ସଙ୍ଗଠନକୁ ଫେରିବେ ଧର୍ମେନ୍ଦ୍ର, ସମସ୍ତ ସହଯୋଗ ସହ ମିଳିଲା ସବୁଜ ସଙ୍କେତ

୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ଏହାକୁ ଦୃଷ୍ଟିରେ ରଖି ବିଜେପି ବଡ଼ ପ୍ଲାନ ପ୍ରସ୍ତୁତ କରୁଛି। ଜାତୀୟ ରାଜନୀତିର କ୍ଷମତା ଖେଳ ଓ ଦୀର୍ଘ ପ୍ରଶାସନିକ ଅନୁଭବ ଥିବା ନେତାଙ୍କୁ ବିଭିନ୍ନ ରାଜ୍ୟର ସଙ୍ଗଠନରେ ଅବସ୍ଥାପିତ କରାଯିବ। କାହାକୁ ରାଜ୍ୟ ବିଜେପି ସଭାପତି କରାଯିବ ତ କାହାକୁ ପ୍ରଚାର କମିଟି ଅଧ୍ୟକ୍ଷ କରାଯିବ। ଏହି କ୍ରମରେ ଓଡ଼ିଶାରେ କାହାକୁ କଣ କରାଯିବ, ସେ ନେଇ ଉତ୍କଣ୍ଠା ଲାଗି ରହିଛି। ନୂଆ ସଭାପତି, ନୂଆ ପ୍ରଭାରୀ, ସହ…

Read More

ବିଦ୍ରୋହର ଦିନକ ପରେ ଦମ୍ ଦେଖାଇଲେ ଶରଦ ପାଓ୍ୱାର, ସତାରାରେ ସମର୍ଥକଙ୍କୁ ଭେଟିଲେ

ମୁମ୍ବାଇ : କେନ୍ଦ୍ରୀୟ ବିଜେପିର ଗୋଟି ଚାଳନାରେ  ଗତକାଲି ମହାରାଷ୍ଟ୍ରର ବିରୋଧି ଦଳ ନେତା ଅଜିତ ପାଓ୍ୱାରରେ ସରକାରରେ ସାମିଲ ହୋଇ ଉପ ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ଏହା ଏନସିପିରେ ଏକ ବଡ ବିଦ୍ରୋହ। ମାତ୍ର ଏହି ବିଦ୍ରୋହ ପରେ ହାର ମାନି ନାହାନ୍ତି ଏନସିପି ପ୍ରତିଷ୍ଠାତା ଶରଦ ପାୱାର । ବିଦ୍ରୋହର ଦିନକ ପରେ ଶରଦ ପାୱାର ଏବେ ପୁଣି ନିଜ ଦଳକୁ ଛିଡା କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।  ସେ ତାଙ୍କ ପାର୍ଟିର ଗ୍ରହଣଯୋଗ୍ୟ…

Read More

ଏକନାଥଙ୍କୁ ପାନେ ଦେବା ପାଇଁ ଅଜିତଙ୍କୁ ବିଜେପି ନେଇଛି : ସଞ୍ଜୟ ରାଓ୍ୱତ

ମୁମ୍ବାଇ : ମୂଳ ଶିବସେନାକୁ ଧୋକ୍କା ଦେଇ ବିଜେପି ସହ ହାତମିଳାଇଥିବା ଏକନାଥ ସିନ୍ଦେ ଖୁବ୍ ଶୀଘ୍ର ପଦରୁ ବିଦା ହେବେ। ତେଣୁ ବିଜେପିକୁ ଏକ ବିକଳ୍ପ ବ୍ୟବସ୍ଥା କରିବାକୁ ପଡ଼ିଲା। ଗତକାଲି କିଛି ବିଧାୟକଙ୍କୁ ନେଇ ଯାଇଥିବା ‘ଏନ୍‌ସିପି’  ବିଧାୟକ ଦଳ ନେତା ଅଜିତ ପାୱାର୍‌ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସୋମବାର ‘ଶିବସେନା (ୟୁବିଟି)’ ସାଂସଦ ସଞ୍ଜୟ ରାଉତ କହିଛନ୍ତି। ଖୁବ୍ ଶୀଘ୍ର ବାଚସ୍ପତିଙ୍କ ସାହାଯ୍ୟ ନେଉ ବିଜେପି ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ…

Read More

ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ପାର୍ଲାମେଣ୍ଟର ଚଳିତ ବର୍ଷର ମୌସୁମୀ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଆସନ୍ତା ଅଗଷ୍ଟ ମାସ ୧୧ ତାରିଖ ଯାଏଁ ଚାଲିବ। ଶନିବାର କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି। ଶ୍ରୀ ଯୋଗୀ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି ଯେ, ପାର୍ଲାମେଣ୍ଟର ୨୦୨୩ ମୌସୁମୀ ଅଧିବେଶନ ଜୁଲାଇ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସମସ୍ତ ଦଳଙ୍କୁ…

Read More

ଗୌହାଟିରୁ ଆସିବ ଓଡ଼ିଶା ବିଜେପି ପାଇଁ ଗୁରୁମନ୍ତ୍ର

ଭୁବନେଶ୍ୱର : ଓଡ଼ିଶାରେ ବିଜେପିର ରଣନୀତି କଣ ହେବ। ନିଜସ୍ୱ ସଂଗଠନରେ ଦଳ ଆଗକୁ ବଢିବ। ନା କିଛି ବିଜେଡି ନେତାଙ୍କୁ ଦଳକୁ ଆଣିବ। କେନ୍ଦ୍ର ରାଜନୀତିକୁ ଲକ୍ଷ୍ୟ ରଖି ନବୀନ ପଟ୍ଟନାୟକଙ୍କୁ ଆକ୍ରମଣ କରିବ ନା କରିବ ନାହିଁ। ଯଦି ଆଗୁଆ ବିଧାନସଭା ନିର୍ବାଚନ ହୁଏ, ତେବେ କଣ ରଣନୀତି ହେବ। ଓଡ଼ିଶା ବିଜେପିର ପରବର୍ତ୍ତୀ ପ୍ରଚାର କମିଟି ଅଧ୍ୟକ୍ଷ କାହାକୁ କରାଯିବ। କେଉଁ ନେତା ମନ୍ତ୍ରୀ ପଦରୁ ଅପସାରିତ ହେବେ, କାହାକୁ ମନ୍ତ୍ରୀ କରାଯିବ।…

Read More

ଗୁମାସ୍ତାଙ୍କ ଅତ୍ୟାଚାର ଏବେ କଣ କମ୍ ହେଉଛି କି ବୋଲି କହିଲେ ଭର୍ତ୍ତୁହରି.. କାହାକୁ ଏ ଆକ୍ଷେପ…ମୁରୁକି ହସିଲେ ଧର୍ମେନ୍ଦ୍ର…

ଭୁବନେଶ୍ୱର : ସାଧାରଣ ନିର୍ବାଚନକୁ ବର୍ଷକରୁ କମ୍ ସମୟ ରହିଛି। ଏହା ମଧ୍ୟରେ ରାଜ୍ୟରେ ବାକ୍ ଯୁଦ୍ଧ ଚରମସ୍ତରରେ ରହିଛି। କେତେକ କ୍ଷେତ୍ରରେ ରାଜନୈତିକ ଦଳ ଓ ଲୋକ ବ୍ୟକ୍ତିଗତସ୍ତରକୁ ଆସି ଆକ୍ରମଣ କରୁଛନ୍ତି। ଏହି କ୍ରମରେ ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକରେ ରାଜନେତାଙ୍କ ମନ୍ତବ୍ୟ କିଛିଦିନ ଚର୍ଚ୍ଚାର କାରଣ ହୋଇଯାଉଛି। ଠିକ୍ ଏହିପରି କିଛି ମନ୍ତବ୍ୟ ଭର୍ତ୍ତୃହରି ମହତାବ ପ୍ରଦାନ କରିଛନ୍ତି। ଯାହାକୁ ନେଇ ରାଜଧାନୀ ରାଜନୀତି ଓ କଟକ ବିହାରୀବାଗ୍ ଚଳଚଞ୍ଚଳ ହୋଇଛି।                କିଛିଦିନ…

Read More

ମାସକ ମଧ୍ୟରେ ୧୦ ରାଜ୍ୟସଭା ଆସନ ପାଇଁ ଭୋଟ, ପଶ୍ଚିମବଙ୍ଗରୁ ବିଜେପି ଖୋଲିବ ଖାତା

ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ଆଡ଼କୁ ଛତିଶଗଡ଼ , ରାଜସ୍ଥାନ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା ଏବଂ ମିଜୋରମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ୩ ପ୍ରମୁଖ ରାଜ୍ୟରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ବିଜେପି ଶାସିତ ଗୁଜରାଟ, ଟିଏମସି ଶାସିତ ପଶ୍ଚିମବଙ୍ଗ, ଏବଂ ବିଜେପି ଶାସିତ ଗୋଆରେ ୧୦ ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି। ନିକଟରେ ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।ଏହି ସବୁ ସଦସ୍ୟମାନଙ୍କର ଆସନ୍ତା ଜୁଲାଇରୁ ଅଗଷ୍ଟ…

Read More

ବିଜେପି ସଙ୍ଗଠନରେ ବ୍ୟାପକ ପରିବର୍ତ୍ତନ ସମ୍ଭାବନା, ଧର୍ମେନ୍ଦ୍ରଙ୍କୁ ନେଇ କଣ ରହିଛି ପ୍ଲାନ….ଜାଣନ୍ତୁ…

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନକୁ ବର୍ଷକରୁ କମ୍ ସମୟ ରହିଲାଣି। ଏହା ପୂର୍ବରୁ ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରମ୍ ରେ ବିଧାନସଭା ଭୋଟ ଗ୍ରହଣ ହେବ। ମଧ୍ୟପ୍ରଦେଶରେ ସରକାର ବଞ୍ଚାଇବା ବିଜେପି ପାଇଁ ପ୍ରଥମ ଚ୍ୟାଲେଞ୍ଜ ହେବ। କଂଗ୍ରେସ କଳିରୁ ରାଜସ୍ଥାନରେ ଫାଇଦା ନେବା, ଗତଥର ଅପେକ୍ଷା ଛତିଶଗଡ଼ରେ ଭଲ ପ୍ରଦର୍ଶନ କରିବା ଏବଂ ତେଲେଙ୍ଗାନାରେ ପୌର ନିର୍ବାଚନ ଫଳାଫଳ ବଜାୟ ରଖିବା ବିଜେପି ପାଇଁ ଆହ୍ୱାନ ସୃଷ୍ଟି କରୁଛି। ଏହି କ୍ରମରେ…

Read More

୨୦୨୪ରେ କେଉଁ ଭୂମିକାରେ ରହିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ, ତାଙ୍କୁ ସୁରକ୍ଷା ଦେବା ପାଇଁ କିଏ ଆଗେଇ ଆସିଲେ..ଜାଣନ୍ତୁ

ଭୁବନେଶ୍ୱର : ବିଜେଡି ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ କିଛିଦିନ ତଳେ ଏ ସମ୍ପାଦକୀୟ ଲେଖି ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଲୋଡିଥିଲେ। ଏହା ପରେ ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(5-ଟି) ମୁଖ୍ୟମନ୍ତ୍ରୀଙ୍କର ଏକ ଅଡିଓ ବାର୍ତ୍ତା ସାର୍ବଜନୀନ କରିଥିଲେ। ଏହା ପରେ କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ଚିଠି ଏବଂ ଅପରାଜିତା ଷଡଙ୍ଗୀଙ୍କ ଚିଠି ଘଟଣାକୁ ନୂଆ ମୋଡ଼ ଦେଇଛି। ଏହି କ୍ରମରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ୨୦୨୪ରେ କଣ ଭୂମିକା ରହିବ, ସେ ନେଇ…

Read More

ତେଲେଙ୍ଗାନାରେ ବଦଳୁଛି ରାଜନୈତିକ ପାଣିପାଗ, କେସିଆରଙ୍କୁ ଛାଡି କଂଗ୍ରେସରେ ମିଶୁଛନ୍ତି ନେତା

ହାଇଦ୍ରାବାଦ : କର୍ନାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ଦଳ ଉତ୍ସାହିତ ରହିଛି। ଆଗାମୀ ଦିନରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ନିର୍ବାଚନ ରହିଛି। ଏହା ସହିତ ତେଲେଙ୍ଗାନାରେ ମଧ୍ୟ ନିର୍ବାଚନ ରହିଛି। ବର୍ତ୍ତମାନ ସ୍ଥିତିରେ ତେଲେଙ୍ଗାନାରେ କଂଗ୍ରେସ ମଧ୍ୟ ଭଲ କରୁଛି। ଏମିତି କି ପୂର୍ବରୁ କଂଗ୍ରେସ ଛାଡି ବିଆରଏସ୍ ଏବଂ ବିଜେପି ଯାଇଥିବା ନେତା ଦଳକୁ ଫେରିବାକୁ ଚାହୁଁଛନ୍ତି। କର୍ନାଟକ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଧ୍ୟ ନିଜର ରଣନୀତି ଆରମ୍ଭ କରିଛନ୍ତି। କିଛି…

Read More