ପୁଣି ଚର୍ଚ୍ଚାରେ କିଙ୍ଗ ଖାନ୍ ଜାଣନ୍ତୁ କାହିଁକି
ମୁମ୍ବଇ : ପୁଣି ଚର୍ଚ୍ଚାରେ ବଲିୟୁଡର କିଙ୍ଗ୍ ଖ୍ୟାନ୍ । ବଲିଉଡର ସୁପରଷ୍ଟାର ଶାହରୁଖ ଖାନ୍ ସବୁବେଳେ ନିଜ ଫିଲ୍କର ଯାଦୁରେ ପ୍ରଶଂସକ ହୃଦୟକୁ ଜିତି ଥାଆନ୍ତି । କିନ୍ତୁ ଏଥର ଫର୍ଚୁନ ଇଣ୍ଡିଆର ସେଲିବ୍ରିଟି ଟିକସଦାତା ତାଲିକାରେ ଶୀର୍ଷରେ ରହିଛନ୍ତି ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ । ସେ ସର୍ବାଧିକ ୯୨ କୋଟି ଟଙ୍କାର ଟିକସ ପ୍ରଦାନ କରିଛନ୍ତି। ଫର୍ଚୁନ ଇଣ୍ଡିଆ ୨୦୨୩-୨୪ ଆର୍ଥିକ ବର୍ଷରେ କଳାକାର ଏବଂ କ୍ରୀଡାବିତମାନେ ଦେଇଥିବା ଟିକସ ଉପରେ ଏକ…
