IOCL Recruitment 2023 : IOCLରେ ଚାକିରି ପାଇଁ ବାହାରିଲା ବିଜ୍ଞପ୍ତି ୧୮ ବର୍ଷରୁ ଉର୍ଦ୍ଧ୍ବ କରିପାରିବେ ଆବେଦନ
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଆସିଛି ଖୁସି ଖବର । ( IOCL )ର ବିଭିନ୍ନ ବିଭାଗରେ ୪୯୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଛି।ଟେକ୍ନିସିଆନ୍, ଟ୍ରେଡ୍ ଆପ୍ରେଣ୍ଟିସ୍ / ଆକାଉଣ୍ଟସ୍ ଏକ୍ଜିକ୍ୟୁଟିଭ୍ / ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ (ବୈଷୟିକ ଏବଂ ଅଣ-ଯାନ୍ତ୍ରିକ) ସହିତ ବିଭିନ୍ନ ଟ୍ରେଡ୍ ପାଇଁ ବିଜ୍ଞପ୍ତି ଜାରି ହୋଇଛି ।ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏହି ପୋଷ୍ଟଗୁଡିକ ପାଇଁ ଆଇଓସିଏଲର ଅଫିସିଆଲ୍ ୱେବସାଇଟ୍ www.iocl.com/apprenticeships…
