ସବୁ ଥାଇ କାହିଁକି ଧର୍ମେନ୍ଦ୍ର ଆଜି ବିବଶ.. ଅସହାୟ….

ଭୁବନେଶ୍ୱର : (ସତ୍ୟଜିତ ମିଶ୍ର)-ଛାତିରେ ଥିଲା ଲୌହ ସାଞ୍ଜୁ। ଶତ୍ରୁ ପକ୍ଷର ଭାଲ, ତୀର, ବର୍ଚ୍ଛା ଆସି ଏ ସାଞ୍ଜୁରେ ପ୍ରତିଘାତ ଦେଉଥିଲା। ଝଣ ଝର୍ଯର ଶବ୍ଦରେ ଖସି ପଡୁଥିଲା। ସେନାପତିଙ୍କ ହାତରେ ଥିବା ଲହ ଲହ ଅଶୀ କେତେବେଳେ ସରଳ ରେଖାରେ ତ କେତେ ବେଳେ ଚକ୍ରାକାରରେ ଘୁର୍ଣ୍ଣାୟମାନ ହୋଇ ଶତ୍ରୁର ଶିର ଛେଦନ କରୁଥିଲା। ସେନାପତି ଆଗେଇ ଚାଲୁ ଥିଲେ। ଧୀରେ ଧୀରେ ପାଦ ଅବଶ ହୋଇ ପଡ଼ିଲା। କାରଣ ପିଠିରେ ଲଟକି ରହିଥିଲା…

Read More

ସୋନମ ୱାଙ୍କଚୁକ ଓ ଅନ୍ୟାନ୍ୟ ତଥ୍ୟ

ଲଦାଖ : (ବିଜୟ ସାହୁ)-ଲଦାଖ ଓ ଏହାର ଶାନ୍ତିଦୂତ ବାଙ୍ଗଚୁଙ୍ଗଙ୍କ ଦେଶପ୍ରେମ ପରୀକ୍ଷାର ସମ୍ମୁଖୀନ ହେଇଛନ୍ତି । ସେମାନେ ଚୀନ ଏଜେଣ୍ଟ, ପାକିସ୍ତାନ ଏଜେଣ୍ଟ, ନେପାଳ ଏଜେଣ୍ଟ, ବଙ୍ଗଳା ଦେଶ ଏଜେଣ୍ଟ, ଆମେରିକା ଏଜେଣ୍ଟ ଭାବରେ ଅଭିଯୁକ୍ତ ହେଇ ଜେଲ ଯାଇଛନ୍ତି ।ଏହି ଅଭିଯୋଗ ଦିଲ୍ଲୀ ଦରବାର ଓ ସେମାନଙ୍କ କୋଳ ପୋଷା ମିଡ଼ିଆ ପ୍ରଚାର କରି ଚାଲିଛନ୍ତି । ପୂର୍ବରୁ ଜାମ୍ମୁ କାଶ୍ମୀର ମୁସଲିମମାନେ ଦେଶଦ୍ରୋହୀ ଟୀକା ପିନ୍ଧିଥିଲେ, ଏବେ ପାଳି ଲଦାଖ ବୁଦ୍ଧିଷ୍ଟମାନଙ୍କର   ।…

Read More

ନେପାଳ ନୂଆ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଓ ଆହ୍ୱାନ

କାଠମାଣ୍ଡୁ : (ବିଜୟ ସାହୁ)-ପ୍ରେସିଡେଣ୍ଟ ରାମଚନ୍ଦ୍ର ପୌଡେଲ ଗତକାଲି ପୂର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଶ୍ରୀମତୀ ସୁଶୀଲା କାର୍କିଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବରେ ଶପଥପାଠ କରାଇଛନ୍ତି ।ଓ ଶପଥପାଠ ପରେ ରାଷ୍ଟ୍ରପତି ପାର୍ଲିଆମେଣ୍ଟକୁ ଭାଙ୍ଗି ଦେଇଛନ୍ତି ।ଆଗାମୀ 5 ମାର୍ଚ୍ଚ 2026ରେ ନିର୍ବାଚନ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଆମେ ଆଶା କରିବା ନେପାଳର ପ୍ରଥମ ମହିଳା ମୁଖ୍ୟ ନ୍ୟାୟାଧୀଶ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀମତୀ କାର୍କିନେପାଳ ଜନତାଙ୍କ ଦାବୀ ଅନୁଯାୟୀ କାର୍ଯ୍ୟ କରିବେ ।କିନ୍ତୁ…

Read More

ବଡ଼ ବିତର୍କ : ରାଷ୍ଟ୍ରପତି, ସଂସଦ ଓ ନିୟମ

ନୂଆଦିଲ୍ଲୀ:(ବିଜୟ  ସାହୁ)-ତାମିଲନାଡୁ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ Reference ପ୍ରଶ୍ନକୁ ସୁପ୍ରିମ କୋର୍ଟ ରାୟରେ ସମସ୍ତ ସାମ୍ବିଧାନିକ ପ୍ରଶ୍ନର ଉତ୍ତର ଦିଆ ସରିଛି । ତେଣୁ ରାଷ୍ଟ୍ରପତିଙ୍କ Reference ଅପ୍ରୟୋଜନ ।ସମ୍ବିଧାନର ଅନୁଛେଦ 145(3) ଅନୁଯାୟୀ 5ଜଣିଆ ସମ୍ବିଧାନ ବେଞ୍ଚର ଆବଶ୍ୟକତା ନାହିଁ । ଡିଭିଜନ କିମ୍ବା ତିନି ଜଣିଆ ବେଞ୍ଚ ସାମ୍ବିଧାନିକ ପ୍ରଶ୍ନ ଉପରେ ଅତୀତରେ ଉତ୍ତର ଦେଇ ସାରିଛନ୍ତି । ସୁପ୍ରିମକୋର୍ଟ ସମ୍ବିଧାନିକ ବିଶ୍ୱସ୍ତତାକୁ ବଜାୟ ରଖିବା ପାଇଁ ଟାଇମ ଲାଇନ ନିର୍ଦ୍ଧାରଣ କରିବା ଜରୁରୀ…

Read More

ଅନୁଚ୍ଛେଦ 142 ଆଧାରରେ ଆମେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ କ୍ଷମତା ପ୍ରୟୋଗ ପାଇଁ Straightjacket formula ନିର୍ଣ୍ଣୟ କରି ପାରିବୁ କି ?

ନୂଆଦିଲ୍ଲୀ : (ବିଜୟ ସାହୁ)-ମନୁ ସିଙ୍ଘଭିଙ୍କ ଉତ୍ତର – ଅନୁଛେଦ 200 ଓ 201ରେ ଉଲ୍ଲେଖ କ୍ଷମତା ପ୍ରୟୋଗ ପାଇଁ ସାଧାରଣ ଟାଇମ ଲାଇନ ଜରୁରୀ ।” Contemporaneous realities of huge delay “କୁ ଦୃଷ୍ଟିରେ ରଖି କୋର୍ଟ Ivory tower ମତ ଗ୍ରହଣ କରି ପାରିବେ ନାହିଁ । ତେଣୁ ସାଧାରଣ ଟାଇମ ଲାଇନ ଜରୁରୀ । ଜଷ୍ଟିସ ବିକ୍ରମ ନାଥଙ୍କ ଟିପ୍ପଣୀ : ଅନୁଛେଦ 200 ଓ 201 ରେ ସମୟ ସୀମା…

Read More

ପ୍ରଧାନମନ୍ତ୍ରୀଙ୍କ
ଏଣ୍ଟାୟେର ପଲିଟିକାଲ
ସାଇନ୍ସ ବିବାଦ ଓ ତାଙ୍କ ଡିଗ୍ରୀ

ନୂଆଦିଲ୍ଲୀ : (ବିଜୟ ସାହୁ )- ବିଚିତ୍ର ଦେଶ, ବିଚିତ୍ର ଆଇନ ।ନାଗରିକ 11 ଡକୁମେଣ୍ଟ ନ ଦେଲେ 10 ଥର ଭୋଟ ଦେଇଥିଲେ ବି ନାଁ କଟିଯିବ, କିନ୍ତୁ ଜଣେ ପ୍ରଧାନମନ୍ତ୍ରୀ ତାଙ୍କର ସାର୍ଟିଫିକେଟ ସର୍ବସାଧାରଣରେ ପ୍ରକାଶ କରିବେ ନାହିଁ ।ଆଜି ଦିଲ୍ଲୀ ହାଇକୋର୍ଟର ଜାଣିକିଆ ବେଞ୍ଚ ଜଷ୍ଟିସ ସଚୀନ ଦତ୍ତ ସେଇ ରାୟ ଦେଲେ ।ସାର୍ଟିଫିକେଟର କ୍ରନୋଲୋଜି ଟିକିଏ ବନ୍ଧୁମାନେ ତାଜା ସ୍ମରଣ କରିବା ଉଦ୍ଦେଶ୍ୟରେ ପୋଷ୍ଟ ଟି ଲେଖୁଛି । 2014 ଲୋକସଭା…

Read More

ନିର୍ବାଚନ କମିଶନଙ୍କୁ
ଝଟକା,  ୨୨ ତାରିଖକୁ ଅପେକ୍ଷା

ନୂଆଦିଲ୍ଲୀ : (ବିଜୟ ସାହୁ)- ସୁପ୍ରିମକୋର୍ଟ  ଜଷ୍ଟିସ ସୂର୍ଯ୍ୟକାନ୍ତ ମିଶ୍ର ଓ ଜଷ୍ଟିସ ଜୟମାଲା ବାଗ୍ଚିଙ୍କ ପୀଠ ତୃତୀୟ ଦିନର ଶୁଣାଣି ପରେ ଯେଉଁ ଅନ୍ତରୀମ ଆଦେଶ ଦେଇଛନ୍ତି ତାହା ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ । 6 ଦଫା ଲିଖିତ ନିର୍ଦେଶନାମା ପରବର୍ତ୍ତୀ 22 ତାରିଖ ଶୁଣାଣି ବେଳେ SIR ର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମକୋର୍ଟ ତର୍ଜମା କରିବାକୁ ବାଧ୍ୟ । କାରଣ ସମସ୍ତ ଆବେଦନକାରୀଙ୍କ ମୂଳ ଆବେଦନ ଥିଲା ନିର୍ବାଚନ କମିଶନ ଙ୍କ ସାମ୍ବିଧାନନିକ…

Read More

ମୁଖ୍ୟମନ୍ତ୍ରୀ ମୋହନ ମାଝୀ VS କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ Mohan VS Dharmendra

ଭୁବନେଶ୍ୱର:(ଶ୍ରୀକୁମାର ଶୁକ୍ଲା – ଖଟିରୁ) -ମୋହନ ମାଝିକୁ ବଦନାମ କରି ଧର୍ମେନ୍ଦ୍ର ପ୍ରଧାନ ନିଜେ ମୁଖ୍ୟମନ୍ତ୍ରୀ ହେବ ବୋଲି ତାକୁ କାମ କରେଇ ଦେଉନି। ଏଥର କଲେଜ ନିର୍ବାଚନରେ ଏବିଭିପି ବ୍ୟାପକ କ୍ଷତିଗ୍ରସ୍ତ ହେବ ବୋଲି ଆଜି ଖଟିରେ ଯଦୁ ଭାଇ କହିଲେ।           ଉତ୍ତରରେ ବାବୁଲି ଭାଇ କହିଲେ ନାଚି ନଜାଣି ଅଗଣାର ଦୋଷ ଭଳି  ନିଜେ କିଛି କରିନପାରି ଆଉ ଏଥିପାଇଁ ଧର୍ମେନ୍ଦ୍ରକୁ ଦୋଷ ଦେଲେ କଅଣ ହେବ? ମୋହନ ସରକାର ଯେଉଁ ସବୁ ଘଟଣାରେ…

Read More

ଜେଲ ଯିବାଠୁ ଅଧିକ ଘୃଣ୍ୟ ଥିଲା ମୁଖ୍ୟ ଗଣମାଧ୍ୟମ ଗୁଡିକର ଭୂମିକା…

ନୂଆଦିଲ୍ଲୀ : (ରଙ୍ଗା ଚରଣ ପ୍ରଧାନ)- ଆପତ୍ତି ନାହିଁ ଯେ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ୍ ପଠା ଯାଇଥିଲା । କାରଣ ରାୟ ପ୍ରକାଶ ପରେ ଦୋଷୀ ପ୍ରମାଣିତ ହୋଇ ସେ ଜେଲ୍ ଯାଇ ନଥିଲେ । ଆପତ୍ତି ନାହିଁ ଯେ ଉଭୟ ବିଜେପି ଓ କଂଗ୍ରେସ ତାଙ୍କୁ ଭ୍ରଷ୍ଟାଚାରୀ କହିଥିଲେ । କାରଣ ସେମାନେ ବିରୋଧୀ । ସେମାନେ ଏପରି କରିବେ । କିନ୍ତୁ ମୋର ଆପତ୍ତି ହେଉଛି ସେ ସମୟର ଗଣମାଧ୍ୟମର ବ୍ୟବହାରକୁ ନେଇ ।…

Read More

SIR ବିବାଦ : ଗୃହ ଯୁଦ୍ଧ ମୁହାଁ ବିହାର BIHAR

ପାଟନା : (ବିଜୟ ସାହୁ)- ନିର୍ବାଚନ କମିଶନ 1 ଅଗଷ୍ଟରେ ବିହାର ଭୋଟର ତାଲିକା ପ୍ରକାଶ କରିବା ପରେ ଯେଉଁ ତଥ୍ୟ ଦେଇଛନ୍ତି  ସେଥିରୁ ଜଣା ପଡ଼ିଲା ଯେ ସମୁଦାୟ ପୂର୍ବରୁ ରେଜିଷ୍ଟ୍ରୀ ଭୁକ୍ତ ଭୋଟର 7.93 କୋଟି ମଧ୍ୟରୁ 65 ଲକ୍ଷ ଭୋଟରଙ୍କୁ ବାଦ ଦେଇ 7.24 କୋଟି ଭୋଟରଙ୍କୁ ଡ୍ରାଫ୍ଟ ତାଲିକାରେ ରଖିଛନ୍ତି । 65 ଲକ୍ଷ ଭୋଟରଙ୍କ ମଧ୍ୟରୁ 22.3 ଲକ୍ଷ ହେଉଛନ୍ତି ମୃତ ଭୋଟର ଓ 36.3 ଲକ୍ଷ ଭୋଟର ଅନ୍ୟତ୍ର…

Read More