୍ତେ ବ୍ୟାଙ୍କ, ପୋଷ୍ଟାଲ, କିମ୍ୱା କୌଣସି ବୀମା ସଂସ୍ଥାରେ ଟଙ୍କା ରଖୁଛନ୍ତି…