ପୁରୀରେ ମୋଦିଙ୍କ ମେଗା ରୋଡ ସୋ”

ପୁରୀ: କାଳିଆ ଦର୍ଶନ କରିବା ପରେ  ବଡଦାଣ୍ଡରେ ମେଗା ରୋଡ୍ ସୋ’’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ସହ ଅଛନ୍ତି ବିଜେପି ସଭାପତି ମନମୋହନ ସାମଲ ଓ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ଏହି ରୋଡ ସୋ’’ ସମୟରେ ବଡ ଦାଣ୍ଡରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଏହାସହ ମୋଦିଙ୍କୁ ଦେଖିବା ପାଇଁ ରାସ୍ତା କଡ ଓ ପ୍ରତି ଘରର ଛାତ ଉପରେ ମଧ୍ୟ ଲୋକଙ୍କ ଗହଳି ଦେଖିବାକୁ ମିଳିଛି।…

Read More

ପୁଣି ଓଡ଼ିଶାରେ ପ୍ରଚାର କରିବାକୁ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ  ମଲ୍ଲିକାର୍ଜୁନ ଖଡଗେ …

ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ।ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି ।  ଆସନ୍ତା ୨୬, ୨୭ ଓ ୨୮ରେ ୩ ଦିନ ଧରି ନିର୍ବାଚନୀ ପ୍ରଚାର କରିବେ। । ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଗତ ୧୫ ତାରିଖ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ତଥା ଷ୍ଟାର୍‌ ପ୍ରଚାରକ ରାହୁଲ ଗାନ୍ଧୀ ବଲାଙ୍ଗୀର ଗସ୍ତ କରି…

Read More

କେଜ୍ରିୱାଲଙ୍କ ଆପକୁ ଭୋଟ ଦେବେ ରାହୁଲ ଗାନ୍ଧି …

ନୂଆଦିଲ୍ଲୀ:ରାହୁଲ ଗାନ୍ଧି ଦେବେ ଆମ ଆଦମୀ ପାର୍ଟିକୁ ଭୋଟ । ଦିଲ୍ଲୀରେ ଆସନ୍ତା ୨୫ ତାରିଖରେ  ହେବାକୁ ଥିବା  ନିର୍ବାଚନରେ କଂଗ୍ରସର ରାହୁଲ ଗାନ୍ଧି କେଜ୍ରିୱାଲଙ୍କ ଆପ୍‌‌କୁ ଭୋଟ ଦେବେ ବୋଲି ରବିବାର ଏକ ବିଶାଳ ରାଲିରେ କହିଛନ୍ତି। ନିର୍ବାଚନୀ ପ୍ରଚାର ସମୟରେ ରାହୁଲ କହିଥିଲେ, ‘ମୁଁ ଆସନ୍ତା ୨୫ ତାରିଖରେ ମତଦାନ ସମୟରେ ଆପ୍‌‌କୁ ଭୋଟ ଦେବି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସକୁ ଭୋଟ ଦେବେ।’ ଉଲ୍ଲେଖ ଯେ, ଚଳିତ ନିର୍ବାଚନରେ ବିଜେପିକୁ ଟକ୍କର…

Read More

କେନ୍ଦ୍ରୀୟ ବିଜେପି ନେତାଙ୍କୁ ରାଜନୈତିକ ପର୍ଯ୍ୟଟକ କହି ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …

ଭୁବନେଶ୍ବର :କେନ୍ଦ୍ର ନେତଙ୍କୁ ଟାର୍ଗେଟ କେଲେ ନବୀନ । ରାଜ୍ୟରେ ଦ୍ବିତୀୟ ପ୍ରର୍ଯ୍ୟାୟ ମତାଦାନ ହେବାକୁ ଥିବା ବେଳେ  କେନ୍ଦ୍ରୀୟ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଏବଂ କିଛି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରର ନେତା ମାନେ  ବାରମ୍ବାର ଓଡ଼ିଶା ଆସି ନିର୍ବାଚନ ପ୍ରଚାର ସହ ରୋଡ ସୋ’ ଜାରି ରଖିଛନ୍ତି। ଓଡ଼ିଶାରେ ବିଜେଡି ଓ ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ବିଜେପି ନେତୃତ୍ବ କଡ଼ା ସମାଲୋଚନା…

Read More

ବିଜେପିରୁ ବିଦା ହେଲେ ବିଜୟ, ସାରଦା ଓ ରାକେଶ…

ବିଜେପିରୁ ବହିଷ୍କୃତ ହେଲେ ବିଜୟ। ତାଙ୍କ ସହ ସାରଦା ପ୍ରଧାନ(ବୁଲୁ) ଏବଂ ରାକେଶ ମଲ୍ଲିକ ଦଳରୁ ବହିଷ୍କୃତ ହୋଇଛନ୍ତି । ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କରିଥିବାରୁ ଏମାନଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ରାଜ୍ୟ ବିଜେପି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରାଯାଇଛି।ବିଜୟ ମହାପାତ୍ର ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ନାଁ କୁ ମାତ୍ର ସଦସ୍ୟ ଥିଲେ । ବର୍ଷ ବର୍ଷ ଧରି ଦଳରେ ସେ କୌଣସି କାର୍ଯ୍ୟ କରି ନାହାଁନ୍ତି  ।…

Read More

ତୃତୀୟ ପର୍ଯ୍ୟାୟ ଭୋଟରେ ଭାଗ୍ୟ ପରୀକ୍ଷା କରିବେ ୨୮ କୋଟିପତି …

ଭୁବନେଶ୍ୱର : ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ ୬୪ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା  କରୁଥିବାବେଳେ ଏମାନଙ୍କ ମଧ୍ୟରୁ ୨୮ଜଣ ହେଉଛନ୍ତି କୋଟିପତି  । ବିଜେଡିର ସମସ୍ତ ୬ଜଣ ଯାକ ପ୍ରାର୍ଥୀ କୋଟିପତି ତାଲିକାରେ ଥିବାବେଳେ ବିଜେପି ଓ ବିଜେଡିର ୪ଜଣ ପ୍ରାର୍ଥୀ କୋଟିପତି ଅଛନ୍ତି । ତେବେ କୋଟିପତି ତାଲିକାରେ ବିଏସ୍‍ପିର ୩ଜଣ ଥିବାବେଳେ ୮ଜଣ ସ୍ୱାଧୀନପ୍ରାର୍ଥୀ ବି କୋଟିପତି ତାଲିକାରେ ରହିଛନ୍ତି । ଏଡିଆର ଏବଂ ଓଡିଶା ଇଲେକ୍ସନ ୱାଚ୍‍…

Read More

ବିଜୁ ଜନତା ଦଳକୁ ପୁଣି ଫେରିଲେ ଧାମନଗର ପୂର୍ବତନ ବିଧାୟକ ରାଜୁ ଦାସ…

ଭୁବନେଶ୍ବର: ବିଜେଡି ମୁହାଁ ହେଲେ ଧାମନଗରର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ।ଦଳ ବିରୋଧୀ କାର୍ଯ୍ୟ ପାଇଁ ୨୦୨୨ ରେ ବିଜୁ ଜନତା ଦଳରୁ ବାହିରି ଥିଲେ ରାଜୁ । ଏବେ  ବିଜେପିରୁ ଇସ୍ତଫା ଦେଇ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି ରାଜୁ ଦାସ । ସେ ବିଜେଡିରେ ସାମିଲ ପରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଧନ୍ୟବାଦ । ରାଜୁ ଦାସ ପ୍ରଥମେ ସ୍ୱାଧୀନ ଭାବେ ଲଢ଼ିଥିଲେ, ତା’ପରେ ବିଜେପିରେ ମିଶିଥିଲେ । ସୋରରୁ…

Read More

ଓଡ଼ିଶାକୁ ଛୁଟୁଛି ବରିଷ୍ଠ ନେତାଙ୍କ ସୁଅ…

ଭୁବନେଶ୍ବର;ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ସରିଛି କିନ୍ତୁ ଆଉ ୩ଟି ପର୍ଯ୍ୟାୟ ଭୋଟ ବାକି ରହିଛି । ନିର୍ବାଚନ ସମର ପାଇଁ ସବୁ ଦଳ ମାନଙ୍କ ପ୍ରସ୍ତୁତି ମଧ୍ୟ ଯୋର ଧରିଛି । ତେବେ ଏହାରି ଭିତରେ ଓଡ଼ିଶାକୁ ହେବିୱେଟ ନେତାଙ୍କ ସୁଅ ଛୁଟିବାରେ ଲାଗିଛି । ଗୋଟିଏ ପଟେ  ଭୁନେଶ୍ୱରରେ ନଡ୍ଡାଙ୍କ ରୋଡ୍‌ ସୋ’ । ମାଉସୀ ମା’ ଛକରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଚାଲିଛି  । ତାଙ୍କ ସହ ରହିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ…

Read More

ବିଜେପି ଛାଡ଼ିଲେ ରମାରଞ୍ଜନ ବଳିୟାରସିଂହ…

ସତ୍ୟବାଦୀ: ବିଜେପି ଛାଡ଼ିଲେ ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପିର ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ସେ ଇସ୍ତଫା ଦେବା ସହ ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି । ରମାରଞ୍ଜନ ଇସ୍ତଫାପତ୍ରରେ ଲେଖିଛନ୍ତି ବର୍ଷ ବର୍ଷ ଧରି ଦଳ ଯେଉଁ ଦାୟିତ୍ୱ ଦେଇଛି ତାହା ନିଷ୍ଠାରସହ ତୁଲାଇଛି କିନ୍ତୁ ଦଳ କ୍ରମାଗତ ଭାବେ ସତ୍ୟବାଦୀ ଏବଂ ମୋତେ ପ୍ରତାରିତ କରିଛି ।…

Read More

ମୋଦିଙ୍କ ଉପରେ ବର୍ଷିଲେ ରାହୁଲ, କିହିଲେ ଜୁନ୍ ୪ ରେ ଇଣ୍ଡିଆ ମେଣ୍ଟ ଗଢ଼ିବ ସରକାର…

ବଲାଙ୍ଗୀର; ରାହୁଲ ଗାନ୍ଧୀ ଆଜି ଓଡ଼ିଶା ଗସ୍ତ କରି ନିର୍ବାଚନ ପାଇଁ କଂଗ୍ରସ ପକ୍ଷରୁ ପ୍ରଚାର କରିଛନ୍ତି । ବଲାଙ୍ଗୀରରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ ଯୋଗ ଦେଇ ସେ  କେନ୍ଦ୍ର ସରକାର ଓ  ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲେଚନା କରିଛନ୍ତି । ଜୁନ୍ ୪ ତାରିଖରେ ଦେଶରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । କିନ୍ତୁ ସବୁଠୁ ରୋଚକ କଥା ହେଲା ସେ ଓଡ଼ିଶା ଆସି ରାଜ୍ୟ…

Read More