ଏଲଆଇସିର ଜବରଦସ୍ତ ପ୍ଲାନ , ଦିନକୁ ମାତ୍ର ୫୫ ଟଙ୍କା ସଂଚୟ କରି ପାଆନ୍ତୁ ୪୮ ହଜାର ଟଙ୍କାର ଲାଭ …

ଜୀବନ ବୀମା କିଣିବା ପାଇଁ ଦେଶରେ ବହୁ ସଂଖ୍ୟକ ଲୋକ ସରକାରୀ କମ୍ପାନୀ ଏଲଆଇସି ଅର୍ଥାତ ଜୀବନ ବୀମା ନିଗମ ଉପରେ ନିର୍ଭର କରିଥାନ୍ତି । ଏଲଆଇସିରେ ଏମିତି ଅନେକ ପ୍ଲାନ ରହିଛି ଯାହା ନିବେଶକମାନଙ୍କୁ ବୀମା ର ଲାଭ ଦେବା ସହ ଭଲ ରିଟର୍ଣ୍ଣ ମଧ୍ୟ ଦେଇଥାଏ । ଏଭଳି ଏକ ପ୍ଲାନ ହେଉଛି ଏଲଆଇସିର ଜୀବନ ଉମଙ୍ଗ, ଯାହା ନିବେଶକମାନଙ୍କୁ ସାରା ଜୀବନ ଉପକୃତ କରିବା ସହ ପରିପକ୍ୱତା ଉପରେ ମଧ୍ୟ ଲାଭ ଦେଇଥାଏ…

Read More

ରଜନୀକାନ୍ତ ସିଂହଙ୍କୁ ବିଧାୟକ ଟିକେଟ୍ ଦେବାକୁ ଚାହୁଁ ନାହାନ୍ତି କି ବିଜେଡି ମୁଖିଆ ?

ଅନୁଗୋଳ : ଅନୁଗୋଳ ଵିଧାୟକ ରଜନୀକାନ୍ତ ସିଂହ ଉପବାଚସ୍ପତି ପଦ ଛାଡିବା ପରେ ତାଙ୍କ ରାଜନୈତିକ ଭବିଷ୍ୟତ ନେଇ ନିର୍ବାଚନମଣ୍ଡଳୀ ଆଲୋଚନା ଜାରି ରହିଛି। ଅନୁଗୋଳ ଜିଲ୍ଲାରେ  ମଣ୍ଟୁବାବୁ ଭାବରେ ପରିଚିତ ଶ୍ରୀ ସିଂହ ଏଠାରୁ ଲଗାତାର ଚାରିଥର ବିଧାୟକ ହୋଇ ଗଲେଣି। ଦୀର୍ଘ ସମୟ ଧରି ସେ ଉପ-ବାଚସ୍ପତି ପଦ ମଧ୍ୟ ଅଳଙ୍କୃତ କରିଥିଲେ। ପୂର୍ବରୁ ଜିଲ୍ଲା ସଭାପତି ଦାୟିତ୍ୱରେ ମଧ୍ୟ ଦୀର୍ଘଦିନ କାର୍ଯ୍ୟ କରୁଥିଲେ। ଅନୁଗୋଳ ଜିଲ୍ଲାରେ ତାଙ୍କୁ ବାଦ୍  ଦେଇ ଚାରି ଚାରି…

Read More

‘ଟାଇଗର ୩’ ରିଲିଜରେ ପ୍ରେକ୍ଷାଳୟରେ ଫୁଟିଲା ବାଣ …

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ୩’ ରିଲିଜ୍ ହୋଇଛି। ଏହି ଅବସରରେ ତାଙ୍କ ପ୍ରଶଂସକମାନେ ମାଲେଗାଓଁର ଏକ ଥିଏଟର ଭିତରେ ବାଣ ଫୁଟାଇଥିଲେ । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏବେ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ବାସ୍ତବରେ ଦୀପାବଳି ଦିନ ‘ଟାଇଗର ୩’ ରିଲିଜ୍ ହୋଇଛି। ସଲମାନଙ୍କ ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ  ଅଛନ୍ତି ।…

Read More

 ତିନି ପ୍ରସିଦ୍ଧ ବ୍ୟାଟରଙ୍କୁ ପଛରେ ପକାଇ ଦେଲେ  କେଏଲ୍ ରାହୁଲ

ମୁମ୍ବାଇ : ଭାରତରେ ଜାରି ରହିଥିବା କ୍ରିକେଟ୍ ବିଶ୍ୱକପର ଦିନକ ପରେ ସେମି ଫାଇନାଲ ଭେଟଘାଟ୍ ହେବାକୁ ଯାଉଛି। ହେଲେ ଏହା ପୂର୍ବ ମ୍ୟାଚ୍ ରେ କେଏଲ ରାହୁଲ ଏକ କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ଯାହା କୌଣସି ଭାରତୀୟ ବ୍ୟାଟରଙ୍କ ପାଇଁ ଗୌରବର ବିଷୟ। ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଭାରତ ବିଶାଳ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ଶ୍ରେୟସ୍ ଆୟରଙ୍କ ସମେତ କେଏଲ ରାହୁଲ ଦ୍ରୁତତମ ଶତକ ହାସଲ କରିଥିଲେ। ରାହୁଲ ମାତ୍ର ୬୨ ବଲରେ…

Read More

ସେମିଫାଇନାଲରେ ଭରତ ପାଇଁ ଏହି ଦୁଇ ଖେଳାଳି ହୋଇପାରନ୍ତି ଚିନ୍ତାର କାରଣ …

ଟିମ୍ ଇଣ୍ଡିଆ ବିଶ୍ୱକପ୍ ୨୦୨୩ରେ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ୯ଟି ଯାକ ମ୍ୟାଚ୍ ଜିତିଛି। ଦଳ ଏବେ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବେ। ନ୍ୟୁଜିଲାଣ୍ଡ ୯ଟି ମ୍ୟାଚ୍ ରୁ ୫ଟିରେ ବିଜୟୀ ହୋଇଛି। ଲିଗ୍ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ ଓ୍ଵିକେଟରେ ପରାସ୍ତ କରିଥିଲା । କିନ୍ତୁ ସେମିଫାଇନାଲରେ କଡ଼ା ଟକ୍କର ହୋଇପାରେ। ଏହି ମ୍ୟାଚ୍ ରେ ଭାରତକୁ ରାଚିନ୍ ରବୀନ୍ଦ୍ର ଓ ଟ୍ରେଣ୍ଟ ବୋଲ୍ଟଙ୍କ ପ୍ରତି ସାବଧାନ ରହିବାକୁ ପଡ଼ିବ। ଏହି ଦୁଇ ଖେଳାଳି…

Read More

ତୁର୍କୀରେ ହେବ ସର୍ବାଧିକ ମୁଦ୍ରାସ୍ଫୀତି, କେତେ ନମ୍ବରରେ ରହିବ ଭାରତ…

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଭୌଗୋଳିକ ରାଜନୈତିକ ଅନିଶ୍ଚିତତା ବିଶ୍ୱ ଅର୍ଥନୀତିକୁ ୨୦୨୪ ମସିହାରେ ଅଧିକ ପ୍ରଭାବିତ କରିବାର ଆଶଙ୍କା କରାଯାଉଛି।  ସମଗ୍ର ବିଶ୍ୱର ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ହେବା ସହ  ମୁଦ୍ରାସ୍ଫୀତି ବୃଦ୍ଧି ପାଇବ ବୋଲି ଅର୍ଥନୀତି ବିଶାରଦ ମତ ବ୍ୟକ୍ତି କରିଛନ୍ତି। ‌ଅଶୋଧିତ ତେଲ ଦର ଅଧିକ ଭାରତର ମୁଦ୍ରାସ୍ଫୀତି ଆଶାଠାରୁ ଅଧିକ ରହିବ ବୋଲି ରେଟିଂ ଏଜେନ୍ସି ଫିଚ୍‌  ଏବେ ଠାରୁ ସତର୍କ କରାଇ ସାରିଲେଣି। ମାତ୍ର  ଅଶୋଧିତ ତେଲ ଦର ୨୦୨୫ରେ…

Read More

ତିନି ମୁଖ୍ୟ ପଦରେ ତିନି ମହିଳାଙ୍କୁ ଦେଖିବ କି ଓଡ଼ିଶା !

ଭୁବନେଶ୍ୱର : ଏକ ସଙ୍ଗରେ ରାଜ୍ୟ ପ୍ରଶାସନ ତିନୋଟି ଭିନ୍ନ ଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ମହିଳାଙ୍କୁ ଦେଖିବାର ସମ୍ଭାବନା ସୃଷ୍ଟି ହୋଇଛି। ଏନେଇ କିଛିବର୍ଷ ହେବ ଆଲୋଚନା ରାଜ୍ୟ ପ୍ରଶାସନିକ ମହଲରେ ଜାରି ରହିଥିଲା। ମାତ୍ର କିଛିଦିନ ପୂର୍ବରୁ  ଓଡ଼ିଶା କ୍ୟାଡର ଭାରତୀୟ ପୁଲିସ୍ ସେବା ଅଧିକାରୀ ତଥା ୧୯୮୯ ବ୍ୟାଚ୍ ଅଫିସର  ବି.ରାଧିକା  କେନ୍ଦ୍ରୀୟ ଡେପୁଟେସନ ଅବଧିକୁ ସମାପ୍ତ କରି ତାଙ୍କୁ ଓଡ଼ିଶା  ଫେରିଛନ୍ତି। ବର୍ତ୍ତମାନ ଡିଜିପି  ଥିବା ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଚଳିତବର୍ଷ ଶେଷରେ…

Read More

ମିଲେଟ୍ କୈନ୍ଦ୍ରିକ କାର୍ଯ୍ୟକ୍ରମରେ ରାଜ୍ୟ ଆଗାମୀ ଦିନରେ ପ୍ରମୁଖ ଭୂମିକା ଗ୍ରହଣ କରିବ

ଭୁବନେଶ୍ୱର : ମିଲେଟ୍‌ ତଥା କ୍ଷୁଦ୍ରଶସ୍ୟ ଭାରତର ପାରମ୍ପରିକ ଖାଦ୍ୟ। ଏହି ଲଘୁଶସ୍ୟକୁ ବିଶ୍ୱରେ ପ୍ରୋତ୍ସାହିତ କରିବା ଦିଗରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଶୁଷ୍କ ଓ କମ ରାସାୟନିକ ସାରରେ ଏହି ଚାଷ ହୁଏ। ତେଣୁ ମିଲେଟ୍‌କୁ ‘ଜଳବାୟୁ ସ୍ମାର୍ଟ ଫସଲ’ କୁହାଯାଏ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଏହି କାର୍ଯ୍ୟକ୍ରମ ରାଜ୍ୟପାଳ ରଘୁବର ଦାସଙ୍କ ଦ୍ୱାରା ଉଦଯାପିତ ହୋଇଥିଲା। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ନିତି ଆୟୋଗ ଓ ଭାରତ…

Read More

ଖୋଖୋ ଖେଳାଳିଙ୍କ ପ୍ରଶିକ୍ଷଣର ଭୂ-ସ୍ୱର୍ଗ ହେବ ଓଡ଼ିଶା

ଭୁବନେଶ୍ୱର : ଓଡ଼ିଶାରେ ପ୍ରତିଷ୍ଠା ହେବ ଖୋଖୋ ଉଚ୍ଚଗୁଣବତ୍ତା କେନ୍ଦ୍ର । ଏଥିଲାଗି ଦୁଇଦିନ ପୂର୍ବରୁ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) ଭାରତ ସହ ଓଡ଼ିଶା ସରକାରଙ୍କ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଚୁକ୍ତି ସ୍ବାକ୍ଷର‌ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିନୀଲ କ୍ରିଷ୍ଣାଙ୍କ ସହ ଏଏମ୍‌ଏନ୍‌ଏସ୍‌ର କେଜି କୁବୋତା ଓ ସପର୍ଣ୍ଣା ନନ୍ଦ ଉପସ୍ଥିତ ଥିଲେ। ଚୁକ୍ତି ଅନୁଯାୟୀ…

Read More

ସେମିଫାଇନାଲରେ ଯଦି ବର୍ଷା ହୁଏ ତେବେ କ’ଣ ହେବ ? ଜାଣନ୍ତୁ …

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳ ଚଳିତ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚ୍ ୧୫ ନଭେମ୍ବରରେ ମୁମ୍ବାଇର ୱାନଖେଡେ ଷ୍ଟାଡ଼ିୟମ୍ ନ୍ୟୁଜିଲ୍ୟାଣ୍ଡ ସହ ଖେଳିବ  | ଟିମ୍ ଇଣ୍ଡିଆ ବିଶ୍ୱକପ୍ ୨୦୨୩ ରେ କ୍ରମାଗତ ୮ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି  | ତେବେ ରୋହିତଙ୍କ ଟିମ ନେଦରଲ୍ୟାଣ୍ଡ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ ହାରିଗଲେ ମଧ୍ୟ ଏହା ଟେବୁଲରେ ଭାରତର ସ୍ଥିତିକୁ କୌଣସି ପରିବର୍ତ୍ତନ କରିବ ନାହିଁ। ଟୁର୍ନାମେଣ୍ଟର ଫର୍ମାଟ୍ ଅନୁଯାୟୀ ଟେବୁଲ୍ ଟପ୍ ଦଳକୁ…

Read More