ପ୍ରକଳ୍ପକୁ ନେଇ ବିଜେପି ଭିତରେ ଶୀତଳ ଯୁଦ୍ଧ….ମୁକୁ ବନାମ ମନମୋହନ କ୍ୟାମ୍ପ ଶିବିର ଚଳଚଞ୍ଚଳ..

ଭୁବନେଶ୍ୱର: (ସମ୍ପାଦିତ ଅଂଶ)- ଭଦ୍ରକ ଜିଲ୍ଲାରେ ଟେକ୍ସଟାଇଲ୍ ପାର୍କର ଆନୁଷ୍ଠାନିକ ମଞ୍ଜୁରୀ ପରେ ରାଜ୍ୟ ବିଜେପି ରାଜନୀତିକୁ ନେଇ ସାମାଜିକ ଗଣମାଧ୍ୟମରେ ମତ ରଖିଥିଲେ ବିଜେଡି ସମର୍ଥକ ତଥା ଖୋଲାକଥା ଫେମ୍ ସତ୍ୟଜିତ ମିଶ୍ର। ତାଙ୍କ ମୂଳଲେଖାର ଭାବକୁ ଅକ୍ଷୁର୍ଣ୍ଣ ରଖାଯାଇ ସମ୍ପାଦିତ ଅଂଶ ନିମ୍ନରେ ପ୍ରଦାନ କରାଯାଇଛି। -ଶ୍ରୀ ମିଶ୍ର କହିଛନ୍ତି ଯେ, ପୂର୍ବ ନବୀନ ପଟ୍ଟନାୟକ  ସରକାର ଥିଲେ ରାଜନୈତିକ ସମୀକ୍ଷକ ମାନେ ଆବଶ୍ୟକତା ଠାରୁ ଅଧିକ ଉତ୍ପାତ ହେଉଥିଲେ। ସେ ଜଣେ ସାଧାରଣ…

Read More

ଉପ ରାଷ୍ଟ୍ରପତିଙ୍କ ଅନାସ୍ଥା ନାକଚ: ଇତିହାସରେ ଧନକଡ ଓ ହରିବଂଶଙ୍କ ଭୂମିକା

ନୂଆଦିଲ୍ଲୀ: (ବିଜୟ ସାହୁ) – ଇନସାଫ କି ଡଗର ପେ ଏ ଦେଶ ହେ ତୁମର ରଖନା ତୁମ ସମ୍ଭାଲ କେ lଧଙ୍କଡ଼ଙ୍କ ଉପରେ ଅବିଶ୍ୱାସ ପ୍ରସ୍ତାବ ନାକଚ ହେଲା ସେଥିପାଇଁ ମୁଁ ବିବ୍ରତ ନୁହେଁ । ବିବ୍ରତ ଏଇଥି ପାଇଁ ଯେ ନାକଚ କଲା ବେଳେ ରାଜ୍ୟସଭାର ସେଇ ଚେୟାରରେ କିଏ ବସିଥିଲେ ଯେଉଁଠି ଦିନେ ଦିନେ ପ୍ରଥମ ଅଧ୍ୟକ୍ଷ ସର୍ବପଲ୍ଲୀ ରାଧାକୃଷ୍ଣନ ବସିଥିଲେ । ଆମେ ଯଦି ରାଧାକୃଷ୍ଣନଙ୍କୁ ରାଜ୍ୟସଭାର ଜନକ କହୁଛେ ତାହେଲେ…

Read More

ହାରିବା ପରେ ବି ଭୋଟରଙ୍କୁ ପଢିବାରେ ଭୁଲ୍ କରୁଛି ବିଜେଡି …ଆମ୍ବେଦକରଙ୍କ ଅପମାନକୁ ନେଇ ଦଳରେ ଭୟଙ୍କର ନୀରବତା….

ଭୁବନେଶ୍ୱର : ବିଧାନସଭା ନିର୍ବାଚନ ଫଳାଫଳ ପରେ ବିଜେପି ଆଦିବାସୀ ବର୍ଗରୁ ମୁଖ୍ୟମନ୍ତ୍ରୀ, ସାଧାରଣ ଓ ପଛୁଆବର୍ଗରୁ ଜଣେ ଲେଖାଏଁ ଉପ ମୁଖ୍ୟମନ୍ତ୍ରୀ ନିଯୁକ୍ତ କଲା। କଂଗ୍ରେସ ମଧ୍ୟ ଆଦିବାସୀ ବର୍ଗରୁ ବିଧାୟକ ଦଳ ନେତା, ସାଧାରଣ ବର୍ଗରୁ ଉପ ନେତା ଏବଂ ସଂଖ୍ୟାଲଘୁ ବର୍ଗରୁ ମୁଖ୍ୟ ସଚେତକ ନିଯୁକ୍ତ କଲା। ଦୁଇ ଜାତୀୟ ଦଳ ସାମାଜିକ ସମୀକରଣରୁ ଗୁରୁତ୍ୱ ଦେଲେ। ଆଗାମୀ ଦିନର ରାଜନୀତିରେ ସାମାଜିକ ସମୀକରଣ, ସାମାଜିକ ନ୍ୟାୟ ଓ କଥିତ ହିନ୍ଦୁତ୍ୱ ଉପରେ…

Read More

କେତେ ସତ ପ୍ରତାପଙ୍କୁ ରାହୁଲଙ୍କ ଆକ୍ରମଣ, ଅଙ୍ଗେଲିଭା କଥା ରଖିଲେ ସୁଲତା

ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦/୧୨-  ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ଵାରା ଆଘାତ ପ୍ରାପ୍ତ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ଗତକାଲି ଠାରୁ କହି ଆସିଛନ୍ତି l କେତେ ଜଣ ଏହାର ସିସିଟିଭି କ୍ୟାମେରା ଫୁଟେଜ ପାଇଁ ଦାବି କରିଛନ୍ତି l ଏ ପର୍ଯ୍ୟନ୍ତ କୌଣସି ଭିଡ଼ିଓ ରାହୁଲ ଗାନ୍ଧୀ ଏପରି କରିଥିବା ଜଣା ପଡି ନାହିଁ l ଏହା ମଧ୍ୟରେ ବର୍ତ୍ତମାନ ସମୟର ଚର୍ଚ୍ଚିତ ସାଂସଦ ସୁଲତା ଦେଓଙ୍କ ଏକ ପୋଷ୍ଟ ଘଟଣାକୁ ବୁଝିବାକୁ ଏକ ନିଛକ…

Read More

ଆବୁଆ ସରକାର ଇତିହାସ :ମୋ ରାଜ୍ୟ ମୋ ସରକାର

ଜାମସେଦପୁର: (ବିଜୟ ସାହୁ)-ଶିବୁ ସୋରେନ ପରିବାର ଏକ ସଂଗ୍ରାମରୁ ସୃଷ୍ଟି । ବରିଷ୍ଠ ସୋରେନଙ୍କ ପୂର୍ବଜଙ୍କ ଠାରୁ ଆରମ୍ଭହେମନ୍ତ ସୋରେନଙ୍କ ପର୍ଯ୍ୟନ୍ତ ସାନ୍ତାଳ ଆଦିବାସୀଙ୍କ ଅଧିକାର ଲଢେ଼ଇ ପଥରେ ଝାଡ଼ଖଣ୍ଡ ଅନେକ ଉତ୍ଥାନ ପତନ ଦେଖିଛି , କିନ୍ତୁ  ଝାଡ଼ଖଣ୍ଡ ବାସୀ ଓ ଆଦିବାସୀ ରାଷ୍ଟ୍ର ଶକ୍ତି ଆଗରେ କେବେ ମୁଣ୍ଡ ନୁଆଁଇ ନାହାଁନ୍ତି । ଏହାର ଫଳ ଚଳିତ ଝାଡଖଣ୍ଡ ନିର୍ବାଚନରେ ଦେଖିବାକୁ ମିଳିଛି । 81 ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ହେମନ୍ତ ସୋରେନଙ୍କ…

Read More

ଏକାଠି ରହିବା ତ…..ବଞ୍ଚିବା…. ନଚେତ୍…………

ବିଜୟ ସାହୁ – ସମସ୍ତେ ଏକ ହେଲେ ଓ ସେଫ ହେଲେ ! କିନ୍ତୁ ଏହାପରେ ସମସ୍ତେ ଏକ ହେଇ ଆଦାନୀଙ୍କୁ ସେଫ କରିବେ ତ ?ବର୍ତ୍ତମାନର ସବୁଠାରୁ ବଡ଼ ଚର୍ଚ୍ଚା ମହାରାଷ୍ଟ୍ରରେ ଆଦାନୀ ସାମ୍ରାଜ୍ୟର 2200 କୋଟି ଲାଞ୍ଚ କାରବାର ବୁମେରାଙ୍ଗ ହେଇ ଇଣ୍ଡିଆ ମେଣ୍ଟକୁଚୁର ଚୁର କରିଦେଲା । କାରଣ କେନ୍ଦ୍ର ସରକାର ଏହି ଲାଞ୍ଚ କାରବାରରେ ନିଜ ହାତକୁ ସଫା କରି ନୀରବ ହେଇଗଲେ ଓ ବଚସ୍କର ମିଡିଆ ମାଧ୍ୟମରେ ପ୍ରଚାର କଲେ…

Read More

ମହାରାଷ୍ଟ୍ର ରାଜନୀତିର ଐତିହାସିକ ପଟ୍ଟ ପରିବର୍ତ୍ତନ ଓ କଂଗ୍ରେସ ରାଜନୀତି ଏହାର ଜନ୍ମଦାତା

ମୁମ୍ବାଇ: (ବିଜୟ ସାହୁ)- ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଦେଖି କଂଗ୍ରେସ ଓ ନାଗରିକ ସମାଜ ଯେଉଁ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି ତାହା ଏକ ବୃଥା ଅରଣ୍ୟ ରୋଦନ । ଏକଦା ଭାରତୀୟ ଜାତୀୟ କଂଗ୍ରେସ ମହାରାଷ୍ଟ୍ରରୁ କମ୍ୟୁନିଷ୍ଟ ମାନଙ୍କୁ ଓ କଂଗ୍ରେସ-ସମାଜ ବାଦୀ ଗୋଷ୍ଠୀଙ୍କୁ ମୂଳୋତ୍ପାଟନ କରିବା ପାଇଁ ଓ ମହାରାଷ୍ଟ୍ରର ଶ୍ରମଜୀବୀ ସଂଗଠନଗୁଡିକୁ ଧ୍ୱଂସ କରିବା ପାଇଁ ବାଲ ଥାକ୍କରେଙ୍କୁ ଅସ୍ତ୍ର କରିଥିଲା , ଚଳିତ ନିର୍ବାଚନରେ ସମାନ ରଣ କୌଶଳ ପ୍ରୟୋଗ କରି ବିଜେପି…

Read More

ସମଗ୍ର ବିଶ୍ଵର ଯୁଦ୍ଧ ଓ ଅସ୍ତ୍ର କାରବାର ରାଜନୀତିରେ କ’ଣ ରୋକ୍ ଲାଗିବ!!!

ନୂଆଦିଲ୍ଲୀ: (ବିଜୟ ସାହୁ)- Sydney Blumenthal ଜଣେ ଆମେରିକୀୟ ଲେଖକ । ସେ ଆବ୍ରାହାମ ଲିଙ୍କନଙ୍କ ଜୀବନୀ ଉପରେ ପାଞ୍ଚ ଖଣ୍ଡରେ 3ଟି ପୁସ୍ତକ ପ୍ରକାଶ କରିଛନ୍ତି । ପୁସ୍ତକଗୁଡିକ ହେଲା – A self made-man , Wrestling With His Angel and All The Powers Of Earth .ସେ ଆମେରିକାରେ Guardian ପତ୍ରିକାର ସ୍ତମ୍ଭକାର । ପୂର୍ବରୁ ବିଲ କ୍ଲିଣ୍ଟନ ଓ ହିଲାରୀ କ୍ଲିଣ୍ଟନଙ୍କ ସିନିୟର ଉପଦେଷ୍ଟା ଥିଲେ ।ମାସକ ତଳେ…

Read More

ସରକାରରେ ସବୁକିଛି ଠିକ୍ ଚାଲୁନାହିଁ…. କାହିଁକି ଏମିତି କହିଲେ ରୁବେନ୍ …. ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଖବର ତାଙ୍କୁ ଦେଉଛି କିଏ….

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜର ଟିମ୍ ଗଠନ କରିପାରୁନାହାନ୍ତି। ଦଳ ଭିତରେ ହେଉ କି ପ୍ରଶାସନରେ ନିଜର ଛାପ ଛାଡିବା ଭଳି ଟିମ୍ ଗଠନ କରିପାରୁ ନାହାନ୍ତି। ସେ ଭଦ୍ର ଲୋକ ଓ ସମସ୍ତଙ୍କୁ ନେଇ ଆଗକୁ ଯିବାକୁ ଚାହୁଁଛନ୍ତି। ହେଲେ ସେ ଦିଗରେ ସଫଳ ହୋଇନାହାନ୍ତି। ଦଳର ନବ ନିର୍ବାଚିତ ବିଧାୟକ, କର୍ମୀ ଓ ଦଳର କିଛି ପୁରୁଖା ନେତାଙ୍କ ଏକ ଅଦୃଶ୍ୟ ଚାପ ତାଙ୍କ ଉପରେ ରହୁଛି। ତେଣୁ ନିଷ୍ପତ୍ତି ନେବା…

Read More

ଡେମୋକ୍ରାଟ କେବଳ ପରାଜିତ ନୁହଁନ୍ତି ବିଲୁପ୍ତି ପଥରେ ଐତିହାସିକ ପଦକ୍ଷେପ

ନୂଆଦିଲ୍ଲୀ: (ବିଜୟ ସାହୁ)-2024 ଆମେରିକା ରାଷ୍ଟ୍ରପତି ନିର୍ବାଚନ ଭାରତବାସୀଙ୍କ ପାଇଁ ” ବେଗାନୀ ଶାଦୀ ମେଁ ଅବ୍ଦୁଲ୍ଲା ଦୀବାନା ” କି ?କିନ୍ତୁ ସରକାରୀ ଭାବରେ ଫଳାଫଳ ଘୋଷଣା ଓ ସରକାରୀ ଭାବରେ ହ୍ଵାଇଟ ହାଉସକୁ ପ୍ରବେଶ ପୂର୍ବରୁ ଡୋନାଲଡ଼ ଟ୍ରମ୍ଫଙ୍କୁ ବିଜୟ ବାର୍ତା ପଠାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ଭାରତବାସୀ ଦୀବନା !“ଗଣତନ୍ତ୍ରର ଜନନୀ ଭାରତ ” ଗଣତନ୍ତ୍ରର ଅଧିବକ୍ତା ଆମେରିକାର ଗଣତନ୍ତ୍ର ହତ୍ୟାର ମହାନ ପର୍ବରେ ଢୋଲ ବାଦକ ହେଇଛନ୍ତି । 2024 ବିଶ୍ଵ…

Read More