ଝାଡଖଣ୍ଡ ଫେରି ରାଜନୀତି କରିବାକୁ ରାଜ୍ୟପାଳ ରଘୁବରଙ୍କ ମନ …

ଭୁବନେଶ୍ୱର:  ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ଗତବର୍ଷ ଠାରୁ ତାଙ୍କ ନିଯୁକ୍ତି ହେବା ଠାରୁ ସେ ଲଗାତର ଖବରରେ ରହି ଆସିଛନ୍ତି। ତାଙ୍କ ପୁଅ ଓଡ଼ିଶା ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ। ନିର୍ବାଚନ ପୂର୍ବରୁ ଓଡ଼ିଶା ସାରା ଭ୍ରମଣ କରି ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଏକ ନକରାତ୍ମକ ଛବି ତୋଳିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ବିଜେପିର ବିଜୟ ପଛରେ ଅତ୍ୟନ୍ତ ଛୋଟ ହେଲେ ବି ରଘୁବରଙ୍କ ସାମାନ୍ୟ…

Read More

ପାଣ୍ଡିଆନଙ୍କୁ ନେଇ ସିନେମା ଆଣୁଛନ୍ତି Gangs of Puri ଟିମ୍

ଭୁବନେଶ୍ୱର: ନିର୍ବାଚନ ସରିଗଲା। ବିଜେଡି ହାରିଗଲା। ବିରୋଧୀ ଦଳ ନେତା ହୋଇଗଲେ ନବୀନ ପଟ୍ଟନାୟକ। ପ୍ରତିଦିନ ଶହ ଶହ ଫଟୋ ଛାଡୁଥିବା ଭି.କେ ପାଣ୍ଡିଆନ ଅବସର ନେବା ନେଇ ମଧ୍ୟ ଘୋଷଣା କଲେ। ହେଲେ ଏହି ଘୋଷଣାକୁ ଧର୍ମକୁ ଆଖିଠାର ବୋଲି କୁହାଯାଇଛି। ନିଜକୁ ଦୂରେଇ ରଖିଥିଲେ ବି ରାଜ୍ୟ ରାଜ୍ୟନୀତିରୁ ନିଜକୁ ପ୍ରାସଙ୍ଗିକ କରି ରଖିଛନ୍ତି ପାଣ୍ଡିଆନ୍। ଏହା ତାଙ୍କ ଅନିଚ୍ଛାରେ ମାତ୍ର ପ୍ରାସଙ୍ଗିକ। ଆହୁରି ଏକ ବିଷୟ ତାଙ୍କ ବିଷୟରେ ଜାଣିବା ନେଇ ଉତ୍ସୁକତା…

Read More

ମୋଦିଙ୍କ ବନ୍ଧୁ ଅଦାନୀଙ୍କୁ ଗୋପାଳପୁର ବନ୍ଦର ଟେକିଦେଲେ ମୋହନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୋପାଳପୁର ବନ୍ଦରର ଇକ୍ୱିଟି ସେୟାର ଅଦାନି ଗ୍ରୁପକୁ ହସ୍ତାନ୍ତର ସମେତ ତିନୋଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗୋପାଳପୁର ପୋର୍ଟସ୍ ଲିମିଟେଡ୍ ଅଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଏପିଏସ୍ଇଜେଡ୍)କୁ ୯୫% ଇକ୍ୱିଟି ସେୟାର ସାରପୁରଜୀ ପାଲୋନଜୀ ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ୍ ଲିମିଟେଡ୍ (ଏସ୍ପିପିଏମ୍ଏଲ୍)ରୁ ୫୬% ଏବଂ ଓଡ଼ିଶା…

Read More

ଦିନକୁ ୨୭ ଟଙ୍କା ଦେଇ ମା-ଭଉଣୀଙ୍କୁ ବିଜେପି ସରକାର ଭଣ୍ଡାଇଦେଲା-ରାମଚନ୍ଦ୍ର କାଡାମ

ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟର ବିଜେପି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଏହି ଯୋଜନାକୁ ଏକ ନିଆରା ଢଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସମାଲୋଚନା କରିଛନ୍ତି। ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ ହେବା ପୂର୍ବରୁ ଦ୍ୱିତୀୟ ବକ୍ତା ଭାବେ ଶ୍ରୀ କାଡାମ ନିଜ ଅଭିଭାଷଣ ଆରମ୍ଭ କରିଥିଲେ। ବିଭିନ୍ନ ମୌଳିକ ପ୍ରସଙ୍ଗକୁ 12ଟି ଭାଗରେ ବିଭକ୍ତ କରି ପ୍ରଶ୍ନ କରିଥିଲେ। ଏହା ମଧ୍ୟରେ ସାମାଜିକ ନ୍ୟାୟ, ଖଣି ପରିଚାଳନା ଓ ଅନ୍ୟ…

Read More

ସୁଭଦ୍ରା ଯୋଜନାକୁ ନେଇ ଉଠୁଥିବା କିଛି ପ୍ରଶ୍ନ

ଭୁବନେଶ୍ୱର: (ରଙ୍ଗା ଚରଣ ପ୍ରଧାନ)ତିନୋଟି ପ୍ରଶ୍ନର ଉତ୍ତର ମିଳୁନି, କାରଣ ପ୍ରଶ୍ନ ପଚାରିବା ଯାହାର ଦାୟିତ୍ଵ, ସେମାନେ ପଚାରୁ ନାହାନ୍ତି। ସେମାନଙ୍କ ଭିତରୁ କେତେକ ବମ୍ବେର ଗ୍ରାଣ୍ଡ ହାୟାଟ୍ ହୋଟେଲରେ ପ୍ରାୟୋଜିତ ଅୟାସି କରୁଛନ୍ତି। ରାଜ୍ୟ ସରକାର କହିଛନ୍ତି ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ। କାହା ହାତକୁ ନଗଦ ଟଙ୍କା ଆସିବ ନାହିଁ। କାର୍ଡ ବ୍ୟବହାର କରି ଜଣେ ମହିଳା ବର୍ଷକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜିନିଷ ଓ ସେବା କିଣି…

Read More

ରେଭେନ୍ସା ନାମ ବଦଳ ପ୍ରସ୍ତାବ ଏକ ବିକୃତ ମସ୍ତିଷ୍କର ପରିଚୟ

ଚଣ୍ଡିଖୋଲ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ବର୍ତ୍ତମାନ ଓଡ଼ିଶା ରେ ନିଜର ପରିଚୟ ବୋଧେ ଖୋଜୁଛନ୍ତି , ତେଣୁ ବେଳେ ବେଳେ ଉଦ୍ଭଟ କଥା ମିଡ଼ିଆରେ ଚର୍ଚ୍ଚା ପାଇଁ ଛାଡୁଛନ୍ତି ।  କଟକରେ ସ୍ୱାୟତ ଶାସନ ପାଳନ ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ବଦଳେଇବା ପାଇଁ ” ବ୍ୟକ୍ତିଗତ ” ପ୍ରସ୍ତାବ ଦେଲେ ।ବୁଦ୍ଧିଜୀବୀ ଏହା ଉପରେ ଚର୍ଚ୍ଚା କରି ମତ ଦେବାକୁ ଆହ୍ୱାନ ଦେଲେ । ଖୁସିର କଥା ଓଡ଼ିଶାର ଅଧିକାଂଶ ବୁଦ୍ଧିଜୀବୀ ଓ ରେଭେନ୍ସାର ପ୍ରାକ୍ତନ ଛାତ୍ରଛାତ୍ରୀ…

Read More

ଭଲକିନି ଚୂନା ଲଗେଇଥିଲେ ସର୍ଭେ ସଂସ୍ଥା, ଅତି ଚାଲାକିରୁ ବାଉଳା ହେଲେ ନବୀନ-ପାଣ୍ଡିଆନ୍

ଭୁବନେଶ୍ୱର : ଧାମନଗର ଉପନିର୍ବାଚନକୁ ହାଲୁକା ଭାବେ ନେଇଥିବା ବିଜେଡି ପଦ୍ମପୁର ଉପନିର୍ବାଚନରୁ ସକ୍ରିୟ ହୋଇଥିଲା। ଏହି କ୍ରମରେ ବିଜେଡି ଦେଶର ଜଣାଶୁଣା ନିର୍ବାଚନ ପ୍ରକ୍ରିୟା ପରିଚାଳନା ସହଯୋଗୀ ପ୍ରଶାନ୍ତ ପାଣ୍ଡେ ଓରଫ୍ ପ୍ରଶାନ୍ତ କିଶୋରଙ୍କ ସହ ଯୋଗାଯୋଗ କରିଥିଲା। ବିଜେଡିର ନମ୍ବର ଦୁଇ କୁହାଯାଉଥିବା ତତ୍କାଳୀନ ଅଧିକାରୀ ତଥା ଭି.କେ ପାଣ୍ଡିଆନ ଏବଂ କେତେକ ବାବୁ ପ୍ରଶାନ୍ତଙ୍କ ସହ ଆଲୋଚନା କରୁଥିଲେ। ବିଜେଡି ପ୍ରଶାନ୍ତଙ୍କ ସହ ଯୋଗାଯୋଗ କରୁଥିବା ଖବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଲିଟିକାଲ୍…

Read More

ନିର୍ବାଚନୀ ଭେଳା ବୁଡିବା ପରେ ବିଜେଡିର ମନେ ପଡିଲେ ଆମ୍ବେଦକର …

ଭୁବନେଶ୍ୱର- ଦିନ ଥିଲା ନବୀନ ପଟ୍ଟନାୟକଙ୍କ କଥା ଛାଡନ୍ତୁ। ପାଣ୍ଡିଆନ୍ ଛିଙ୍କିଦେଲେ ଗଣମାଧ୍ୟମରେ ଖବର ହେଉଥିଲା। ହେଲେ ଏବେ ସେପରି ହେଉନାହିଁ। କେତେକ ଗୁରୁତ୍ୱପୂର୍ଣ୍ଣ ଖବର ଏବେ ଲୁଚି ଯାଉଛି। ଗତ ସ୍ୱାଧୀନତା ଦିବସରେ ରାଜ୍ୟପାଳଙ୍କ ପକ୍ଷରୁ ଡକାଯାଇଥିବା ନୈଶ୍ୟ ଭୋଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯାଇ ନ ଥିଲେ। ଏହା ରଘୁବର ଦାସଙ୍କ ପୁତ୍ର ଓ ସହଯୋଗୀଙ୍କ ଦ୍ୱାରା ଓଡ଼ିଆ ଏଏସଓ ମାଡ ଘଟଣାର ପ୍ରତିବାଦ ଥିଲା। ମାତ୍ର କେହି ଏହାକୁ ଖବରଟିଏ…

Read More

ସାମାଜିକ ନ୍ୟାୟର କାର୍ଯ୍ୟସୂଚୀ ହିଁ ବିଜୟର ଚାବିକାଠି, ବିଜେଡି ଛାତ୍ର ସାମ୍ମୁଖ୍ୟ ମାନସମନ୍ଥନରେ ମନଖୋଲି କହିଲେ ସଭିଏଁ

ଭୁବନେଶ୍ୱର : ଓଡ଼ିଶାର ଜନସଂଖ୍ୟାର ଅଧା ପଛୁଆବର୍ଗ। ପ୍ରାୟ 40 ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର। ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କ ଉନ୍ନତି ହିୱ ରାଜ୍ୟର ଭବିଷ୍ୟତକୁ ସୁଦୃଢ କରିବ। ଅତୀତରେ କଣ ହୋଇଛି ବା କଣ ନ ହୋଇଛି, ତାହା ପର କଥା। ଭବିଷ୍ୟତର ରଣନୀତି ନିର୍ଦ୍ଦାରଣ କରାଯିବା ଦରକାର। ପଛୁଆବର୍ଗଙ୍କ ପାଇଁ ଶିକ୍ଷାରେ ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ପଡିବ। ଅନୁରୂପ ଭାବେ ଏସସି,ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ…

Read More

 ନବାନ୍ନ ଘେରାଉ କାହାର ପ୍ରତିଫଳନ ଥିଲା ?

କୋଲକାତା : (ବିଜୟ ସାହୁ)-RG KAR ମେଡ଼ିକାଲରେ ନୃଶଂସ ଦୁଷ୍କର୍ମ ଓ ହତ୍ୟାର ଏକ Political Twist ଥିଲା ନବାନ୍ନ ବା ପଶ୍ଚିମବଙ୍ଗ ନୂତନ ସଚିବାଳୟ ଅଭିଯାନ । ଗତ ୨୭ ତାରିଖରେ ପ୍ରତିବାଦକାରୀଙ୍କ କ୍ଷୋଭର ବର୍ଷଣ ଦେଖା ଯାଇଥିଲା । ହାୱଡା ଓ କଲିକତାର ଯମଜ ସହର ଗୁଡିକରୁ ଯୁବକମାନେ ଅପରାହ୍ନରେ ବିଭିନ୍ନ କୋଣରେ ବହୁ ସଂଖ୍ୟାରେ ବିକ୍ଷୋଭ ପ୍ରଦର୍ଶନ କରି ମମତା ବାନାର୍ଜୀଙ୍କର ଇସ୍ତଫା ଦାବୀ କଲେ । ସେମାନଙ୍କ ଦାବୀ ଥିଲା ମମତା…

Read More