ପ୍ରଥମ ଥର ପାଇଁ ଆୟକର (ITR) ଦାଖଲ କରୁଛନ୍ତି କି? କିପରି କରିବେ ତାହା ଆସନ୍ତୁ ଜାଣିବା

ଯଦି ଆପଣ ପ୍ରଥମ ଥର ପାଇଁ ଆୟକର ରିଟର୍ଣ୍ଣ (ITR) ଫାଇଲ୍ କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣମାନେ ଜାଣି ରଖିବା ଉଚିତ୍ ଯେ, ଆପଣ କେବଳ ଆୟକର ୱେବସାଇଟ୍ ମାଧ୍ୟମରେ ଇଲେକ୍ଟ୍ରୋନିକ୍ ମୋଡ୍ (ଇ-ଫାଇଲ୍)ରେ ରିଟର୍ନ ଫାଇଲ୍ କରିପାରିବେ । କେବଳ ୮୦ ବର୍ଷ କିମ୍ବା ତା ଠାରୁ ଉର୍ଦ୍ଧ ବୟୋଜ୍ୟେଷ୍ଠ ନାଗରିକଙ୍କ ପାଇଁ ଏକ ସ୍ବତନ୍ତ୍ର ମାନଦଣ୍ଡ ରହିଛି, ଯଦି ସେମାନେ ନିର୍ଦ୍ଦିଷ୍ଟ ମାନଦଣ୍ଡ ପୂରଣ କରନ୍ତି ତେବେ ସେମାନଙ୍କ ଆୟ କାଗଜ ପ୍ରକ୍ରିୟାରେ…

Read More

ଟମାଟୋ ଦର କାହିଁଙ୍କି ୧୦୦ ଜାଣନ୍ତୁ ,,,,,,

ନୂଆଦିଲ୍ଲୀ: କିଛି ଦିନ ଭିତରେ ହଠାତ୍‌ ଟମାଟୋ ଦାମ୍ ଆକାଶଛୁଆଁ ସ୍ତରରେ ପହଞ୍ଚିଯାଇଛି। କେଜି ପିଛା ୨୫-୩୦ ଟଙ୍କାରେ ମିଳୁଥିବା ବେଳେ ଟମାଟୋ ଏବେ କେତେକ ସ୍ଥାନରେ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି। ହାରାହାରି ଭାବେ ବିଭିନ୍ନ ସ୍ଥାନରେ ଏହାର ଦାମ୍ ୬୫-୭୦ ଟଙ୍କା ରହିଛି। ଉତ୍ପାଦନ ହ୍ରାସ ପାଇବାରୁ ଏଭଳି ସ୍ଥିତି ସୃଷ୍ଟି ହେଇଥିବା କୁହାଯାଉଛି। ସପ୍ତାହକ ଭିତରେ ଟମାଟୋ ମୂଲ୍ୟରେ ଦୁଇ ଗୁଣା ବୃଦ୍ଧି ଘଟିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ…

Read More

୩ ମାସ ବଢିପାରେ ବର୍ଦ୍ଧିତ ପେନସନ ପାଇଁ ଆବେଦନ

ନୂଆଦିଲ୍ଲୀ : ଇପିଏଫ୍ଓ ଯୋଗ୍ୟ ଇପିଏସ୍ ସଦସ୍ୟମାନଙ୍କୁ ଅବସର ପରେ ଅଧିକ ପେନସନ୍ ପାଇଁ ଆବେଦନ କରିବାର ସୁଯୋଗ ଦେଇଛି। ଫେବୃଆରୀ ୨୦୨୩ରେ ଇପିଏଫଓ ତାହାର ସଦସ୍ୟମାନଙ୍କୁ ନିଯୁକ୍ତିଦାତାଙ୍କ ସହ ମିଳିତ ଆବେଦନର ବିକଳ୍ପ ଦେଇଥିଲା । ଇପିଏସ୍ ସଦସ୍ୟଙ୍କ ପାଇଁ ଆବେଦନର ଆଜି ପାଇ ଧାର୍ଯ୍ୟ  କରାଯାଇଛି, କିନ୍ତୁ  କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ସ୍କିମର ଚାହିଦାକୁ ଦୃଷ୍ଟିରେ ରଖି ଶେଷତାରିଖକୁ ଆଉ ୩ ମାସ ବଢାଯିବାର ସମ୍ଭାବନା ରହିଛି । କର୍ମଚାରୀ ଭବିଷ୍ୟନିଧି…

Read More

ଷ୍ଟକ୍‌ ବଜାରରେ ଆଦାନି ଗ୍ରୁପର ସାତୋଟି ସଂସ୍ଥାର ୫୫ ହଜାର କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ : ହିଣ୍ଡେନ୍‌ବର୍ଗ ରିପୋର୍ଟ ଆଦାନି ଗ୍ରୁପ୍‌ର ପିଛା ଛାଡିବା ନା ନଉନି। ଗତ ଜାନୁଆରି‌ ୨୪ରେ ଏହି ବିସ୍ଫୋରକ ରିପୋର୍ଟ ପ୍ରକାଶ ପାଇବା ପରଠାରୁ ଶିଳ୍ପପତି ଗୌତମ ଆଦାନି ବ୍ୟକ୍ତିଗତ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତାଙ୍କ ସଂସ୍ଥା ଆଦାନି ଗ୍ରୁପ୍ ମଧ୍ୟ କ୍ଷତି ସହିଛି। ଏହି ରିପୋର୍ଟର ପ୍ରଭାବ ଧୀରେଧୀରେ ହ୍ରାସ ହେଉଥିବା ବେଳେ ପୁଣିଥରେ ଆଦାନିଙ୍କ ଅଡ଼ୁଆ ବଢ଼ିଛି। ହିଣ୍ଡେନ୍‌ବର୍ଗ ଯେଉଁସବୁ ଗମ୍ଭୀର ଅଭିଯୋଗ ଆଣିଥିଲା ତାହାର ତଦନ୍ତ ଆମେରିକାରେ ଆରମ୍ଭ ‌ହୋଇଛି।ଆମେରିକାରେ…

Read More

ମାଇକ୍ରନର ନିବେଶ ଭାରତର ସେମିକଣ୍ଡକ୍ଟର ଦୃଶ୍ୟପଟ୍ଟକୁ ବଦଳାଇଦେବ; ଅଶ୍ଵିନୀ ବୈଷ୍ଣବ

ନୂଆଦିଲ୍ଲୀ: ଭାରତକୁ ଚିପ୍‌ ଉତ୍ପାଦନର ହବ୍‌ରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବପ୍ନ ଶୀଘ୍ର ସାକାର ହେବାକୁ ଯାଉଛି। ଆମେରିକାର ମାଇକ୍ରୋ ଚିପ୍ ନିର୍ମାତା ମାଇକ୍ରନ୍ ଗୁଜରାଟରେ ଏକ ନୂଆ ସେମିକଣ୍ଡକ୍ଟର ଆସେମ୍ବଲି ଓ ଟେଷ୍ଟିଂ କାରଖାନା ସ୍ଥାପନ କରିବାକୁ ନିଷ୍ପତ୍ତି ‌ନେଇଛି। ମାଇକ୍ରନ୍‌ର ସିଇଓ ସଞ୍ଜୟ ମେହରୋତ୍ରାଙ୍କୁ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଭେଟିବା ପରେ ଏହି ଖବର ସାମ୍ନାକୁ ଆସିଛି। ଭାରତରେ କାରଖାନା ସ୍ଥାପନ କରିବା ଲାଗି ମାଇ‌କ୍ରନ୍‌କୁ ପ୍ରଧାନମନ୍ତ୍ରୀ…

Read More

ବିଶ୍ବ ମୂଲ୍ୟ ଶୃଙ୍ଖଳା ସହ ସମନ୍ୱିତ ହେବା ସହିତ ମୂଲ୍ୟ ଯୋଗକୁ ପ୍ରାଥମିକତା ଦେବା ଆବଶ୍ୟକ: ଫିକି ସଭାପତି ଶୁଭ୍ରକାନ୍ତ ପଣ୍ଡା

ଫିକି ଅଧ୍ୟକ୍ଷ ତଥା ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଜେନେଭାଠାରେ ଆୟୋଜିତ ଇଣ୍ଟର ନ୍ୟାସନାଲ ଚାମ୍ବର ଅଫ କମର୍ସର ତ୍ରୟୋଦଶ ୱାର୍ଲଡ ଚାମ୍ବର କଂଗ୍ରେସରେ ଅଂଶ ଗ୍ରହଣ କରି ନିଜ ବକ୍ତବ୍ୟ ରଖିଥିଲେ l ‘ଅଭିବୃଦ୍ଧିର ଲକ୍ଷ୍ୟ: କଞ୍ଚାମାଲ ଏବଂ ଅନ୍ତର୍ଭୂକ୍ତି ଆନ୍ତର୍ଜାତୀୟ ବାଣିଜ୍ୟ’ ଉପରେ ଏକ ଅଧିବେଶନରେ ଶ୍ରୀ ପଣ୍ଡା ଆର୍ଥିକ ଅଭିବୃଦ୍ଧି ତଥା ସମୃଦ୍ଧତା ନିମନ୍ତେ ଆନ୍ତର୍ଜାତୀୟ ବାଣିଜ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, “ପ୍ରାକୃତିକ ସମ୍ପଦ…

Read More

ମୋଦିଙ୍କୁ ଭେଟି ମସ୍କ କହିଲେ ଏମିତି କିଛି,,,

ଐତିହାସିକ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ତିନି ଦିନିଆ ଗସ୍ତବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ସହ ପ୍ରତିରକ୍ଷା କ୍ଷେତ୍ରରେ ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହେବ । ପ୍ରଧାନମନ୍ତ୍ରୀ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଏହାରି ଭିତରେ ବିଶ୍ୱର ସବୁଠାରୁ ବଡ ଧନୀ ତଥା ଟେସଲା ମୁଖ୍ୟ ଏଲନ ମସ୍କଙ୍କୁ ଭେଟିଛନ୍ତି ମୋଦି ।ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଏଲନ…

Read More

“ଭାରତ ଏକ ମହାଶକ୍ତି କି ନାହିଁ ମୋତେ ଫରକ ପଡ଼େନି” ; ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ

ନୂଆଦିଲ୍ଲୀ: କିଛି ଦିନ ପରେ ପୁଣି ଥରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ କଡ଼ା ସମାଲୋଚନା କରାଯାଇଛି। ଭାରତ ସମ୍ପର୍କରେ ସେ ଦେଇଥିବା ମନ୍ତବ୍ୟକୁ ଲୋକମାନେ ନାପସନ୍ଦ କରିଥିବା ବେଳେ ତାଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରିଛନ୍ତି। ରାଜନ କହିଥିଲେ ଯେ ଭାରତ ଏକ ମହାଶକ୍ତି ନା ନାହିଁ ମୋତେ କିଛି ଫରକ ପଡ଼େନି। ମୋ ପାଇଁ ତାହା ଏକ ବିଷୟ ନୁହେଁ। ‌ଜାତିର ପିତା ମହାତ୍ମା ଗାନ୍ଧି ଚାହୁଥିଲେ ପ୍ରତି ଭାରତୀୟ ଖୁସିରେ…

Read More

ଟିକେଟ୍ ବିକିବେ ଗୌତମ ଆଦାନୀ

ନୂଆଦିଲ୍ଲୀ;ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍‌ର ଅଂଶ ଆଦାନି ଡିଜିଟାଲ୍ ଲ୍ୟାବ୍‌ସ ଟ୍ରେନ୍ ଟିକଟ ବୁକିଂ କରୁଥିବା ସଂସ୍ଥା ଟ୍ରେନ୍ସମ୍ୟାନ୍‌କୁ କିଣିବା ଲାଗି ସହମତ ହୋଇଛି। ଏହି ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ‌ଯେ ଆଦାନି ପ୍ରଥମେ ଆଇଆର୍‌ସିଟିସି ପ୍ରତିଦ୍ବନ୍ଦ୍ବିତା କରିବେ ଓ ପରେ ତାହାକୁ ଅଧିଗ୍ରହଣ କରିବେ। ଆଇଆର୍‌ସିଟିସି ହେଉଛି ସରକାରଙ୍କ ଅଧିନରେ ପରିଚାଳିତ ହେଉଥିବା ଟ୍ରେନ୍ ଟିକଟ…

Read More

ଶହେ, ଦୁଇଶହ, ପାଞ୍ଚଶହ ହୋଇ ଫେରିଆସିଲା ୪୦ ପ୍ରତିଶତ ୨୦୦୦ ଟଙ୍କିଆ

ମୁମ୍ବାଇ: ଲୋକମାନେ ବ୍ୟାଙ୍କରେ ଯେତିକି ପରିମାଣର ଦୁଇ ହଜାର ଟଙ୍କିଆ ନୋଟ୍ ଜମା କରିଥିଲେ ତାହାର ୪୦ ପ୍ରତିଶତ ଅନ୍ୟ ନୋଟ୍ ରୂପରେ ଲୋକମାନଙ୍କ ପାଖକୁ ଫେରିଆସିଛି। ଖାତାରେ ୨୦୦୦ ଟଙ୍କିଆ ଜମା କରିବା ପରେ ଲୋକମାନେ ତାହାକୁ ୫୦୦, ୨୦୦ ଓ ୧୦୦ ଟଙ୍କିଆ ରୂପରେ ଉଠାଇଛନ୍ତି। ସେଥିପାଇଁ ବଜାରରେ ନଗଦ ରାଶି ପରିମାଣ ବୃଦ୍ଧି ପାଇଛି।କିଛି ଦିନ ତଳେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ ଗତ ଜୁନ୍ ୭ ସୁଦ୍ଧା…

Read More