ବିଶ୍ବ ମୂଲ୍ୟ ଶୃଙ୍ଖଳା ସହ ସମନ୍ୱିତ ହେବା ସହିତ ମୂଲ୍ୟ ଯୋଗକୁ ପ୍ରାଥମିକତା ଦେବା ଆବଶ୍ୟକ: ଫିକି ସଭାପତି ଶୁଭ୍ରକାନ୍ତ ପଣ୍ଡା

ଫିକି ଅଧ୍ୟକ୍ଷ ତଥା ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଜେନେଭାଠାରେ ଆୟୋଜିତ ଇଣ୍ଟର ନ୍ୟାସନାଲ ଚାମ୍ବର ଅଫ କମର୍ସର ତ୍ରୟୋଦଶ ୱାର୍ଲଡ ଚାମ୍ବର କଂଗ୍ରେସରେ ଅଂଶ ଗ୍ରହଣ କରି ନିଜ ବକ୍ତବ୍ୟ ରଖିଥିଲେ l ‘ଅଭିବୃଦ୍ଧିର ଲକ୍ଷ୍ୟ: କଞ୍ଚାମାଲ ଏବଂ ଅନ୍ତର୍ଭୂକ୍ତି ଆନ୍ତର୍ଜାତୀୟ ବାଣିଜ୍ୟ’ ଉପରେ ଏକ ଅଧିବେଶନରେ ଶ୍ରୀ ପଣ୍ଡା ଆର୍ଥିକ ଅଭିବୃଦ୍ଧି ତଥା ସମୃଦ୍ଧତା ନିମନ୍ତେ ଆନ୍ତର୍ଜାତୀୟ ବାଣିଜ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, “ପ୍ରାକୃତିକ ସମ୍ପଦ…

Read More

୨୭ରେ ଟାଟା ପାୱାର ଦପ୍ତର ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର : ସାରା ରାଜ୍ୟରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ୍ ଏବଂ ଅହେତୁକ ବିଦ୍ୟୁତ୍ ଦର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ଜୁନ୍ ୨୭ ତାରିଖ (ମଙ୍ଗଳବାର ଦିନ) ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା ସଦର ମହକୁମାରେ ଥିବା ବିଦ୍ୟୁତ ଅଧିକାରୀଙ୍କ ମୁଖ୍ୟ କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ ଘଟିକାରେ ଆରମ୍ଭ କରାଯିବ । କଂଗ୍ରେସର ଦାବିଗୁଡିକ…

Read More

୫ଟି ଉପକ୍ରମରେ ବାହାନଗା ହାଇସ୍କୁଲର ପୁନଃନିର୍ମାଣ ପାଇଁ
୨.୪୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର;ବାଲେଶ୍ବର ଜିଲ୍ଲାର ବାହାନଗା ହାଇସ୍କୁଲର ୫ଟି ଉପକ୍ରମରେ ପୁନଃନିର୍ମାଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁଇ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି ।ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ବାହାନଗା ରେଳଷ୍ଟେସନଠାରେ ସଂଗଠିତ ଭୟାବହ ରେଳ ଦୁର୍ଘଟଣା ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ବାହାନଗା ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ଉଦ୍ଧାର ଓ ସେବା କାର୍ଯ୍ୟରେ ସ୍ବତସ୍ଫୁର୍ତ୍ତ ଭାବରେ ଯୋଗ…

Read More

ଗିଲଙ୍କ ଅଧିନାୟକ ହେବା ନେଇ ଏମିତି କିଛି କହିଲେ ଭରତୀୟ ପୂର୍ବତନ ଚୟନ କର୍ତ୍ତା ,,,,

ଭୁବନେଶ୍ଵର;ଟିମ୍‌ ଇଣ୍ତିଆ ଦବ୍ଲ୍ୟୁଟିସି ଫାଇନାଲ ହାରିବା ପରେ ଭରତର ଅଧିନାୟକଙ୍କୁ ନେଇ କ୍ରୀଡାବିତ୍ ମାନେ ନିଜ ନିଜର ମତ ରଖୁଛନ୍ତି। ଏହାରି ଭିତରେ ୨୦୦୫ ରେ ରହିଥିବା ସିଲେକ୍ଟର ଭୂପିନ୍ଦର ସିଂ ଗିଲଙ୍କୁ ନେଇ ଏମିତି କିଛି କହିଛନ୍ତି। ପ୍ରତିଭାବାନ ଯୁବ ଖେଳାଳି ତଥା ଇଣ୍ତିଆନ୍‌ ପ୍ରମିୟର ଲିଗ୍‌ର ଉଦୀୟମାନ ତାରକା ଶୁବମନ୍‌ ଗିଲ ହୋଇପାରନ୍ତି ଭାରତୀୟ ଦଳର ଆଗାମୀ ଅଧିନାୟକ । ଏଭଳି କହିଛନ୍ତି ସିଲେକ୍ଟର କମିଟିର ପୂର୍ବତନ ସଦସ୍ୟ ଭୂପିନ୍ଦର ସିଂ । ଜାତୀୟ…

Read More

ହନିଙ୍କୁ ମିଳିଲା ହତ୍ୟା ଧମକ

ବଲିଉଡ୍‌ର ରାପର୍‌ ହନି ସିଂଙ୍କୁ ମିଳିଛି ହତ୍ୟା ଧମକ । ଏନେଇ ହନି ସିଂ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କ କହିବାନୁଯାୟୀ ୧୯ ଜୁନ୍‌ରେ ତାଙ୍କ ମ୍ୟାନେଜର୍‌ ଛାବ୍ରାଙ୍କୁ କାନାଡ଼ାରେ ରହୁଥିବା ଗ୍ୟାଙ୍ଗଷ୍ଟାର୍‌ ଗୋଲ୍ଡି ବ୍ରାର୍‌ଙ୍କ କଲ୍‌ ଆସିଥିଲା । କଲ୍‌ କରିଥିବା ବ୍ୟକ୍ତି ଜଣକ ନିଜକୁ ଗୋଲ୍ଡି ବ୍ରାର୍‌ ବୋଲି କହିବା ସହ ହନି ସିଂଙ୍କୁ ମାରିଦେବାକୁ ଧମକ ଦେଇଥିଲେ । ଏହାସହ ୫୦ ଲକ୍ଷ ଟଙ୍କା ମଧ୍ୟ ମାଗିଥିଲେ ।ଗାୟକ…

Read More

ଆଜି ଓଡିଶା ଛୁଇଁବ ମୌସୁମୀ ବାୟୁ

ଭୁବନେଶ୍ଵର;୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ତା’ପୂର୍ବରୁ ୩ ଘଣ୍ଟା ପାଇଁ ୧୧ ଜିଲ୍ଲାରେ ବର୍ଷା ନେଇ ସତର୍କ ଜାରି କରିଛି ଆଇଏମଡି । ପୁରୀ, ଖୋର୍ଦ୍ଧା (ଭୁବନେଶ୍ବର), ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ରାୟଗଡ଼ା, ଗଜପତି, ଗଂଜାମ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାକୁ ୱାର୍ଣ୍ଣିଂ ଦିଆଯାଇଛି ।ସେହିପରି ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବର୍ଷା ୧ ଘଣ୍ଟା ହେବ ଜାରି ରହିଛି । ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ସୂଚନା ମିଳିଛି…

Read More

କ୍ୟାବିନେଟ ବୈଠକରେ ପନ୍ଦରଟି ପ୍ରସ୍ତାବକୁ ମୋହର, ଗ୍ରାମ୍ୟ ଭିତ୍ତିଭୂମି ଓ ଜନଜାତି ବିକାଶକୁ ଗୁରୁତ୍ୱ

ଭୁବନେଶ୍ଵର;ରାଜ୍ୟ କ୍ୟାବିନେଟ୍ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାନ୍ୟବର ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଯୋଗଦାନ କରିଥିଲେ । ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ସଂପର୍କରେ ପ୍ରଥମେ ମାନ୍ୟବର ରାଜ୍ୟ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ସଉରା ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଦ୍ୱାରା ସୁପାରିଶ କରାଯିବା ଏବଂ ମା ମଝିଘରିଆଣୀ ମନ୍ଦିର, ରାୟଗଡାର…

Read More

ନୂଆଦିଲ୍ଲୀ, ବିଶାଖାପାଟଣା ଓ ନୋଏଡ଼ାରେ ରଥଯାତ୍ରା ପାଳିତ

ଭୁବନେଶ୍ୱର : ପୁରୀ ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନକୁ ବାଦ୍ ଦେଇ ରାଜ୍ୟ ବାହାରେ ମଧ୍ୟ ଘୋଷଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏହା ମଧ୍ୟରେ ରାଜଧାନୀ ଦିଲ୍ଲୀ, ନୋଏଡା ଏବଂ ବିଶାଖାପାଟଣାର ରଥଯାତ୍ରା ବେଶ୍ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା। ବିଶାଖା ପାଟଣାର ଦଶପଲ୍ଲା ପାହାଡ଼ିଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି । ମନ୍ଦିର ପରିଚାଳନା କମିଟି, ଉତ୍କଳ ସାଂସ୍କୃତିକ ସମାଜ ଦ୍ୱାରା ଗତକାଲି ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ…

Read More

ଅଶ୍ୱିନୀଙ୍କୁ ୫ବର୍ଷ ପରେ ପୁଣି ସହଯୋଗ କରିବ ବିଜେଡି, ବାଲେଶ୍ୱରରୁ ଲୋକସଭା ପ୍ରାର୍ଥୀ ହେବେ ଅଶ୍ୱିନୀ

ଭୁବନେଶ୍ୱର : ନବୀନ ପଟ୍ଟନାୟକ ପୋଡ଼ା ଟ୍ରାନ୍ସଫରର୍ମର। ବିଜେଡ଼ିକୁ କଳା ପହାଡ଼ ଅକ୍ତିଆର କରିସାରିଲେଣି। ମହାକାଳପଡ଼ାରେ ମହିରାବଣ ଅଛନ୍ତି। ଏପରି କିଛି ଶବ୍ଦ ବିଜେପିର ଶୀର୍ଷ ନେତା ଅମିତ ଶାହା ଏବଂ ରାଜ୍ୟ ବିଜେପିର ଶୀର୍ଷ ନେତା ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ଏବଂ ବିଜେଡିକୁ ଆକ୍ଷେପ କରିଥିଲେ। ହେଲେ ୨୦୧୯ ନିର୍ବାଚନ ସରିବାର ମାସ କେଇଟା ପରେ କର୍ପୋରେଟ ଜିଆଣ୍ଟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନ ପଟ୍ଟନାୟକଙ୍କୁ ଫୋନ୍ କଲେ। ତାଙ୍କ ପ୍ରିୟ  ଅଶ୍ୱିନୀ ବୈଷ୍ଣବଙ୍କୁ…

Read More

ମୋଦିଙ୍କୁ ଭେଟି ମସ୍କ କହିଲେ ଏମିତି କିଛି,,,

ଐତିହାସିକ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ତିନି ଦିନିଆ ଗସ୍ତବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ସହ ପ୍ରତିରକ୍ଷା କ୍ଷେତ୍ରରେ ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହେବ । ପ୍ରଧାନମନ୍ତ୍ରୀ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଏହାରି ଭିତରେ ବିଶ୍ୱର ସବୁଠାରୁ ବଡ ଧନୀ ତଥା ଟେସଲା ମୁଖ୍ୟ ଏଲନ ମସ୍କଙ୍କୁ ଭେଟିଛନ୍ତି ମୋଦି ।ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଏଲନ…

Read More