ଆସନ୍ତା ବିଶ୍ୱକପରେ ଏହି ୪ ବ୍ୟାଟରଙ୍କ ପ୍ରଦର୍ଶନ ଉପରେ ରହିବ ସାରା ବିଶ୍ୱର ନଜର
ମୁମ୍ବାଇ : ଚଳିତ ବିଶ୍ୱକପ ଭରତରେ ଅକ୍ଟୋବର ୫ରେ ଆରମ୍ଭ ହୋଇ ନଭେମ୍ବର ୧୯ରେ ଶେଷ ହେବ । ଯେହେତୁ ଏଥର ବିଶ୍ୱକପ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ତେବେ ପ୍ରଶଂସକ ମାନଙ୍କୁ ଏଥର ଛକ୍କା ଚଉକା ବେଶି ଦେଖିବାକୁ ମିଳିବାର ଅଧିକ ସମ୍ଭାବନା ରହିଛି । ଏହି ବିଶ୍ୱକପରେ ଏମିତି ଚାରି ଜଣ ଖେଳାଳି ରହିବେ ଯାହାଙ୍କୁ ରୋକିବା ବୋଲରଙ୍କ ପକ୍ଷରେ କଷ୍ଟକର ହେବ । ତେବେ ଆସନ୍ତୁ ନଜର ପକାଇବା ସେହି ୪ଜଣ ବିଷ୍ପୋଟକ…
