ଅଦମ୍ୟ ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ଶାରୀରିକ ଅକ୍ଷମତା
ଭୁବେନେଶ୍ୱର;ସଫଳତାର ସ୍ଵାଦ ଚାଖିବା ପାଇଁ କେବଳ ଯେ ସୁସ୍ଥ ଶରୀର ଥିବା ଆବଶ୍ୟକ ତାହାକୁ ଭୁଲ୍ ପ୍ରମାଣିତ କରି ଦେଖାଇଛନ୍ତି ଏହି ଦୁଇ ଦିବ୍ୟାଙ୍ଗ ବନ୍ଧୁ । ଆଜି ବି ସମାଜ ନଜରରେ ଦିବ୍ୟାଙ୍ଗ ମାନେ ଉପେକ୍ଷିତ । କିନ୍ତୁ କିଛି କରି ଦେଖାଇବା ପାଇଁ ଦୃଢ଼ ମନୋବଳ ନେଇ ଆଗେଇ ଚାଲିଛନ୍ତି ଦୁଇ ବନ୍ଧୁ । ପୁଣି ଦୁହେଁ ଦୁହିଁଙ୍କର ସାଜିଛନ୍ତି ସାହାରା । ଏମିତି ଦୁଇ ଦିବ୍ୟାଙ୍ଗ ବନ୍ଧୁ ହେଉଛନ୍ତି ଅମ୍ୱାରିକ ଏବଂ ନର୍ମଦା…
