ତୃତୀୟ ପର୍ଯ୍ୟାୟ ଭୋଟରେ ଭାଗ୍ୟ ପରୀକ୍ଷା କରିବେ ୨୮ କୋଟିପତି …
ଭୁବନେଶ୍ୱର : ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ ୬୪ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଥିବାବେଳେ ଏମାନଙ୍କ ମଧ୍ୟରୁ ୨୮ଜଣ ହେଉଛନ୍ତି କୋଟିପତି । ବିଜେଡିର ସମସ୍ତ ୬ଜଣ ଯାକ ପ୍ରାର୍ଥୀ କୋଟିପତି ତାଲିକାରେ ଥିବାବେଳେ ବିଜେପି ଓ ବିଜେଡିର ୪ଜଣ ପ୍ରାର୍ଥୀ କୋଟିପତି ଅଛନ୍ତି । ତେବେ କୋଟିପତି ତାଲିକାରେ ବିଏସ୍ପିର ୩ଜଣ ଥିବାବେଳେ ୮ଜଣ ସ୍ୱାଧୀନପ୍ରାର୍ଥୀ ବି କୋଟିପତି ତାଲିକାରେ ରହିଛନ୍ତି । ଏଡିଆର ଏବଂ ଓଡିଶା ଇଲେକ୍ସନ ୱାଚ୍…
