ଲୋକ ହେଉ ନାହାନ୍ତି,ଯାତ୍ରୀ ଭଡ଼ା ହ୍ରାସ କରିପାରେ ବନ୍ଦେ ଭାରତ ଏକ୍ସପ୍ରେସ୍

ନୂଆଦିଲ୍ଲୀ : ଯାହା ଆଶଙ୍କା କରାଯାଉଥିଲା, ତାହା ହେଲା। କିଛିମାସ ତଳେ ଶୁଭାରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଶନୁରୂପ ଯାତ୍ରୀ କରିପାରିଲା ନାହିଁ। ଲଗାତର ଭାବେ ଏହି ଟ୍ରେନ୍ ପାଇଁ କମ୍ ଯାତ୍ରୀ ହେଉଛନ୍ତି। ତେଣୁ ଏକାଧିକ ସ୍ୱଳ୍ପ ଦୂରଗାମୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌ର ଟିକେଟ୍‌ ମୂଲ୍ୟ ହ୍ରାସ କରାଯିବା ନେଇ ରେଳବାଇ ଚିନ୍ତା କରୁଛି। ଜାତୀୟସ୍ତରୀୟ ଖବରସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନିକଟରେ…

Read More

ପ୍ରକାଶ ପାଇଲା ଯୁକ୍ତ ଦୁଇ କଟଅଫ୍ ତାଲିକା, ରେଭେନ୍ସା ଶୀର୍ଷରେ

ଗୁରୁବାର ଚଳିତ ଶିକ୍ଷାବର୍ଷ(୨୦୨୩-୨୪) ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରକାଶ ପାଇଛି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମେଧା ତାଲିକା ସାର୍ବଜନୀନ କରାଯାଇଛି। ପ୍ରଥମ ପର୍ଯ୍ୟାୟ କଟଅଫ୍‌ରେ ୪,୧୨,୩୬୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ଜଣାପଡିଛି। ରାଜ୍ୟର ସମସ୍ତ କଲେଜକୁ ପଛରେ ପକାଇ ଯୁକ୍ତ  ପ୍ରଥମ ପର୍ଯ୍ୟାୟ କଟଅଫ୍‌ରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆଗରେ ରହିଥିବା ଜଣାପଡିଛି। ସେହିପରି ପ୍ରଥମ ପର୍ଯ୍ୟାୟ ନାମଲେଖା ଚଳିତ ମାସ ୭ ରୁ ଆରମ୍ଭ ହୋଇ ଆସନ୍ତା ୧୩…

Read More

ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଅଟକ ରଖିଲେ ପାରା ମେଡିକାଲ, ନର୍ସିଂ କର୍ମଚାରୀ

କଟକ: ଓଡ଼ିଶା ସରକାରଙ୍କ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ତଥା ସୋନପୁରର ବରିଷ୍ଠ ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଗୁରୁବାର କଟକରେ ହଟହଟା ହେବାକୁ ପଡିଛି। କଟକ ସ୍ଥିତ ଆଚର୍ଯ୍ୟ ହରିହର କର୍କଟ କେନ୍ଦ୍ର ଗସ୍ତରେ ଥିବା  ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଚୁକ୍ତିଭିତ୍ତିକ ପାରା ମେଡିକାଲ ଓ ନର୍ସିଂ ଷ୍ଟାଫ ଘେରି ଅଟକ ରଖିବା ଲକ୍ଷ୍ୟ ରଖାଯାଇଥିଲା। ସେମାନଙ୍କ ପକ୍ଷରୁ ଏକାଧିକ ଦାବି ଓ ତାହାର ତୁରନ୍ତ ସମାଧାନ ପ୍ରତିଶ୍ରୁତି ନେଇ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଅଟକ…

Read More

ବିଧାନସଭା ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ବିଜୟ, ଏହି ଆସନ ଉପରେ ରହିଛି ତାଙ୍କ ନଜର

ପାରଳାଖେମୁଣ୍ଡି: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ଯେଉଁ ଗତିରେ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି, ସେହି ତୁଳନାରେ କଂଗ୍ରେସ ନିଜର ସ୍ଥିତି ସମୀକ୍ଷା କରିବାର ଆବଶ୍ୟକତା ରହିଛି। ଏହି ସ୍ଥଳେ ପିସିସି ସଭାପତି ଶରତ ପଟ୍ଟନାୟକ ଓଡ଼ିଶାରେ ସାଙ୍ଗଠନିକ କାର୍ଯ୍ୟ ଅପେକ୍ଷା ଦିଲ୍ଲୀ ଅଧିକ ଦୌଡ଼ିବା ଲକ୍ଷ୍ୟ କରାଯାଉଛି। କିନ୍ତୁ ନିକଟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ କଂଗ୍ରେସରେ ଯୋଗଦାନ ଓ ଆସୁଆସୁ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ମଙ୍ଗ…

Read More

ଷ୍ଟକ ବଜାରରେ କୋଟି ପତି ହେଉଛନ୍ତି ନିବେଶକାରି

ମୁମ୍ବାଇ: ଷ୍ଟକ ବଜାରରେ ନିବେଶକାରିଙ୍କ ପାଇଁ ଗତ ପାଞ୍ଚଦିନ ଶୁଭ ରହିଛି ।  ଭାରତୀୟ ଷ୍ଟକ ବଜାରର ପ୍ରଦର୍ଶନ ଏବେ ଏକ  ସ୍ତରରେ ରହିଛି। ପ୍ରତିଦିନ ବମ୍ବେ ଷ୍ଟକ୍‌ ବଜାରର ସେନ୍‌ସେକ୍ସ ଓ ନ୍ୟାସନାଲ୍‌ ଷ୍ଟକ୍ ବଜାରର ନିଫ୍ଟିରେ ବୃଦ୍ଧି ହେଉଥିବା ବେଳେ ନୂଆ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଷ୍ଟକ୍‌ ବଜାର ସୂଚୀରେ ହେଉଥିବା ବୃଦ୍ଧି ପ୍ରଭାବରେ ନିବେଶକମାନେ ମା‌ଲାମାଲ ହୋଇଛନ୍ତି। ଗତ ପାଞ୍ଚ ଦିନରେ ସେନ୍‌ସେକ୍ସରେ ୨୫୦୦ ପଏଣ୍ଟ୍‌ରୁ ଅଧିକ ବୃଦ୍ଧି ହୋଇଥିବା ବେଳେ…

Read More

ଅଗରକରଙ୍କୁ ମିଳିଲା ମୁଖ୍ୟ ଚୟନକର୍ତ୍ତା ଦାୟିତ୍ବ

 ମୁମ୍ବାଇ:  ପୂର୍ବତନ ମିଡିୟମ ପେସ୍ ବୋଲର ତଥା ୨୦୦୭ ଟି -୨୦ ବିଶ୍ବକପର ସଦସ୍ୟ ଥିବା ଅଜିତ୍ ଅଗରକର ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ ହୋଇଛନ୍ତି। ବିସିସିଆଇର କ୍ରିକେଟ୍‌ ପରାମର୍ଶଦାତା ସମିତି ସୁପାରିସକ୍ରମେ ଅଗରକରଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ଏହାଫଳରେ ନୂତନ ଚୟନ ସମିତିରେ ଅଗରକରଙ୍କ ସହିତ ଶିବସୁନ୍ଦର ଦାସ, ସୁବ୍ରତ ବାନାର୍ଜୀ, ସଲିଲ ଅଙ୍କୋଲା ଓ ଶ୍ରୀଧରନ୍‌ ଶରତ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଅଗରକର ୨୬ ଟେଷ୍ଟ, ୧୯୧ ଦିନିକିଆ ଓ ୪…

Read More

କୁଶଳୀ ମା’ ଭଉଣୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ସିଲାଇ ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବା- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୦୪ ; ବର୍ତ୍ତମାନ ସମୟରେ ଭାରତ ଉପରେ ବିଶ୍ୱର ଭରସା ବଢୁଥିବା ବେଳେ ଦେଶର ଘରେ ଘରେ କୁଶଳୀ ମା’ ଭଉଣୀମାନେ ପ୍ରସ୍ତୁତ କରୁଥିବା ସିଲାଇ ଓ ଅନ୍ୟ ଡିଜାଇନକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଷ୍ଟେକହୋଲଡର ମାନଙ୍କୁ ଉଦ୍ୟମ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଙ୍ଗଳବାର ନୂଆଦିଲ୍ଲୀ ଠାରେ ‘ସୋସିଆଲ ଏଣ୍ଟରପ୍ରାଇଜ୍ କନକ୍ଲେଭ’ର ଶୁଭାରମ୍ଭ କରିବା ଅବସରରେ ଶ୍ରୀ…

Read More

ଓଡ଼ିଶାରୁ କାହାକୁ ମନ୍ତ୍ରୀ କରିବେ ମୋଦି, ଶାହା… ପଦ ପାଇଁ କିଏ ଲବିରେ…

ଭୁବନେଶ୍ୱର : ବିଜେପି ଶାସନରେ ନଅ ବର୍ଷ ପୂରଣ କରିଛି। ଆଉ ଶାସନକୁ ନଅ ମାସ ସମୟ ରହିଛି। ଆଗାମୀ ରଣନୀତିକୁ ଦୃଷ୍ଟିରେ ରଖି ବିଜେପି ବ୍ୟାପକ ଅଦଳବଦଳ କରିବାକୁ ଯାଉଛି। ଏହି କ୍ରମରେ ମଙ୍ଗଳବାର ଏକାଧିକ ରାଜ୍ୟର ରାଜ୍ୟ ସଭାପତି ବଦଳାଯାଇଛି। ଓଡ଼ିଶାରୁ ଜଣେ ମନ୍ତ୍ରୀଙ୍କୁ ବାଦ୍ ଦିଆଯିବ ବୋଲି ଜଣାପଡିଛି। ଏହି କ୍ରମରେ ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯିବ ବୋଲି ଜଣାପଡିଛି। ହେଲେ କାହାକୁ କରାଯିବ, ସେ ନେଇ କଳ୍ପନାଜଳ୍ପନା ଆରମ୍ଭ…

Read More

ଆମେରିକାରେ ସୁଟିଂ ବେଳେ ଆହତ ହେଲେ କିଙ୍ଗ୍ ଖାନ୍

ବଲିଉଡର କିଙ୍ଗ ଖାନ କୁହାଯାଉଥିବା ଶାହରୁଖ ଖାନ ନିକଟରେ ସୁଟିଂ ପାଇଁ ଆମେରିକାର ଲସ ଏଞ୍ଜେଲସକୁ ଯାଇଥିଲେ। ସେଠାରେ ସୁଟିଂ  କରୁଥିବା ବେଳେ ତାଙ୍କର ଏକ ଦୁର୍ଘଟଣା ହୋଉଥିଲା । ଏହି ଦୁର୍ଘଟଣାର ଶିକାର ହେବାପ‌ରେ ଡାକ୍ତର ଶାହରୁଖଙ୍କ ଅସ୍ତ୍ରୋପଚାର କରିଛନ୍ତି। ଶାହରୁଖ ଖାନ୍ ଲସ ଏଞ୍ଜେଲସରେ ଏକ ପ୍ରୋଜେକ୍ଟ ପାଇଁ ସୁଟିଂ କରୁଥିଲେ। ସୁଟିଂ ସମୟରେ  ତାଙ୍କ ନାକରେ ଆଘାତ ଲାଗି ରକ୍ତ ବାହାରିଥିଲା , ଯେଉଁଥିପାଇଁ ତାଙ୍କୁ ତୁରନ୍ତ ଘଟଣାସ୍ତଳରୁ ଚିକିତ୍ସା ପାଇଁ ଡାକ୍ତରଖାନାରେ…

Read More

ବିଜେପି ଅନ୍ୟ ରାଜ୍ୟରେ ଦେଖାଉଥିବା ସକ୍ରିୟତା ଓଡ଼ିଶାରେ ଶିଥିଳ କାହିଁକି….

ଭୁବନେଶ୍ୱର : କରୋନା ସମୟ। ମଧ୍ୟପ୍ରଦେଶ ସରକାର ଭାଙ୍ଗିବା ସହ ଶିବରାଜ ସିଂ ପୁଣି ମୁଖ୍ୟମନ୍ତ୍ରୀ ହୁଅନ୍ତି। କର୍ନାଟକରେ କୁମାରସ୍ୱାମୀଙ୍କ ନାଟକୀୟ ବିଦାୟ ପୁଣି ୟେଦୁରପ୍ପା ମଙ୍ଗ ଧରନ୍ତି। ମହାରାଷ୍ଟ୍ରରେ ଶିବସେନା ଭାଙ୍ଗିଯାଏ, ପୁଣି ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହୁଅନ୍ତି। ଏମିତି ବର୍ଷେ ଚାଲିଯାଏ। ଅଜିତ ପାଓ୍ୱାର ଏନସିପି ବିଧାୟକ ଦଳରେ ବିଭାଜନ କରି ଉପ ମୁଖ୍ୟମନ୍ତ୍ରୀ ହୁଅନ୍ତି।  ତେଲେଙ୍ଗାନାରେ କଂଗ୍ରେସ ବିଧାୟକ ପଦ ଛାଡି ବିଜେପି ପାଇଁ ଲଢନ୍ତି। ମାତ୍ର ଓଡ଼ିଶାରେ ବିଜେପି ନେତା ଗର୍ଜନ୍ତି…

Read More