Asia cup 2023; କଣ ରହିଛି ଏସିଆ କପରେ ଭାରତୀୟ ଦଳର ସ୍ଥିତି ଆସନ୍ତୁ ଜାଣିବା …
ଏସିଆ କପ ୨୦୨୩ରେ ୧୬ ତମ ସଂସ୍କରଣ ଅଗଷ୍ଟ 30 ତାରିଖରେ ପାକିସ୍ତାନରେ ଆରମ୍ଭ ହେବାକୁ ଯାଉଛି । ତେବେ ଏନେଇ ସବୁ ଦଳ ମାନଙ୍କର ପ୍ତସ୍ତୁତି ଚୂଡାନ୍ତ ପର୍ଯ୍ୟୟରେ ପହଁଚିଛି । ଭାରତ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ସେପ୍ଟେମ୍ବର ୨ର ମ୍ୟାଚ୍ ଉପରେ ସବୁ ଖେଳ ପ୍ରେମୀଙ୍କ ନଜର ରହିଛି । ପ୍ରାୟ ସବୁ ଦଳ ମଧ୍ୟ ସେମାନଙ୍କର ୧୭ ଜଣିଆ ଦଳ ଘୋଷଣା କରିସାରିଛନ୍ତି । ତେବେ ଆସନ୍ତୁ ଆଜି ନଜର ପାକାଇବା…
