ଆଜି ସାଫ୍ ଚାମ୍ପିଅନସିପ୍ ଫାଇନାଲ : ଛେତ୍ରିଙ୍କ ଉପରେ ରହିବ ଦେଶର ନଜର

ବେଙ୍ଗାଲୁରୁ:  ଆଜି ଭାରତ ଓ କୁଏତ୍ ମଧ୍ୟରେ ଖେଳାଯିବ ସାଫ୍ ଚାମ୍ପିଅନସିପ୍  2023ର ଫାଇନାଲ । ଲଗାତାର ନବମ ଥର ସାଫ୍‌ ଚାମ୍ପିଅନ୍‌ସିପ୍‌ ବିଜେତା ଲକ୍ଷ୍ୟରେ ଆଜି ବେଙ୍ଗାଲୁରୁର କାନ୍ତୀରବା ଷ୍ଟାଡିୟମକୁ ଓହ୍ଲାଇବ ଭାରତୀୟ ଦଳ । ସେମିଫାଇନାଲ୍‌ରେ ଲେବାନନ୍‌କୁ ୪-୨ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଭାରତ ହରାଇଥିଲା ବେଳେ ବାଂଲାଦେଶକୁ ଅତିରିକ୍ତ ସମୟରେ ୧-୦ ଗୋଲ୍‌ରେ ହରାଇ କୁଏତ୍‌ ଫାଇନାଲ୍‌ରେ ପ୍ରବେଶ କରିଛି। ଏହାଫଳରେ ପ୍ରତିଯୋଗିତାର ଏହି ସଂସ୍କରଣରେ ଭାରତ ଦ୍ବିତୀୟ ଥର ପାଇଁ କୁଏତ୍‌କୁ ଭେଟିବାକୁ…

Read More

ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଘଟିଥିଲା ବାହାନଗା ରେଳ ଦୁର୍ଘଟଣା

ବାଲେଶ୍ବର : ଗତ ମାସ ଜୁନ୍ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିବା  ମର୍ମନ୍ତୁଦ ଦୁର୍ଘଟଣାରେ  ଏପର୍ଯ୍ୟନ୍ତ  ୨୯୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଶିକାର ହୋଇଥିବା କିଛି ଲୋକ ଏବେ ବି ହସ୍ପିଟାଲରେ ଚିକିତ୍ସୀତ ହେଉଛନ୍ତି ।  ତେବେ ଏହାରି ଭିତରେ ଟ୍ରେନ୍ ଦୁର୍ଘଟଣାକୁ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ସିଗନାଲ୍ ଓ ଟେଲିକମ୍‌ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ରେଲୱେ ସୁରକ୍ଷା କମିଶନର (ସିଆର୍‌ଏସ୍‌)…

Read More

ସଙ୍ଗଠନକୁ ଫେରିବେ ଧର୍ମେନ୍ଦ୍ର, ସମସ୍ତ ସହଯୋଗ ସହ ମିଳିଲା ସବୁଜ ସଙ୍କେତ

୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ଏହାକୁ ଦୃଷ୍ଟିରେ ରଖି ବିଜେପି ବଡ଼ ପ୍ଲାନ ପ୍ରସ୍ତୁତ କରୁଛି। ଜାତୀୟ ରାଜନୀତିର କ୍ଷମତା ଖେଳ ଓ ଦୀର୍ଘ ପ୍ରଶାସନିକ ଅନୁଭବ ଥିବା ନେତାଙ୍କୁ ବିଭିନ୍ନ ରାଜ୍ୟର ସଙ୍ଗଠନରେ ଅବସ୍ଥାପିତ କରାଯିବ। କାହାକୁ ରାଜ୍ୟ ବିଜେପି ସଭାପତି କରାଯିବ ତ କାହାକୁ ପ୍ରଚାର କମିଟି ଅଧ୍ୟକ୍ଷ କରାଯିବ। ଏହି କ୍ରମରେ ଓଡ଼ିଶାରେ କାହାକୁ କଣ କରାଯିବ, ସେ ନେଇ ଉତ୍କଣ୍ଠା ଲାଗି ରହିଛି। ନୂଆ ସଭାପତି, ନୂଆ ପ୍ରଭାରୀ, ସହ…

Read More

ବିଶ୍ୱକପ୍ ମ୍ୟାଚ ପାଇଲାନି ବାରବାଟୀ, କ୍ଷତି ଭରଣା ପାଇଁ ଚେଷ୍ଟା କରୁଛି ଓସିଏ

କଟକ :  ଓଡ଼ିଶା କ୍ରୀଡ଼ା ରାଜଧାନୀ। ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଏକ ବିଶେଷ ସ୍ଥାନ। ହେଲେ କ୍ରିକେଟ ପାଗଳ ଭାରତବର୍ଷରେ ଅଢେଇ ମାସ ପରେ ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଯାଉଛି। ଦୁଃଖର ବିଶୟ ଅତୀତରେ ଏକାଧିକ ବିଶ୍ୱକପ୍ ମ୍ୟାଚ ଆୟୋଜନ କରିଥିବା କଟକର ବାରବାଟୀ ଷ୍ଟାଡିୟମ ଏଥିରୁ ବଞ୍ଚିତ ହୋଇଛି। ଏହା ରାଜ୍ୟର କ୍ରିକେଟ ପ୍ରେମୀଙ୍କୁ କଷ୍ଟା ଦେଇଛି। ଏନେଇ ବହୁ ପୂର୍ବତନ ରଣଜୀ ଖେଳାଳି ଓଡ଼ିଶା କ୍ରିକେଟ ଆସୋସିଏସନ୍ ର ଅପରାଗତାକୁ ଦାୟୀ କରିଛନ୍ତି।  ରାଜ୍ୟ…

Read More

ବିଦ୍ରୋହର ଦିନକ ପରେ ଦମ୍ ଦେଖାଇଲେ ଶରଦ ପାଓ୍ୱାର, ସତାରାରେ ସମର୍ଥକଙ୍କୁ ଭେଟିଲେ

ମୁମ୍ବାଇ : କେନ୍ଦ୍ରୀୟ ବିଜେପିର ଗୋଟି ଚାଳନାରେ  ଗତକାଲି ମହାରାଷ୍ଟ୍ରର ବିରୋଧି ଦଳ ନେତା ଅଜିତ ପାଓ୍ୱାରରେ ସରକାରରେ ସାମିଲ ହୋଇ ଉପ ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ଏହା ଏନସିପିରେ ଏକ ବଡ ବିଦ୍ରୋହ। ମାତ୍ର ଏହି ବିଦ୍ରୋହ ପରେ ହାର ମାନି ନାହାନ୍ତି ଏନସିପି ପ୍ରତିଷ୍ଠାତା ଶରଦ ପାୱାର । ବିଦ୍ରୋହର ଦିନକ ପରେ ଶରଦ ପାୱାର ଏବେ ପୁଣି ନିଜ ଦଳକୁ ଛିଡା କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।  ସେ ତାଙ୍କ ପାର୍ଟିର ଗ୍ରହଣଯୋଗ୍ୟ…

Read More

ଏକନାଥଙ୍କୁ ପାନେ ଦେବା ପାଇଁ ଅଜିତଙ୍କୁ ବିଜେପି ନେଇଛି : ସଞ୍ଜୟ ରାଓ୍ୱତ

ମୁମ୍ବାଇ : ମୂଳ ଶିବସେନାକୁ ଧୋକ୍କା ଦେଇ ବିଜେପି ସହ ହାତମିଳାଇଥିବା ଏକନାଥ ସିନ୍ଦେ ଖୁବ୍ ଶୀଘ୍ର ପଦରୁ ବିଦା ହେବେ। ତେଣୁ ବିଜେପିକୁ ଏକ ବିକଳ୍ପ ବ୍ୟବସ୍ଥା କରିବାକୁ ପଡ଼ିଲା। ଗତକାଲି କିଛି ବିଧାୟକଙ୍କୁ ନେଇ ଯାଇଥିବା ‘ଏନ୍‌ସିପି’  ବିଧାୟକ ଦଳ ନେତା ଅଜିତ ପାୱାର୍‌ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସୋମବାର ‘ଶିବସେନା (ୟୁବିଟି)’ ସାଂସଦ ସଞ୍ଜୟ ରାଉତ କହିଛନ୍ତି। ଖୁବ୍ ଶୀଘ୍ର ବାଚସ୍ପତିଙ୍କ ସାହାଯ୍ୟ ନେଉ ବିଜେପି ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ…

Read More

ଦରିଆ ସେ ପାରିରେ ଜଗନ୍ନାଥଙ୍କ ରଥଯାତ୍ରା

ଆଲମେରେ: ନେଦରଲ୍ୟାଣ୍ଡସର ଆଲମେରେ ନଗରରେ ମହାସମାରୋହରେ ରଥଯାତ୍ରା ଉତ୍ସବ ପାଳନ କରାଯାଇଛି। ଓଡ଼ିଆ ସୋସିଓ କଲଚରାଲ ଆସୋସିଏସନ, ନେଦରଲ୍ୟାଣ୍ଡସ(ଓସକାନ) ଦ୍ଵାରା ଏହି ରାଷ୍ଟ୍ରରେ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିବା ଘୋଷଯାତ୍ରା ମହୋତ୍ସବକୁ କେନ୍ଦ୍ର କରି ଉଭୟ ସଂଗଠକ ଓ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ, ଅସୀମ ଉନ୍ମାଦନା ଏବଂ ଅଫୁରନ୍ତ ଉଦ୍ଦୀପନା ଦେଖାଦେଇଥିବା ଲକ୍ଷ୍ୟ କରାଯାଇଥିଲା। ଏହି ଅବସରରେ ନେଦରଲ୍ୟାଣ୍ଡସର କୋଣ ଅନୁକୋଣରୁ ଶତାଧିକ ଓଡ଼ିଆ ଏବଂ ଅଣଓଡ଼ିଆ…

Read More

ଏଥର ନୂଆ ଜର୍ସି ପିନ୍ଧିବ ଟିମ୍ ଇଣ୍ଡିଆ, ବାଇଜୁସ୍ ସ୍ଥାନ ନେଲା ଡ୍ରିମ୍ ୧୧

ମୁମ୍ବାଇ : ଭାରତୀୟ କ୍ରିକେଟ ବୋର୍ଡ ତଥା ‘ବିସିସିଆଇ’ ‘ଡ୍ରିମ୍‌୧୧’କୁ ଶନିବାର ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ ପ୍ରାୟୋଜକ ବୋଲି ଘୋ‌ଷଣା କରିଛି। ଏହା ପୂର୍ବରୁ ବାଇଜୁସ୍ ଟିମ୍ ଇଣ୍ଡିର ପ୍ରାୟୋଜକ ରହିଆସିଥିଲା। ଗତ ମାର୍ଚ୍ଚ ମାସରେ ତାହାର ଅବଧି ସରିଯାଇଛି। ‘ବିସିସିଆଇ’ ସହିତ ତିନି ବର୍ଷ ପାଇଁ ‘ଡ୍ରିମ୍‌୧୧’ ଏହି ରାଜିନାମା ସ୍ୱାକ୍ଷର କରିଥିବା ଜଣାପଡିଛି। ଚଳିତ ମାସରୁ ଆରମ୍ଭ ହେବାକୁ ଥିବା ୱେଷ୍ଟ୍‌ଇଣ୍ଡିଜ୍‌ ଗସ୍ତଠାରୁ ‘ଟିମ୍‌ ଇଣ୍ଡିଆ’ର ଜର୍ସିରେ ‘ଡ୍ରିମ୍‌୧୧’ ସଙ୍କେତ ଭାବେ ରହିବ…

Read More

ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ପାର୍ଲାମେଣ୍ଟର ଚଳିତ ବର୍ଷର ମୌସୁମୀ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଆସନ୍ତା ଅଗଷ୍ଟ ମାସ ୧୧ ତାରିଖ ଯାଏଁ ଚାଲିବ। ଶନିବାର କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି। ଶ୍ରୀ ଯୋଗୀ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି ଯେ, ପାର୍ଲାମେଣ୍ଟର ୨୦୨୩ ମୌସୁମୀ ଅଧିବେଶନ ଜୁଲାଇ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସମସ୍ତ ଦଳଙ୍କୁ…

Read More

ଗୌହାଟିରୁ ଆସିବ ଓଡ଼ିଶା ବିଜେପି ପାଇଁ ଗୁରୁମନ୍ତ୍ର

ଭୁବନେଶ୍ୱର : ଓଡ଼ିଶାରେ ବିଜେପିର ରଣନୀତି କଣ ହେବ। ନିଜସ୍ୱ ସଂଗଠନରେ ଦଳ ଆଗକୁ ବଢିବ। ନା କିଛି ବିଜେଡି ନେତାଙ୍କୁ ଦଳକୁ ଆଣିବ। କେନ୍ଦ୍ର ରାଜନୀତିକୁ ଲକ୍ଷ୍ୟ ରଖି ନବୀନ ପଟ୍ଟନାୟକଙ୍କୁ ଆକ୍ରମଣ କରିବ ନା କରିବ ନାହିଁ। ଯଦି ଆଗୁଆ ବିଧାନସଭା ନିର୍ବାଚନ ହୁଏ, ତେବେ କଣ ରଣନୀତି ହେବ। ଓଡ଼ିଶା ବିଜେପିର ପରବର୍ତ୍ତୀ ପ୍ରଚାର କମିଟି ଅଧ୍ୟକ୍ଷ କାହାକୁ କରାଯିବ। କେଉଁ ନେତା ମନ୍ତ୍ରୀ ପଦରୁ ଅପସାରିତ ହେବେ, କାହାକୁ ମନ୍ତ୍ରୀ କରାଯିବ।…

Read More